Daily Archives

November 15, 2018

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ତରଫରୁ ରେଳରୋକୋ

ଖୋର୍ଦ୍ଧା: ବୋଲଗଡ ବ୍ଳକ ଅନ୍ତର୍ଗତ ସାନପଦର ଓଭରବ୍ରିଜ୍‌ ଠାରେ ରେଳପଥ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ତରଫରୁ ରେଳରୋକୋ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ୨୫ ଟି ପରିବାରକୁ କମ୍‌ ପରିମାଣର କ୍ଷତିପୂରଣ ଦେଇ ଚୁପ ବସିଥିବା ଅଭିଯୋଗ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କୁ ଭଡ଼ାର ଟ୍ରାକ୍ଟର ଓ କୃଷି ଉପକରଣ ଭଡାରେ ଯୋଗାଇବ ଟାଫେ

ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି ଉପକରଣ ନିର୍ମାଣକାରୀ ସଂସ୍ଥା ଟାଫେ ପକ୍ଷରୁ ମାଗଣା ଭଡ଼ା ପ୍ଲାଟଫର୍ମ ’ଜେ ଫାର୍ମ ସର୍ଭିସ’ର ଶୁଭାରମ୍ଭ କରାଯଅଇଚ୍ଛି। ଏହା ହେଉଛି ଏକ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଟାଫେର ଲକ୍ଷ୍ୟ  ସମ୍ପୁୁର୍ଣ୍ଣ ବିଶ୍ୱରେ କୃଷି ମାଧ୍ୟମରେ ଭାରତରେ କୃଷକ ମାନଙ୍କ ଜୀବନକୁ…
ଅଧିକ ଖବର ଦେଖନ୍ତୁ...

କ୍ଷୀରକୁ ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର, ଦୂର ହେବ ଆଖି ତଳେ ଦେଖାଯାଉଥିବା କଳା ଦାଗ

ଅଖି ତଳେ ଦେଖାଯାଉଥିବା କଳାଦାଗ ପୂରା ଚେହେରାର ଚମକକୁ ଫିକା କରି ଦେଇଥାଏ । ସାଧାରଣ ଭାବରେ ଠିକ୍‌ ଭାବରେ ନ ଶୋଇଲେ ବା ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଅଧିକ ଆସିଲେ ଏହି ସମସ୍ୟା ଦେଖାଯାଇଥାଏ । ନିଜର ଏହି ସମସ୍ୟାକୁ ଲୁଚାଇବା ପାଇଁ କିଛି ଲୋକ ବିଭିନ୍ନ ପ୍ରକାରର କ୍ରିମ୍‌ର ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

କିଛି ସେକେଣ୍ଟ ଭିତରେ ମଉଳି ଗଲା ଆଇଫୋନ କିଣିବାର ଖୁସି, ଅପ୍‌ଡେଟ୍‌ କରୁଥିବା ବେଳେ ଗରମ ହୋଇ ଫାଟିଗଲା ଫୋନ, ତା’…

ନୂଆଦିଲ୍ଲୀ : ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜ ଆୟରୁ କିଛି ଟଙ୍କା ସଞ୍ଚୟ କରିଥାନ୍ତି । କିଛି ଲୋକ ଘର ଚଳାଇବା ପାଇଁ ରଖୁଥିବା ବେଳେ କିଛି ଲୋକ କେବଳ ଗୋଟେ ଆଇଫୋନ କିଣିବା ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ଯେତେବେଳେ ଆଇଫୋନ କିଣିବାର ସ୍ୱପ୍ନ ପୂରା ହୁଏ,ସେତେବେଳେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ପ୍ରସ୍ତାବକୁ ନାଁ କହିଲେ ବରୁଣ, ଗୋବିନ୍ଦାଙ୍କ ସହ ନିଜକୁ ତୁଳନା କରାଯିବ ଭାବି ଫିଲ୍ମ କରିବା ପାଇଁ ମନା କଲେ

ମୁମ୍ବାଇ : ସଫଳତାର ଶୀର୍ଷରେ ପହଞ୍ଚିଥିବା ଅଭିନେତା ବରୁଣ ଧଓ୍ଵନ ତାଙ୍କ ବାପା ଡେଭିଡ଼୍‍ ଧଓ୍ଵନଙ୍କ ଏ ବଡ଼ ପ୍ରସ୍ତାବକୁ ନାଁ ବୋଲି କହିଥିବା ଜଣାପଡ଼ିଛି । ଡ଼େଭିନ୍‌ ଧଓ୍ଵନ ଅଭିନେତା ଗୋବିନ୍ଦାଙ୍କ ସହ ମିଶି ନିର୍ମାଣ କରିଥିବା ଫିଲ୍ମର ରିମେକ୍‌ କରିବା ପାଇଁ ଚାହୁଁଥିଲେ । ଏ ନେଇ ସେ ନିଜ…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସଂପର୍କ ଥିବା ଭାବି ଯୁବକଙ୍କୁ ହତ୍ୟା କଲେ ବିଧବା ମହିଳାଙ୍କ ଶାଶୁଘର ଲୋକେ, କିନ୍ତୁ ପରେ ସାମ୍ନାକୁ ଆସିଥିବା…

ଅମ୍ରିତ୍‌ସର : ବୁଧବାର ଦୁଇ ଜଣ ମହିଳା ଏବଂ ଦୁଇ ପୁରୁଷଙ୍କ ବିରୋଧରେ ହତ୍ୟା ଅଭିଯୋଗ ପାଇଥିଲା ଲୋପୋକେ ପୁଲିସ । ଅନୈତିକ ସଂପର୍କ ଥିବା ସନ୍ଦେହରେ ଏହି ୪ ଜଣ ମିଶି ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ପରେ ଯୁବକଙ୍କ ମା’ ନିଜ ପୁଅକୁୁ ଡ଼ାକ୍ତରଖାନା ନେବା ପରେ ସେଠାରେ ଡ଼ାକ୍ତର ଯୁବକଙ୍କୁ ମୃତ…
ଅଧିକ ଖବର ଦେଖନ୍ତୁ...

‘ଜିରୋ’ର ଟ୍ରେଲରର ଚାହିଦା ଦେଖି ବଦଳିଲା ହଲିଉଡ୍‌ ଫିଲ୍ମ ‘ଏକ୍ୱାମ୍ୟାନ୍‌’ର ରିଲିଜ୍‌ ତାରିଖ

ମୁମ୍ବାଇ : ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଚର୍ଚ୍ଚାରେ ରହିଛି ବଲିଉଡ୍‌ର କିଙ୍ଗ ଖାନ୍‌ଙ୍କ ଫିଲ୍ମ ‘ଜିରୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ୍‌ ଖାନ୍‌,ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ ନଜର ଆସିଥିବା ବେଳେ ୩ ଜଣଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଛି । ରିଲିଜ୍‌ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବିମାନ ଦୁର୍ଘଟଣାରେ ଭାବିସ୍ୱାମୀଙ୍କ ମୃତ୍ୟୁ ପରେ ବିବାହ ଦିନ ପିନ୍ଧିବାକୁ ଥିବା ପୋଷାକରେ ମହିଳା କରାଇଲେ ଫଟୋସୁଟ୍‌,…

ନୂଆଦିଲ୍ଲୀ : କୁହାଯାଏ ଭଲ ପାଇବା ସତ ହୋଇଥିଲେ ତାହା ସବୁଦିନ ପାଇଁ ଅମର ହୋଇ ରହିଥାଏ । ଇଣ୍ଡୋନେସିଆର ଜଣେ ମହିଳାଙ୍କ ଏହା ସତ ବୋଲି ପ୍ରମାଣ କରିଛନ୍ତି । ଲାୟନ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ଭାବି ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଯେଉଁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ଜାଣି ଏବେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏଭଳି ଭାବରେ ସୋସିଆଲ ମିଡିିଆରେ ଦୀପ୍‌-ବୀରଙ୍କୁ ବିବାହର ଶୁଭେଚ୍ଛା ଜଣାଇଲା କଣ୍ଡୋମ କମ୍ପାନି, ଥଟ୍ଟା କଲେ ଲୋକେ

ମୁମ୍ବାଇ : ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବଲିଉଡ଼୍‍ର ବାଜିରାଓ-ମସ୍ତାନି । ଦୁହିଁଙ୍କ ବିବାହ ପରେ ସମସ୍ତେ ତାଙ୍କୁ ଭିନ୍ନ ଭିନ୍ନ ଉପାୟରେ ଶୁଭେଚ୍ଛା ଜଣାଇଥିବା ବେଳେ ଏକ କଣ୍ଡୋମ କମ୍ପାନୀ କରିଥିବା ଟୁଇଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡ ବିନ୍ଧା ପରେ ବ୍ରେନ୍‌ ଟ୍ୟୁମର ହୋଇଥିବା କଥା କହିଲେ ଡାକ୍ତର, କିନ୍ତୁ ସର୍ଜରିର ଗୋଟିଏ ଦିନ ପୂର୍ବରୁ ହୋଇଥିଲା…

କାଲିଫର୍ଣ୍ଣିଆ : ଆମେରିକାର ଜଣେ ଯୁବକ ଅନେକ ଦିନ ହେବ ମୁଣ୍ଡ ବିନ୍ଧା ସହ ମୁଣ୍ଡ ବୁଲାଇବା ସମସ୍ୟାର ଶିକାର ହୋଇଥିଲେ । ହଠାତ୍‌ ଅସହ୍ୟ ମୁଣ୍ଡ ବିନ୍ଧାର କାରଣ କ’ଣ ଜାଣି ପାରୁ ନ ଥିବାରୁ ଯୁବକଜଣକ ପରୀକ୍ଷା କରାଇବା ପାଇଁ ସ୍ଥିର କରିଥିଲେ । ଡ଼ାକ୍ତରଖାନା ଯିବା ପରେ ଡ଼ାକ୍ତର ତାଙ୍କୁ ସିଟି…
ଅଧିକ ଖବର ଦେଖନ୍ତୁ...