Daily Archives

November 16, 2018

ଅଲିମ୍ପିକ୍‌ କାଂସ୍ୟ ପଦକ ବିଜେତା ଗଗନ ନାରଙ୍ଗଙ୍କ ଉତ୍କଳ କରାଟେ ସ୍କୁଲ ପରିଦର୍ଶନ

ଭୁବନେଶ୍ୱର: ଲଣ୍ଡନ ଅଲିମ୍ପିକ୍‌ରେ କାଂସ୍ୟ ପଦକ ବିଜେତା ଓ ବହୁବାର ବିଶ୍ୱ ସୁଟିଂରେ ପଦକ ପାଇଥିବା ଅର୍ନ୍ତଜାତୀୟ ସୁଟର ଗଗନ ନାରଙ୍ଗ ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲ ପରିଦର୍ଶନ କରିଛନ୍ତି। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା ନାରଙ୍ଗ ଓଡ଼ିଶା ରାଇଫଲ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଜିଲ୍ଲାରେ ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଅବକାରୀ ଏବଂ ପୁଲିସ ବିଭାଗ ପକ୍ଷରୁ ସଂଯୁକ୍ତ ଚଢ଼ାଉ କରି ୧୨୯ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜଜେସପଙ୍ଗା ପଡ଼ିଆପଙ୍ଗା ଏବଂ ପିଅନପଡ଼ାରେ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ୧,୨୯,୦୦୦…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌରେ ରେଲୱେ କର୍ମଚାରୀଙ୍କ ହଙ୍ଗାମା :  ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପରକୁ ଫୋପାଡିଲେ ଫୁଲଦାନୀ, ଲଗାଇଲେ…

ଲକ୍ଷ୍ନୌ : ହଟହଟା ହେଲେ ରେଳମନ୍ତ୍ରୀ ପିୟୁଷ ଗୋଏଲ। ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ଆକ୍ରମଣ କରିଛନ୍ତି ଖୋଦ୍ ରେଲୱେ ୟୁନିୟନର କର୍ମଚାରୀ। ଏପରିକି ରେଳମନ୍ତ୍ରୀଙ୍କ ନାଁରେ ମଧ୍ୟ ମୁର୍ଦ୍ଦାବାଦ ପକାଇବାକୁ ମଧ୍ୟ ପଛାଇନଥିଲେ ଏହି କର୍ମୀମାନେ।…
ଅଧିକ ଖବର ଦେଖନ୍ତୁ...

ପୁଦିନା ପତ୍ରରେ ଲୁଚି ରହିଛି ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ, ଜାଣନ୍ତୁ ତ୍ୱଚାର କେଉଁ ସମସ୍ୟାକୁ ଦୂର କରେ

ପୁଦିନା ପତ୍ରର ବ୍ୟବହାର ପ୍ରତି ଘରେ କରାଯାଇଥାଏ । ଖାସ୍‌ କରି ଚଟଣି ତିଆରି କରିବା ପାଇଁ ଘରଣୀମାନେ ପୁଦିନା ପତ୍ରକୁ ବ୍ୟବହାର କରିଥାନ୍ତି । ଖାଲି ସ୍ୱାଦ ପାଇଁ ନୁହେଁ, ପେଟ ଜନିତ ସମସ୍ୟାକୁ ମଧ୍ୟ ପୁଦିନାର ଜୁସ୍‌ ଦୂର କରିଥାଏ । ଏଥିରେ…
ଅଧିକ ଖବର ଦେଖନ୍ତୁ...

ଜୀବନକୁ ଖାତିର ନ କରି ହୁତୁ ହୁତୁ ହୋଇ ଜଳୁଥିବା ଟ୍ରାକ୍ଟରକୁ କେନାଲରେ ଭର୍ତ୍ତି କରି ୧୦୦ଟି ପରିବାରର ଜୀବନ ବଞ୍ଚାଇଲେ…

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଥିବା ଜମାନକଟ୍ଟି ଗାଁରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ୟେଙ୍କପ୍ପା ନାମକ ଜଣେ ଯୁବକ ନିଜ ଅଞ୍ଚଳରେ ହିରୋ ବନିଛନ୍ତି । ନିଜ ଜୀବନକୁ ଖାତିର ନ କରି ସେ ଜଳି ଯାଉଥିବା ଟ୍ରାକ୍ଟରକୁ ଚଲାଇ ପାଖରେ ଥିବା ଏକ ନାଳରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣର ଆରୋପରେ ଛନ୍ଦି ହୋଇ ପଡ଼ିଥିବା ୫୫ବର୍ଷୀୟ ସୁହେଲ ସେଠ୍‌ ୩୭ବର୍ଷୀୟ ସୁପରମଡ଼େଲଙ୍କ ସହ କଲେ ନିର୍ବନ୍ଧ

ନୂଆଦିଲ୍ଲୀ : ଲେଖକ ଏବଂ ସେଲିବ୍ରିଟି କନ୍‌ସଲ୍‌ଟାଣ୍ଟ ସୁହେଲ ସେଠ୍‌ କିଛି ଦିନ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲେ । #ମି ଠୁ ଅଭିଯାନ ଦ୍ୱାରା ତାଙ୍କ ଉପରେ କିଛି ମହିଳା ଯୌନ ଶୋଷଣର ଆରୋପ ଲଗାଇବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆରୋପ ଲାଗିବାର ଚର୍ଚ୍ଚା କମ ହୋଇ ଆସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଲୋକ କଳା ଏବଂ ସଂସ୍କୃତିର ମହୋତ୍ସବ ‘ପରବ-୨୦୧୮’ ଉଦ୍‌ଘାଟିତ

କୋରାପୁଟ/ଜୟପୁର: ଆଦିବାସୀ ଲୋକ କଳା ଏବଂ ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ କୋରାପୁଟରେ ଶୁକ୍ରବାର ‘ପରବ-୨୦୧୮’ ଉଦ୍‌ଘାଟିତ ହୋଇଯାଇଛି। ପାଞ୍ଚ ଦିବସୀୟ ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ମୁଖ୍ୟବକ୍ତା ଭାବେ ଉଦ୍‌ଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ହୋଟେଲ ବନ୍ଦ କରିବାର ଧମକ ଦେଇ ପ୍ରତିଦିନ ଟଙ୍କା ହଡ଼ପ କରୁଥିଲେ ପୁଲିସକର୍ମୀ,ପର୍ଦ୍ଦାଫାସ କରିବା ପାଇଁ ହୋଟେଲ…

ନାସିକ : ଅନେକ ସ୍ଥାନରେ ପୁଲିସକର୍ମୀମାନଙ୍କ ନିଜ ପୋଷାକର ଫାଇଦା ଉଠାଉଥିବାର ଦେଖାଯାଇଥାଏ । ପୁଲିସର ପୋଷାକ ପିନ୍ଧି ଲୋକମାନଙ୍କୁ ସୁରକ୍ଷା ଦେବା ବାହାନାରେ ସେମାନେ ସାଧାରଣ ଲୋକଙ୍କୁ ଲୁଟିଥାନ୍ତି । ଆପଣମାନେ ମଧ୍ୟ ଏଭଳି ଘଟଣାର ସାମ୍ନା କରିଥିବେ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ ।…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ୱକପ୍‌: ଅନ୍‌ଲାଇନ୍‌ରେ ମିଳିବ ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌, ୪୮ ଘଣ୍ଟା ପୂର୍ବରୁ ଜଣାପଡ଼ିବ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌ ଅନ୍‌ଲାଇନ୍‌ରେ ମିଳିବ। ଏବାବଦରେ ୪୮ ଘଣ୍ଟା ପୂର୍ବରୁ ଜଣାପଡ଼ିବ। କଳିଙ୍ଗ ଷ୍ଟାଡିୟମ୍‌ ପାଇଁ ୧୦,୫୦୦ ଟିକେଟ୍‌ ଏବଂ ବାରବାଟୀ ଷ୍ଟାଡିୟମରେ ୩୦ ହଜାର ଟିକେଟ୍‌ ବିକ୍ରି ହେବ। ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମ ଏବଂ ୨୮…
ଅଧିକ ଖବର ଦେଖନ୍ତୁ...

‘ମୋ ଠାରୁ ଅନୁପ୍ରାଣିତ ହୋଇ ମୋ ଭଳି ଅଭିନେତା ହୁଅନ୍ତୁ ଦୀପ୍‌-ବୀରଙ୍କ ସନ୍ତାନ’! ଜାଣନ୍ତୁ କେଉଁଠି ଏବଂ କ’ଣ ପାଇଁ…

ମୁମ୍ବାଇ : ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀଯୁଗଳ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବିବାହ ଇଟାଲୀର ଲେକ୍‌ କୋମୋରେ ସମ୍ପନ୍ନ ହୋଇ ସାରିଛି । ଦୁହିଁଙ୍କ ଫଟୋ ପାଇଁ ସେମାନଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିବା ବେଳେ ସବୁ ଅପେକ୍ଷାର ଅନ୍ତ ଘଟାଇ ଦୁଇ ଜଣ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ…
ଅଧିକ ଖବର ଦେଖନ୍ତୁ...