Daily Archives

November 7, 2018

ଦୀପାବଳିରେ ଏହି କାମ କରିବାକୁ ପସନ୍ଦ କରନ୍ତି ସୁପରଷ୍ଟାର ଆମୀର ଖାନ୍‌

ମୁମ୍ବାଇ : ନଭେମ୍ବର ୮ରେ ଚଳଚ୍ଚିତ୍ର ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଅଭିନେତା ଆମୀର ଖାନ୍‌ । ଚଳିତବର୍ଷ ଦୀପାବଳି ଆମୀରଙ୍କ ପାଇଁ ଖାସ୍‌ ହେବାକୁ ଯାଉଛି । ଏହାର କାରଣ ହେଉଛି ନଭେମ୍ବର ୮ରେ ଫିଲ୍ମ ରିଲିଜ୍‌ ହେବାକୁ…
ଅଧିକ ଖବର ଦେଖନ୍ତୁ...

ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରି ଦୁଷ୍କର୍ମ କଲେ ୪ ସାଙ୍ଗ, ଭିଡିଓ ଭାଇରାଲ କରିବା ଧମକ ବି ଦେଲେ

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ନିଉ ଅଶୋକ ନଗରରେ ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ୪ ଜଣ ସାଙ୍ଗ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରି ଏଭଳି ଅପରାଧ କରିଥିବା ବେଳେ ପୀଡ଼ିତାଙ୍କୁ ଗୋଟେ ଦିନ ବନ୍ଦୀ କରି ରଖିଥିଲେ । ପରେ ଦୁଷ୍କର୍ମ ସମୟର ଭିଡ଼ିଓ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ବିବାହ ପରେ ପୂର୍ବ ପ୍ରେମିକଙ୍କ ସହ କାମ କରିବେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବିବାହ ନଭେମ୍ବର ୧୪-୧୫ ହେବାକୁ ଯାଉଛି। ବିବାହାକୁ ଆଉ କିଛିଦିନ ବାକି ରହିଥିବା ବେଳେ ସୋସିଆଲ ମିଡିଆରେ ଦୀପିକାଙ୍କୁ ନେଇ ଆଉ ଖବର ଚର୍ଚ୍ଚାରେ ରହିଛି। ସେ ତାଙ୍କ ପ୍ରେମିକ ରଣବୀର ସିଂହଙ୍କୁ ବିବାହ ପରେ ପୂର୍ବ ପ୍ରେମିକାଙ୍କ ସହ କମା କରିବେ।…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ବାଣ ଫୁଟି ନିଅାଁ ଲାଗିବାରୁ ଜଳିଗଲା ୩ ଝୁମ୍ପୁଡି ଘର

ରାଉରକେଲା: ବାଣ ଫୁଟିବା ସମୟରେ ନିଆଁ ଲାଗିବାରୁ ରାଉରକେଲା ପୁରୁଣା ଷ୍ଟେସନରେ ତିନି ଝୁମ୍ପୁଡି ଘର ଭସ୍ମୀଭୂତ ହୋଇଛିା ଘର ମାଲିକ ହେଲେ ମହମ୍ମଦ ମଜିଦ, ବ୍ରହ୍ମଦେବ ସାହୁ ଓ ରଂଜନ ସାମନ୍ତଙ୍କ ଘର ରାତି  ୮ଟା ଏହି ଅଘଟଣ ଘଟିଛି। ପରିବାରର ସମସ୍ତ ସଦସ୍ୟ ବାହାରେ ଥିବାରୁ କେହି ହତାହତ ହୋଇ…
ଅଧିକ ଖବର ଦେଖନ୍ତୁ...

ନିଷ୍ଠୁରତାର ସୀମା ଟପିଲେ ଲୋକେ: ଅଳିଆଗଦାରେ ଶୋଇଥିବା ୪ଟି କୁକୁର ଛୁଆକୁ ଜିଅନ୍ତା ଜାଳିଲେ

ହାଇଦ୍ରାବାଦ୍‌ : ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଅଳିଆଗଦାରେ ଶାନ୍ତିରେ ଶୋଇଥିବା ବେଳେ କିଛି ଲୋକ ୪ଟି କୁକୁର ଛୁଆଙ୍କୁୁ ଜିଅନ୍ତା ଜାଳିଦେବା ଘଟଣା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ଏହି ଘଟଣା ପରେ ୪ଟି କୁକୁରଙ୍କ ମଧ୍ୟରୁ ୩ଟିର ମୃତ୍ୟୁ ଘଟିିଛି । ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ: ହାବେଳୀ ବାଣ ପଡ଼ିବାରୁ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ପାରାଦୀପ: ଦୀପାବଳି ପାଳନ ବେଳେ ବୁଧବାର ରାତି ପାରାଦୀପରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଭଞ୍ଜ କଲୋନୀରେ ଟୁନିଆ ପଲେଇ ହାବେଳୀ ବାଣ ଫୁଟାଉଥିବା ଗଛରେ ପିଟିହୋଇ ଘର ଉପରେ ପଡ଼ିଥିଲା। ଏହା ପରେ ଟୁନିଆର ୩ ବଖରା ଘର ହୁତୁହୁତୁ ହୋଇ ଜଳି ଉଠିଥିଲା। ନିଅାଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଗାଡ଼ିର ଦସ୍ତାବିଜ ମାଗିବାରୁ ଗାଡ଼ିକୁ ଜାଳିଦେଲେ ଚାଳକ

ଗୁରୁଗ୍ରାମ: ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ୍‌କୁ ନିଜେ ଜାଳି ଦେବା ଘଟଣା ସଂପୃକ୍ତ ଅଞ୍ଚଳର ସମସ୍ତଙ୍କୁ ଚକିତ କରିଛି। ବ୍ୟକ୍ତି ଜଣକୁ ପୁଲିସ୍‌ ଆଟକାଇ ଗାଡ଼ିର ଦସ୍ତାବିଜ ମାଗିଥିଲା। ଦସ୍ତାବିଜ୍‌ ମାଗିବା ପରେ ବ୍ୟକ୍ତି ଜଣକ ତାହା ଦେବା…
ଅଧିକ ଖବର ଦେଖନ୍ତୁ...

ଶାହରୁଖ୍‌ ଖାନଙ୍କ ‘ଜିରୋ’ ସିନେମାକୁ ନେଇ ମୁମ୍ବାଇ ପୁଲିସରେ ମାମଲା ରୁଜୁ

ମୁମ୍ବାଇ: ଶାହରୁଖ୍‌ ଖାନଙ୍କ ‘ଜିରୋ’ର ଇତି ମଧ୍ୟରେ ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଏହା ଆଗାମୀ ଡିସେମ୍ବର ୨୧ରେ ରିଲିଜ୍‌ ହେବ ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା ବି ଅଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଆନନ୍ଦ ଏଲ ରାୟ। ତେବେ ଫିଲ୍ମର ପ୍ରମୋ ଏବଂ ପୋଷ୍ଟରରେ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ଖେଳାଳିଙ୍କ ପ୍ରଶଂସା କରିବାରୁ ଭାରତୀୟ ଯୁବକଙ୍କୁ ବିଦେଶ ପଳାଅ ବୋଲି କହିଲେ ବିରାଟ

ମୁମ୍ବାଇ: ପ୍ରଶଂସକମାନଙ୍କୁ ସମ୍ମାନ ଦେବା ସହ ସମଲୋଚକଙ୍କୁ ଉପଯୁକ୍ତ ଯବାବ ଦେବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟ ବିରାଟ କୋହଲି ବେଶ୍‌ ଧୁରନ୍ଧର। ସେ ଅଧିକାଂଶ ସମୟରେ ସମାଲୋଚକଙ୍କୁ ରୋକଠୋକ ଜବାବ ଦେଇ ନିଜେ ସମାଲୋଚିତ ହୋଇଛନ୍ତି ପଛେ ମୁହଁରେ କହିବାର ଅଭ୍ୟାସ ସେ ଆଦୌ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-କଟକ ବୁଲିଲେ କୋରାପୁଟ ଜିଲ୍ଲାର ୬୫ ଜଣ ଜନଜାତି ସଦସ୍ୟ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରୁ ୬୫ ଜଣ ଜନଜାତି ସଦସ୍ୟ ତିନି ଦିନିଆ ରାଜ୍ୟ ପରିଭ୍ରମଣରେ ଭୁବନେଶ୍ୱର ଓ କଟକ ବୁଲିଛନ୍ତି। ସରକାରଙ୍କ ଦ୍ୱାରା ଉପଲବ୍ଧ ସ୍ୱତନ୍ତ୍ର ବସ୍‌ରେ ୧୩ଟି ପଞ୍ଚାୟତରୁ ଏମାନଙ୍କୁ କଟକ ଓ ଭୂବନେଶ୍ୱର ବୁଲାଇ ଆଣିବାର ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...