Daily Archives

November 6, 2018

ଝାରସୁଗୁଡ଼ା ଡାଏରୀ: ଭିନ୍ନ ଭିନ୍ନ ଅପରାଧିକ ଘଟଣାରେ ୧୦ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଭିନ୍ନ ଭିନ୍ନ ୩ଟି ଘଟଣାରେ ଝାରସୁଗୁଡ଼ା ପୁଲିସ ମଙ୍ଗଳବାର ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଡ଼ମାଳ ଥାନା ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେହିପରି ସ୍କ୍ରାପ ଚୋରୀ ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଆକ୍ରମଣ କରି ସ୍ୱାମୀ ଗିରଫ ହୋଇଛି। ୬…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ବିଶ୍ବକପ୍‌ ହକିର ଓଲିକୁ ସ୍ବାଗତ

ଝାରସୁଗୁଡ଼ା: ହକି ବିଶ୍ବକପ୍‌ର ମସ୍କଟ ‘ଓଲି’କୁ ବିପୁଳ ସ୍ବାଗତ କରାଯାଇଛି। ଏଠାରେ ଓଲି ଓ ବିଶ୍ବକପ୍‌ ପହଞ୍ଚିବା ପରେ କକ୍ସ୍‌ କଲୋନୀ ସ୍ଥିତ ଶାନ୍ତି ଭବନକୁ ପଛୋଟି ନିଆଯାଇଥିଲା। ସେଠାରେ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

’ହୋଣ୍ଡା ଜୟ କ୍ଲବ’ର ସଫଳତା

ନୂଆଦିଲ୍ଲୀ: ପାର୍ବଣ ସମୟ ଚାଲିଥିବାବେଳେ ନିଜର ଗ୍ରାହକଙ୍କ ପାଇଁ ହୋଣ୍ଡାର ସ୍ୱତନ୍ତ୍ର ’ହୋଣ୍ଡା ଜୟ କ୍ଲବ’ ଲୟାଲଟି ଯୋଜାନରେ ପିକରଣ ସଂଖ୍ୟା ମାତ୍ର ୧ ମାସରୁ କମ୍‌ ସମୟରେ୧ ଲକ୍ଷ ଟପି ଯାଇଥିବା ହୋଣ୍ଡା ଟୁହ୍ଵିଲର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ’ହୋଣ୍ଡା ଜୟ କ୍ଲବ’ ଏକ ଅଭିନବ ତଥା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଶରୀରରେ ଥିବା ରକ୍ତ ପରିଷ୍କାର ଅଛି ତ? ରକ୍ତ ଅପରିଷ୍କାର ପାଇଁ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ…

ଶରୀର ମଧ୍ୟରେ ସବୁ ଜରୁରୀ ଜିନିଷ ରକ୍ତ ମାଧ୍ୟମରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ । ଶରୀରର ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ରକ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଶରୀରର ପିଏଚ୍‌ ସ୍ତର ଏବଂ ଜଳସ୍ତର ମଧ୍ୟ ସଞ୍ଚାଳିତ…
ଅଧିକ ଖବର ଦେଖନ୍ତୁ...

ସ୍କୁଲର ଶୌଚାଳୟ ମଧ୍ୟରେ ସାନିଟାରି ନାପ୍‌କିନ୍‌ ପଡ଼ିଥିବା ଦେଖି ସମସ୍ତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର କାଢ଼ି ଦେଖିବାରୁ…

ଚଣ୍ଡିଗଡ଼ : ପଞ୍ଜାବର ଫଜିଲ୍କା ଜିଲ୍ଲାରେ ଛାତ୍ରୀମାନଙ୍କର ଅନ୍ତର୍ବସ୍ତ୍ର କାଢ଼ି ସାନିଟାରି ନାପ୍‌କିନ୍‌ ଦେଖିବାରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଜଣେ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ସ୍କୁଲର ଶୌଚାଳୟରେ ବ୍ୟବହାର କରାଯାଇଥିବା ସାନିଟାରି ନାପ୍‌କିନ୍‌ ପଡ଼ିଥିବାର…
ଅଧିକ ଖବର ଦେଖନ୍ତୁ...

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଲେ ନିଜକୁ ଦ୍ୱିତୀୟ ପତ୍ନୀ ଦାବି କରୁଥିବା ମହିଳା

ଭଦ୍ରକ/ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସିମୁଲିଆ ଥାନାରେ ମଙ୍ଗଳବାର ଜଣେ ମହିଳା ନିଜକୁ ଦୈତାରୀ ପଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି ଦାବି କରିଛନ୍ତି। ଅଭିଯୋଗକାରିଣୀ ମହିଳାଙ୍କ ନାମ ହେଉଛି ଲତା ପଣ୍ଡା। ମହିଳାଙ୍କ ଅଭିଯୋଗ ଅନୁସାରେ ଦୈତାରୀ ପଣ୍ଡାଙ୍କୁ ସେ ୨୯ ବର୍ଷ ତଳେ ପୁରୀ ଶ୍ରୀମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଦୀପାବଳିର ଉପହାର ଦେଲେ ଦବଙ୍ଗ ଖାନ୍‌, ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବେ

ମୁମ୍ବାଇ : ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଅନେକ ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଥିବା ଖବର ସମସ୍ତଙ୍କ ପାଖରେ ପହଞ୍ଚି ସାରିଥିବ ନିଶ୍ଚୟ । ନିଜ ଜୀବନକୁ ସେ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଥିବା ବେଳେ ସୋ’ ସହ ସେ ନିଜ ପ୍ରେମିକା ଗିନ୍ନିଙ୍କୁ ବିବାହ କରିବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀକୁ ଛାଡ଼ି ବାପଘରେ ଆସି ରହୁଥିଲା ଝିଅ,ପଡ଼ୋଶୀ ଯୁବକ ସହ ଅନୈତିକ ସଂପର୍କ ରଖି ହେଲେ ଗର୍ଭବତୀ,ତା’ପରେ…

ମୋଗା(ପଞ୍ଜାବ) : ପଞ୍ଜାବର ମୋଗାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ମହିଳା ନିଜ ସ୍ୱାମୀକୁ ଛାଡ଼ି ଆସି ବାପଘରେ ରହୁଥିବା ବେଳେ ପଡ଼ୋଶୀ ଯୁବକ ସହ ଶାରୀରିକ ସଂପର୍କ ରଖିଥିଲେ । ଯାହାର ପରିଣାମ ସ୍ୱରୁପ ତାଙ୍କୁ ଗର୍ଭବତୀ ହେବାକୁ ପଡ଼ିଥିଲା । କିନ୍ତୁ ଗର୍ଭବତୀ ହେବା ପରେ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ଟି-୨୦: ଟିମ୍‌ ଇଣ୍ଡିଆର ଦୀପାବଳି ଉପହାର, ୭୧ ରନ୍‌ରେ ହାରିଲା ୱେଷ୍ଟଇଣ୍ଡିଜ୍‌, ଶୃଙ୍ଖଳା ହାତେଇଲା ଭାରତ

ଲକ୍ଷ୍ନୌ: ଟିମ୍‌ ଇଣ୍ଡିଆ ମଙ୍ଗଳବାର ପ୍ରଶଂସକ ଓ କ୍ରିକେଟପ୍ରେମୀଙ୍କୁ ଦୀପାବଳି ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ୭୧ ରନ୍‌ରେ ପରାସ୍ତ କରିଛି। ୩ ଟି-୨୦ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ କୋଲକାତା ଠାରେ ବିଜୟୀ ହେବା ପରେ ଲକ୍ଷ୍ନୌ ଟି-୨୦ରେ ମଧ୍ୟ ବିଜୟ ହାସଲ କରିଛି। …
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ନିଜର ଦାମୀ ଗାଡ଼ି ବିକ୍ରି କରି ମାରୁତି ୮୦୦ କିଣିଥିଲେ ବିଗ୍‌ ବି? କେବିସିରେ ବଖାଣିଲେ ପୂରା ଘଟଣା

ମୁମ୍ବାଇ : ପୂର୍ବରୁ ରିୟାଲିଟି ସୋ’ କୌନ୍‌ ବନେଗା କରୋଡ଼୍‍ପତିର ହୋଷ୍ଟ ବିଗ୍‌ ବି ଅମିତାଭ ବଚ୍ଚନ ସୋ’ ମଧ୍ୟରେ ନିଜ ଜୀବନର ଅନେକ ଅଭୁଲା ସ୍ମୃତି ବିଷୟରେ ଜଣାଇଛନ୍ତି । ଏସବୁ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ସେ ନିଜର ବଡ଼ ଗାଡ଼ି ବିକ୍ରି କରି ମାରୁତି ୮୦୦ କିଣିବା ପଛର କାରଣ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...