Daily Archives

November 3, 2018

ମିଆମି ବିମାନ ବନ୍ଦରକୁ ଉଡ଼ାଇ ଦେବାର ଧମକ ଦେଇ ଗିରଫ ହେଲେ ଉତ୍ତର ପ୍ରଦେଶରେ ରହୁଥିବା ଯୁବକ, ଏଭଳି ଧମକ ଦେବା ପଛରେ…

ଲକ୍ଷ୍ନୌ : ଆମେରିକାର ମିଆମି ବିମାନବନ୍ଦରକୁ ଉଡ଼ାଇଦେବାକୁ ନେଇ ଏକାଧିକ ବାର ଧମକପୂର୍ଣ୍ଣ ଫୋନ କରିଥିବାରୁ ଉତ୍ତରପ୍ରଦେଶର ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ଼୍‍ଦ୍ୱାରା ଗିରଫ ହୋଇଛନ୍ତି ଆହ୍ଲାବାଦରେ ରହୁଥିବା ୧୮ବର୍ଷୀୟ ଯୁବକ । ତେବେ ଏଭଳି ପଦକ୍ଷପ ନେବା ପଛରେ ଏକ ବଡ଼ କାରଣ ରହିଥିବା ଜଣା ପଡ଼ିଛି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ କର୍କଟର ଦୁଃଖ ଜଣାଇଲେ ସୋନାଲି ବେନ୍ଦ୍ରେ: କହିଲେ, କେମୋ ଥେରାପି ପାଇଁ ଦୃଷ୍ଟିଶକ୍ତି ଦୁର୍ବଳ ହେଉଛିି

ମୁମ୍ବାଇ : କର୍କଟ ରୋଗରେ ପୀଡ଼ିତ ହେବା ପରେ ଏବେ ନ୍ୟୁୟର୍କରେ ନିଜର ଏହି ରୋଗ ସହ ଲଢ଼ୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଥିଲେ ମଧ୍ୟ ସେ ନିଜ ପ୍ରିୟଜନଙ୍କୁ ଖୁସି କରାଇବା ପାଇଁ ସେମାନଙ୍କ ଖୁସିରେ ସାମିଲ ହୋଇ ନିଜର ଦୁଃଖକୁ କମ କରିବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରସ୍ତାବକୁ ଏଡ଼ାଇ ଦେବାରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ

ବିଜୟଓ୍ଵାଡ଼ା : ଆନ୍ଧ୍ରପ୍ରଦେଶର କୁର୍‌ନୁଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ୩୦ ବର୍ଷୀୟ ଶିକ୍ଷକଙ୍କ ବିବାହ ପ୍ରସ୍ତାବକୁ ଗ୍ରହଣ ନ କରିବା ୧୪ ବର୍ଷୀୟା ଛାତ୍ରୀଙ୍କୁ ଭାରୀ ପଡ଼ିଛି । ବିବାହ କରିବା ପାଇଁ ମନା କରିବାରୁ ଅଭିଯୁକ୍ତ ଶିକ୍ଷକ ରାଗରେ ପୀଡ଼ିତାଙ୍କ ଗଳା କାଟି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଲିକ୍‌ ହେଲା ଅଭିନେତ୍ରୀ ଅକ୍ଷରା ହସନ୍‌ଙ୍କ ବ୍ୟକ୍ତିଗତ ଫଟୋ, ସୋସିଆଲ ମିଡିିଆରେ ଭାଇରାଲ ହେଉଛି

ନୂଆଦିଲ୍ଲୀ : ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହସନ୍‌ଙ୍କ ସାନ ଝିଅ ଅଭିନେତ୍ରୀ ଅକ୍ଷରା ହସନ୍‌ ଏବେ ନିଜ ବ୍ୟକ୍ତିଗତ ଫଟୋ ଭାଇରାଲ ହେବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହଠାତ୍‌ ସୋସିଆଲ ମିଡ଼ିଆରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଲିକ୍‌ ହେବା ପରେ ତାଙ୍କୁ ନେଇ ଲୋକେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଅଁଳା ନବମୀରେ ଏଥର ଶ୍ରୀରାଧା ପାଦ ସ୍ପର୍ଶ କରିପାରିବେନି ଶ୍ରଦ୍ଧାଳୁ

ପୁରୀ: ଐତିହାସିକ ସାକ୍ଷୀଗୋପାଳ ମନ୍ଦିରରେ ଏଥର ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କ ପାଦ ସ୍ପର୍ଶ କରିପାରିବେ ନାହିଁ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଏଭଳି ନିଷ୍ପିତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନୁସାରେ ଅଁଳା ନବମୀ ଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ବଜ୍ର-ଟି  କମାଣ ସେନାରେ ସାମିଲ ହେବା ପରେ ପାକ୍‌ ସୀମାରେ ମୁତୟନ ହେବ  

ନାସିକ୍‌: ଦକ୍ଷିଣ-କୋରିଆର ଜଣାଶୁଣା ଅସ୍ତ୍ର ନିର୍ମାଣକାରୀ ହନ୍‌ଓ୍ଵା ଟେକ୍‌ଓ୍ଵିନ୍‌ ସହାୟତାରେ ଭାରତୀୟ  କମ୍ପାନି ଲାର୍ସେନ୍‌ ଆଣ୍ଡ୍‌ ଟର୍ବୋ ପ୍ରସ୍ତୁତ କରିଥିବା ଶକ୍ତିଶାଳୀ ହ୍ଵିଜର ଶ୍ରେଣୀୟ କମାଣ  କେ୯ ବଜ୍ର-ଟି ଆସନ୍ତା ସପ୍ତାହରେ ସେନା ହାତକୁ ଆସିବ। ନଭେମ୍ବର ୯ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

କଟକ: ହୋମ୍‌ଗାର୍ଡ-କନଷ୍ଟେବଲ ଆନ୍ଦୋଳନ ସ୍ଥଗିତ

କଟକ: ହାଇକୋର୍ଟ ପରିସରରେ ଗତ ଅକ୍ଟୋବର ୨୯ରେ କନ୍‌ଷ୍ଟେବଲଙ୍କୁ ମାଡ଼ ମାରିବା ଘଟଣା ପରେ ରବିବାର ହେବାକୁ ଥିବା ପ୍ରସ୍ତାବିତ ଆନ୍ଦୋଳନକୁ ସ୍ଥଗିତ କରି ଦିଆଯାଇଛି। ହୋମ୍‌ଗାର୍ଡ଼-କନଷ୍ଟେବଲ୍‌ଙ୍କ ଦାବି ଅନୁସାରେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ଏବଂ କନଷ୍ଟେବଲ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ବାଘ ମୃତ୍ୟୁ ଘଟଣାରେ ୪ ଗିରଫ, ବାଘର ପଞ୍ଜା ଓ ନିଶ ଜବତ

ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟ ନିକଟ ଜଙ୍ଗଲରୁ କିଛି ଦିନ ତଳେ ବାଘର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ରବିବାର ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ପୁଲିସ ବାଘର ପଞ୍ଜା ଏବଂ ନିଶ ମଧ୍ୟ ଜବତ କରିଛି ବୋଲି ଏସିଏଫ୍‌ ମଦନଲାଲ ଶର୍ମା ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ବନ…
ଅଧିକ ଖବର ଦେଖନ୍ତୁ...

ବିରୋଧୀ ନେତାଙ୍କ ମୁହଁ ଏକେ-୪୭ ବନ୍ଧୁକ ପରି, ଯେଉଁଥିରୁ ଗୁଳି ପରି ବାହାରୁଛି ମିଛ ପରେ ମିଛ : ମୋଦି

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର ହୈ’ ବୋଲି ବାରମ୍ବାର କହୁଛନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କର ସମାଲୋଚନାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଜିଓ ଘୋଷଣା କଲା ଆଉ ଏକ ଆକର୍ଷଣୀୟ ଶସ୍ତା ଅଫର, ତାହା କଣ ଜାଣନ୍ତୁ

ମୁମ୍ବାଇ : ରିଲାଏନ୍ସ ଜିଓ ପକ୍ଷରୁ ଦୀପାବଳି ଉପଲକ୍ଷେ ଏକ ନୂଆ ବାର୍ଷିକ ପ୍ଲାନ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ମାତ୍ର ୧୬୯୯ ଟଙ୍କା ଦେଇ ୩୬୫ ଦିନ ଅର୍ଥାତ ସଂପୂର୍ଣ୍ଣ ୧ ବର୍ଷ ପାଇଁ ସେବା ପାଇପାରିବେ । ଏହି ପ୍ଲାନ ଅନୁସାରେ ଦିନକୁ ୧.୫ ଜିବି ୪-ଜି ଡାଟା ମିଳିବ । ଏହାର ଅର୍ଥ ହେଉଛି…
ଅଧିକ ଖବର ଦେଖନ୍ତୁ...