Daily Archives

November 9, 2018

ରାଜନୈତିକ ଚକ୍ରବ୍ୟୁହରେ  ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ: ପ୍ରଶାସନର ଦୋମୁହାଁ ନୀତିକୁ…

ଭଦ୍ରକ: ରାଜନୈତିକ ଚକ୍ରବ୍ୟୁହରେ ଫସିଛି  ଡ. ହରେକୃଷ୍ଣ ମହତାବଙ୍କ  ପ୍ରତିମୂର୍ତ୍ତି ସ୍ଥାପନ ପ୍ରସଙ୍ଗ। ଭଦ୍ରକ ଜିଲ୍ଲାର ଆଗରପଡାଠାରେ ପ୍ରତିମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତିକୁ ଜିଲ୍ଲାର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଭାରତରୁ ୫୦ ହଜାର ଟନ ଚିନି କିଣିବ ଚୀନ

ନୂଆଦିଲ୍ଲୀ : ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତରୁ ଚୀନକୁ ଚିନି ରପ୍ତାନୀ ପ୍ରାରମ୍ଭ ହେବ । ୫୦ ହଜାର ଟନ ଚିନି ରପ୍ତାନୀ ପାଇଁ ଇଣ୍ଡିଆନ ସୁଗାର ବିଲ ଆସୋସିଏସନ ଏବଂ ଚୀନର ସାର୍ବଜନୀନ କ୍ଷେତ୍ରର କମ୍ପାନୀ ସିଓଏସିଓ ମଧ୍ୟରେ ବୁଝାମଣା ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଫଳରେ ଏହା ସମ୍ଭବ…
ଅଧିକ ଖବର ଦେଖନ୍ତୁ...

‘ଲଭ୍‌ଯାତ୍ରୀ’ ବିଫଳ ହେବା ପରେ ଏବେ ଭିଣୋଇଙ୍କ ଦ୍ୱିତୀୟ ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ରେ ସଲମାନ ଖାନ୍‌ ଗଡ୍‍ଫାଦର ବୋଲି ସମସ୍ତେ ଜାଣନ୍ତି । ଅନେକ ଅଭିନେତା-ଅଭିନେତ୍ରୀମାନଙ୍କୁ ସେ ବଲିଉଡ୍‌ରେ ଏଣ୍ଟ୍ରି କରାଇ ସୁପରଷ୍ଟାର ବନାଇଥିବା ବେଳେ ଏବେ ସେ ନିଜ ଭିଣୋଇଙ୍କୁ ସପରଷ୍ଟାର ବନାଇବାରେ ଲାଗି ପଡ଼ିଛନ୍ତି । ସଲମାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଅଫିସ ପହଞ୍ଚିବାରେ ବିଳମ୍ବ ହେଲେ ପିଇବାକୁ ପଡ଼େ ପରିସ୍ରା,ଖାଇବାକୁ ପଡ଼େ ଅସରପା,ଏତେ ସବୁ ପରେ ବି ଚାକିରି ଛାଡ଼ନ୍ତି…

ନୂଆଦିଲ୍ଲୀ : କୌଣସି କମ୍ପାନୀରେ ବା ଅଫିସରେ କାମ କଲେ ସବୁ କର୍ମଚାରୀମାନଙ୍କୁ ଠିକ୍‌ ସମୟରେ ଅଫିସ ଆସିବା ପାଇଁ କୁହାଯାଇଥାଏ । ବେଳେ ବେଳେ ଟ୍ରାଫିକ୍‌ ସମସ୍ୟା ହେତୁ କିଛି କର୍ମଚାରୀ ନିଜ ନିଜ ଅଫିସରେ ଠିକ୍‌ ସମୟରେ ପହଞ୍ଚି ପାରନ୍ତି ନାହିଁ । କିନ୍ତୁ ଚୀନ୍‌ରେ ଅଫିସରେ ପହଞ୍ଚିବାକୁ…
ଅଧିକ ଖବର ଦେଖନ୍ତୁ...

ଆଖିର ରଙ୍ଗ ଦେଇଥାଏ ବ୍ରେନ୍‌ ଟ୍ୟୁମରର ସଙ୍କେତ, ଆଖିରୁ ଶାରୀରିକ ସମସ୍ୟା ବିଷୟରେ ଜାଣନ୍ତୁ

ବ୍ରେନ୍‌ ଟ୍ୟୁମର ମସ୍ତିଷ୍କ ସହ ଜଡ଼ିତ ଏକ ଗମ୍ଭୀର ସମସ୍ୟା ଅଟେ । ଏହି ସମସ୍ୟାର ସମାଧାନ ଯଦି ଠିକ୍‌ ସମୟରେ ନ କରାଯାଏ, ତେବେ ଜୀବନହାନି ଘଟିଥାଏ । ଏହି ରୋଗର ଲକ୍ଷଣ ଜାଣିବା କଷ୍ଟକର ହୋଇଥିଲେ ମଧ୍ୟ ଆଖିର ରଙ୍ଗ ପରିବର୍ତ୍ତନରୁ ଆପଣ ଏହି ରୋଗ ବିଷୟରେ ଜାଣି ଚିକିତ୍ସା କରି ପାରିବେ । ଆଖି…
ଅଧିକ ଖବର ଦେଖନ୍ତୁ...

ଷ୍ଟ୍ରେଚର ନ ମିଳିବାରୁ ନିଜ ମା’କୁ କୋଳରେ ଧରି ଗୋଟିଏ ଓ୍ଵାର୍ଡ଼ରୁ ଅନ୍ୟ ଓ୍ଵାର୍ଡ଼କୁ ଯାଇ ଚିକିତ୍ସା ପାଇଁ ଅନୁରୋଧ କଲା…

କାନପୁର : ଉତ୍ତରପ୍ରଦେଶର କାନପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛିି । ମା’ର ଦେହ ଖରାପ ହେବାରୁ ପୁଅ ଚିକିତ୍ସା ପାଇଁ ମା’କୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲା । ମା’କୁ କୋଳରେ ଧରି ଗୋଟେ ଓ୍ଵାର୍ଡ଼ରୁ ଅନ୍ୟ ଓ୍ଵାର୍ଡ଼କୁ ଯାଇ ଚିକିତ୍ସା ପାଇଁ ବିନତି କରିଥିଲେ ମଧ୍ୟ ପୁଅ ମା’ର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତାଙ୍କୁ ଦଳୀୟ ଟିକେଟ୍‌ ନମିଳିବାରୁ ସିନ୍ଧିଆଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପିଇଲେ ବିଷ

ଗ୍ଵାଲିୟର: ମଧ୍ୟପ୍ରଦେଶ ସମତେ ୫ଟ ରାଜ୍ୟ (ଅନ୍ୟ ୪ ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନା)ରେ ଚଳିତ ମାସରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବର୍ତ୍ତମାନ ଟିକେଟ ଭାଗବଣ୍ଟା ନେଇ ରାଜନୀତି ଜୋରଦାର ଚାଲିଛି। ପ୍ରତ୍ୟେକ ଦଳରେ ଟିକେଟ ନ ପାଇବା…
ଅଧିକ ଖବର ଦେଖନ୍ତୁ...

ମହିଳା ଟି-୨୦ ବିଶ୍ୱକପ୍‌: ହରମନପ୍ରୀତଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୧୯୫ ରନ୍‌ ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ କ୍ରିକେଟରେ ଭାରତର ଅଧିନାୟିକା ହରମନପ୍ରୀତ କୌର ଶୁକ୍ରବାର ଶତକ (୧୦୩ ରନ୍‌, ୫୧ ବଲ, ୭ ଚୌକା ଏବଂ ୮ ଛକା) ହାସଲ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୪ ରନ ସଂଗ୍ରହ କରିବା ପରେ ନ୍ୟୁଜିଲାଣ୍ଡକୁ ୧୯୫ ରନ୍‌…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାରେ ଫଟୋ ଅପ୍‌ଲୋଡ୍‍ କରିବା ପରେ ଜାହ୍ନବୀଙ୍କୁ ଟ୍ରୋଲ୍‌ କଲେ ଅର୍ଜୁନ କପୁର, ଦେଖନ୍ତୁ କ’ଣ ଥିଲା ଭାଇ…

ମୁମ୍ବାଇ : ଭାଇ-ଭଉଣୀମାନଙ୍କ ମଧ୍ୟରେ ଥିବା ସଂର୍ପକକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ । ଛୋଟ ବେଳୁ ନିଜ ଭଉଣୀମାନଙ୍କଠାରୁ ଦୂରରେ ରହିଥିବା ଅଭିନେତା ଅର୍ଜୁନ କପୁର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ନିଜ ଭଉଣୀମାନଙ୍କ ପାଖରେ ଆସି ରହିବାକୁ ଲାଗିଥିଲେ । ଯାହା ପରେ ସେ ଭାଇ-ଭଉଣୀର…
ଅଧିକ ଖବର ଦେଖନ୍ତୁ...