Daily Archives

November 4, 2018

ମହିଳା ହକି ତାରକା ଲିଲିମା ମିଞ୍ଜ ପାଇଲେ ‘ଏକଲବ୍ୟ ପୁରସ୍କାର’

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌ର ଷ୍ଟାର ଖେଳାଳି ଲିଲିମା ମିଞ୍ଜଙ୍କ ରବିବାର ‘ଏକଲବ୍ୟ ପୁରସ୍କାର’ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ଲିଲିମାଙ୍କୁ ୫ ଲକ୍ଷ ଟଙ୍କା, ମାନପତ୍ର ଏବଂ ଉପଢୌକନ ସହିତ ସମ୍ମାନୀତ କରାଯାଇଛି। ଇମ୍ଫା ପକ୍ଷରୁ ଆୟୋଜିତ ସମାରୋହରେ…
ଅଧିକ ଖବର ଦେଖନ୍ତୁ...

ର‍୍ୟାଗିଂ କରିବା ମହଙ୍ଗା ପଡ଼ିଲା; କଲେଜରୁ ବହିଷ୍କାର ହେଲେ ୪ ଏମ୍‌ବିବିଏସ୍‌ ଛାତ୍ର

ସିମ୍‌ଲା: ସିମ୍‌ଲାରେ ଥିବା ଇନ୍ଦିରା ଗାନ୍ଧୀ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ(ଆଇଜିଏମ୍‌ସି) ୪ ଜଣ ସିନିୟର୍‌ ଡାକ୍ତରୀ ଛାତ୍ରଙ୍କୁ ଶନିବାର ଜଣେ ପ୍ରଥମ ବର୍ଷ ଛାତ୍ରକୁ ର‍୍ୟାଗିଂ କରିଥିବା ଅଭିଯୋଗରେ କଲେଜ୍‌ରୁ ବହିଷ୍କାର କରାଯିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଏମ୍‌ସିଏଲ୍‌ ଜମି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଏବଂ ଝାରସୁଗୁଡ଼ାରେ ମହାନଦୀ କୋଲଫିଲ୍ଡ ଲିମିଟେଡ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଥଇଥାନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ରବିବାର ଚିଠି ଲେଖି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

‘ଯଶୋଦା-ସୁନ୍ଦରୀ’ ମୁହାଁମୁହିଁ: ଟ୍ରାଙ୍କୁଲାଇଜ୍‌ ଲକ୍ଷ୍ୟଚ୍ୟୁତ, ଦୌଡ଼ି ପଳାଇଲା ବାଘୁଣୀ

ଅନୁଗୁଳ: ଅପରେସନ୍‌ ‘ସୁନ୍ଦରୀ’ରେ ରବିବାରଠୁ ସାମିଲ ହୋଇଛି ତ‌ାଲିମପ୍ରାପ୍ତ ପୋଷାହାତୀ ‘ଯଶୋଦା’। କୁମ୍‌କି ହାତୀ ପିଠିରେ ବସି ବିଶେଷଜ୍ଞ ଦଳ ଟ୍ରାଙ୍କୁଲାଇଜ୍‌ ବିଶେଷଜ୍ଞ ବାଘୁଣୀର ଅତି ନିକଟତର ହୋଇଛନ୍ତି। ଜଙ୍ଗଲ ଭିତରେ ‘ସୁନ୍ଦରୀ’ ଓ ‘ଯଶୋଦା’ ବେଶ୍‌ କିଛି ସମୟ ପାଇଁ ମୁହାଁମୁହିଁ…
ଅଧିକ ଖବର ଦେଖନ୍ତୁ...

ୟୁପି: ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ମାମଲା ରୁଜୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେନପୁରିଠାରେ ଘଟିଯାଇଛି ଆଉ ଏକ ଅଭାବନୀୟ ଘଟଣା। ମେନ୍‌ପୁରି ଜିଲ୍ଲାର ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଠଟି ଶନିବାର ସଂଧ୍ୟା ପ୍ରାୟ ୫ଟା ପାଖାପାଖି ଘଟିଛି। ନାବାଳିକାଟି ଗାଁରୁ ବାହାରି ଚାଷ…
ଅଧିକ ଖବର ଦେଖନ୍ତୁ...

‘ପ୍ରୟାଗରାଜ’ ନାମକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଯୋଗୀଙ୍କ ସିଧା ପ୍ରଶ୍ନ; ଆପଣଙ୍କ ନାମ ‘ରାବଣ’ କିମ୍ବା…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ‘ଆହ୍ଲାବାଦ୍‌’ ନାମକୁ ବଦଳାଯାଇ ‘ପ୍ରୟାଗରାଜ’ କରାଯିବା ପରେ ଅସନ୍ତୋଷ ପ୍ରକାଶ କରି ସମାଲୋଚନା କରିଥିବା ସମାଲୋଚକମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଢଙ୍ଗରେ ଜବାବ ଦେଇଛନ୍ତି। କାହିଁକି ନାମ ବଦଳାଇଲେ ଯୋଗୀ ତାହାର କାରଣ ସ୍ପଷ୍ଟ କରିଛନ୍ତି। କିଛି…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ମାଟି ତଳୁ ମିଳିଲା ଦୁଇ ନିଖୋଜ ନାବାଳକଙ୍କ ମୃତଦେହ

ଅନୁଗୁଳ: ଠାକୁରଗଡ଼ ଥାନା ରାଣୀବନ୍ଧ ଗ୍ରାମ ନାଳ ନିକଟ ମାଟିତଳୁ ରବିବାର ସକାଳେ ଦୁଇଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ହତାଶିମିଳି ଗ୍ରାମର ବିଜୟ ନାୟକଙ୍କ ପୁଅ ସିପୁନ ନାୟକ (୧୪) ଓ ଭୀମସେନ ନାୟକଙ୍କ ପୁଅ ଅମୂଲ୍ୟ ନାୟକ (୧୭)। ଦୀର୍ଘ ୧୨ ଦିନ ଧରି ଏହି ଦୁଇ ନାବାଳକ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଖୋଲିବ ସାବରିମାଳା ମନ୍ଦିର ଦ୍ୱାର: ମହିଳା ସାମ୍ବାଦିକଙ୍କୁ ବି ନ ଆସିବାକୁ ସୂଚୀତ କଲେ ବିକ୍ଷୋଭକାରୀ

କୋଟାୟମ୍‌: କେରଳର ସାବରିମାଳା ମନ୍ଦିର ଭିତରକୁ ସବୁ ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୨୮ ତାରିଖରେ ରାୟ ଦେବା ପରେ ଏହି ମନ୍ଦିରଟି ଦ୍ୱିତୀୟ ଥର ପାଇଁ ସୋମବାର ଖୋଲିବାକୁ ଯାଉଛି। ଯଦିଓ ଏହି ମନ୍ଦିର ଖୋଲାଯିବା ପୂର୍ବରୁ ଅନେକ ସୁରକ୍ଷାକର୍ମୀ ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା କମିସନଙ୍କ ନୋଟିସ, ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ ଇଚ୍ଛାକୃତ…

ନୂଆଦିଲ୍ଲୀ : ବିବାଦ ରିଜର୍ଭ ବ୍ୟାଙ୍କର ପିଛା ଛାଡୁନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇଚ୍ଛାକୃତ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ କରିନଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଙ୍କୁ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶର…
ଅଧିକ ଖବର ଦେଖନ୍ତୁ...

କୋଲକାତା ଟି-୨୦: କୁଲଦୀପଙ୍କୁ ୩ ଓ୍ଵକେଟ୍‌, ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତକୁ ମିଳିଲା ୧୧୦ ରନ୍‌…

କୋଲକାତା: ପ୍ରଥମ ଟି-୨୦ରେ ରବିବାର ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଛି। କୋଲକାତାର ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ୩ ଟି-୨୦ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...