Daily Archives

November 4, 2018

କୋରାପୁଟ: ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ୨୦ ହଜାର ଟଙ୍କାର ଶାଳପଟା ଜବତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କେନ୍ଦୁପାଇ ଗାଁ ନିକଟରେ ଚାଷ କରାଯାଇଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ଅବକାରୀ ଓ ବନ ବିଭାଗ ପୋଡି ନଷ୍ଟ କରିଦେଇଛନ୍ତିା ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଥିଲେ ମଧ୍ୟ ଅଞ୍ଚଳଟି ନକ୍ସଲ ଅଧ୍ୟୁଷିତ ହୋଇଥିବା କାରଣରୁ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ଉପଲକ୍ଷେ ଟାଇଟନ ଆଣିଲା ନୂଆ ଓ୍ଵାଚ କଲେକ୍ସନ

ଭୁବନେଶ୍ୱର : ଏହି ଉତ୍ସବ ସିଜନ୍‌ରେ ଟାଇଟାନ୍‌ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଆକର୍ଷଣୀୟ କଲେକ୍ସନ ଉନ୍ମୋଚନ କରାଯାଇଛି। ତାହା ହେଉଛି ଟାଇଟାନ୍‌ ଗ୍ରାଣ୍ଡ୍‌ମାଷ୍ଟର୍‌ ଓ ରାଗା ‘ଆଇ ଆମ୍‌’। ଟାଇଟାନ୍‌ର ରାଗା ଉତ୍ସବ ଉତ୍ପାଦରେ ‘ଆଇ ଆମ୍‌’ ସମ୍ଭାର, ପ୍ରକୃତିକର ସୁବୁଠୁ…
ଅଧିକ ଖବର ଦେଖନ୍ତୁ...

‘ଜିରୋ’ ଚଳଚ୍ଚିତ୍ରର ବବିତା ଚରିତ୍ର ସହ ନିଜ ବାସ୍ତବ ଜୀବନର ସାମଞ୍ଜସ୍ୟ ଥିବା କଥାକୁ ଅସ୍ୱୀକାର କଲେ କ୍ୟାଟ୍‌

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ସହ ଚଳିତବର୍ଷ ଡିସେମ୍ବରରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମାଙ୍କର ଏକ ଚଳଚ୍ଚିତ୍ର ଆସୁଥିବାର ଖବର ନିଶ୍ଚୟ ଥିବ ଆପଣଙ୍କ ପାଖରେ। ଆଗାମୀ ମାସ ରିଲିଜ୍‌ ହେବାକୁ ଥିବା ‘ଜିରୋ’ର ଇତି ମଧ୍ୟରେ ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଗୋଟାଏ ଶବ୍ଦରେ ସଲମାନଙ୍କୁ ବର୍ଣ୍ଣନା କରନ୍ତୁ ପ୍ରଶ୍ନର ଏପରି ଉତ୍ତର ରଖିଲେ କିଙ୍ଗ୍‌ଖାନ

ମୁମ୍ବାଇ: ବଲିଉଡ୍‌ରେ ଶାହାରୁଖ ଖାନ ଓ ସଲମାନ ଖାନଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ। ଏହି ଦୁଇ ସୁପର୍‌ଷ୍ଟାର୍‌ ଯେଉଁ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିଥାନ୍ତି ତାହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଉତ୍ସୁକତା ରହିଥାଏ ନିଶ୍ଚୟ। ଏହି ଦୁଇ ସୁ ପର୍‌ଷ୍ଟାର୍‌ଙ୍କ ମଧ୍ୟରେ ଉତ୍ତମ…
ଅଧିକ ଖବର ଦେଖନ୍ତୁ...

ଧନ୍‌ତରସ୍‌ ପାଇଁ ସୁନା-ଅଳଙ୍କାର ନ କିଣି ପାରିଲେ ମନ ଦୁଃଖ କରନ୍ତୁ ନାହିଁ; ଏହି ସବୁ ଜିନିଷ ବି କିଣାଯାଇ ପାରେ

ଧନ୍‌ତର୍‌ସ ଅର୍ଥାତ ଧନ-ତ୍ରୈୟଦଶ। ଏହା ଦୀପାବଳୀର ଦୁଇ ଦିନ ପୂର୍ବରୁ ପଡ଼େ। ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି। ଧନ୍‌ତର୍‌ସକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି। ଏହି ଦିନର ବିଶେଷତ୍ୱ ହେଉଛି କିଛି ନା କିଛି ବସ୍ତୁ କିଣି ମାଆ ଲକ୍ଷ୍ମୀଙ୍କୁ ଖୁସି କରାଯାଏ।…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କ ସହ ଭାଇ ରଣବୀରଙ୍କର ସଂପର୍କକୁ ନେଇ ଏମିତି କହିଲେ ଭଉଣୀ ରିଦିମା

ମୁମ୍ବାଇ: ବଲିଉଡ୍‌ରେ କେତେକ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ତାଲିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ନାମ ବି ଯୋଡ଼ି ହୋଇଯାଇଛି। ଏହି ପ୍ରେମୀ ଯୁଗଳ ଅନେକ ସ୍ଥାନରେ ଏକତ୍ର ନଜର ଆସୁଛନ୍ତି। କେବଳ ସାଥୀ ହୋଇ ନଜର ଆସିନାହାନ୍ତି ବରଂ ଏମାନେ ଭବିଷ୍ୟତରେ ବିବାହ ଯୋଜନା ବି କରିଥିବା ସୂଚନା ରହିଛି।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଗ୍ୟାସ ସିଲିଣ୍ଡର ଫାଟି ଦୁଇଟି ଘର ଭସ୍ମିଭୁତ, ଚୁଲି ଓ ଟାଙ୍କିରେ ଲାଗିଗଲା ନିଆଁ

ଲକ୍ଷ୍ମୀପୁର: ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ରବିବାର ୨ଟି ଘର ଭସ୍ମିଭୁତ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତ ସଦର ଗାଁରେ ଏହି ଘଟଣା ଘଟିଛି। ଦେଇନା ମିଣିଆକାଙ୍କ ପୁଅ ଆନନ୍ଦ ମିଣିଆକା ରୋଷେଇ କରିବା ସମୟରେ ଗ୍ୟାସ୍‌ ଟାଙ୍କି ଅନ୍‌ କରି ଚୁଲି ଲଗାଇବା…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି ଭାରତ ପରି ଆହୁରି ୧୦ଟି ଦେଶ ପାଳନ କରନ୍ତି ଦୀପାବଳି?

ପାଖେଇ ଆସିଲାଣି ଦୀପାବଳି। ଆଗାମୀ ୭ ତାରିଖରେ ସାରା ଦେଶ ପାଳନ କରିବ ଆଲୋକର ପର୍ବ।  ଏହି ଦିନରେ ଲୋକେ କିଣାକିଣି କରିବା, ଘର ସଜାଇବା ଓ ନିଜର ଲୋକଙ୍କ ସକାଶେ ଉପହାର କିଣିବାଲେ ଲାଗିପଡ଼ିଛନ୍ତି। ମାତ୍ର ଆପଣ ଭାବୁଥିବେ ଯେ ଏହି ପର୍ବ କେବଳ ଭାରତରେ ପାଳନ କରାଯାଏ। ଯଦି ଆପଣ ସେପରି ଭାବୁଛନ୍ତି…
ଅଧିକ ଖବର ଦେଖନ୍ତୁ...

କୋଲକାତା ଟି-୨୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ, ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷରେ ରବିବାର ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଦ୍ୱିତୀୟ ଇନିଂସରେ ୧୧୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ଏହା ପୂରଣ କରିଛି। ଏଥି ସହିତ ଭାରତ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ଫଳରେ ଚଳିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ…
ଅଧିକ ଖବର ଦେଖନ୍ତୁ...

ଓସ୍କାର ପୁରସ୍କାର ବିଜେତା ଏ ଆର୍‌ ରେହମାନ ୨୫ ବର୍ଷ ବୟସ ଭିତରେ ବରାବର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ

ମୁମ୍ବାଇ: ପୂରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପୂର୍ବରୁ କଣ୍ଠଶିଳ୍ପୀ ଏ ଆର୍‌ ରେହମାନଙ୍କ ଜୀବନ ଆଦୌ ସଜହ ନଥିଲା। ନିକଟରେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଜଣକ ତାଙ୍କ ଅତୀତକୁ ଘାଣ୍ଟି ପୁରାଣା ଦିନର କଳା ଅଧ୍ୟାୟକୁ ମନେ ପକାଇଛନ୍ତି। ଏକ ସମୟ ଥିଲା, ଯେତେବେଳେ ସେ…
ଅଧିକ ଖବର ଦେଖନ୍ତୁ...