Monthly Archives

November 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ତୃତୀୟ ଦିନରେ ୭ ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ଜର୍ମାନୀ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ତୃତୀୟ ଦିନରେ ୭ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୨-୧ରେ ଆୟରଲାଣ୍ଡକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଓ ଚୀନ ମ୍ୟାଚ ୨-୨ରେ ଡ୍ର ରହିଛି। ୮ମ ମୁକାବିଲା ପାକିସ୍ତାନ ଏବଂ ଜର୍ମାନୀ ମଧ୍ୟରେ ହେବ। ଆର୍ଥିକ ଅଭାବ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିିଆରେ ନକଲି ଆକାଉଣ୍ଟ କରି ଏଭଳି କାମ କରିଥାନ୍ତି ସାରା ଅଲ୍ଲୀ ଖାନ୍‌, ସାକ୍ଷାତକାରରେ ସାମ୍ନାକୁ ଆସିଲା ସତ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ତନୟା ସାରା ଅଲ୍ଲୀ ଖାନ୍‌ ଏବେ ନିଜ ବଲିଉଡ୍‌ କ୍ୟରିୟରକୁ ନେଇ ଚର୍ଚ୍ଚାରେ । ଫିଲ୍ମ ‘କେଦାରନାଥ’ ତାଙ୍କ ଡ଼େବ୍ୟୁ ଫିଲ୍ମ ହୋଇଥିବା ବେଳେ ପ୍ରଥମ ଫିଲ୍ମ ରିଲିଜ୍‌ ନ ହେଉଣୁ ଆଉ ଦୁଇଟି ଫିଲ୍ମ ତାଙ୍କ ହାତକୁ…
ଅଧିକ ଖବର ଦେଖନ୍ତୁ...

ଏହି ସମସ୍ୟା ଥିବାରୁ ପ୍ରିୟଙ୍କାଙ୍କ ବିବାହରେ ଯୋଗ ଦେଇ ପାରିବେ ନାହିଁ ତାଙ୍କର ଏହି ଖାସ୍‌ ବନ୍ଧୁ

ମୁମ୍ବାଇ : ଏବେ ଚର୍ଚ୍ଚାରେ ରହିଛି ନିକ୍‌ୟାଙ୍କାଙ୍କ ବିବାହ । ଦୁହେଁ ଯୋଧପୁରରେ ବିବାହ କରିବାକୁ ଥିବା ବେଳେ ଯୋଧପୁରରେ ସମସ୍ତ ପ୍ରସ୍ତୁତି ସରି ସାରିଥିବା ଜଣାପଡ଼ିଛି । ନଭେମ୍ବର ୩୦ରେ ସଙ୍ଗୀତ୍‌ ଥିବା ବେଳେ ପୂରା ଉମୈଦ୍‌ ମହଲକୁ ସଜା ଯାଇଛି । ତେବେ ଡ଼ିସେମ୍ବର ୨ରେ ନିକ୍‌ୟାଙ୍କା ବିବାହ…
ଅଧିକ ଖବର ଦେଖନ୍ତୁ...

ନିଜର ପ୍ରିୟ ସ୍କୁଲ ଶିକ୍ଷକ ବିମାନ ମଧ୍ୟରେ ଥିବା ଜାଣି ଏଭଳି ଭାବରେ ସମ୍ମାନିତ କଲେ ପାଇଲଟ, ଭିଡିିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ନିଜ ପସନ୍ଦର ସ୍କୁଲ ଶିକ୍ଷକଙ୍କୁ ତାଙ୍କ ପାଉଣା ଦେବା ପାଇଁ ଜଣେ ପାଇଲଟ ଯାହା କରିଛନ୍ତି,ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିମାନ ଭିତରରେ ପାଇଲଟ ଜଣକ ନିଜ ଶିକ୍ଷକଙ୍କୁ ଯେଉଁଭଳି ଭାବରେ ସମ୍ମାନ ଜଣାଇଥିଲେ, ତାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ବିନା ନିମନ୍ତ୍ରଣରେ ବିବାହ ଭୋଜିକୁ ଚାଲି ଯାଇଥିଲେ କପିଲ, ଧରା ପଡ଼ିବା ପରେ ମିଳିଥିଲା ଏହି ଦଣ୍ଡ

ମୁମ୍ବାଇ : ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା ଏବେ ନିଜ ପ୍ରେମିକା ଗିନ୍ନି ଚତାର୍ଥୀଙ୍କୁ ଡ଼ିସେମ୍ବର ୧୨ରେ ବିବାହ କରିବାକୁ ଯାଉଛନ୍ତି । ୧୩ବର୍ଷ ପରସ୍ପରକୁ ଡ଼େଟ୍‌ କରିବା ପରେ ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ କପିଲ ନିଜ ସହ ଜଡ଼ିତ…
ଅଧିକ ଖବର ଦେଖନ୍ତୁ...

ଇତିହାସ ରଚିଲେ ଶାଶୁ-ଶଶୁର: ବିଧବା ବୋହୂର ଦୁଃଖ ଦେଖି ନ ପାରି ଝିଅ କରି ପୁର୍ନବିବାହ କରାଇଲେ

ଡ଼େରାଡୁନ୍‌ : ପୁଅର ମୃତ୍ୟୁ ପରେ ବୋହୂକୁ ଭାଙ୍ଗି ପଡ଼ିଥିବା ଦେଖି ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଡ଼େରାଡୁନ୍‌ର ରହୁଥିବା ଶାଶୁ-ଶଶୁର । ଯୌତୁକ ପାଇଁ ଘରର ଲକ୍ଷ୍ମୀର ହତ୍ୟା କରାଯାଉଥିବା ବେଳେ ଏଭଳି ଏକ ପଦକ୍ଷେପ ସେମାନଙ୍କୁ ପ୍ରଶଂସାର ପାତ୍ର କରିଛି । ବୋହୂର ଅବସ୍ଥା ଦେଖି ତା’ର ଜୀବନ…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ରର ଦୁଇ ବର୍ଷ ପରେ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ପରିବର୍ତ୍ତନ ଆଣିଲେ ଅଭିନେତ୍ରୀ ମଲ୍ଲାଇକା

ମୁମ୍ବାଇ : ଅର୍‌ବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଏବେ ମଲ୍ଲାଇକା ଆରୋରା ଅଭିନେତା ଅର୍ଜୁନ କପୁରଙ୍କ ସହ ପ୍ରେମ ସଂପର୍କ ରଖିଥିବା ନେଇ ଚର୍ଚ୍ଚା ହେଉଛି । ଏ ଖବରରେ କେତେ ସତ୍ୟତା ରହିଛି, ତାହା ଜଣା ପଡ଼ି ନଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କୁ ଏକାଠି ସମୟ ବିତାଉଥିବା ଦେଖାଯାଉଛି।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଯୁବକଙ୍କୁ ଛୁରୀ ଭୁସି ହତ୍ୟା

କେନ୍ଦ୍ରାପଡ଼ା: ରାଜକନିକା ଥାନା ଅନ୍ତର୍ଗତ ଓଲାଭର ବାଇସାହିରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ବାଇସାହିର ବିନୋଦ ବାଇ ବୋଲି ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ୨ ମାସର ବନ୍ଧୁତା ପରେ ଘରୁ ଲୁଚି ବିବାହ କରିଥିଲେ ଯୁବତୀ,ଏବେ ଧୋକା ପରେ ୨ ମାସର ଶିଶୁକୁ କୋଳରେ ଧରି…

ଆଦିତ୍ୟପୁର(ଝାରଖଣ୍ଡ): ଝାରଖଣ୍ଡର ଆଦିତ୍ୟପୁରରେ ରହୁଥିବା ଜଣେ ଯୁବତୀଙ୍କ ଫେସ୍‌ବୁକ୍‌ ବନ୍ଧୁଙ୍କୁ ପ୍ରେମ କରି ବସିବା ମହଙ୍ଗା ପଡ଼ିଛି । ଦୁଇ ମାସର ବନ୍ଧୁତା ପରେ ମାତା-ପିତାଙ୍କୁ ପର କରି ଯୁବକଙ୍କୁ ବିବାହ କରିଥିବା ବେଳେ ଏବେ ଶାଶୁ ଘରୁ ବାପ ଘରକୁ ଫେରି ଆସିଥିବା ଜଣାପଡ଼ିଛି । ସାଥିରେ ଦୁଇ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: କୀଟନାଶକ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳରେ ଶୁକ୍ରବାର ଏକ ଦମ୍ପତ୍ତି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦମ୍ପତ୍ତିକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଧାନ ଫସଲ ନଷ୍ଟ ହେବାରୁ ସେମାନେ କୀଟନାଶକ ପିଇବାକୁ…
ଅଧିକ ଖବର ଦେଖନ୍ତୁ...