Daily Archives

November 14, 2018

ଦୂର ହେଲା ରିଜର୍ଭ ବ୍ୟାଙ୍କ-ସରକାରଙ୍କ ମଧ୍ୟରେ ମତଭେଦ ?

ମୁମ୍ବାଇ : ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଦେଖାଦେଇଥିବା ମତ ଭେଦ ଦୂର ହେବାର ସଂକେତ ଦେଖାଦେଇଛି । ଉଭୟ ପକ୍ଷ ମଧ୍ୟରେ ନୀତିଗତ କ୍ଷେତ୍ରରେ ଦେଖାଦେଇଥିବା ମତଭେଦ ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନଥିବାରୁ ସରକାରଙ୍କ ତରଫରୁ ଏହାକୁ ଦୂର କରାଯିବା ପାଇଁ ଉଦ୍ୟମ କରାଯାଇଥିଲା । ଏଥିରେ…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ, କାରଣ ଅସ୍ପଷ୍ଟ

ଅନୁଗୁଳ : ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପାଇଁ କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାତକୋଶିଆର କୋର୍‌ ଏରିଆରେ ମୁକ୍ତ ଭାବେ ବିଚରଣ କରୁଥିଲା ମହାବଳ ‘ମହାବୀର’। ଆଜି ମହାବୀରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହାବଳ ‘ମହାବୀର’ର…
ଅଧିକ ଖବର ଦେଖନ୍ତୁ...

ଶୁଭ କାମରେ ଘର ବାହାରେ କ’ଣ ପାଇଁ ଆମ୍ବ ପତ୍ର ଟଙ୍ଗାଯାଏ?ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ଲୋକମାନଙ୍କ ପାଇଁ ଆମ୍ବ ଗଛ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ହିନ୍ଦୁ ଧର୍ମର ଲୋକମାନେ ଆମ୍ବ ଗଛର ପୂଜା ଅନେକ ବର୍ଷ ତଳୁ କରି ଆସୁଛନ୍ତି । ଏହି ଗଛକୁ ଶୁଭ ବୋଲି ଲୋକମାନେ ମାନିବା ସହ ଅନେକ ଶୁଭ କାମରେ ଏହାର ଫଳ,କାଠ ଏବଂ ପତ୍ରକୁ ବ୍ୟବହାର କରିଥାଆନ୍ତି ।…
ଅଧିକ ଖବର ଦେଖନ୍ତୁ...

ବାଥ୍‌ ଟବ୍‌ରେ କଏନ୍‌ ଭରି କରି ଆଇଫୋନ ଏକ୍ସଏସ୍‌ କିଣିବା ପାଇଁ ସୋ’ରୁମ୍‌ରେ ପହଞ୍ଚିଲେ ଯୁବକ,ତା’ପରେ..

ନୂଆଦିଲ୍ଲୀ : ସବୁ ଲୋକଙ୍କର ଆଇଫୋନ୍‌ ବ୍ୟବହାର କରିବାର ଏକ ସ୍ୱପ୍ନ ରହିଥାଏ । ପ୍ରତିବର୍ଷ ଆପଲ କମ୍ପାନୀ ଆଇଫୋନର ନୂଆ ନୂଆ ଭର୍ସନ ଆଣୁଥିବା ବେଳେ ଏହାର ଦାମ୍‌ ମଧ୍ୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ତେବେ ଫୋନ ମଧ୍ୟରେ ଆଇଫୋନକୁ ରାଜା ବୋଲି ଲୋକେ କହୁଥିବା ବେଳେ ଜଣେ ଯୁବକ କରିଥିବା କାମ…
ଅଧିକ ଖବର ଦେଖନ୍ତୁ...

ନେହାଙ୍କୁ ବିବାହ କରିବା ପୂର୍ବରୁ ୭୫ ଜଣ ମହିଳାଙ୍କୁ ଡେଟ୍‌ କରି ସାରିଥିଲେ ଅଙ୍ଗଦ ବେଦୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ଏବଂ ଅଭିନେତା ଅଙ୍ଗଦ ବେଦୀଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟେ ରହିଥିଲା । ଦୁହେଁ ଲୁଚି ଲୁଚି ବିବାହ କରିଥିଲେ। ଏହାପରେ ଏପରି ବିବାହ କରିବା ପଛର କାରଣ ପାଇଁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ବିବାହ ପରେ ପରେ…
ଅଧିକ ଖବର ଦେଖନ୍ତୁ...

କରଜ ଆଣିଥିବା ଟଙ୍କାକୁ ଫେରାଇ ନ ପାରିବାରୁ ନିଜର ଦୁଇ ପୁଅଙ୍କୁୁ ବିକି ଦେଇଥିଲେ ଚାଷୀ, ୬ ବର୍ଷ ବିତିବା ପରେ ହେଲା…

କୃଷ୍ଣାଗିରି : ଚାଷ କାମ ପାଇଁ ଟଙ୍କା ନ ଥିବାରୁ ସରବନନ ନିଜର ଜଣେ କୃଷକ ବନ୍ଧୁଙ୍କଠାରୁ ୨ହଜାର ଟଙ୍କା କରଜ କରିଥିଲେ । କିନ୍ତୁ ପରେ ସେ ଟଙ୍କାକୁ ସରବନନ ନିଜ ବନ୍ଧୁକୁ ଫେରାଇବାକୁ ସମର୍ଥ ହୋଇ ନ ଥିଲେ । ବାରମ୍ବାର ଟଙ୍କା ମାଗିବାରୁ ସରବନନ ନିଜର ଦୁଇ ପୁଅଙ୍କୁ ବିକ୍ରି କରି ୨ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଦୀପ-ବୀରଙ୍କ ବିବାହ ଉତ୍ସବରେ ପହଞ୍ଚିଥିବା ଏହି ବଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ନିଜ ଇନ୍‌ଷ୍ଟା ଆକଉଣ୍ଟରୁ ହଟାଇବାକୁ ପଡ଼ିଲା…

ମୁମ୍ବାଇ: ନଭେମ୍ବର ୧୪ରେ ଆନୁଷ୍ଠାନିକ ଭାବରେ କୋଙ୍କଣୀ ରୀତିରେ ଦୀପ୍‌-ବୀରଙ୍କ ବିବାହ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ନଭେମ୍ବର ୧୫ରେ ସିନ୍ଧି ରୀତିରେ ବିବାହ କରିବେ ବୋଲି ଜଣାପଡ଼ିଛି । ଦୁହିଁଙ୍କ ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାର କରି ରଖିବା ପାଇଁ ଅନେକ ଉଦ୍ୟମ କରାଯାଉଥିବା…
ଅଧିକ ଖବର ଦେଖନ୍ତୁ...

କାମକୁ ଯାଉଥିବା ବେଳେ ବସ୍‌ କଣ୍ଡକ୍ଟର ଦ୍ୱାରା ଯୌନ ଶୋଷଣର ଶିକାର ହେଲେ ମହିଳା ହୋମ୍‌ଗାର୍ଡ଼, ବିରୋଧ କରିବାରୁ ହେଲେ…

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଦିବାଲୋକରେ ଜଣେ ମହିଳା ହୋମ୍‌ଗାର୍ଡ଼ ହୋଇଛନ୍ତି ଯୌନ ଶୋଷଣର ଶିକାର । ନିଜ କାମକୁ ଯାଉଥିବା ସମୟରେ ଜଣେ ବସ୍‌ କଣ୍ଡକ୍ଟର ମହିଳା ହୋମ୍‌ଗାର୍ଡ଼ଙ୍କୁ ଯୌନ ଶୋଷଣ କରିଥିଲେ । ଏହାର ବିରୋଧ କରିବା ପାଇଁ ଚେଷ୍ଟା କରିବାରୁ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମର ଟିଜର ରିଲିଜ୍‌ ଅବସରରେ ସମସ୍ତଙ୍କ ଆଗରେ ସାଉଥ୍‌ ସୁପରଷ୍ଟାର କାଜୋଲ ଅଗ୍ରଓ୍ଵାଲଙ୍କୁ ଚୁମ୍ବନ ଦେଲେ ସହ-କଳାକାର

ନୂଆଦିଲ୍ଲୀ : ନିଜର ବବ୍‌ଲି ଅନ୍ଦାଜ ପାଇଁ ଦର୍ଶକଙ୍କ ମନ କଣିବାରେ ସଫଳ ହୋଇଥିଲେ ଦକ୍ଷିଣୀ ନାୟିକା କାଜୋଲ ଅଗ୍ରଓ୍ଵାଲ । ବିଭିନ୍ନ ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ମନରେ ନିଜ ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ସହ ବଲିଉଡ୍‌ରେ ମଧ୍ୟ କାମ କରିଥିଲେ । ବଲିଉଡ୍‌ରେ ନିଜ କ୍ୟାରିୟର ତିଆରି କରିବାରେ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ହରିୟାଣାରେ ଥିବା ଡାକ୍ତରଖାନାର ଅବସ୍ଥା: ଡାକ୍ତରଙ୍କ ପରିବର୍ତ୍ତେ ଚପରାସୀ ଆହତଙ୍କ ହାତରେ ଷ୍ଟିଚ୍‌…

ରୋହତକ୍‌ : ହରିୟାଣାର ରୋହତକ୍‌ ଜିଲ୍ଲାରେ ଥିବା ଏକ ସରାକାରୀ ଡ଼ାକ୍ତରଖାନାର ଅସଲ ଚିତ୍ର ସାମ୍ନାକୁ ଆସିଛି। ସରକାରୀ ଡ଼ାକ୍ତରଖାନାରେ ରୋଗୀମାନେ କିପରି ଅବହେଳାର ଶିକାର ହେଉଛନ୍ତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ରୋହତକ ଜିଲ୍ଲାରେ ଥିବା ସରକାରୀ ଡ଼ାକ୍ତରଖାନାର…
ଅଧିକ ଖବର ଦେଖନ୍ତୁ...