Daily Archives

November 2, 2018

କୋରାପୁଟ: ଦୁଇ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ ୩ କିମି ଦୂର ଡୋଳିଆମ୍ବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖ ନିକଟରେ ଶୁକ୍ରବାର ପାହାନ୍ତିଆରେ ଦୁଇଟି ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତିା ସୂଚନା ମୁତାବକ ୨୦୭ ପିକ୍‌-ଅଫ ଭ୍ୟାନ୍‌…
ଅଧିକ ଖବର ଦେଖନ୍ତୁ...

ଡାଉନଲୋଡ ସ୍ପିଡରେ ଜିଓକୁ ପଛରେ ପକାଇଲା ଏୟାରଟେଲ

ଭୁବନେଶ୍ୱର: ଇଣ୍ଟରନେଟ ଡାଉନଲୋଡ ସ୍ପିଡ ପ୍ରଦାନ କରିବାରେ ଏୟାରଟେଲ ଅନ୍ୟସବୁ ଅପରେଟରଙ୍କୁ ଟପିଯାଇଛି । ଏହାର ଡାଉନଲୋଡ ବେଗ ହେଉଛି ୭.୫୩ ଏମ୍‌ବିପିଏସ୍‌। ନଭେମ୍ବର ମାସରେ ଏୟାରଟେଲ୍‌ର ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅନ୍ୟମାନଙ୍କ ଠାରୁ ଅଧିକ ରହିଛି ବୋଲି ଓପୋନ୍‌ ସିଗ୍‌ନାଲ୍‌ ରିପୋର୍ଟରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ବାୟୁ ପ୍ରଦୂଷଣ ଦ୍ୱାରା ଶରୀର ଉପରେ ପଡ଼ୁଥିବା କୁପ୍ରଭାବକୁ ମୁକାବିଲା କରେ ରୋଷେଇ ଘରେ ଥିବା ଏ ସବୁ ଜିନିଷ

ଦିନକୁ ଦିନ ଯାନବାହାନର ବ୍ୟବହାର ବଢ଼ୁଥିବା ବେଳେ ବାୟୁପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ଅନେକ ଚେଷ୍ଟା କରୁଥିବା ବେଳେ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏବେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଗଲାଣି ଯେ ୫ମିନିଟ୍‌ ବାହାରେ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ପିଲମାନଙ୍କ ସହ ଦୀପାବଳି ପାଳନ କଲେ ବିରାଟ କୋହଲି, ଜାଣନ୍ତୁ ଏପରି କରିବା…

ମୁମ୍ବାଇ : ନିଜ ଲୁକ୍‌ ଏବଂ କ୍ରିକେଟ ଖେଳିବାର ଶୈଳୀରେ ସମସ୍ତଙ୍କ ମନରେ ଘର କରି ପାରିଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବେ ପୁଣି ସମସ୍ତଙ୍କ ପ୍ରଶଂସାର ପାତ୍ର ବନି ପାରିଛନ୍ତି । ଆଗକୁ ଦୀପାବଳି ଥିବାରୁ ସେ ଏହାକୁ ଏକ ଭିନ୍ନ ଅନ୍ଦାଜରେ ପାଳନ କରୁଥିବା ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତ୍ରୀଙ୍କ ଝିଅକୁ ନିଜ ଘରର ବୋହୂ କରିବାକୁ ଚାହୁଁଥିଲେ ଶାହରୁଖ୍‌ , ହେଲେ ହୋଇ ପାରି ନ ଥିଲା ସମ୍ଭବ

ମୁମ୍ବାଇ : ଶାହାରୁଖ୍‌ ଖାନ୍‌ଙ୍କ ବିଷୟରେ ସେମାନଙ୍କ ପ୍ରଶଂସକ ଅନେକ କଥା ଜାଣିଥିବେ । କିନ୍ତୁ ଆଜି ଆମେ ତାଙ୍କ ସହ ଜଡ଼ିତ ଏକ ଏମିତି ଖୁଲାସା କରିବାକୁ ଯାଉଛୁ, ଯାହା ବିଷୟରେ ବୋଧହୁଏ କେହି ଜାଣି ନ ଥିବେ । ଆଜି ବଲିଉଡ୍‌ରେ ରାଜ୍‌ କରୁଥିବା ବାଦ୍‌ଶାହା ଶାହରୁଖ୍‌ ଏକ ଗରିବ ପରିବାରରେ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଟ୍ରାଫିକ୍‌ ପୁଲିସର ମହାନତା : ମାତା-ପିତା ଫିଙ୍ଗି ଯାଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରି କରାଇଲେ ଚିକିତ୍ସା

ନୂଆଦିଲ୍ଲୀ : ଦିଲ୍ଲୀ ଟ୍ରାଫିକ ପୁଲିସର ମାନବିକତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଡିଉଟି କରୁଥିବା ସମୟରେ ନବଜାତର କାନ୍ଦ ଶୁଣି ସେଠାରେ ପହଞ୍ଚିବା ପରେ ବୁଦା ଭିତରେ ଏକ ଶିଶୁକନ୍ୟାଟି ପଡ଼ିଥିବା ଦେଖିଥିଲେ ଦିଲ୍ଲୀର ୩ ଜଣ ଟ୍ରାଫିକ୍‌ ପୁଲିସ । ଶିଶୁକନ୍ୟାର ଅବସ୍ଥା ଦେଖି ସେମାନେ ତୁରନ୍ତୁ…
ଅଧିକ ଖବର ଦେଖନ୍ତୁ...

ମହିଳାମାନଙ୍କଠାରେ ଦେଖାଯାଉଥିବା ଏହି ୫ଟି ଲକ୍ଷଣ ହୋଇପାରେ ହୃଦ୍‌ଘାତର କାରଣ

ଦେଶରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମହିଳାମାନଙ୍କୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଡକାୟତି ମାମଲାରେ ବିଭିନ୍ନ ସାମଗ୍ରୀ ଜବତ, ଜଣେ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗା ମାଳି ମାଇନ୍‌ସର ମୈତ୍ରୀକାନି କାର୍ଯ୍ୟାଳୟରୁ ଡକାୟତି କରି ବିଭିନ୍ନ ସାମଗ୍ରୀ ନେଇଥିବା ଅଭିଯୋଗରେ ଲକ୍ଷ୍ମୀପୁର ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିା ଦୁଇ ଦୁଇ ଥର କାନି କାର୍ଯ୍ୟାଳୟରୁ ସଂଘବଦ୍ଧ ଭାବେ ଡକାୟତି କରି…
ଅଧିକ ଖବର ଦେଖନ୍ତୁ...

ପ୍ୟାରିସ୍‌ର ବସ୍‌ ଚାଳକଙ୍କୁ ନେଇ ଚର୍ଚ୍ଚା : ହ୍ଵିଲ୍‌ଚେୟାରରେ ଥିବା ଯୁବକଙ୍କୁ ବସ୍‌ ଭିତରକୁ ଯିବା ପାଇଁ ଜାଗା ନ…

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ଆମେ ଏମିତି ଅନେକ ଲୋକଙ୍କୁ ଭେଟିଥାଉ ଯେଉଁମାନେ ଦୁର୍ଘଟଣାର ଶିକାର ହୋଇ ନିଜର ଶରୀରର ଅଙ୍ଗ ହରାଇଥାନ୍ତି । ଯଦି ସେଭଳି ଲୋକଙ୍କୁ ଆପଣ ବସ୍‌ରେ ଚଢ଼ୁଥିବାର ଦେଖିବେ,  ତେବେ ନିଶ୍ଚୟ ତାଙ୍କୁ ଉପରକୁ ଯିବା ପାଇଁ ଜାଗା ଦେବା ସହ ତାଙ୍କୁ ଉପରକୁ ଆସିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଆରମ୍ଭ ହେଲା ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ୱେଭ୍‌-୨

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ୱେଭ୍‌-୨ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଆଜିଠାରୁ ଆରମ୍ଭ ହୋଇଛି ଓ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଗ୍ରାହକ ଆମାଜନ୍‌ରେ ମହଜୁଦ୍‌ ଥିବା ହଜାର ହଜାର…
ଅଧିକ ଖବର ଦେଖନ୍ତୁ...