Daily Archives

November 5, 2018

ଚିଟଫଣ୍ଡ ସଂସ୍ଥାର ଏମଡି ଗିରଫ

ଭୁବନେଶ୍ୱର : ଚିଟଫଣ୍ଡ ସଂସ୍ଥା ଦାତମର ଏମଡି ବ୍ରଜସୁନ୍ଦର ପଟ୍ଟନାୟକ ଗିରଫ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ସେ ଗତ ଜୁନରୁ ଫେରାର ଥିଲେ । ଏହି ସଂସ୍ଥା ଲୋକମାନଙ୍କଠାରୁ ପ୍ରାୟ ୨୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ନାବାଳିକାକୁ ଏକା ଦେଖି ନିଜ କର୍ତ୍ତବ୍ୟ ବିଷୟରେ ଭୁଲିଗଲେ ଯବାନ, ସମସ୍ତେ ଶୋଇଥିବାର ସୁଯୋଗ ନେଇ କଲେ ଏହି…

ନୂଆଦିଲ୍ଲୀ : ରାଞ୍ଚି-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ରେ ଜଣେ ଯବାନ ନାବାଳିକାକୁ ଅସଦାଚରଣ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାବାଳିକା ନିଜ ପରିବାର ଲୋକଙ୍କ ସହ ଟ୍ରେନ୍‌ ନମ୍ବର ୨୦୮୩୯ରେ ଯାତ୍ରା କରୁଥିବା ବେଳେ ମଧ୍ୟରାତ୍ରରେ ସମସ୍ତେ ଶୋଇଥିବା ସମୟରେ ଯବାନ ଏଭଳି…
ଅଧିକ ଖବର ଦେଖନ୍ତୁ...

୨ ମାସରେ ଜାମ୍ମୁ ଓ କାଶ୍ମୀରରେ ଥିବା ରୋହିଙ୍ଗ୍ୟାମାନଙ୍କ ଚିହ୍ନଟ ଶେଷ ହେବ

ଜାମ୍ମୁ : ଆସନ୍ତା ୨ ମାସ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ଥିବା ରୋହିଙ୍ଗ୍ୟାମାନଙ୍କର ବାୟୋମେଟ୍ରିକ ନମୁନା ସଂଗ୍ରହ କାର୍ଯ୍ୟ ଶେଷ ହେବ । ଏକଥା କହିଛନ୍ତି ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ପ୍ରତି ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା କେବିସି-୧୦ର ଅର୍ଥ ପୁରସ୍କାର ପଛର କଥା: ଦିଆଯାଉଥିବା ଚେକ୍‌ ସହ ଅନ୍‌ଲାଇନ୍‌ ଟ୍ରାନ୍ସଫର ମଧ୍ୟ…

ମୁମ୍ବାଇ : ଲୋକପ୍ରିୟ ରିୟାଲିଟି ସୋ’ କେବିସି-୧୦ ଏବେ ଶେଷ ପର୍ଯ୍ୟାୟ ଆଡ଼କୁ ମୁହାଁଇବା ଆରମ୍ଭ କରିଛି । ନଭେମ୍ବର ୨୩ରେ ଏହି ସୋ’ ଶେଷ ହେବାକୁ ଯାଉଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗୀ ଏକ କୋଟି ଟଙ୍କା ଜିତିବାରେ ସଫଳ ହୋଇ ନାହାନ୍ତି । ତେବେ ଆଗକୁ ପ୍ରତିଯୋଗୀମାନେ ଏକ କୋଟି ଜିତି…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷ ପୂର୍ତ୍ତି ଅବସରରେ ଯାତ୍ରୀମାନଙ୍କ ପାଇଁ ମେଗା ଅଫର ଆଣିଲା ଗୋଏୟାର,ମାତ୍ର ୧୩୧୩ଟଙ୍କାରେ କରନ୍ତୁ ଯାତ୍ରା

ନୂଆଦିଲ୍ଲୀ : ଆଗକୁ ଦୀପାବଳି ଥିବାରୁ ଏହାକୁ ପାଳନ କରିବା ପାଇଁ ଆଉ ଏକ ଖୁସି ଖବର ଲୋକମାନଙ୍କୁ ମିଳିିଛି। ବିମାନ ପରିବହନ ସଂସ୍ଥା  ଗୋଏୟାର ତରଫରୁ ଟିକେଟ ଦରକୁ କମ କରାଯାଇଥିବା ବେଳେ ସର୍ବନିମ୍ନ ଟିକେଟ ଦର ୧୩୧୩ ଟଙ୍କା ରଖାଯାଇଥିବା ଜଣାପଡ଼ିଛି । ଏବେ ଯାତ୍ରୀମାନେ କମ ଦରରେ ନିଜ ପରିବାର…
ଅଧିକ ଖବର ଦେଖନ୍ତୁ...

ଧନତେରସରେ ସୁନା କିଣିବା ପାଇଁ ଜୁଏଲାରୀ ଦୋକାନ ଆଗରେ ଅସମ୍ଭବ ପ୍ରକାର ଭିଡ

ଭୁବନେଶ୍ୱର : ଆଜି ପବିତ୍ର ଧନତ୍ରୟୋଦଶୀ ବା ଲୋକମତରେ ଧନତେରସ । ବିଶ୍ୱାସ ଅଛି ଯେ ଆଜି ଦିନରେ ସୁନା କିଣିଲେ ମହାଲକ୍ଷ୍ମୀ ଘରକୁ ଆସନ୍ତି । ପୌରାଣିକ ମତରେ ଆଜି ଦିନରେ ସମୁଦ୍ର ମନ୍ଥନରୁ ମା ମହାଲକ୍ଷ୍ମୀ, ଧନଦେବତା କୁବେର ଓ ଆୟୁର୍ବେଦର ସ୍ରଷ୍ଟା ଭଗବାନ ଧନ୍ଵନ୍ତରୀ ପ୍ରକଟ ହୋଇଥିଲେ । ଏଣୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡା : ନିଜ ଖୁସିକୁ ଜଳାଞ୍ଜଳି ଦେଇ ପ୍ରେମିକ ସହ ସ୍ତ୍ରୀକୁ ବିବାହ ଦେଲେ ସ୍ୱାମୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜକନିକାରେ ସ୍ତ୍ରୀ ସ୍ୱାମୀ ସହ ଖୁସି ନଥିବା ଜାଣିବା ପରେ ପ୍ରେମିକା ସହ ବିବାହ ଦେବାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ତରପଦା ଗାଁର ବିକାଶ ସାହୁ ଚାରିବର୍ଷ ତଳେ ସସ୍ମିତା (ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ । ତେବେ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଲାଗୁ ହେଲା  ଇରାନ ଉପରେ ଆମେରିକାର କଟକଣା, କେବଳ ଭାରତ,ଚୀନ ଓ ଜାପାନ ଇରାନରୁ ତେଲ କିଣିପାରିବେ

ନୂଆଦିଲ୍ଲୀ :  ଆଜିଠାରୁ ଆମେରିକା ଇରାନ ଉପରେ ଆର୍ଥିକ କଟକଣା ଲାଗୁ କରିଛି । ଗୋପନ ଆଣବିକ  କାର୍ଯ୍ୟକ୍ରମ ଚଳାଉଥିବାରୁ ଆମେରିକା ଇରାନ ଉପରେ ଏହି କଟକଣା ଲାଗୁ କରିଛି । ଇରାନଠାରୁ ଯେଉଁ ଦେଶ ତେଲ କିଣିବା ତାହା ଉପରେ ମଧ୍ୟ ଆମେରିକା ଆର୍ଥିକ କଟକଣା ଲଗାଇବ । କିନ୍ତୁ ଆମେରିକାର ଏହି…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ କରିବା ଅଭିଯୋଗରେ ଗିରଫ ଫୁଲବାଣୀର ପୂର୍ବତନ ବିଧାୟକଙ୍କୁ ମିଳବ…

ଫୁଲବାଣୀ : ବିଳମ୍ବିତ ରାତିରେ ଘରେ ପଶି ମା’ ଓ ଝିଅଙ୍କୁ ମାରପିଟ କରିବା ଅଭିଯୋଗରେ କନ୍ଧମାଳ ପୁଲିସ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ଇଚ୍ଛାପୁରରୁ ଗିରଫ କରିଥିଲା। ଗତକାଲି ଅର୍ଥାତ୍‌ ମଙ୍ଗଳବାର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବେଲ୍‌…
ଅଧିକ ଖବର ଦେଖନ୍ତୁ...

ମଣିପୁର ବିଧାନସଭା ବାଚସ୍ପତି ହିପ୍‌ହି କଂଗ୍ରେସରୁ ଇସ୍ତଫା ଦେଇ ମିଶିଲେ ବିଜେପିରେ

ଇମ୍ଫାଲ୍‌ (ମଣିପୁର): ମଣିପୁର ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି। ମଣିପୁର ବିଧାନସଭାରେ ବାଚସ୍ପତି ଥିବା କଂଗ୍ରେସ ବିଧାୟକ ହିପ୍‌ହି ଆଜି ଉଭୟ କଂଗ୍ରେସ ଓ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟି (ବିଜେପି)ରେ…
ଅଧିକ ଖବର ଦେଖନ୍ତୁ...