Daily Archives

November 13, 2018

ବ୍ରହ୍ମ ବିଭ୍ରାଟ ରିପୋର୍ଟ : ୧୦ ଦଇତାପତି ଓ ଜଣେ ମହାରଣାଙ୍କୁ ସେବାୟତଙ୍କୁ ନୋଟିସ୍‌ !

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ରିପୋର୍ଟ ଆସିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ରିପୋର୍ଟକୁ ତର୍ଜମା କରି ୧୧ ଜଣଙ୍କ ନୋଟିସ୍‌ କରାଯାଇଛି । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣ ଦଇତାପତି ଓ ୧ ମହାରଣା ଥିବା ସୂଚନା ମିଳିଛି…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନାର ୨ୟ ପର୍ଯ୍ୟାୟ ସଂପ୍ରସାରଣ ଆରମ୍ଭ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅବସରରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗର କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତାକୁ ୮ ନିୟୁତ ଟନ୍‌ କରିବା ପାଇଁ ସମ୍ପ୍ରସାରଣ ପ୍ରକଳ୍ପର ଭିତି ପ୍ରସ୍ତରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଥାପନ କରିଛନ୍ତି । ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ନଟରାଜନ…
ଅଧିକ ଖବର ଦେଖନ୍ତୁ...

ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଅଭ୍ୟାସ କରନ୍ତୁ ଏହି ୫ ଯୋଗାସନ

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି । ପ୍ରତି ୧୦ଜଣଙ୍କ ମଧ୍ୟରେ ୯ଜଣଙ୍କୁ ଏହି ରୋଗ ହୋଇଥିବାର ଦେଖାଯାଉଛି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏହି ସମସ୍ୟା ଦେଖା ଦେଉଥିବା ବେଳେ ଏହାକୁ କେବଳ ଯୋଗ ମାଧ୍ୟମରେ ନିୟନ୍ତ୍ରଣ କରି ରଖାଯାଇ ପାରିବ ଆଜି ଆମେ ଆପଣଙ୍କୁ ମଧୁମେହ ରୋଗକୁ…
ଅଧିକ ଖବର ଦେଖନ୍ତୁ...

ବନାରସର ଏହି ମହିଳା ଡାକ୍ତର ନର୍ସିଙ୍ଗ ହୋମ୍‌ରେ ଶିଶୁକନ୍ୟା ଜନ୍ମ ହେଲେ ନିଅନ୍ତି ନାହିଁ ଟଙ୍କା, ନିଜ ପକେଟରୁ…

ବାରଣାସୀ : ‘ମୁହଁ ମିଠା କରନ୍ତୁ, ନର୍ସିଙ୍ଗ ହୋମ୍‌ରେ ଶିଶୁକନ୍ୟା ଜନ୍ମ ନେଇଛି’- ଏହି କଥା ଡ଼ାକ୍ତର ସିପ୍ରା ଧରଙ୍କ ମୁହଁରୁ ପ୍ରତିଟି ଶିଶୁ କନ୍ୟା ଜନ୍ମ ହେବା ପରେ ଶୁଣିବାକୁ ମିଳିଥାଏ । ନର୍ସିଙ୍ଗ ହୋମ୍‌ରେ ଶିଶୁ କନ୍ୟା ଜନ୍ମ ହେଲେ ଟଙ୍କା ନ ନେବା ସହ ପୂରା ନର୍ସସିଙ୍ଗ ହୋମ୍‌ରେ ମିଠା…
ଅଧିକ ଖବର ଦେଖନ୍ତୁ...

ବିବାହକୁ ୧୬ବର୍ଷ ପୂରିବା ଅବସରରେ ସ୍ୱାମୀ ଗୋଲ୍ଡି ବହଲଙ୍କ ସହ କିଛି ଫଟୋ ସେୟାର କରି ଏପରି ଭାବପୂର୍ଣ୍ଣ କଥା ଲେଖିଲେ…

ମୁମ୍ବାଇ : ନ୍ୟୁୟର୍କରେ ନିଜ କର୍କଟ ରୋଗର ଚିକିତ୍ସା କରୁଥିବା ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଏବେ ନିଜ ଇନ୍‌ଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗୋଲ୍ଡି ବହଲଙ୍କ ସହ ତାଙ୍କ ବିବାହକୁ ୧୬ବର୍ଷ ପୂର୍ତ୍ତି ଅବସରରେ ସେ ଗୋଲ୍ଡିଙ୍କ ସହ କିଛି ଫଟୋ ସେୟାର କରି ଭାବପୂର୍ଣ୍ଣ କଥା…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ଖାଇବା ଅର୍ଡର କରି ଡେଲିଭରୀ ବଏଙ୍କୁ ଲୁଟୁଥିଲେ ଦିଲ୍ଲୀର କିଛି ଯୁବକ,ଜାଣନ୍ତୁ ଅଭିଯୁକ୍ତଙ୍କୁ କେମିତି…

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଡ଼େଲିଭରୀ ବଏଙ୍କୁ ଲୁଟୁଥିବା କିଛି ଯୁବକଙ୍କୁ ଗିରଫ କରିଛି । କିଛି ମାସ ହେଲା ଏହି ଯୁବକମାନେ ଅନ୍‌ଲାଇନ୍‌ରୁ ଖାଇବା ଅର୍ଡ଼ର କରିବା ସହ ଡ଼େଲିଭରୀ ବଏକୁ ଲୁଟୁଥିଲେ । ମାଗଣା ଖାଇବା ନେବା ସହ ଡ଼େଲିଭରୀ ବଏ ପାଖରେ ଥିବା ଟଙ୍କା ଏବଂ ତା’ର ଗାଡ଼ି ଛଡ଼ାଇ ନେଉଥିଲେ ।…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ମାଲିକ ମରିଯିବା ପରେ ୮୦ଦିନ ହେଲାଣି  ସେହି ସ୍ଥାନରେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛି ପୋଷା…

ନୂଆଦିଲ୍ଲୀ : କୁକୁର ସବୁ ପଶୁମାନଙ୍କଠାରୁ ଅଧିକ ନିଷ୍ଠାବାନ ଏବଂ ଭରସା ଯୋଗ୍ୟ ବୋଲି ସମସ୍ତେ ଜାଣିବା ସହ ବିଶ୍ୱାସ ମଧ୍ୟ କରନ୍ତି । ଯଦି ଏଥିରେ କାହାର କିଛି ବି ସନ୍ଦେହ ରହିଛି ତେବେ ଏହି ଘଟଣା ବିଷୟରେ ଜାଣିବା ପରେ ସେମାନଙ୍କ ସନ୍ଦେହ ନିଶ୍ଚୟ ଦୂର ହେବ । ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ…
ଅଧିକ ଖବର ଦେଖନ୍ତୁ...

୩ଟି ସନ୍ତାନର ବାପା ହେବା ପରେ ମଧ୍ୟ ପର ନାରୀକୁ ମନ ଦେଇ ବସିଲେ ଯୁବକ, ପେଚା ବଳି ଦେବା ବେଳେ ଚାଲିଗଲା ବାପାଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀରେ ଅନ୍ଧବିଶ୍ୱାସ ପାଇଁ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ଧବିଶ୍ୱାସର ପରିଣତି କେତେ ଖରାପ ହୋଇ ପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ଜଣେ ମହିଳାଙ୍କୁ ପାଇବା ପାଇଁ ଯୁବକ ଆପଣାଇଥିବା ବାଟ ତାକୁ ନିଜ ବାପାଙ୍କଠାରୁ ଦୂରକୁ ନେଇ ଯାଇଥିବା ଜଣାପଡ଼ିଛି…
ଅଧିକ ଖବର ଦେଖନ୍ତୁ...

ଆହତ ହେବା ପରେ ନିଜ ଅବସ୍ଥା ପାଇଁ ତନୁଶ୍ରୀଙ୍କୁ ଦାୟୀ କରିବା ସହ ମୁଖ୍ୟ ଖଳନାୟିକା ବୋଲି କହିଲେ ରାକ୍ଷୀ ସାଓ୍ଵନ୍ତ

ମୁମ୍ବାଇ : ଗତକାଲି ଜଣେ ମହିଳା ପହିଲମାନଙ୍କ ସହ ଲଢ଼େଇ କରି ଆହତ ହୋଇଥିଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ । ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସୁଧୁରୁଥିବା ବେଳେ ନିଜ ଅବସ୍ଥା ପାଇଁ ସେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ଦାୟୀ କରିଛନ୍ତି । ତନୁଶ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଜୁଳି କଟିବାରୁ ଷ୍ଟାଚ୍ୟୁ ଅଫ ୟୁନିଟି ଲିଫ୍ଟ ମଧ୍ୟରେ ଫସିଗଲେ ଗୁଜୁରାଟର ବିଜୁଳିମନ୍ତ୍ରୀ, ବିହାର ଉପମୁଖ୍ୟମନ୍ତ୍ରୀ…

ଅହମଦାବାଦ : ଷ୍ଟାଚ୍ୟୁ ଅଫ ୟୁନିଟିରେ ଦିନକୁ ଦିନ ଦର୍ଶକ ସଂଖ୍ୟା ପ୍ରବଳ ହେବାରେ ଲାଗିଛି । ଏହା ଫଳରେ ପ୍ରଶାସନ ପାଇଁ ସମସ୍ୟା ବଢିବାରେ ଲାଗିଛି । ପୂର୍ବରୁ ଏହି ପ୍ରତିମୂର୍ତ୍ତି ଦେଖିବାକୁ ଦିନକୁ ୧୫ ହଜାର ଲୋକ ଆସିବେ ବୋଲି ଅଟକଳ କରାଯାଉଥିଲା, କିନ୍ତୁ ଦର୍ଶକ ସଂଖ୍ୟା ଏହାଠାରୁ ଅଧିକ…
ଅଧିକ ଖବର ଦେଖନ୍ତୁ...