Monthly Archives

October 2018

‘ହତ୍ୟା ଅଭିଯୁକ୍ତ’ କହିଥିବାରୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଓକିଲ ନୋଟିସ୍‌ ପଠାଇଲେ ଶଶି ଥରୁର୍‌ : ୪୮ ଘଣ୍ଟା…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବୁଧବାର କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏକ ଓକିଲ ନୋଟିସ୍‌ ପଠାଇଛନ୍ତି। ରବିଶଙ୍କର ତାଙ୍କୁ ଜଣେ ‘ହତ୍ୟା ଅଭିଯୁକ୍ତ’ ବୋଲି କହିବା ପରେ ୪୮ ଘଣ୍ଟା ମଧ୍ୟରେ ସେ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରି ଶଶି ଥରୁର ନୋଟିସ୍‌ ଜାରି…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଆସିବା ପାଇଁ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ଦିଆଯାଇ ନାହିଁ: ସୂତ୍ର

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସକୁ ଅତିଥି ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ପ୍ରକାଶ ପାଇଥିଲା। ମାତ୍ର ଗତ ଦୁଇ ଦିନ ତଳେ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ଫଙ୍କ ସେପରି କାର୍ଯ୍ୟକ୍ରମ ନ ଥିବା କୁହାଗଲା। ଏହାପରେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ୧୧ ବର୍ଷ ପରେ ଦିଲ୍ଲୀ ଟିମ୍‌କୁ ଫେରିବେ ଶିଖର ଧାଓ୍ଵନ!

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଅନ୍ୟତମ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ଶିଖର ଧାଓ୍ଵନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପଦାର୍ପଣର ୧୧ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଡେୟାରଡେଭିଲସ୍‌କୁ ଫେରି ପାରନ୍ତି। କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ୩ ଖେଳାଳି- ବିଜୟ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ଜମାଲ ଖାସୋଗୀଙ୍କୁ ସାଉଦି କନ୍‌ସୁଲେଟ୍‌ ମଧ୍ୟରେ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରା ଯାଇଥିଲା; ତୁର୍କୀ…

ଇସ୍ତାନବୁଲ୍‌: ସାଉଦି ଆରବର ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ଘଟଣାକୁ କେନ୍ଦ୍ରକରି ବିଶ୍ୱବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଆଜି ଏସଂପର୍କିତ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତୁର୍କୀର ସରକାରୀ ଓକିଲ ଆଜି ସନ୍ଧ୍ୟାରେ କହିଛନ୍ତି ଯେ ଆମେରିକାର ଓ୍ଵାଶିଂଟନ୍‌ ପୋଷ୍ଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାବର୍ଷ ମେ’ ୧୨ ତାରିଖରେ ଓଜେଇଇ, ଜୁଲାଇ ୨୧ରେ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆସନ୍ତା ବର୍ଷ ମେ’ ମାସ ୧୨ ତାରିଖରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ହେବ। ସେହିଭଳି ଜୁଲାଇ ୨୧ରେ ସ୍ପୋଶାଲ ଓଜେଇଇ ପରୀକ୍ଷା ହେବ। ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତାବର୍ଷ ଠାରୁ ପିଜି କୋର୍ସ ପାଇଁ…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ପାଇଁ ଭଲ ଖବର, ବିଶ୍ୱ ବ୍ୟାଙ୍କର ଇଜ-ଅଫ-ଡୁଇଙ୍ଗ ବିଜନେସ୍‌ ତାଲିକାରେ ୭୭ ତମ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ :  ଭାରତରେ ବ୍ୟବସାୟ କରିବାର ବାତାବରଣ ଦିନକୁ ଦିନ ସୁଧୁରିବାରେ ଲାଗିଛି । ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ବ୍ୟାଙ୍କର ଇଜ-ଅଫ-ଡୁଇଙ୍ଗ ବିଜନେସ୍‌ ତାଲିକାରେ ଦ୍ରୁତ ଗତିରେ ସିଡି ଚଢିଚାଲିଛି । ଆଜି ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ତାଲିକାରେ ଭାରତ ଏକା…
ଅଧିକ ଖବର ଦେଖନ୍ତୁ...

କଟକ: ଫାର୍ମ ହାସଉସରେ ସେକ୍ସ ରାକେଟ ଠାବ; ଯୁବତୀ ଉଦ୍ଧାର, ୩ ଗିରଫ

କଟକ: ଚୌଦ୍ୱାର ଅଞ୍ଚଳର ମଣ୍ଡାପଡ଼ାରେ ଥିବା ଏକ ଫାର୍ମ ହାଉସ୍‌ରେ ଦେହ ବେପାର ଚାଲିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚୌଦ୍ୱାର ଥାନା ପୁଲିସ ମଙ୍ଗଳବାର ରାତି ୮ଟାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ୩ ଜଣ ବ୍ୟକ୍ତିଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

୯୬ବର୍ଷ ବୟସରେ ବୃଦ୍ଧା ଦେଲେ ପରୀକ୍ଷା, ୧୦୦ରୁ ରଖିଲେ ୯୮

ଅଲାପୁଝା: କେରଳର ଅଲାପୁଝା ଜିଲ୍ଲାରେ ୯୬ବର୍ଷର ବୃଦ୍ଧାଙ୍କ କମାଲା ଦେଖିବାକୁ ମିଳିଛି। କାର୍ତ୍ତିୟାନି ଆମ୍ମା ଲିଟେରେସି ପ୍ରୋଗାମ୍‌ ଜରିଆରେ ହୋଇଥିବା ପରୀକ୍ଷାରେ ୧୦୦ମାର୍କରୁ ୯୮ ହାସଲ କରିଛନ୍ତି। ପରୀକ୍ଷାରେ, ପଢ଼ିବା, ଲେଖିବା ଓ ମୌଖିକ ଆଦି ପ୍ରତ୍ୟେକ ପରୀକ୍ଷା ସେ ଦେଇଥିଲେ। କେରଳ…
ଅଧିକ ଖବର ଦେଖନ୍ତୁ...

ତିତ୍‌ଲି ସହାୟତା: କ୍ଷତିଗ୍ରସ୍ତ ଜଳସେଚିତ ଜମିକୁ ଏକର ପିଛା ମିଳିବ ୧୩,୫୦୦ ଟଙ୍କା

ଭୁବନେଶ୍ୱର: ରାଜ୍ୟ ସରକାର ତିତ୍‌ଲି ପ୍ରଭାବିତ ଚାଷୀଙ୍କ ପାଇଁ ବୁଧବାର ସହାୟତା ରାଶି ଘୋଷଣା କରିଛନ୍ତି। ଗଞ୍ଜାମ, ଗଜପତି ଓ ରାୟଗଡ଼ାର କ୍ଷତିଗ୍ରସ୍ତ ଚାଷୀମାନେ ଏହି ସହାୟତା ରାଶି ପାଇବେ। ସରକାର ୩୭ଟି କ୍ଷେତ୍ରରେ ପ୍ରଭାବିତ ଚାଷୀଙ୍କୁ ସହାୟତା ଦେବେ। ଜଳସେଚନ, କୃଷି, ମତ୍ସ୍ୟପାଳନରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପଟେଲଙ୍କ ପରି ଆଇନ ପ୍ରଣୟନ କରି ରାମ ମନ୍ଦିର ନିର୍ମାଣ କର : ସରକାରଙ୍କୁ ଆରଏସଏସର ଆହ୍ଵାନ

ନୂଆଦିଲ୍ଲୀ : ପୂର୍ବତନ ଗୃହମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଆଜି ପୁଣିଥରେ ରାମମନ୍ଦିର କଥା ଉଠାଇଛି ଆରଏସଏସ । ଆଜି ପ୍ରଧାନମନ୍ତ୍ରୀ ମୋଦି ପଟେଲଙ୍କ ବୃହତ୍ତମ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିବାବେଳେ ପଟେଲଙ୍କ ପରି ଦୃଢ କାମ କରିବାକୁ ଆରଏସଏସ ଯୁଗ୍ମ ମହାସଚବ…
ଅଧିକ ଖବର ଦେଖନ୍ତୁ...