Daily Archives

November 10, 2018

ଅସାମର ଜେଏମ୍‌ସିଏଚ୍‌ ହସ୍ପିଟାଲ୍‌ରେ ୬ ଦିନ ଭିତରେ ୧୫ ନବଜାତକଙ୍କ ମୃତ୍ୟୁ

ଗୌହ୍ଵାଟୀ: ଆସାମଠାରେ ଥିବା ଜୋର୍‌ହତ୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌(ଜେଏମ୍‌ସିଏଚ୍‌)ରେ ନଭେମ୍ବର ୧ରୁ ୬ ତାରିଖ ଭିତରେ ୧୫ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ତଦନ୍ତକାରୀ ଦଳ ନିୟୋଜିତ କରାଯାଇଥିବା ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଶାଶୂଙ୍କୁ ବନ୍ଦୀ କରି ରଖିଥିଲେ ବୋହୂ; ପୁଅର ଅଭିଯୋଗ ପରେ ଉଦ୍ଧାର କଲା ଡିସିଡବ୍ଲୁ

ନୂଆଦିଲ୍ଲୀ: ନିଜ ବୋହୂ ପାଖରେ ବନ୍ଦୀ ହୋଇ ରହିଥିବା ଦିଲ୍ଲୀର ଜଣେ ୯୫ ବର୍ଷୀୟା ମହିଳାଙ୍କୁ ଦିଲ୍ଲୀ କମିସନ୍‌ ଫର୍‌ ଓମେନ୍‌(ଡିସିଡବ୍ଲୁ) ଉଦ୍ଧାର କରିଛି। ଏହି ମହିଳା ପ୍ୟାନେଲ୍‌ଙ୍କୁ ଏକ କଲ୍‌ ଯାଇଥିଲା। ଜଣେ ବ୍ୟକ୍ତି ଫୋନ୍‌ କଲ୍‌ ଯୋଗେ ଉକ୍ତ ବୃଦ୍ଧାଙ୍କ ସଂପର୍କରେ ସୂଚୀତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ତଳେ ବସି ପାଇପ୍‌ ସଜାଡୁଥିଲେ ଗାର୍ଡ; ଚାଲିବାକୁ ଲାଗିଲା ଟ୍ରେନ୍‌

କୋଲକାତା: ହାଓ୍ଵଡ଼ା ଓ ବଙ୍ଗାଲର ଲୋକପ୍ରିୟ ସମୁଦ୍ର ତଟ ସହର ଦିଘାଠାରେ ଶୁକ୍ରବାର ସକାଳ ପ୍ରାୟ ୧୧.୩୦ ସମୟରେ ଏକ ବିରାଟ ଦୁର୍ଘଟଣା ଘଟୁ ଘଟୁ ରହିଯାଇଛି। ହାଓ୍ଵଡା ଷ୍ଟେସନ୍‌ରୁ ହାଓ୍ଵଡ଼ା-ଦିଘା ଏକ୍ସପ୍ରେସ ଛାଡ଼ିବାର ମାତ୍ର ୨୦ ମିନିଟ୍‌ ପରେ ଏହି ଘଟଣା ଘଟିଛି। କୋଚ୍‌ ତଳେ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଏୟାରପୋର୍ଟରେ ବିମାନ ଅପହରଣ ନେଇ ଆତଙ୍କ, ଭୁଲରେ ଅପହରଣ ସ୍ୱିଚ ଚିପିଦେଇଥିଲେ ପାଇଲଟ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଆଜି ବିମାନ ଅପହରଣ ନେଇ ଆତଙ୍କ ଖେଳିଯାଇଥିଲା । ତେବେ ସୁରକ୍ଷା ବାହିନୀ ଦ୍ୱାରା ଯାଞ୍ଚପରେ ଏହି ଭୟ ଦୂର ହୋଇଥିଲା । ମିଳିଥିବା ସୂଚନାରୁ ଜଣାପଡିଛି ଯେ ନୂଆଦିଲ୍ଲୀରୁ କାନ୍ଦାହାର ଅଭିମୁଖେ ଯାଉଥିବା ଆରିଆନା ଆଫଗାନ ଏୟାରେଓ୍ଵଜର ଜଣେ ପାଇଲଟ ଭୁଲରେ…
ଅଧିକ ଖବର ଦେଖନ୍ତୁ...

ଏଣିିକି ରାସ୍ତାରେ ଗଡ଼ିବ ନାହିଁ ଡିଜେଲ ଚାଳିତ ଘରୋଇ ଗାଡ଼ି !

ନୂଆଦିଲ୍ଲୀ: ଦିଲ୍ଲୀ ସହରରେ ଭୟଙ୍କର ଭାବେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନେତୃତ୍ୱ ନେଉଥିବା ଟାସ୍କ ଫୋର୍ସ ପକ୍ଷରୁ ଶନିବାରଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ ଦିଲ୍ଲୀ-ଏନସିଆର ପକ୍ଷରୁ ଶନିବାର ପ୍ରଦୂଷଣର ସ୍ତର ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ନଂ୧ ହେଲେ ଭାରତର ରେସଲର ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ : ଭାରତର ରେସଲର ବଜରଙ୍ଗ ପୁନିଆ ନିଜ କ୍ୟାରିୟରର ସର୍ବୋଚ୍ଚ ଶିଖରରେ ପହଞ୍ଚିଛନ୍ତି । ୬୫ କିଲୋଗ୍ରାମ ବର୍ଗରେ ଶନିବାରଦିନ ସେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇଛନ୍ତି । ୨୪ ବର୍ଷୀୟ ବଜରଙ୍ଗ ଚଳିତ ସିଜିନରେ ମୋଟ ୫ଟି ମେଡାଲ ପାଇଛନ୍ତି । ତା ମଧ୍ୟରୁ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡା,…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ମୃତ

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ଶନିବାର ଏକ ଅଜଣା ବୋଲେରୋ ଧକ୍କା ଦେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ : ବହୁ ନେତାଙ୍କଠାରୁ ସେମାନଙ୍କ ପତ୍ନୀଙ୍କ ବାର୍ଷିକ ରୋଜଗାର ଅଧିକ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଆୟୋଗ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରୁ ଏକ କୌତୁହଳପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନେକ ନେତାଙ୍କର ବାର୍ଷିକ ଆୟ ସେମାନଙ୍କର ପତ୍ନୀଙ୍କର ବାର୍ଷିକ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମେକ-ଇନ୍‌-ଓଡ଼ିଶା କନକ୍ଲେଭ, ଯୋଗ ଦେବେ ଦେଶବିଦେଶର ଶିଳ୍ପପତି

ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମେକ ଇନ ଓଡ଼ିଶା କନକ୍ଲେଭ । ଦେଶ ବିଦେଶରେ ଓଡ଼ିଶାକୁ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀରେ ପରିଣତ କରିବା ଏହି କନକ୍ଲେଭର ଉଦ୍ଦେଶ । ଏହି ଅବସରରେ ଦେଶର କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେବାର କାର୍ଯକ୍ରମ ରହିଛି ।  ଏଥିରେ ଜାପାନ, ଫ୍ରାନ୍ସ,…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ, ଚରମ୍ପା କାଳୀ ପୂଜାରେ ଦର୍ଶକଙ୍କ ଭିଡ ପ୍ରବଳ

ଭଦ୍ରକ: ପ୍ରସିଦ୍ଧ ଶକ୍ତିପୀଠ ମା ଭଦ୍ରକାଳୀ ପୀଠରେ ଶନିବାର  ପଞ୍ଚମ ଦିନ ପୂଜାରେ ମା ଭଦ୍ରାକାଳୀ  ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ମା ସିଂହବାହୀନୀ  ବେଶରେ ମା ପୂଜା ପାଇବା ପରେ ଆଜି  ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଥିବା ବେଳେ ଏଇ ପୂଜାକୁ ଦେଖିବା ପାଇଁ ଆଜି ଭଦ୍ରକାଳୀ ପୀଠରେ ହଜାର…
ଅଧିକ ଖବର ଦେଖନ୍ତୁ...