Daily Archives

November 1, 2018

ତନୁଶ୍ରୀଙ୍କ ଉପରେ ୨୫ ପଇସାର ମାନହାନି ମକଦ୍ଦମା କଲେ ରାକ୍ଷୀ,୨୫ପଇସା ପଛର କାରଣ ପଚାରିବା ପରେ ଦେଲେ ଏଭଳି ଉତ୍ତର

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ  ରାକ୍ଷୀ ସାଓ୍ଵନ୍ତଙ୍କ ଉପରେ ୧୦କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ ତନୁଶ୍ରୀ ଦତ୍ତା । ବିଭିନ୍ନ ସାକ୍ଷାତକାରରେ ରାକ୍ଷୀ ତନୁଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ତନୁଶ୍ରୀ ରାକ୍ଷୀଙ୍କ ବିରୋଧରେ ମକଦ୍ଦମା କରିଥିଲେ । ଏବେ ରାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ଏହି ଦେଶରେ ବିନା ହାତରେ ଜନ୍ମ ହେଉଛନ୍ତି ଶିଶୁ, ଦେଶବ୍ୟାପୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ : ଫ୍ରାନ୍ସରେ ଏବେ ବିନା ହାତରେ ଅନେକ ଶିଶୁ ଜନ୍ମ ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି । ଏହି ଘଟଣା ଘଟିବା ପରେ ଦେଶବ୍ୟାପୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫ୍ରାନ୍ସ ସରକାର । ପ୍ରଥମେ ଦେଶର ୩ଟି ସ୍ଥାନରେ ଏଭଳି ସମସ୍ୟା ଦେଖାଯାଇଥିଲା ।ଏହା ପରେ ଡାକ୍ତରଖାନା ଏବଂ…
ଅଧିକ ଖବର ଦେଖନ୍ତୁ...

ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରା ଯାଉଥିବା ଅଭିଯୋଗ କରି ବିଶ୍ୱର ସମସ୍ତ ଗୁଗୁଲ୍‌ କାର୍ଯ୍ୟାଳୟ…

ସାନ୍‌ଫ୍ରାନ୍‌ସିସ୍‌କୋ: ବିଶ୍ୱର ସର୍ବବୃହତ୍ତ ଇଣ୍ଟରନେଟ୍‌ କମ୍ପାନି ଗୁଗୁଲ୍‌ରେ ବରିଷ୍ଠ ପୁରୁଷ କର୍ମଚାରୀମାନେ ମହିଳା କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଗୁଗୁଲ୍‌ କାର୍ଯ୍ୟାଳୟର ମହିଳା କର୍ମଚାରୀମାନେ କାର୍ଯ୍ୟବନ୍ଦ…
ଅଧିକ ଖବର ଦେଖନ୍ତୁ...

ଦୀପ୍‌-ବୀର ରଚିବେ ଇତିହାସ: ଦୁନିଆର କୌଣସି ବର-ବଧୂ କରି ନ ଥିବା କାମ କରିବାକୁ ଯାଉଛନ୍ତି ବାଜିରାଓ-ମସ୍ତାନି !

ମୁମ୍ବାଇ : ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ବିବାହକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବାରେ ଲାଗିଛନ୍ତି । ବିବାହରେ ଉତ୍ସବକୁ କେତେ ଭିନ୍ନ ଭାବରେ ଦୁହେଁ ପାଳନ କରିବେ ତାହା ଦେଖିବା ପାଇଁ ଦୁହିଁଙ୍କ ପ୍ରଶଂସକଙ୍କ ମନରେ ଉତ୍ସାହ ବଢ଼ି ଚାଲିଛି । ପୂର୍ବରୁ ତାଙ୍କ ବିବାହ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଟ୍ରକ୍‌ ଧକ୍କା ଦେବାରୁ ବାଇକ ଆରୋହୀ ମୃତ

ଫୁଲବାଣୀ: ସ୍ଥାନୀୟ ଜିରିନିପଡା ଛକଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେବାରୁ ଗୁରୁବାର ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୋହନ ପାତ୍ର (୩୫) ବୋଲି ଜଣାପଡ଼ିଛି। ମୋହନର ଘର ଫୁଲବାଣୀ ସାହିରେ ବୋଲି ଜଣାପଡ଼ିଛି।
ଅଧିକ ଖବର ଦେଖନ୍ତୁ...

ବେଆଇନ୍‌ ବାଣ କାରଖାନା ଠାବ, ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ

ଭଦ୍ରକ/ପିପିଲି: ଦୀପାବଳି ଆଉ ୬ ଦିନ ପରେ ପାଳନ ହେବ। ଏଥି ପାଇଁ ବ୍ୟବସାୟୀମାନେ ଅଧିକ ସକ୍ରିୟ ହୋଇଛନ୍ତି। ପୁଲିସ ମଧ୍ୟ ବେଆଇନ ବାଣ କାରଖାନା ଉପରେ ନଜର ରଖିଛି। ବେଆଇନ ବାଣ କାରଖାନା ଠାବ କରି ପୁଲିସ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଓ ବାରୁଦ ଜବତ କରିଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷର ଦୀପାବଳି ଇମୋଜି ବାଛିବା ପାଇଁ ବ୍ୟବହାରକାରୀଙ୍କ ସାହାଯ୍ୟ ମାଗିଲା ଟ୍ଵିଟର, ଜାରି କଲା ୩ଟି ବିକଳ୍ପ

ନୂଆଦିଲ୍ଲୀ : ଚଳିତ ବର୍ଷ ଦୀପାବଳି ଅବସରରେ ନୂଆ ଇମୋଜି ବାଛିବା ପାଇଁ ଟ୍ଵିଟର ଏବେ ଭୋଟିଂ ଆରମ୍ଭ କରିଥିବା ଜଣାପଡ଼ିଛି । ଏଥିଲାଗି ୩ଟି ବିକଳ୍ପ ରଖାଯାଇଥିବା ବେଳେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗୋଟେ ଇମୋଜିକୁ ବାଛିବା ପାଇଁ ବ୍ୟବହାକାରୀଙ୍କୁ ନିବେଦନ କରିଛି ଟ୍ଵିଟର । ଏ ନେଇ ୨୧ସେକେଣ୍ଡର ଏକ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ଲାୟନ୍‌ ଏୟାର ଜେଟ୍‌ର ପାଇଲଟ୍‌ ଫେରି ଆସିବା ପାଇଁ ଜରୁରୀକାଳିନ କଲ୍‌ କରିଥିଲେ, କିନ୍ତୁ ପରେ ସବୁ…

ଇଣ୍ଡୋନେସିଆ: ଇଣ୍ଡୋନେସିଆର ବାଲି ଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିବା ଲାୟନ୍‌ ଏୟାର ଜେଟ୍‌ର ପାଇଲଟ୍‌ ବାଲି ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନରେ ତ୍ରୁଟି ପରିଲକ୍ଷିତ କରି ପାଇଲଟ୍‌ ଆଉଥରେ ମଝିବାଟରୁ ବିମାନଟିକୁ ଆଉଥରେ ବିମାନ ବନ୍ଦରକୁ ଫେରାଇ ଆଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ହଜାର ହଜାର ପଦବୀ ଖାଲି, ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରିବାକୁ…

ନୂଆଦିଲ୍ଲୀ : ଭାରତୀୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ପ୍ରାୟ ହଜାର ପଦବୀ ଖାଲି ପଡିଛି । ଏହା ଫଳରେ ଏହି ବାହିନୀଗୁଡ଼ିକରେ ଯବାନ ଓ ଅନ୍ୟ କର୍ମଚାରୀ ଅଭାବ ଦେଖାଦେଇଛି । ଏହି ସମସ୍ୟା ଆଗକୁ ଆହୁରି ଜଟିଳ ହେବାର ସମ୍ଭାବନା ଥିବାରୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ଏସପି-ବିଏସପି ମେଣ୍ଟ ହେଲେ ପ୍ରାୟ ୪୦ଟି ସିଟ ହରାଇବ ଏନଡିଏ : ସି ଭୋଟର ସର୍ଭେ

ନୂଆଦିଲ୍ଲୀ : ବିଜେପି ପାଇଁ ନିର୍ବାଚନୀ ପାଣିପାଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଜି ଆସିଥିବା ଦୁଇଟି ଜନମତ ସର୍ଭେରୁ ଏହି ସଂକେତ ମିଳୁଛି । ଟାଇମ୍ସ ନାଓ-ସିଏନଏକ୍ସ ସର୍ଭେ ଅନୁସାରେ ଆଗାମୀ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ୧୧୦ରୁ ୧୨୦ଟି ସିଟ ପାଇ ସରକାର ଗଢିପାରେ । ସେହିପରି ଗତ ଥର…
ଅଧିକ ଖବର ଦେଖନ୍ତୁ...