Daily Archives

November 12, 2018

କାର୍‌ କି ଘୋଡ଼ାରେ ନୁହେଁ, ବର ବେଶରେ ଏହି ଯାନରେ ଦୀପିକାଙ୍କୁ ଆଣିବା ପାଇଁ ଯିବେ ରଣବୀର ସିଂହ!

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ନିଜ ପରିବାର ସହ ଇଟାଲୀ ଯାଇ ସାରିଛନ୍ତି । ନଭେମ୍ବର ୧୪-୧୫ରେ ବିବାହ ହେବାକୁ ଥିବା ବେଳେ ବିବାହ ମଣ୍ଡପର ସାଜସଜ୍ଜା ଜୋରସୋରରେ ଆରମ୍ଭ ହୋଇଛି । ପୂର୍ବରୁ ଦୁହେଁ କ’ଣ ପିନ୍ଧିବେ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର ମାସିକ ଆୟ କମ ହୋଇଥିବାରୁ ଚେଙ୍କ ଦେବା ସହ ନିସ୍ତୁକ ମାଡ଼ ମାରୁଥିଲା ସ୍ତ୍ରୀ, ଅତ୍ୟାଚାରର ସୀମା ଟପିବା ପରେ…

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ୱାମୀର ମାସିକ ଆୟ କମ ଥିବାରୁ ସ୍ତ୍ରୀ ସ୍ୱାମୀକୁ ନିର୍ଯାତନା ଦେଉଥିଲା । ସେ ବିଷୟରେ ଖୁଲାସା ହେବା ପରେ ଏବେ ତାହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତ ଜଣେ କମ୍ପ୍ୟୁଟର ଶିକ୍ଷକ ହୋଇଥିବା ବେଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ମେକ୍‌ ଇନ ଓଡ଼ିଶା କନକ୍ଲେଭ: ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇଲା ମାଳ ମାଳ ଚାଟାର୍ଡ ବିମାନ

ଭୁବନେଶ୍ୱର: ମେକ୍‌ ଇନ ଓଡିଶା କନକ୍ଲେଭର ଦିତୀୟ ସଂସ୍କରଣ ସୋମବାର ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବଡ଼ ବଡ଼ ଶିଳ୍ପପତିମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଛନ୍ତି। ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଅଧକ୍ଷ ମୁକେଶ ଅମ୍ବାନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କୁ ଫୋନ୍‌ କଲେ ଚନ୍ଦ୍ରବାବୁ ନାଇଡୁ, ଆସନ୍ତା ୨୨ରେ ହେବାକୁ ଥିବା ସର୍ବଦଳୀୟ ବୈଠକକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଥା ହୋଇ ଆସନ୍ତା ୨୨ ତାରିଖରେ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଫୋନ୍‌ କରି ମୋଦି ବିରୋଧୀ ମେଣ୍ଟରେ ସାମିଲ ହେବା ପାଇଁ ଚନ୍ଦ୍ରବାବୁ ନାଇଡୁ ଆହ୍ଵାନ୍‌ ମଧ୍ୟ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କମିଚାଲିଛି ପେଟ୍ରୋଲ, ଡିଜେଲ ଦର : ଆଜି କେତେ କମିଲା ଜାଣନ୍ତୁ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର କମିବା ଅବ୍ୟାହତ ରହିଛି ।  ଆଜି ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୭ ପଇସା ଓ ୧୫ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଯୋଗୁଁ ଦେଶରେ ତେଲ କମୁଛି । ଅନ୍ତର୍ଜାତୀୟ ବଜାରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଶୋଧିତ ତେଲ ଦର ୮୪…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଆସୁଛି ପାକିସ୍ତାନ ହକି ଦଳ, ଗତଥର ପରି ବିରୋଧ ହେବ ନାହିଁ ତ ?

ଭୁବନେଶ୍ୱର : ଭୁବନେଶ୍ୱରେ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେଉଛି ବିଶ୍ୱ କପ ହକି । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ଟ୍ରଫିର ଉନ୍ମୋଚନ କରିଛନ୍ତି । ସେପଟେ ଏହି ବିଶ୍ୱ କପରେ ପାକିସ୍ତାନ ଦଳର ଯୋଗଦେବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି । ଗୁରୁତର ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ବାରଣାସୀରେ ବନ୍ଦର୍‌ ଉଦ୍‌ଘାଟିତ, ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜାତୀୟ  ଜଳପଥର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ବାରଣାସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିର୍ବାଚନ ମଣ୍ଡଳୀ ବାରଣାସୀରେ ଗଙ୍ଗା ନଦୀରେ ନିର୍ମିତ ବନ୍ଦରର  ଉଦ୍‌ଘାଟନ କରିଛନ୍ତି। ଏଥିସହ ସେ ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜଳମାର୍ଗରେ ପଶ୍ଚିମବଙ୍ଗର ହଳଦିଆରୁ ବାରଣାସୀ ଆସିଥିବା ଜାହାଜକୁ ସ୍ୱାଗତ କରି ଏହାର ଉଦଘାଟନ କରିଥିଲେ।  ଏହି…
ଅଧିକ ଖବର ଦେଖନ୍ତୁ...

ଶରୀର ଘୋଳାବିନ୍ଧା ହେଉଛି କି? ଔଷଧ ନ ଖାଇ ଏହି ଘରୋଇ ଉପଚାର ଦ୍ୱାରା ପାଆନ୍ତୁ ଉପଶମ

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି। ଏହା କୌଣସି ପ୍ରକାରର ରୋଗ ନୁହେଁ। ତେଣୁ, ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ଶୈଳୀରେ ଦୀପାବଳି ପାଳନ: ହାତରେ ରକେଟ ବାକ୍ସ ବାଣ ଧରି ନିଆଁ ଲଗାଇ ହଷ୍ଟେଲ ଉପରକୁ ମାଡ କଲେ ଯୁବକ

ଭୁବନେଶ୍ୱର: ସୋସିଆଲ ମିଡିଆରେ କିଛି ଯୁବକଙ୍କ ବାଣ ଫୁଟାଇବା ଶୈଳୀ ଭାଇରାଲ ହୋଇଛି । ପ୍ରତୀକ ପ୍ରସନ୍ନଜିତଙ୍କ ଟୁଇଟର ଆକାଉଣ୍ଟରେ ଛଡା ଯାଇଥିବା ଏହି ଭିଡିଓ ଦେଖିଲେ ଆପଣ ତାଜୁବ ହୋଇଯିବେ । ଏହି ଭିଡିଓଟି ଓଡିଶାର ବୋଲି ସନ୍ଦେହ କରାଯାଉଛି। ଭିଡିଓରେ ଦେଖିବାକୁ ମଳିଛି ମୁଣ୍ଡରେ ହେଲମେଟ,…
ଅଧିକ ଖବର ଦେଖନ୍ତୁ...

ତୁଟୁନି ରଜନୀକାନ୍ତଙ୍କ ବିଜେପି ମୋହ; କହିଲେ, ବିଜେପି ଏତେ ଖରାପ ନୁହେଁ ଯେ ତା’ ବିରୋଧରେ ସମସ୍ତେ ଏକଜୁଟ ହୋଇ ଲଢ଼ିବାର…

ଚେନ୍ନାଇ: ଅଭିନେତାରୁ ରାଜନେତା ପାଲଟିଥିବା ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ରଜନୀକାକ୍ତ କୌଣସି ଦଳରେ ନିଜକୁ ସାମିଲ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ନିଜର ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ହେଲେ, ତଥାପି ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ନେତା…
ଅଧିକ ଖବର ଦେଖନ୍ତୁ...