Daily Archives

November 1, 2018

ରେକର୍ଡ: ଦିନିକିଆରେ ବିଶ୍ୱର ତୃତୀୟ ସଫଳତମ ଓ୍ଵିକେଟକିପର ହେଲେ ମହେନ୍ଦ୍ର ସିଂହ ଧୋନି

ଥିରୁବନନ୍ତପୁରମ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ଓ ଦିନିକିଆ କ୍ରିକେଟର ଷ୍ଟାର ଓ୍ଵିକେଟକିପର ଗୁରୁବାର ଅନ୍ୟ ଏକ ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି। ଧୋନି ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାର ଶେଷ ମୁକାବିଲାରେ ଭୁବନେଶ୍ୱର କୁମାରଙ୍କ ବଲ ୱେଷ୍ଟଇଣ୍ଡିଜ ବ୍ୟାଟସ୍‌ମ୍ୟାନ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରୁ ’ଜିଓ ଡିଜିଟାଲ୍‌ ଯାତ୍ରା’ ଆରମ୍ଭ

ଭୁବନେଶ୍ୱର : ଜିଓ ଡିଜିଟାଲ୍‌ ଲାଇଫ୍‌ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧାରାରେ ଡିଜିଟାଲ୍‌ ବିପ୍ଳବ ଆଣିବା ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ପୁନଃ ସଂସ୍ଥାପିତ କରିବା ପରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍‌ ସେବା ପ୍ରଦାନ କାରୀ ଜିଓ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ଜାଣନ୍ତୁ?

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…
ଅଧିକ ଖବର ଦେଖନ୍ତୁ...

କରଓ୍ଵାଚୌଥ୍‌ ପାଇଁ ୮ମାସର ଶିଶୁକୁ ଗାଡ଼ି ଭିତରେ ବନ୍ଦ କରି ମେହେନ୍ଦି ଲଗାଇବାକୁ ଗଲା ମା’, ତା’ ପରେ କ’ଣ ହେଲା…

ନୂଆଦିଲ୍ଲୀ : ନୋଏଡ଼ାରେ ଦମ୍ପତିଙ୍କ ଦାୟିତ୍ୱହୀନତା ହେତୁ ତାଙ୍କ ୮ମାସର ଶିଶୁ ମୃତ୍ୟୁ ମୁଖରେ ପହଞ୍ଚି ଯାଇଥିଲେ । ମାତା-ପିତା ନିଜ ୮ମାସର ଶିଶୁକୁ ଗାଡ଼ିରେ ବନ୍ଦ କରି ନିଜ ନିଜ କାମରେ ଚାଲିଯିବା ପରେ ଯାହା ଘଟିଥିଲା ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ସୂଚନା ମୁତାବକ, କରଓ୍ଵାଚୌଥ୍‌…
ଅଧିକ ଖବର ଦେଖନ୍ତୁ...

ନୈତିକତା ଦୃଷ୍ଠିରୁ କୋରାପୁଟ ବିଧାୟକ ଇସ୍ତଫା ଦେଇଛନ୍ତି: ପ୍ରଦୀପ ମାଝୀ

ଲକ୍ଷ୍ମୀପୁର: ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ନୈତିକତା ଦୃଷ୍ଟିରୁ କୋରପୁଟ ବିଧାୟକ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମୀପୁର ବ୍ଲକ କଂଗ୍ରେସର ସାଂଗଠନିକ ବୈଠକରେ ଯୋଗଦେବା ଅବସରରେ ବରିଷ୍ଠ କଂଗ୍ରେସ ନେତା ପରାମର୍ଶ ଦେଇଛନ୍ତି ଯେ, ପୁରୁଣା କଂଗ୍ରେସ କର୍ମୀମାନେ…
ଅଧିକ ଖବର ଦେଖନ୍ତୁ...

ଆସାମର ତିନସୁକିଆରେ ଉଲଫା ଉଗ୍ରବାଦୀଙ୍କ ଆକ୍ରମଣ, ୫ ମୃତ

ନୂଆଦିଲ୍ଲୀ: ଆସାମର ତିନସୁକିଆ ଠାରେ ସଦିଗ୍ଧ ଉଗ୍ରବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମର ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଉଗ୍ରବାଦୀ ଆକ୍ରମଣରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଉଲଫା ଉଗ୍ରବାଦୀମାନେ…
ଅଧିକ ଖବର ଦେଖନ୍ତୁ...

ଚାର୍‌ ଦିନ୍‌କି ଚାନ୍ଦନୀ ଫିର୍‌ ଅନ୍ଧେରୀ ରାତ୍‌: #ମି ଠୁ ଅଭିଯାନକୁ ନେଇ ଏଭଳି ମତ ରଖିଲେ ଅଭିନେତା ଶେଖର ସୁମନ

ମୁମ୍ବାଇ : ଦେଶରେ #ମି ଠୁ ଅଭିଯାନ ବର୍ଷେ ପୂର୍ବରୁ ଆସିଥିବା ବେଳେ ତନୁଶ୍ରୀ-ନାନା ବିବାଦ ପରେ ଏହା ତେଜିଥିଲା । ଧିରେ ଧିରେ ଏହି ବିବାଦ ସବୁ କ୍ଷେତ୍ରକୁ ମାଡ଼ିଯିବା ସହ ଅନେ ବଡ଼ ବଡ଼ ନେତା, ଅଭିନେତ,କଣ୍ଠଶିଳ୍ପୀ,ନିର୍ଦ୍ଦେଶକ,ପ୍ରଯୋଜକମାନେ ଏହି ଅଭିଯାନର ଶିକାର ହୋଇଥିଲେ । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ନିଜ ମନର ମଣିଷ ଭିତରେ କେଉଁ ସବୁ ଗୁଣ ରହିବା ଦରକାର ସେ ବିଷୟରେ ଜଣାଇଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା

ମୁମ୍ବାଇ : ବଲିଉଡ୍‌ରେ ଏବେ ବିବାହର ଋତୁ ଆରମ୍ଭ ହୋଇଛି । ଅନେକ ଅଭିନେତ୍ରୀ ଚଳିତ ବର୍ଷ ବିବାହ କରିଥିବା ବେଳେ ବର୍ଷ ଶେଷରେ ଦୁଇଟି ବଡ଼ ବିବାହ ହେବାକୁ ଯାଉଛି । ନଭେମ୍ବର ଏବଂ ଡିିସେମ୍ବରରେ ଦୀପ୍‌-ବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ହେବାକୁ ଥିବା ବେଳେ ଆସନ୍ତା ବର୍ଷ…
ଅଧିକ ଖବର ଦେଖନ୍ତୁ...

ତୁମର ପ୍ରେମିକା ଅଛନ୍ତି କି? ତୁମେ ବିବାହିତ କି? ତୁମର ହ୍ଵାଟସଆପ୍‌ ଫଟୋଟି ବହୁତ ସୁନ୍ଦର ହୋଇଛି ବୋଲି କହି ଫସିଲେ…

ବସ୍ତ୍ରପୁର(ଗୁଜୁରାଟ): ଆପଣ ଏକା ଅଛନ୍ତି ନା ଆପଣଙ୍କର କେହି ପ୍ରେମିକ ଅଛନ୍ତି? ବିବାହିତ କି ଅବିବାହିତ? ସୋସିଆଲ ମିଡ଼ିଆରେ ମହିଳାମାନେ ଏଭଳି ଅନେକ ପ୍ରଶ୍ନର ସାମ୍ନା କରିଥାନ୍ତି । ସାଧାରଣତଃ ଦେଖିବାକୁ ଗଲେ ଏଭଳି ପ୍ରଶ୍ନ ସୋସିଆଲ ମିଡ଼ିଆରେ ଯୁବକମାନେ ଅନେକ ଯୁବତୀମାନଙ୍କୁ ପଚାରିଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

୭୦୦୦ ଟଙ୍କା ଦେଇ ଅମାଜନରୁ ଅର୍ଡ଼ର କରିଥିଲେ ଜେବିଏଲ୍‌ ସ୍ପିକର, ଆସିଲା…

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଜିନିଷ କିଣି ଠକାମିର ଶିକାର ହେବା କିଛି ନୂଆ କଥା ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସି ସାରିଛି । କିଛି ଦିନ ତଳେ ଜଣେ ଯୁବକ ନାପ୍‌ତୋଲରୁ ଫୋନ ଅର୍ଡ଼ର କରିଥିବା ବେଳେ ତାଙ୍କୁ ରିନ୍‌ ସାବୁନ ମିଳିଥିଲା । ଏବେ ଆମାଜନ ଭଳି ଏକ ବ୍ରାଣ୍ଡେଡ଼୍‍…
ଅଧିକ ଖବର ଦେଖନ୍ତୁ...