Daily Archives

November 2, 2018

ଏବେ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ର ଫିରଙ୍ଗି ଗୁଗଲ୍‌ ମ୍ୟାପ୍‌ରେ ଦେଖାଇବ ରାସ୍ତା,ଜାଣନ୍ତୁ ପୂରା ଘଟଣା କ’ଣ

ମୁମ୍ବାଇ : ମାର୍କେଟିଙ୍ଗ କରିବାରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ ପ୍ରବୀଣ ବୋଲି ସମସ୍ତେ ଜାଣନ୍ତି । ନିଜ ପ୍ରଥମ ଫିଲ୍ମର ପ୍ରମୋସନ କରିବାକୁ ଯାଇ ଅଟୋ ପଛରେ ଫିଲ୍ମର ପୋଷ୍ଟର ମାରିବା ହେଉ ବା ଗଜନୀ ପାଇଁ ଲୋକମାନଙ୍କ ଗଜନୀ ଲୁକ୍‌ ଦେବା ହେଉ । ଆମୀର ଖାନ୍‌ ବିଗତ କିଛି ବର୍ଷ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୋକାନ ଭିତରକୁ ଟାଣି ନେଇ ଗଣଦୁଷ୍କର୍ମ କଲେ ୩ ଯୁବକ, ଚିତ୍କାର ନ ଶୁଭିବା ପାଇଁ ଜୋରରେ ବଜାଇଥିଲେ ଗୀତ

ଲକ୍ଷ୍ନୌ: ଦେଶର କୋଣଅନୁକୋଣରେ ମହିଳା, ଯୁବତୀ ଏବଂ ନାବାଳିକାଙ୍କ ସହ ହେଉଥିବା ଗଣଦୁଷ୍କର୍ମକୁ ରୋକିବା ପାଇଁ ସରକାର ଯେତେ କଡ଼ା ଆଇନ ତିଆରି କଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇ ପାରି ନାହିଁ । ପୁଣି ଥରେ ଲକ୍ଷ୍ନୌରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ଏହି ସବୁ ବଲିଉଡ୍‌ ଅଭିନେତା, କ୍ଷମା କରିବା ସହ…

ବଲିଉଡ୍‌ରେ ବ୍ରେକ୍‌ଅପ୍‌ ଏବଂ ପ୍ୟାଚ୍‌ଅପ୍‌ ଲାଗି ରହିଥାଏ । ପ୍ରତିଦିନ କଳାକାରମାନଙ୍କର ପ୍ରେମ ସଂପର୍କ ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ସେମାନେ ପରସ୍ପରଠାରୁ ଅଲଗା ହେଉଥିବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ । ବିଗତ ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଏମିତି ମଧ୍ୟ କିଛି କଳାକାର…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପୁଲିସକୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ, ଗୁରୁତର ଓଆଇସିଙ୍କୁ ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆମାନେ ସକ୍ରିୟ ହୋଇଛନ୍ତି। ପୁଲିସକୁ ଗଞ୍ଜେଇ କାରବାର ସହିତ ଜଡ଼ିତ ମାଫିଆଙ୍କ ଦ୍ୱାରା ଆକ୍ରମଣର ଶିକାର ହେବାକୁ ପଡ଼ିଛି। ସୂଚନା ଅନୁସାରେ ଗଞ୍ଜେଇ ମାଫିଆମାନେ ଶୁକ୍ରବାର ସନ୍ଧ୍ୟାରେ ଗୋଚ୍ଛାପଡ଼ା ପୁଲିସ ଥାନାର ଓଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଫୋନ ଠିକ୍‌ କରିବା ପାଇଁ ସର୍ଭିସ ସେଣ୍ଟରରେ ଦେଇଥିବା ବେଳେ ଆକାଉଣ୍ଟରୁ ଚାଲିଗଲା ୯୦ହଜାର ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ : ଯଦି ଆପଣ ନିଜ ମୋବାଇଲ ଫୋନ ଠିକ୍‌ କରିବାକୁ ଦେବା ସମୟରେ ନିଜ ଫୋନରୁ ଇ-ଓ୍ଵଲେଟ୍‌ ଆପ୍‌କୁ ନ ହଟାଉଛନ୍ତି ତେବେ ଆପଣଙ୍କୁ ପରବର୍ତ୍ତୀ ମୂହୁର୍ତ୍ତରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ । ଦିଲ୍ଲୀରେ ଜଣେ ଯୁବକଙ୍କ ସହ ଏପରି ଘଟିଥିବା ଜଣାପଡ଼ିଛି । ଫୋନ ଠିକ୍‌ କରିବା ପାଇଁ ଯୁବକ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ମାମଲାରେ ଅନୁରାଗ ଠାକୁରଙ୍କୁ ବଡ଼ ଆଶ୍ୱସ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଏଫ୍‌ଆଇଆର୍‌ ଖାରଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ ମାମଲାରେ କଥିତ ଅନୀୟମିତତା ଅଭିଯୋଗରେ ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ବିଜେପି ସାଂସଦ ଠାକୁରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରି ଦେଇଛନ୍ତି। ଏହା ବ୍ୟତୀତ ଅନୁରାଗଙ୍କ ପିତା ଓ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ଛାଡପତ୍ର ଦେବେ ମାତ୍ର ୬ ମାସ ତଳେ ବିବାହ କରିଥିବା ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ

ପଟନା : ମାତ୍ର ୬ ମାସ ତଳେ ବିବାହ କରିଥିବା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି । ପତ୍ନୀଙ୍କ ସହ ମନ ମିଶୁନଥିବାରୁ ସେ ତାଙ୍କଠାରୁ ଅଲଗା ହେବାପାଇଁ ଚାହୁଁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଚାଳକ ଓ ମହିଳା ଯାତ୍ରୀଙ୍କ ମୁଥ ମରାମରିରେ ନଦୀ ଭିତରେ ଖସିପଡ଼ିଲା ବସ୍‌; ଚାଲିଗଲା ୧୩ ଜୀବନ

ବେଜିଂ: ଚୀନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ଜଣେ ମହିଳା ଯାତ୍ରୀ ଓ ବସ୍‌ ଚାଳକଙ୍କ ମଧ୍ୟରେ ମୁଥ ମରାମରି ହେବା ଫଳରେ ବସ୍‌ଟି ପାଣିରେ ଖସି ପଡ଼ିଛି। ଦକ୍ଷିଣ-ପଶ୍ଚିମ ଚୀନର ଏକ ପୋଲ ଉପରୁ ବସ୍‌ଟି ନଦୀ ଭିତରକୁ ଖସିପଡ଼ିବାରୁ ୧୩ ଜଣଙ୍କର ଜୀବନ ଯାଇଥିବା ଶୁକ୍ରବାର ପୁଲିସ୍‌ ସୂଚନା…
ଅଧିକ ଖବର ଦେଖନ୍ତୁ...

ମାଆଙ୍କ ପୋଷାକ ଆଲମାରିରେ ଦୃଷ୍ଟି; ଶ୍ରୀଦେବୀଙ୍କ ପୋଷାକରେ ଜାହ୍ନବୀ ଓ ଖୁସି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର୍‌ ମାଆ ଶ୍ରୀଦେବୀଙ୍କ ଶାଢ଼ି ପିନ୍ଧି ଚଳିତବର୍ଷ ନେସ୍‌ନାଲ୍‌ ଆଓ୍ଵାର୍ଡ ଉତ୍ସବକୁ ଯିବେ କି? କାହିଁକି ନା, ଜାହ୍ନବୀଙ୍କ ସାନ ଭଉଣୀ ଖୁସି ଏହି ଅଭିଯାନ ଆରମ୍ଭ କରି ସାରିଲେଣି। ମାଆ ଶ୍ରୀଦେବୀଙ୍କ ପୁରୁଣା ପୋଷାକ ପିନ୍ଧି ବାହାରକୁ ବାହାରିବା ପରେ ଖୁସି…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ନୂଆ ଯୋଜନା: ମାତ୍ର ୫୯ ମିନିଟରେ ମଞ୍ଜୁର ହେବ ଶିଳ୍ପଦ୍ୟୋଗୀଙ୍କୁ ୧ କୋଟି ଟଙ୍କା ଋଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ଆକର୍ଷଣୀୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ମାତ୍ର ୫୯ ମିନିଟ୍‌ରେ ଜଣେ ଶିଳ୍ପଦ୍ୟୋଗୀ ସରକାରୀ ସୂତ୍ରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। କେନ୍ଦ୍ର ସରକାରଙ୍କର ଅତିକ୍ଷୁଦ୍ର, କ୍ଷୁଦ୍ର…
ଅଧିକ ଖବର ଦେଖନ୍ତୁ...