Daily Archives

November 16, 2018

ଆନ୍ଧ୍ର ପ୍ରଦେଶ ପରେ ସିବିଆଇକୁ ମନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗକୁ ମଧ୍ୟ ସିବିଆଇ ବିନା ଅନୁମତିରେ ପ୍ରବେଶ କରିପାରିବ ନାହିଁ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟ ମାମଲାରେ ତଦନ୍ତ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟରେ ସିବିଆଇକୁ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯାଇଥିବା ବେଳେ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀଙ୍କ ପଛରେ ଲଗାଇଦେଲେ କୁକୁର,ତା’…

ଭୋପାଲ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ମହିଳାଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀ ସହ ଯେଉଁ ଭଳି ଭାବରେ ବ୍ୟବହାର କରିଥିଲେ,ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।…
ଅଧିକ ଖବର ଦେଖନ୍ତୁ...

ଜୟପୁର: ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅବକାରୀ ଏସ୍‌ଆଇ

ଜୟପୁର: ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଜଣେ ଅବକାରୀ ଏସ୍‌ଆଇ ଧରାପଡ଼ିଛନ୍ତି। କୋରାପୁଟ ଜିଲ୍ଲାର କୋଟପାଡ଼ ଏସ୍‌ଆଇ ଥାଇଲ ଓରାମ ଜଣେ ଅଭିଯୁକ୍ତଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ି ଛାଡ଼ିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଅଧିକ ଖବର ଦେଖନ୍ତୁ...

ସଲମାନ ଖାନ୍‌ଙ୍କ ନୂଆ ଫିଲ୍ମ ପାଇଁ ଲକ୍ଷପତି ହୋଇ ଯାଇଛନ୍ତି ଲୁଧିଆନାର ୪ଜଣ କୃଷକ,ଜାଣନ୍ତୁ କେମିତି?

ଲୁଧିଆନା : ‘ରେସ୍‌-୩’ ପରେ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ ଏବେ ନିଜର ବଡ଼ ବଜେଟର ଫିଲ୍ମ ‘ଭାରତ’କୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଥିବା ଅଧାରୁ ଅଧିକ ଦୃଶ୍ୟର ସୁଟିଂ ଦେଶ ବାହାରେ ସରିଥିବା ବେଳେ ଏବେ ଲୁଧିଆନାରେ ଫିଲ୍ମର ସୁଟିଂ ଜାରି ରହିଛି । ସୁଟିଂ ପାଇଁ ଲୁଧିଆନାରେ ଓ୍ଵାଘା ବର୍ଡ଼ରର…
ଅଧିକ ଖବର ଦେଖନ୍ତୁ...

୩ ଜଣଙ୍କୁ ଏକା ସାଙ୍ଗରେ ଡେଟ୍‌ କରିବା ଭାରୀ ପଡ଼ିଲା,ଖର୍ଚ୍ଚ ଉଠାଇବା ପାଇଁ ନୃତ୍ୟଶିଳ୍ପୀରୁ ଚୋର ହେଲେ ଯୁବକ

ନୂଆଦିଲ୍ଲୀ : ଏକା ସାଙ୍ଗରେ ୩ ଜଣ ମହିଳାଙ୍କୁ ଡେଟ୍‌ କରିବା କେତେ କଷ୍ଟ ତାହା ଦକ୍ଷୀଣ-ପୂର୍ବ ଦିଲ୍ଲୀରେ ରହୁଥିବା ଜଣେ ୨୧ବର୍ଷୀୟ ଯୁବକ ଜାଣି ପାରିଛନ୍ତି । ୩ ଜଣଙ୍କୁ ଡ଼େଟ୍‌ କରିବା ଦ୍ୱାରା ନୃତ୍ୟଶିଳ୍ପୀରୁ ଚୋର ହେବା ପରେ ଜେଲ ବି ଯିବାକୁ ପଡ଼ିବ ବୋଲି ଭାବି ନ ଥିଲେ ରୋହନ ଗିଲ୍‌। ପେସାରେ…
ଅଧିକ ଖବର ଦେଖନ୍ତୁ...

୧୧ମାସରେ ବିରୁଷ୍କା କରି ପାରି ନ ଥିବା କାମକୁ ସମ୍ଭବ କରି ସେମାନଙ୍କୁ ପଛରେ ପକାଇଲେ ଦୀପ୍‌-ବୀର !

ମୁମ୍ବାଇ : ଦୀର୍ଘ ସମୟର ଅପେକ୍ଷା ପରେ ଗତକାଲି ସଂନ୍ଧ୍ୟା ସମୟରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ । ଫଟୋ ସେୟାର କରିବା ମାତ୍ରେ ହିଁ ତାହା ଭାଇରାଲ ହେବା ସହ ଏକା ସାଙ୍ଗରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିଲେ । ଇନ୍‌ଷ୍ଟା ଏବଂ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଝିଅ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେବା ପାଇଁ ଚର୍ଚ୍ଚର ୬୬ବର୍ଷୀୟ ଧର୍ମ ପ୍ରଚାରକଙ୍କ ଗୁପ୍ତାଙ୍ଗ…

ନୂଆଦିଲ୍ଲୀ : ସାଉଥ୍‌ ଆଫ୍ରିକାରେ ପ୍ରତିଶୋଧର ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ନାବାଳିକା ଝିଅ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେବା ପାଇଁ ପୀଡ଼ିତାଙ୍କ ବାପା ଅଭିଯୁକ୍ତ ଧର୍ମ ପ୍ରଚାରକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା…
ଅଧିକ ଖବର ଦେଖନ୍ତୁ...

ଷ୍ଟାଚ୍ୟୁ ଅଫ ୟୁନିଟିକୁ ନେଇ ବିଶ୍ୱରେ ଚର୍ଚ୍ଚା, ମହାକାଶରୁ ସ୍ପଷ୍ଟ ଦେଖାଯାଉଛି

ନୂଆଦିଲ୍ଲୀ : ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି । ଏହି ପ୍ରତିମୂର୍ତ୍ତିଟି ପ୍ରାୟ ୧୮୨ ମିଟର ଉଚ୍ଚ । ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଅପରାଜିତା ଟୁଇଟ ନେଇ ରାଜନୀତି ମହଲରେ ଚର୍ଚ୍ଚା, ପରୋକ୍ଷରେ ଦେଲେ ଏପରି ଇଙ୍ଗିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶି ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ଚର୍ଚ୍ଚା ଯେତିକି ବଢୁଛି, ସେତିକି ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହି ସମୟରେ ନିଜ ଟୁଇଟ ପେଜରେ ଅପରାଜିତା ଏପରି କିଛି ପୋଷ୍ଟ କରିଛନ୍ତି, ଯାହା ତାଙ୍କ ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ପ୍ରେମରେ ବାଧକ ସାଜୁଥିଲା ଜାତି; ଛାତରୁ ଡେଇଁ ଜୀବନ ଦେଲେ ଯୁବତୀ

ପୁଣେ: ପୁଣେର ଜଣେ ୨୩ ବର୍ଷୀୟା ବାଣିଜ୍ୟ ଛାତ୍ରୀ ନିଜ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ମାମଲାର ପୁଣେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଏହି ଯୁବତୀ ଜଣକ ନିଜ ପୁରୁଷ ସାଥୀଙ୍କ ସହ ରହୁଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ତାଙ୍କର ୨୫ ବର୍ଷିଅ ପୁରୁଷ ସାଥୀ ଓ ସେ…
ଅଧିକ ଖବର ଦେଖନ୍ତୁ...