Daily Archives

November 10, 2018

ପୌରପାଳିକା ଠିକା କର୍ମଚାରିଙ୍କ ଧାରଣା ତୃତୀୟ ଦିନରେ

ଭଦ୍ରକ: ଭଦ୍ରକ ପୌର କର୍ମଚାରୀଙ୍କର ଇପିଏଫ୍ ଓ ଇଏସଆଇ ଟଙ୍କା ଠିକାଦରୀ ସଂସ୍ଥା ଦ୍ବାରା ହଡପ ହେବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।  ବର୍ଷ ବର୍ଷ ଧରି ଏଇ ତଳ ତଳିଆ ଠିକା କର୍ମଚାରିଙ୍କର  ଟଙ୍କା ହଡପ କରିବା ପଛରେ ଏକ ବଡ ରାକେଟ୍ କାମ କରୁଛି। ଏହା ହେଉଛି ପୌରପାଳିକାର ସବୁଠାରୁ  ବଡ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ୨୦୧୧ରେ ୧୧ ଓ୍ଵିକେଟ୍‌ ନେଇଥିଲେ ମୁନାଫ ପଟେଲ, କ୍ରିକେଟରୁ ନେଲେ ବିଦାୟ

ନୂଆଦିଲ୍ଲୀ: ଭାରତକୁ ୨୦୧୧ରେ ବିଶ୍ୱ ଚାମ୍ପିଅନ୍‌ କରିବାରେ ଉଲ୍ଲେଖଯୋଗ୍ୟ ଭୂମିକା ନିଭାଇଥିବା ଦ୍ରୁତ ବୋଲର ମୁନାଫ ପଟେଲ ଶନିବାର କ୍ରିକେଟ୍‌ରୁ ବିଦାୟ ନେଇଛନ୍ତି। ଡାହାଣହାତୀ ବୋଲର ନିଜ କ୍ୟାରିୟରରେ ୧୩ଟି ଟେଷ୍ଟ, ୭୦ଟି ଦିନିକିଆ ଏବଂ ୩ଟି ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସଂପର୍କରେ ଲେଖାଯାଇଥିବା ଏହି ୫ ବାଣୀ ଆପଣଙ୍କ ଭାବନା ବଦଳାଇ ଦେବ

ମହିଳାମାନଙ୍କୁ ଅନେକ ଦୁର୍ବଳ ଓ ଅକ୍ଷମ ବୋଲି ଭାବିଥାନ୍ତି ସିନା, ବାସ୍ତବରେ ସେପରି ଆଦୌ ବି ନୁହେଁ। ସାରା ଦୁନିଆ ମହିଳାର ଶକ୍ତିରେ ହିଁ ଶକ୍ତିଶାଳୀ। ଏମାନେ କେବେ ବି ଦୁର୍ବଳ ନୁହଁନ୍ତି। ଏହି ମହିଳାମାନଙ୍କ ସକାଶେ କିଛି ବାଣୀ ରହିଛି। ଯାହା ଆଲୋଚନା କରିବା ପରେ ଆପଣ କହିବେ ପୁରୁଷଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି ଶୀତ ଦିନେ ଅଧିକ ପରିମାଣର କେଶ ଝଡ଼ିଥାଏ? ଜାଣନ୍ତୁ କାରଣ ଓ ପ୍ରତିକାର

ଖରା କିମ୍ବା ବର୍ଷା ଦିନ ଅପେକ୍ଷା ଶୀତ ଦିନେ ହିଁ ଅଧିକ ପରିମାଣରେ କେଶ ଝଡ଼ିଥାଏ। ଏହି ଦିନ ନିଜ କେଶର ଯତ୍ନ ନନେଲେ ଆପଣ କେଶ ଝଡ଼ିବାକୁ ରୋକିପାରିବେ ନାହିଁ। ଅନ୍ୟ ଦିନେ ନ ନିଅନ୍ତୁ ପଛେ। ଶୀତ ଦିନେ ନିଜ କେଶର ନିଶ୍ଚୟ ଯତ୍ନ ନିଅନ୍ତୁ। ଆମେ ସାଧାରଣତ ଶୀତ ଦିନେ ଶରୀରକୁ ଢାଙ୍କି ଢୁଙ୍କି…
ଅଧିକ ଖବର ଦେଖନ୍ତୁ...

ସ୍ୱରାଙ୍କ ପଥରେ ଶ୍ୱେତା: ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ

ମୁମ୍ବାଇ: ଭାରତୀୟ ମନୋରଞ୍ଜନ ଇଣ୍ଡଷ୍ଟ୍ରରେ ହସ୍ତମୈଥୁନ ଦୃଶ୍ୟ ଏବେ ଆଉ ଏକ ଲଜ୍ଜାଜନକ କଥା ହୋଇ ନାହିଁ। ପରଦାରେ ବାରମ୍ବାର ଏପରି ଆପତ୍ତିଜନକ କାର୍ଯ୍ୟ କରି ଥରକୁ ଥର ଜଣେ ପରେ ଜଣେ ଚର୍ଚ୍ଚାରେ ରହି ଆସିଛନ୍ତି। ଚଳଚ୍ଚିତ୍ର ‘ଭିରେ ଦ େଓ୍ଵଡିଂ’ ରେ ହସ୍ତମୈଥୁନ ଦୃଶ୍ୟ କରି ବିବାଦରେ ରହିଥିଲେ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପରେ ପ୍ରଦୂଷଣ ପ୍ରଭାବରୁ ନିଜ ଚେହେରାକୁ ବଞ୍ଚାନ୍ତୁ; ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

ଚଳିତବର୍ଷର ଦୀପାବଳି ସରିଯାଇଛି। ତଥାପି ପ୍ରଦୂଷଣ କମିନାହିଁ। ଏବେ ବି ପବନରେ ଘୂରୁଛି ବାଣ ଓ ବାରୁଦର କ୍ଷତିକାରକ ରସାୟନ। ଏଥିରୁ ନିଜକୁ ବଞ୍ଚାନ୍ତୁ , ନିଜ ଚେହେରାର ସୌନ୍ଦର୍ଯ୍ୟ ଅତୁଟ ରଖିବା ପାଇଁ ନିମ୍ନରେ ଦିଆଯାଇଥିବା ତରିକାକୁ ଆପଣାନ୍ତୁ। ଗତ କିଛି ବର୍ଷ ଭିତରେ ଡ୍ରାଏ ବ୍ରସିଂ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ତାଳଚେରରେ ଯୁବକଙ୍କୁ ଗୁଳିମାଡ଼, କଟକ ସ୍ଥାନାନ୍ତର

ଅନୁଗୁଳ: ତାଳଚେରରେ ଜଣେ ଯୁବକଙ୍କୁ ଶନିବାର ରାତି ଗୁଳିମାଡ଼ ହୋଇଛି। ସନ୍ଥପକ୍ଷା ଗାଁରେ ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ଯୁବକଙ୍କ ବାମ ଛାତିରେ ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ଇଟାଲି ବାହାରିଲେ ରଣଦୀପ; ଧଳା ପୋଷାକ ପିନ୍ଧି ଯାଉଛନ୍ତି, ରଂଗୀନ ପୋଷାକରେ ଫେରିବେ କି?

ମୁମ୍ବାଇ: ପୂରା ଦେଶକୁ ଯାହାର ବିବାହର ଅପେକ୍ଷା ରହିଛି ସେ ହେଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ। ଦୀର୍ଘ ଦିନ ଧରି ସେମାନଙ୍କୁ ପ୍ରେମୀ ଯୁଗଳ ଭାବେ ଦେଖି ସାରିବା ପରେ ଏବେ ପ୍ରଶଂସକମାନେ ସେମାନଙ୍କୁ ପତି-ପତ୍ନୀ ଭାବେ ଦେଖିବାକୁ ପାଇବେ। ତାଙ୍କ ବିବାହକୁ ଆଉ…
ଅଧିକ ଖବର ଦେଖନ୍ତୁ...

ଆଇଆଇଟି ଇଞ୍ଜିନିୟରଙ୍କର ନୂଆ ଉଦ୍ଭାବନ; କର୍କଟ ସେଲ୍‌ ଚିହ୍ନଟ କରି ନଷ୍ଟ କରିଦେବ ଏହି କାର୍ବନ

ଖଡ଼ଗପୁର: ଆଇଆଇଟି ଇଞ୍ଜିନିୟରମାନେ ମିଶି ନିକଟରେ କର୍କଟ ସେଲ୍‌କୁ ଚିହ୍ନଟ କରି ନଷ୍ଟ କରିବା ପାଇଁ କ୍ଷୁଦ୍ର ଆକୃତିର କାର୍ବନ ମେଟେରିଆଲ୍‌ ବାହାର କରିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଟିଉଟ୍‌ ଅଫ୍‌ ଟେକ୍‌ନୋଲୋଜି(ଆଇଆଇଟି),ରୋକିର ଏହି ଗବେଷକମାନେ କର୍କଟ ଚିହ୍ନଟ କରି ତାହାର ବିନାସ ଘଟାଇବା ପରେ…
ଅଧିକ ଖବର ଦେଖନ୍ତୁ...

ଆଧାରକାର୍ଡ ଦରକାର ନାହିଁ; ନୂଆ ସିମ୍‌ କିଣିବାର ଥିଲେ ଏହି ସବୁ ପ୍ରକ୍ରିୟା ଦେଇ ଯିବାକୁ ହେବ

ନିକଟରେ ସିମ୍‌ ପାଇଁ ଆଧାରକାର୍ଡ ଆବଶ୍ୟକ ନୁହେଁ ବୋଲି ଟେଲିକମୁନିକେସନ୍‌ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ସିମ୍‌ ପାଇଁ କ’ଣ ସବୁ ଆବଶ୍ୟକ ପଡ଼ିବ ଚାଲନ୍ତୁ ସେ ସଂପର୍କରେ ଜାଣିବା। ଗ୍ରାହକଙ୍କର ଏକ ଲାଇଭ୍‌ ଫଟୋଗ୍ରାଫ୍‌ ଦରକାର। ଦୋକାନୀ ଗ୍ରାହକଙ୍କର ତତ୍‌କ୍ଷଣାତ ଏକ ଫଠୋ ଉଠାଇ…
ଅଧିକ ଖବର ଦେଖନ୍ତୁ...