Daily Archives

November 12, 2018

ଅର୍‌ବାଜ୍‌ ନୁହନ୍ତି, ଏହା ଥିଲା ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ପ୍ରଥମ ପ୍ରେମ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଅଭିନେତ୍ରୀ ମଲ୍ଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର ମଧ୍ୟ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି । ଦୁହିଁଙ୍କ ପକ୍ଷରୁ ଏ ନେଇ ଅଧିକାରୀକ ଭାବରେ କୌଣସି ପ୍ରକାରର ଘୋଷଣା କରାଯାଇ ନଥିବା ବେଳେ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ଖରାପ ସମୟ ଆରମ୍ଭ ହେବା ପୂର୍ବରୁ ମିଳିଥାଏ ଏହି ୫ଟି ସଙ୍କେତ !

ସବୁବେଳେ ସମୟ ଠିକ ଯାଇ ନଥାଏ। କେତେବେଳେ ସମୟ ଭଲ ଯାଏ ତ କେତେବେଳେ ଖରାପ। ତେବେ କେବେ କେବେ ଖରାପ ସମୟ ଆସିବା ପୂର୍ବରୁ ମଣିଷକୁ ଏହାର ସଙ୍କେତ ମିଳି ଯାଇଥାଏ । କିନ୍ତୁ ଲୋକମାନେ ମିଳୁଥିବା ସଙ୍କେତକୁ ଜାଣି ପାରନ୍ତି ନାହିଁ । ଆଜି ଆସନ୍ତୁ ଜାଣିବା ସେ ସବୁ ସଙ୍କେତ ବିଷୟରେ..…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌,ଆଲିଆଙ୍କୁ ଲାଗିପାରେ ଝଟ୍‌କା

ମୁମ୍ବାଇ : ଫିଲ୍ମ କେଦାରନାଥର ଟ୍ରେଲର ରିଲିଜ୍‌ ପରେ ଏବେ ଚର୍ଚ୍ଚାରେ ସାରା ଅଲ୍ଲୀ ଖାନ୍‌ । ଟ୍ରେଲରରେ ତାଙ୍କ ଅଭିନୟର ଝଲକ ଦର୍ଶକମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଥିବା ବେଳେ ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ତେବେ ଏବେ ସେ ଆଉ ଏକ ନୂଆ କଥାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ୩ଟି ସନ୍ତାନର ଜନନୀ ହେବାର ସ୍ୱପ୍ନ ଦେଖିଥିଲେ ମହିଳା,ଦେଖୁ ଦେଖୁ ହୋଇଗଲେ ୨୧ଟି ସନ୍ତାନର ଜନନୀ,ଜାଣନ୍ତୁ…

ନୂଆଦିଲ୍ଲୀ : ୟୁରୋପରେ ରହୁଥିବା ଜଣେ ମହିଳା ୪୨ବର୍ଷରେ ନିଜ ୨୧ନମ୍ବର ସନ୍ତାନକୁ ଜନ୍ମ ଦେଇଛନ୍ତି । ବିବାହ ପୂର୍ବରୁ ସେ ୩ଟି ସନ୍ତାନର ଜନନୀ ହେବେ ବୋଲି ଭାବିଥିଲେ । କିନ୍ତୁ ବିବାହ ପରେ ଚାହୁଁ ଚାହୁଁ ତାଙ୍କର ୨୧ଟି ପିଲା ଜନ୍ମ ହୋଇଥିଲେ । ଏବେ ପରିବାରରେ ତାଙ୍କ ସ୍ୱାମୀଙ୍କୁ ମିଶାଇ ୨୩ଜଣ…
ଅଧିକ ଖବର ଦେଖନ୍ତୁ...

ପହିଲମାନଙ୍କ ସହ ରାକ୍ଷୀଙ୍କ ପଙ୍ଗା ନେବା ଘଟଣା ଉପରେ ପ୍ରତିକ୍ରିୟା ରଖି ମଜା ଉଡାଇଲେ କଣ୍ଠଶିଳ୍ପୀ ମିକା ସିଂହ

ମୁମ୍ବାଇ : ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାକ୍ଷୀ ସାଓ୍ଵନ୍ତ । # ମି ଠୁକୁ ନେଇ ହେଉ ବା ବିଗ୍‌ ବସ୍‌କୁ ନେଇ ସବୁ ବେଳେ ସେ ଦେଇଥିବା ବୟାସ ଚର୍ଚ୍ଚାର ଶୀର୍ଷରେ ରହିଥାଏ । ନିଜ କଥା ବାଣରେ ସମସ୍ତଙ୍କୁ ଆହତ କରୁଥିବା ରାକ୍ଷୀ ଏବେ ନିଜ ଆହତ ହୋଇଛନ୍ତି । ଜଣେ…
ଅଧିକ ଖବର ଦେଖନ୍ତୁ...

୫୦୦୦ ଟଙ୍କା ଦେବାକୁ ମନା କରିବାରୁ ବାଧ୍ୟ ହୋଇ ୨୦୦ଟଙ୍କା ଭଡ଼ା ନେଇ ବିଚାରପତି ଏବଂ ତାଙ୍କ ପୁଅକୁ ଡ଼ଙ୍ଗାରେ ବସାଇ…

ପ୍ରୟାଗରାଜ : ବିହାରର ଚମ୍ପରଣ ଜିଲ୍ଲାର ଜିଲ୍ଲା ଜଜ୍‌ ରାଜକୁମାର,ତାଙ୍କ ପୁଅ ଏବଂ ତାଙ୍କର ଜଣେ କର୍ମଚାରୀଙ୍କ ସହ ମିଶି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ହନୁମାନ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଥିଲେ । ପ୍ରୟାଗରାଜ ଯାଇଥିବାରୁ ରାଜକୁମାର ତ୍ରିବେଣୀ ସଙ୍ଗମର ଜଳ ନେଇ ଘରକୁ ଫେରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମୋତେ ଦ୍ୱିତୀୟ ଥର ଏଠାକୁ ଡାକିବେ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କଲେ ବିଗ୍‌…

ମୁମ୍ବାଇ : ୭୬ ବର୍ଷରେ ପାଦ ଦେଇ ସାରିଥିଲେ ମଧ୍ୟ ଏବେ ବି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସ୍ୱରରେ ପୂର୍ବ ଭଳି ଗମ୍ଭୀରତା ରହିଛି । ସେ ବୟସର ଏହି ପାହାଚରେ କ’ଣ କରି ପାରିବେ ତାହା ସେ ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ସମସ୍ତଙ୍କୁ ଦେଖାଇ ସାରିଛନ୍ତି । ତେବେ ଫିଲ୍ମର ରିଲିଜ୍‌ ପରେ…
ଅଧିକ ଖବର ଦେଖନ୍ତୁ...

୨୯ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଫେରାର

ଭୁବନେଶ୍ୱର : ନୂଆପଡ଼ା ଜିଲ୍ଲା ବୋଡେନ ଅଂଚଳର ମାକରବିର୍ଲି ଜଙ୍ଗଲରୁ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ତେବେ ସେମାନଙ୍କୁ ଆନ୍ଧ୍ର ନେଇଯାଉଥିବା ଦଲାଲ ଫେରାର ହୋଇଯାଇଛି । ସମସ୍ତେ ସୋନପୁର ଅଂଚଳର ବୋଲି ଜଣାପଡିଛି ।
ଅଧିକ ଖବର ଦେଖନ୍ତୁ...

ଅଭିଜିତ ଆୟାରମିତ୍ରଙ୍କ ସପକ୍ଷରେ ବାହାରିଲା ଆମନେଷ୍ଟି ଇଣ୍ଟରନାସନାଲ : ତାଙ୍କୁ ତୁରନ୍ତ ଖଲାସ କରାଯାଉ

ଭୁବନେଶ୍ୱର : କୋଣାର୍କ ସୂର୍ଯ୍ୟମନ୍ଦିର ଓ ଓଡ଼ିଆ ସଂସ୍କୃତି ପ୍ରତି ଅପମାନସୂଚକ ବକ୍ତବ୍ୟ ଦେଇ ଗିରଫ ହୋଇ ଜେଲରେ ଥିବା ସ୍ତମ୍ଭକାର ଅଭିଜିତ ଆୟାରମିତ୍ରଙ୍କ ସପକ୍ଷରେ ବାହାରିଛି ଅନ୍ତର୍ଜାତୀୟ ମାନବ ଅଧିକାର ସଂସ୍ଥା ଆମନେଷ୍ଟି ଇଣ୍ଟରନାସନାଲ । 1:The Odisha govt must…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର ଏହି ଜେଲ୍‌ ଭିତରୁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଚଲାଉଛନ୍ତି କଏଦୀ,ଦୀପାବଳିର ଫଟୋ ଭାଇରାଲ ହେବା ପରେ…

ଆଜମଗଡ଼(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଦୀପାବଳି ଅବସରରେ ଏକ ଜେଲରେ କଏଦୀମାନେ ଖୁବ୍‌ ମଜା କରିଥିବାର ଦେଖା ଯାଇଥିଲା । ଜେଲ ପରିସରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କଏଦୀମାନେ ନିଜ ନିଜର ସେଲ୍‌ଫି ନେଇ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ନିଜ ସାଙ୍ଗମାନଙ୍କୁ ଛାଡ଼ିଥିଲେ । ପରେ ସେ…
ଅଧିକ ଖବର ଦେଖନ୍ତୁ...