Daily Archives

November 10, 2018

ଦାମ ଗଢ଼ିବେ ‘ବିଜୁ ସମତାକ୍ରାନ୍ତି ଦଳ’, ନାମକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର 

ପାରାଦୀପ: ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ଓ ଚର୍ଚ୍ଚିତ ନେତା ଦାମ ରାଉତ ନିଜର ନୂଆ ଦଳର ନାମକରଣ ନେଇ ଶନିବାର ସମ୍ୟକ ସୂଚନା ଦେଇଛନ୍ତି। ପାରାଦୀପରେ ସ୍ଥାନୀୟ ଗଣମାଧ୍ୟମକୁ ଦାମ କହିଛନ୍ତି, ତାଙ୍କ ଦଳର ନାମ ‘ବିଜୁ ସମତାକ୍ରାନ୍ତି ଦଳ’  ରଖାଯିବାକୁ ଏକ ପ୍ରକାର ସ୍ଥିର ହୋଇଛି। ମାତ୍ର ସମସ୍ତେ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ କୋପର ଶିକାର ଯୁବକ, ଏସିଡ୍‌ ମାଡର ହେଲେ ଶିକାର

ଲକ୍ଷ୍ମୌ: ଉତ୍ତରପ୍ରଦେଶ ସୁଲତାନପୁରରେ ଜଣେ ଯୁବତୀର ଏସିଡ ମାଡରେ ଯୁବକ ଗୁରୁତା ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପାଖାପାଖି ବର୍ଷକ ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତାକୁ ପୁଲିସ ଗିରଫ କରି ନେଇଛି। ସୂଚାଯୋଗ୍ୟ, ଏହି ଘଟଣା ମୋତିଗରପୁର ଥାନାର ଦୋମନପୁରର…
ଅଧିକ ଖବର ଦେଖନ୍ତୁ...

ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଓ ମଣିଷ ମାରିବା ପରେ ଚନ୍ଦକା ଫେରୁଛି କୁମ୍‌କି ହାତୀ ‘ଯଶୋଦା’

ଭୁବନେଶ୍ୱର/ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଆତଙ୍କରାଜ ସୃଷ୍ଟି କରିଥିବା ମଧ୍ୟପ୍ରଦେଶର ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଏବଂ ସେଠାରେ ଜଣେ ମଣିଷକୁ ମାରିବା ପରେ କୁମ୍‌କି ହାତୀ ‘ଯଶୋଦା’ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟକୁ ଫେରୁଛି। ସୂଚନା ଅନୁସାରେ ନନ୍ଦନକାନନର ଏକ…
ଅଧିକ ଖବର ଦେଖନ୍ତୁ...

ଖଣି ବ୍ୟବସାୟୀ ତଥା ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଲାଞ୍ଚ ମାମଲାରେ କ୍ରାଇମ୍‌ବ୍ରାଞ୍ଚରେ ହାଜର ହେଲେ

ବେଙ୍ଗାଲୁରୁ: ଖଣି ବ୍ୟବସାୟୀ ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁଠାରେ କର୍ଣ୍ଣାଟକ କ୍ରାଇମ୍‌ବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି। ଗତ ତିନିଦିନ ଧରି ନିଖୋଜ ଥିବା ଜନାର୍ଦ୍ଦନ ରେଡ୍ଡିଙ୍କ ଆଗୁଆ ଜାମିନ୍‌ ଆବେଦନ ଉପରେ ଶୁଣାଣିକୁ ଅଦାଲତ ସ୍ଥଗିତ ରଖିବା ପରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଗ୍ରାମରେ ଜେଣ ଅସହାୟା ମହିଳା ଜଖୁଲି ନାନିଙ୍କର ଘର ପୋଡି ପାଉଁଶ ହୋଇଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନଥିବା ବେଳେ ଏଇ ଅଗ୍ନିକାଣ୍ଡରେ ତାଙ୍କ ଘରେ ଥିବା ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଘରେ ଥିବା ସମସ୍ତ…
ଅଧିକ ଖବର ଦେଖନ୍ତୁ...

ପୁଅ ତେଜପ୍ରତାପ ଯୋଗୁଁ ଏ ବର୍ଷ ଛଟ ପୂଜା କରିବେ ନାହିଁ ରାବଡ଼ିି ଦେବୀ

ପାଟନା : ତେଜପ୍ରତାବ ଯାଦବଙ୍କ ଛାଡପତ୍ର ମାମଲା ଲାଲୁ-ରାବଡ଼ି ପରିବାରରେ ଏକ ଝଡ଼ ସୃଷ୍ଟି କରିଛି । ନିଜ ନବବିବାହିତା ପତ୍ନୀଙ୍କୁ ଛାଡପତ୍ର ଦେବାପାଇଁ ତେଜପ୍ରତାପଙ୍କ ଜିଦ ଯୋଗୁୁଁ ଉଭୟ ଲାଲୁ ଓ ରାବଡ଼ି ଦେବୀ ବେଶ ଚିନ୍ତାରେ ଅଛନ୍ତି । ଗୋଟିଏ ପଟେ ଜେଲରେ ଥାଇ ଚିକିତ୍ସିତ ହେଉଥିବା ଲାଲୁଙ୍କ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ସିଗାରେଟ୍‌ ପିଇବାକୁ ବାରଣ କରିବାରୁ ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା କଲା ସହଯାତ୍ରୀ

ଲକ୍ଷ୍ନୌ: ଜାଲିୱାଲାବାଗ ଏକ୍ସପ୍ରେସରେରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ଟ୍ରେନ୍‌ରେ ଜଣେ ଗର୍ଭବତୀ ମହିଳା ଯାତ୍ରୀ ତାଙ୍କ ସହ-ଯାତ୍ରୀଙ୍କୁ ସିଗାରେଟ୍‌ ପିଇବାକୁ ବାରଣ କରିବା ହେତୁ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ଟଙ୍କାର ପ୍ରଭାବ, ଦର ବଢାଇଲେ ସାଓମି ଓ ରିଅଲମି

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ କଞ୍ଚାମାଲ ମହଙ୍ଗା ହେବା କାରଣରୁ ବିଭିନ୍ନ ମୋବାଇଲ କମ୍ପାନି ନିଜ ନିଜ ସ୍ମାର୍ଟଫୋନର ଦର ବଢାଇଛନ୍ତି । ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମି ନିଜର ବଜେଟ ସ୍ମାର୍ଟଫୋନ ରେଡମି-୬ ଓ ରେଡମି-୬ଏ ର ଦର ବଢାଇଛି । ରେଡମି ୬ଏ (୨ଜିବି ରାମ+୧୬…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ବଗମରା ଗାଁରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀ,…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ସିଗନେଚର ବ୍ରିଜ ଉପରେ ଜୀବନକୁ ବାଜି ଲଗାଇ ସେଲଫି ନେଉଛନ୍ତି ଲୋକେ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଓ ଉତ୍ତର ଦିଲ୍ଲୀର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଦିଲ୍ଲୀ ଟୁରିଜିମ ଓ ଟ୍ରାନ୍‌ସଫୋଟେସନ ଡେଭଲପମେଣ୍ଟ କର୍ପୋରେସନ( ଡିଟିଟିଡିସି) ପକ୍ଷରୁ ୧୫୧୮.୩୭ କୋଟି ବ୍ୟୟରେ ନଭେମ୍ବର ୪ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ସିଗନେଚର ବ୍ରିଜର ଉଦ୍‌ଘାଟନ୍‌…
ଅଧିକ ଖବର ଦେଖନ୍ତୁ...