Daily Archives

November 8, 2018

ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ପୁଲିସ ମୁହାଁମୁହିଁ, ମାଡ଼ ଖାଇଲେ ମହିଳା ପୁଲିସ

କଟକ: ବଡମ୍ବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ପ୍ରାୟ ଅଧଘଣ୍ଟା ଧରି ବିଜେପି କର୍ମକର୍ତ୍ତା ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜିତ ବିଜେପି କର୍ମକର୍ତ୍ତମାନେ ମହିଳା…
ଅଧିକ ଖବର ଦେଖନ୍ତୁ...

ବିନା ଚାଳକରେ ୯୦କିଲୋମିଟର ପର୍ଯ୍ୟନ୍ତ ଗଡ଼ିଲା ୨୬୮ଟି ବଗି ଥିବା ଟ୍ରେନ୍‌,ରୋକିବା ପାଇଁ ଏହି ଉପାୟ ଆପଣାଇଲା ରେଳବାଇ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଏକ ଟ୍ରେନ୍‌ ବିନା ଚାଳକରେ ୯୦କିଲୋମିଟର ପର୍ଯ୍ୟନ୍ତ ଆପେ ଆପେ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ରେନ୍‌ରେ ୨୬୮ଟି ବଗି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରିବାକୁ ବାଧ୍ୟ ହୋଇଥିଲା ରେଳବାଇ । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବିଜେପି ବିରୋଧରେ ମହାମେଣ୍ଟ ପାଇଁ ପ୍ରସ୍ତୁତି, ଚନ୍ଦ୍ରବାବୁ ନାଇଡୁ ହେବେ ସାମିଲ!

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଏନ୍‌ଡିଏକୁ ପରାସ୍ତ କରିବା ଲକ୍ଷ୍ୟରେ ବିରୋଧୀ ଦଳମାନେ ମହାମେଣ୍ଟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ମହାମେଣ୍ଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଉତ୍ତେଜନା ପରେ ରାସ୍ତା ଅବରୋଧ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରୁ ଦେବଗଡ଼ ଜାତୀୟ ରାଜପଥ ୪୯ରେ ଗୁରୁବାର ଦୁର୍ଘଟଣାରେ ଜଣେ ଲୋକର ମୃତ୍ୟୁ ଘଟିଛି। ସିରିଡ ଛକ ନିକଟରେ ଏକ ବୋଲେରୋ ଧକ୍କାରେ ଦେବାରୁ ସିରିଡ ଗ୍ରାମର ବୁଲୁ ବେହେରାଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ, ଶ୍ରଦ୍ଧାଳୁଙ୍କ ମନରେ ଲାଗିଲା ଆଘାତ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ଫଟୋ ପୁଣି ଥରେ ଭାଇରାଲ ହୋଇଥିବା ଗୁରୁବାର ଜଣାପଡ଼ିଛି। ସୂଚନା ଅନୁସାରେ ଗୁଜୁରାଟର ହିିତେଶ ସୋନାନି ନାମରେ ଜଣେ ବ୍ୟକ୍ତି ନିଜ ଫେସବୁକ୍‌ ପେଜ୍‌ରେ ଶ୍ରୀମନ୍ଦିର ପରିସରସ୍ଥିତ କୋଇଲି ବୈକୁଣ୍ଠର ଫଟୋକୁ ଭାଇରାଲ କରିଛନ୍ତି। କୁହାଯାଉଛି ଯେ, ଆଜି…
ଅଧିକ ଖବର ଦେଖନ୍ତୁ...

ଫ୍ୟାସନ ସୋ’ରେ ଏହି ମଡେଲ ପିନ୍ଧିବେ ୭୨ଲକ୍ଷ ଟଙ୍କାର ଅନ୍ତଃବସ୍ତ୍ର, ତିଆରି ହେବାକୁ ଲାଗିଛି ୯୩୦ ଘଣ୍ଟା

ନୂଆଦିଲ୍ଲୀ : ଅମେରିକାର ନ୍ୟୁୟର୍କରେ ନଭେମ୍ବର ୮ରେ ଅନୁଷ୍ଠିତ ହେବାକୁ ଥିବା ଭିକ୍ଟୋରିଆ ସିକ୍ରେଟ୍‌ ଫ୍ୟାସନ୍‌ ସୋ’ର ପ୍ରସ୍ତୁତି ଶେଷ ହେବା ଉପରେ । ଏହି କାର୍ଯ୍ୟକ୍ରମରେ ସୁପରମଡ଼େଲ ଏଲେଷ୍କା ହୋସ୍କ ଏକ ସ୍ୱତନ୍ତ୍ର ଅନ୍ତଃବସ୍ତ୍ର ପିନ୍ଧି କ୍ୟାଟ୍‌ଓ୍ଵାକ୍‌ କରିବେ ବୋଲି ଜଣାପଡ଼ିଛି । ତେବେ…
ଅଧିକ ଖବର ଦେଖନ୍ତୁ...

ନିଜର ଅଶ୍ଲୀଳ ଫଟୋ ଭାଇରାଲ ହେବା ପରେ ପ୍ରଥମ ଥର ନିଜ ପ୍ରତିକ୍ରିୟା ରଖିଲେ ଅକ୍ଷରା ହାସନ୍‌, କହିଲେ;ଏମିତି କାମ କିଏ…

ନୂଆଦିଲ୍ଲୀ : କିଛି ଦିନ ତଳେ ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ସାନ ଝିଅ ଅକ୍ଷରା ହସନଙ୍କ କିଛି ବ୍ୟକ୍ତିଗତ ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଫଟୋଟି କିଏ ଏବଂ କ’ଣ ପାଇଁ ଭାଇରାଲ କଲା ତାହା ଏଯାବତ୍‌ ଜଣାପଡ଼ିନାହିଁ। ଏହି ଫଟୋ ପଛରେ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ହେବାର ୯ମାସ ପରେ ପେଟରେ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ଡ଼ାକ୍ତରଖାନା ନିଆଗଲା, ଅବସ୍ଥା ଦେଖି ଡାକ୍ତର ତୁରନ୍ତ…

ଔରଙ୍ଗାବାଦ୍‌ : ଔରଙ୍ଗବାଦ୍‌ରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୋହୂ ଗର୍ଭବତୀ ଥିବା ଜାଣି ପରିବାରରେ ଖୁସି ଆସିଥିବା ବେଳେ ସମସ୍ତେ ପ୍ରସବ ସମୟକୁ ଅପେକ୍ଷା କରି ରହିଥିଲେ । ୯ ମାସ ଗର୍ଭବତୀ ହୋଇଥିବା ବେଳେ ପେଟରେ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ଡ଼ାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ସାଂସଦ ବଳଭଦ୍ର ମାଝୀଙ୍କ ନନ୍ଦାହାଣ୍ଡି ପ୍ରତିନିଧି ନିଖୋଜ, ଅପହରଣ ଅଭିଯୋଗ

ନବରଙ୍ଗପୁର: ସାଂସଦ ବଳଭଦ୍ର ମାଝୀଙ୍କ  ନନ୍ଦାହାଣ୍ଡି ପ୍ରତିନିଧି ତଥା ବିଶିଷ୍ଟ ବ୍ୟବସାୟୀ ସଦାଶିବ ସାହୁ (ସୁନିଲ) ନିଖୋଜ ହେବା ପରେ ଅପହରଣ କରାଯାଇଥିବା ନେଇ ନବରଙ୍ଗପୁର ଟାଉନ୍‌ ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ପରିବାର ଲୋକେ ପୁଲିସକୁ କହିଛନ୍ତି ଯେ, ନବରଙ୍ଗପୁର ସହରରେ ଥିବା ହୋଟେଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆପଣଙ୍କ କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେନାହିଁ। ଧାର୍ମିକ କାମରେ ଧନ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ବ୍ୟବହାରରେ ସକାରାତ୍ମକ…
ଅଧିକ ଖବର ଦେଖନ୍ତୁ...