Daily Archives

November 3, 2018

ଇଡେନ୍‌ ଗାର୍ଡେନରେ ସେଦିନର ସ୍ମୃତିକୁ ଆତ୍ମଜୀବନୀ ପୁସ୍ତକରେ ସ୍ଥାନ ଦେଲେ ମହାନ୍‌ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମହାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଷ୍ଟାର ସ୍ପୋଟର୍ସ ସହିତ ଫେସ୍‌ବୁକ୍‌ ଲାଇଭ୍‌ଷ୍ଟ୍ରିମ୍‌ ଜରିଆରେ ନିଜର ଆତ୍ମଜୀବନୀ ‘୨୮୧ ଆଣ୍ଡ ବିୟାଣ୍ଡ’ର କଭର୍‌ ଉନ୍ମୋଚନ କରିଛନ୍ତି। ତାଙ୍କ ଆତ୍ମଜୀବନୀ ନଭେମ୍ବର ୧୯ରେ ବଜାରକୁ ଆସିବ, ଯେଉଁଥିରେ ସହକାରୀ ଲେଖକ ତଥା…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ଶିବଲିଙ୍ଗ ଉପରେ ବିଛା ମନ୍ତବ୍ୟ:  ଶଶି ଥରୁର୍‌ଙ୍କ ବିରୋଧରେ ମାନହାନୀ ମାମଲାର  ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଶିବଲିଙ୍ଗ ଉପରେ ଚଢ଼ିଥିବା ଏକ ବିଛା ବୋଲି ବକ୍ତବ୍ୟ ଦେଇ ମାମଲାରେ  ପଡ଼ିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର୍‌। ତାଙ୍କ ନାମରେ ଦିଲ୍ଲୀର  ପଟିଆଲା ହାଉସ୍‌ କୋର୍ଟରେ ରୁଜୁ ହୋଇଛି ଅପରାଧିକ ମାନହାନୀ ମାମଲା। ଦିଲ୍ଲୀର ଭାରତୀୟ ଜନତା ପାର୍ଟି ନେତା ରାଜୀବ…
ଅଧିକ ଖବର ଦେଖନ୍ତୁ...

ଆଇସିଆଇସିଆଇ ବ୍ୟାଙ୍କର ’ପେ ଲେଟର ବାଇ ଆଇସିଆଇସିଆଇ ବ୍ୟାଙ୍କ’ ବ୍ୟବସ୍ଥା

ମୁମ୍ବାଇ : ଛୋଟମୋଟିଆ ସାମଗ୍ରୀ ଡ଼ିଟିଟାଲ ଓ କାଗଜବିହୀନ ପ୍ଲାଟଫର୍ମରେ ତତ୍କାଳ କ୍ରୟ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ତତ୍କାଳ ଡ଼ିଜିଟାଲ କ୍ରେଡ଼ିଟ ସୁବିଧାର ଶୁଭାରମ୍ଭ କରିଥିବା ବିଷୟ ଘୋଷଣା କରିଛି । ’ପେ ଲେଟର ବାଇ ଆଇସିଆଇସିଆଇ ବ୍ୟାଙ୍କ’ ନାମରେ ନାମିତ ଏହି…
ଅଧିକ ଖବର ଦେଖନ୍ତୁ...

ଜାପାନରେ କର୍ମଚାରୀ ଏବଂ ସ୍କୁଲ ପିଲାଙ୍କୁ କାନ୍ଦିବା ପ୍ରଶିକ୍ଷଣ ଦିଆଯାଉଛି, ଜାଣନ୍ତୁ ଏହା ପଛର କାରଣ

ଟୋକିଓ: କିଛି ଦିନ ହେବ ଜାପାନରେ ଥିବା ବିଭିନ୍ନ ଅଫିସ ଏବଂ ସ୍କୁଲମାନଙ୍କରେ ସମସ୍ତଙ୍କୁ କାନ୍ଦିବା ପାଇଁ ପ୍ରୋତ୍ସାହିତ କରାଯାଉଥିବା ଜଣାପଡ଼ିଛି । ଏହା ସହ ଲୋକମାନଙ୍କୁ କାନ୍ଦିବାର ଟ୍ରେନିଙ୍ଗ ଦେବା ପାଇଁ ଖାସ୍‌ କରି ଟିୟର୍ସ ଟିଚର୍ସମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଉଥିବା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରୋପଚାର ସମୟରେ ଭୁଲରେ କିଡ୍‌ନିକୁ ଟ୍ୟୁମର ବୋଲି ଭାବି କାଢ଼ିଦେଲେ ଡ଼ାକ୍ତର, ତା’ପରେ…

ଫ୍ଲୋରିଡ଼ା : ଆମେରିକାର ଫ୍ଲୋରିଡ଼ାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଡ଼ାକ୍ତର ଜଣେ ମହିଳାଙ୍କ କିଡ୍‍ନିକୁ ଟ୍ୟୁମର ବୋଲି ଭାବି କାଢ଼ିଦେବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ମହିଳାଜଣଙ୍କ ଅଭିଯୋଗ କରିବା ପରେ ଏବେ ତାଙ୍କୁ ଡ଼ାକ୍ତରଖାନା ତରଫରୁ…
ଅଧିକ ଖବର ଦେଖନ୍ତୁ...

ଏହି ବ୍ୟକ୍ତିଙ୍କଠାରୁ ଅନୁପ୍ରାଣିତ ହୋଇ ‘ଠଗ୍‌ସ…’ରେ ଆମୀର ଖାନ୍‌ ନୋଥ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ

ମୁମ୍ବାଇ : ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଥିବା ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌’କୁ ନେଇ ଏବେ ଠାରୁ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି । ସବୁ ଫିଲ୍ମରେ ନିଜ ଲୁକ୍‌କୁ ନେଇ ସେ ଚର୍ଚ୍ଚାରେ ରହୁଥିବା ବେଳେ ଏହି ଫିଲ୍ମରେ ମଧ୍ୟ ନିଜ ଲୁକ୍‌କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

୭ବର୍ଷ ପରେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ଥର ବିବାହ କଲେ ମହିଳା,ଜାଣନ୍ତୁ ଏପରି କରିବା ପଛରେ କ’ଣ ରହିଥିଲା କାରଣ?

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଜଣେ ମହିଳା ୭ବର୍ଷ ପରେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ଘର ଲୋକ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିବା ବେଳେ ୫ ବର୍ଷ ପରେ ସେ ଘରୁ ବାହାରି ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ଥର ବିବାହ କରିବାରେ ସଫଳ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଖୁଣ୍ଟରୁ ପଡି ଲାଇନ୍‌ମ୍ୟାନ୍‌ ଆହତ

ଲକ୍ଷ୍ମୀପୁର: ସାଉଥକୋ ଡିଭିଜନ୍‌ରେ ଠିକା କର୍ମଚାରୀ ଭାବେ ନିୟୋଜିତ ଥିବା ଜଣେ ଲାଇନ୍‌ମ୍ୟାନ୍‌ ଶନିବାର ସକାଳୁ ବିଦ୍ୟୁତ୍‌ ଖୁଣ୍ଟରୁ ପଡି ଆହତ ହୋଇଛନ୍ତିା ଆହତ କର୍ମଚାରୀ ଜଣକ ରମେଶ ଚନ୍ଦ୍ର ସେଠୀ। ଡାକ୍ତରଖାନାରେ ବିଦ୍ୟୁତ୍‌ ସଜାଡିବା ସକାଶେ ରମେଶଙ୍କ ସହ ଅନ୍ୟ ଦୁଇଜଣ ଲାଇନମ୍ୟାନ ଅନନ୍ତ…
ଅଧିକ ଖବର ଦେଖନ୍ତୁ...

ବିବାହ ତାରିଖ ଘୋଷଣା କରିବା ପରେ ଦୀପିକାଙ୍କୁ ଡାକି ଏହି ଉପଦେଶ ଦେଇଥିଲେ ଶାହରୁଖ୍‌

ମୁମ୍ବାଇ : ନଭେମ୍ବର ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ବଲିଉଡ୍‌ର ବାଜିରାଓ ମସ୍ତାନି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ । ଇଟାଲିରେ ଥିବା କୋମୋ ହ୍ରଦ ପାଖରେ ଦୁହିଁଙ୍କ ବିବାହର ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁହିଁଙ୍କ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ନିଅାଁରେ ପୋଡି କଲେଜ ଛାତ୍ର ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ମାଲକାନଗିରି: ମାଲକାନଗିରି ନିକଟସ୍ଥ ସିନ୍ଧ୍ରିମାଳ ନିକଟରେ ଜଣେ କଲେଜ ଛାତ୍ର ପେଟ୍ରୋଲ ଢାଳି ଆତ୍ମହତ୍ୟା କରୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ମାଲକାନଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆଜି ସଂଧ୍ୟା ଠିକ ଆଠଟା ବେଳେ ଖବର ମିଳିଥିଲା ଯେ ସିନ୍ଧ୍ରିମାଳ ନିକଟରେ ଜଣେ ଯୁବକ ନିଆଁରେ…
ଅଧିକ ଖବର ଦେଖନ୍ତୁ...