Daily Archives

November 8, 2018

ପିଏସ୍‌ଇ ରିପୋର୍ଟ: ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରକାର ଗଢ଼ିବ ବିଜେପି, ରାଜସ୍ଥାନରେ କଂଗ୍ରେସ, ତେଲେଙ୍ଗାନାରେ କେସିଆର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ୪ର୍ଥ ଥର ପାଇଁ କ୍ଷମତାକୁ ଆସିବା ସମ୍ଭାବନା ରହୁଛି। ରାଜସ୍ଥାନରେ ବିଜେପିକୁ ପରାସ୍ତ କରି କଂଗ୍ରେସ କ୍ଷମତାକୁ ଫେରିପାରେ। ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପୁଣି ଥରେ…
ଅଧିକ ଖବର ଦେଖନ୍ତୁ...

ନଜର ପକାନ୍ତୁ ବଲିଉଡ୍‌ର ସୁପରହିଟ୍‌-ସୁପରଫ୍ଲପ୍‌ ବାପ-ପୁଅ ଯୋଡ଼ି ଉପରେ

ଆଜି ଆମେ ବଲିଉଡ୍‌ର ୫ ଜଣ ବାପ-ପୁଅ ଯୋଡ଼ି ବିଷୟରେ ଆପଣଙ୍କୁ ଜଣାଇବୁ । ଯେଉଁମାନଙ୍କର ବାପା ଫିଲ୍ମ ଦୁନିଆରେ ସୁନାମ ଅର୍ଜନ କରିଥିବା ବେଳେ ସୁପରଷ୍ଟାର ପାଲଟିଥିଲେ । କିନ୍ତୁ ସେମାନଙ୍କ ପୁଅମାନେ ନିଜକୁ ପ୍ରମାଣ କରି ପାରିଲେ ନାହିଁ । ବାପା ସୁପରହିଟ୍‌ ହୋଇଥିବା ବେଳେ ପୁଅ ସୁପରଫ୍ଲପ୍‌…
ଅଧିକ ଖବର ଦେଖନ୍ତୁ...

ରିୟାଲିଟି ସୋ’ ବିଗ୍‌ ବସ୍‌-୧୨କୁ ଥଟ୍ଟା କରିବା ସହ ଏଭଳି କରିବା ପାଇଁ ପରାମର୍ଶ ଦେଲେ ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ : ଡ଼୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତ ସବୁ ବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ଅନ୍ୟମାନଙ୍କୁ ନେଇ ହେଉ ବା କୌଣସି ବିଷୟ ଉପରେ ସେ ଦେଉଥିବା ମନ୍ତବ୍ୟ ସବୁ ବେଳେ ଚର୍ଚ୍ଚାର ପରିସରକୁ ଆସିଥାଏ । ପୂର୍ବରୁ #ମି ଠୁ ଅଭିଯାନକୁ ନେଇ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ କ୍ରୀଡ଼ା ଶିକ୍ଷକ ନିଲମ୍ବିତ

ମହାକାଳପଡ଼ା: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗୁରୁବାର ଜଣେ କ୍ରୀଡ଼ା ଶିକ୍ଷକ ନିଲମ୍ବିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଭବନର କ୍ରୀଡ଼ା ଶିକ୍ଷକ ବିଦ୍ୟାପତି ଜେନା ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଥାନାରେ ହୋଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୧୮ବର୍ଷ ହେଲା ଜେଲରେ ସ୍ୱାମୀ ବନ୍ଦୀ ଥିବାରୁ ବଂଶ ଆଗକୁ ବଢ଼ାଇବା ପାଇଁ ଏହି ଉପାୟ ଆପଣାଇଲା ସ୍ତ୍ରୀ

ନୂଆଦିଲ୍ଲୀ : ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ ଭିତରେ ଥିବା ଶତ୍ରୁତା ୫୦ବର୍ଷ ହେଲାଣି ଚାଲି ଆସୁଛି । ଇସ୍ରାଏଲରେ ବନ୍ଦୀଥିବା ପାଲେଷ୍ଟେନୀୟ ଯୁବକ ଏବଂ ପାଲେଷ୍ଟାଇନ୍‌ରେ ବନ୍ଦୀ ଥିବା ଇସ୍ରାଏଲୀୟ ଯୁବକଙ୍କ ପତ୍ନୀମାନଙ୍କ ଉପରେ ଏହି ଶତ୍ରୁତାର ପ୍ରଭାବ ଅଧିକ ପଢ଼ୁଥିବା ଜଣା ପଡ଼ିଛି । ବଷ ବର୍ଷ…
ଅଧିକ ଖବର ଦେଖନ୍ତୁ...

ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁର୍‌ଭିନ୍‌ ଚାଓ୍ଵଲା !

ମୁମ୍ବାଇ : ‘ହେଟ୍‌ ଷ୍ଟୋରି-୨’ରେ ଅଭିନୟ କରି ପ୍ରଶଂସାର ପାତ୍ର ବନିଥିବା ଅଭିନେତ୍ରୀ ସୁର୍‌ଭିନ୍‌ ଚାଓ୍ଵଲା ମା’ ହେବାକୁ ଯାଉଛନ୍ତି । ଏବେ ସେ ‘ସାକ୍ରେଡ଼୍‍ ଗେମ’୍ସରେ ଅଭିନୟ କରି ଚର୍ଚ୍ଚାରେ ଥିବା ବେଳେ ତାଙ୍କ ମା’ ହେବା ଖବର ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ପରଦାରେ ସେ ଅନେକ…
ଅଧିକ ଖବର ଦେଖନ୍ତୁ...

କଟକରେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଟକ: କଟକର ମାଲଗୋଦାମ ଠାରେ ଗୁରୁବାର ଜଣେ ବ୍ୟମସାୟୀଙ୍କ ଠାରୁ ୫ ଲକ୍ଷ ୧୫ ହଜାର ଟଙ୍କା ଲୁଟ ହୋଇଛି। ମାଲଗୋଦାମ ଅଞ୍ଚଳରେ ଏହି ଘଟଣା ସନ୍ଧ୍ୟାରେ ଘଟିଛି। ବ୍ୟବସାୟୀ ଦୋକାନ ବନ୍ଦ କରି ଡିକିରେ ଟଙ୍କା ରଖୁଥିବା ବେଳେ ଲୁଟେରାମାନେ ଟଙ୍କା ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...

ଦେଖିବାକୁ ମିଳିଲା ୟୁପି ପୁଲିସର ଭଲ ପଣିଆ : ଆମେ ଦୀପ ବିକୁଛୁ, କିନ୍ତୁ କେହି କିଣୁ ନାହାନ୍ତି ବୋଲି ଶୁଣିବା ପରେ ଏଭଳି…

ଅମରୋହା(ଉତ୍ତରପ୍ରଦେଶ) : କିଛି ଦିନ ତଳେ ଉତ୍ତରପ୍ରଦେଶରେ ଘଟିଥିବା ଘଟଣା ପୁଲିସର ଛବିକୁ ବଦଳାଇବାର ପ୍ରୟାସ କରିଛି । ସାଧାରଣ ଲୋକେ ପୁଲିସକୁ ଘୃଣା ଦୃଷ୍ଟିରେ ଦେଖୁଥିବା ବେଳେ ଏବେ ଉତ୍ତରପ୍ରଦେଶର କିଛି ପୁଲିସ କର୍ମଚାରୀ କରିଥିବା କାମକୁ ନେଇ ଲୋକମାନଙ୍କର ଚିନ୍ତାଧାରା ବଦଳିବ ବୋଲି ଆଶା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଡକାୟତି ଯୋଜନା ବିଫଳ, ୨ ଶିକ୍ଷିତ ଯୁବକ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଡକାୟତି ଉଦ୍ୟମ କରୁଥିବା ଦୁଇଜଣ ଶିକ୍ଷିତ ଯୁବକକୁ ଗିରଫ କରିକୋର୍ଟ ଚାଲାଣ କରିଛିା ପୁଲିସ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ରାତିରେ ରେଲୱେ କଲୋନିରେ ଜୟପୁର ନୂଆସାହି ଚତୁର୍ଥ ଲେନ୍‌ ନିବାସୀ…
ଅଧିକ ଖବର ଦେଖନ୍ତୁ...

‘ବିବାହରେ ନିଶ୍ଚୟ ଯୋଗଦେବେ, ଆପଣ ନଥିଲେ ଏ ଭଲ ପାଇବା ନ ଥାନ୍ତା’,ଜାଣନ୍ତୁ କାହାକୁ ବିବାହର କାର୍ଡ ଦେଇ ଏପରି କହିଲେ…

ମୁମ୍ବାଇ : ବଲିଉଡ୍‌ର ଦୁଇ ସୁପରଷ୍ଟାର ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ନଭେମ୍ବର ୧୪-୧୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦିନ ପାଖେଇ ଆସୁଥିବା ବେଳେ ବିବାହ ପ୍ରସ୍ତୁତିରେ ଜୋରସୋରରେ ଲାଗି ପଡ଼ିଛନ୍ତି ଦୁଇ କଳାକାର । ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହୋଇ ସାରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...