Daily Archives

November 18, 2018

କୋରାପୁଟ: ରାଜ୍ୟସ୍ତରୀୟ ୟୁଥ୍‌ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦେଲେ ୨୨୩ ଛାତ୍ରଛାତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଦକ୍ଷିଣାଞ୍ଚଳ ରାଜ୍ୟ ସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛିା ଏହି ଶିବିରରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ କୁମାର ଶତପଥୀ ରେଡକ୍ରସ ପତ୍ତାକା ଉତ୍ତୋଳନ କରି ସିବିରାର୍ଥୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରେ ଇଂଲଣ୍ଡର ବଡ଼ ସଫଳତା, ୧୭ ବର୍ଷ ପରେ ଜିତିଲା ଟେଷ୍ଟ ଶୃଙ୍ଖଳା

କ୍ୟାଣ୍ଡି: ଜୋଏ ରୁଟଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ରବିବାର ଶ୍ରୀଲଙ୍କାରେ ବଡ଼ ସଫଳତା ହାସଲ କରିଛି। ଦୀର୍ଘ ୧୭ ବର୍ଷ ପରେ ଏହି ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଜିତିଛି। ଶ୍ରୀଲଙ୍କାକୁ ଶେଷ ଥର ପାଇଁ ଇଂଲଣ୍ଡ ୨୦୦୧ରେ ହରାଇଥିଲା। ବର୍ଷ ୨୦୦୧ରେ ଶ୍ରୀଲଙ୍କା ମାଟିରେ ଇଂଲଣ୍ଡ…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷ ତଳର ଏକ ରୁଗ୍‌ଣ ଫଟୋ ସେୟାର୍‌ କଲେ ନିକ୍‌, ପ୍ରିୟଙ୍କା ଦେଲେ ଏପରି ପ୍ରେମପୂର୍ଣ୍ଣ କମେଣ୍ଟ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ପରେ ସରିଯାଇନି ବଲିଉଡର ବିବାହ ଋତୁ। ଆହୁରି ବି ଏକ ଚର୍ଚ୍ଚିତ ବିବାହ ବାକି ରହିଛି। ଆପଣ ଭୁଲନଥିବେ ଆଦୌ ଯେ ଆମେରିକୀୟ କଣ୍ଠଶିଳ୍ପୀ ନିଜ୍‌ ଜୋନ୍‌ସଙ୍କୁ ବିବାହ କରିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏ ଦୁହିଁଙ୍କ ଭିତରେ ଯେ ଗଭୀର ପ୍ରେମ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚତା ଅନୁସାରେ ବି ହୋଇଥାଏ ରୋଗ; ଜାଣନ୍ତୁ କେତେ ଉଚ୍ଚତା ଥିଲେ କି ରୋଗ ହେବ ନାହିଁ

ଆପଣ ଜାଣନ୍ତି କି ମଣିଷର ଉଚ୍ଚତା ବି ସ୍ୱାସ୍ଥ୍ୟ ଭଲ ଖରାପର କାରଣ ହୋଇଥାଏ। କେତକ ରୋଗ ଉଚ୍ଚତା ଉପରେ ନିର୍ଭର କରିଥାଏ। ଥାଇରଏଡ୍‌, କିଡ୍‌ନି, କର୍କଟ, ହୃଦ୍‌ରୋଗ, ମଧୂମେହ ଆଦି ରୋଗ ସବୁ ଉଚ୍ଚତା ଉପରେ ନିର୍ଭର କରେ। ଗବେଷଣାରୁ ଜାଣିବାକୁ ମିଳିଛି ଯେ କମ୍‌ ଉଚ୍ଚତା ବିଶିଷ୍ଟ ଲୋକଙ୍କର ରୋଗ…
ଅଧିକ ଖବର ଦେଖନ୍ତୁ...

ସୁଟିଂ ସେଟ୍‌ରୁ ଆହତ ହୋଇ ଘରକୁ ଫେରିଲେ ସଲମାନ ଖାନ

ମୁମ୍ବାଇ: ଗତ କିଛି ଦିନ ତଳେ ଆମେ ଜଣାଇଥିଲୁ ଯେ ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ ଗତ କିଛି ଦିନ ଭିତରେ ନିିଜର ଚଳଚ୍ଚିତ୍ର ‘ଭାରତ’ ସୁଟିଂ ପାଇଁ ପଞ୍ଜାବ ଗସ୍ତ କରିବେ। ସତକୁ ସତ ସଲମାନ ଯାଇ ପଞ୍ଜାବରେ ପହଞ୍ଚିଛନ୍ତି। ଏପରିକି ତାଙ୍କର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ଓ୍ଵାଘା ସୀମାରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଜଣଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ହତ୍ୟାର ଶିକାର ହେଲେ ମଧ୍ୟସ୍ତି

ରାଇରଙ୍ଗପୁର: ଦୁଇଜଣଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ଜଣେ ମଧ୍ୟସ୍ତି ରବିବାର ହତ୍ୟାର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବାଦାମପାହାଡ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଅଙ୍ଗାରପଦା ଗାଁ ଦାଣ୍ଡରେ ଆଜି ଶହ ଶହ ଲୋକ ଉପସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପରଦାରେ ଦିଶୁଥିବା ଅନ୍ତରଙ୍ଗ ଦୃଶ୍ୟ ସଂପର୍କରେ ଅଭିନେତ୍ରୀ କାଲ୍‌କି କହିଲେ ଏପରି କଥା

ମୁମ୍ବାଇ: ଅଭିନେତ୍ରୀ କାଲ୍‌କି କେଏଚଲିନ୍‌ ଚଳଚ୍ଚିତ୍ରରେ ଦୃଶ୍ୟମାନ ହେଉଥିବା ଅନ୍ତରଙ୍ଗ ଦୃଶ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଯେପରି ଆକ୍ସନ୍‌ ଦୃଶ୍ୟଗୁଡ଼ିକ କୋରିଓଗ୍ରାଫ୍‌ ହୁଏ ସେହିପରି ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ବି କୋରିଓଗ୍ରାଫ ହେବା ଉଚିତ। ସେ…
ଅଧିକ ଖବର ଦେଖନ୍ତୁ...

ବିନ୍ଦୁସାଗରରେ ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଉଦ୍‌ଘାଟନ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ବହୁପ୍ରତିକ୍ଷିତ ଲେଜର୍‌ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏକାମ୍ର କ୍ଷେତ୍ରର ବିନ୍ଦୁସାଗରରେ ନିର୍ମିତ ଏହି ପ୍ରକଳ୍ପର ଉଦ୍‌ଘାଟନୀ ସନ୍ଧ୍ୟାରେ ଦର୍ଶକ ହର୍ଷୋଲ୍ଲାସ ସହିତ ଲେଜର ଲାଇଟ୍‌ ଆଣ୍ଡ…
ଅଧିକ ଖବର ଦେଖନ୍ତୁ...

ଏହି ଶୀତ ଦିନଆ ରୋଗଗୁଡ଼ିକ ପ୍ରତି ସାବଧାନ! ଏମିତି ଆପଣାନ୍ତୁ ପ୍ରତିକାର ତରିକା

ମଣିଷ ଶରୀର ଅଛି ମାନେ ତା ସାଥେ ସାଥେ ରୋଗ ବି ଅଛି। ସଂସାରରେ କେହି ବି ମଣିଷ ଶହେ ପ୍ରତିଶ ସୁସ୍ଥ ନୁହଁନ୍ତି। ତେବେ ଆପଣ ଏକଥା ବି ନିଶ୍ଚୟ ଜାଣିଥିବେ ଯେ ସାଧାରଣତଃ ପ୍ରତ୍ୟେକ ଋତୁ ଅନୁସାରେ ରୋଗ ବି ଭିନ୍ନ ହୋଇଥାଏ। ଖରାଦିନ, ବର୍ଷାଦିନ ଓ ଶୀତଦିନର ରୋଗ ବି ଅଲଗା। ତେବେ ଚାଲନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ କାନ୍ଦୁଥିଲେ ବାପଝିଅ; ଏମତି କହି ବୁଝାଇଲେ ଜ୍ୱାଇଁ ବାବୁ ରଣବୀର

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନ। ସେମାନେ ଇଟାଲିରେ ଉଭୟଙ୍କ ରୀତିରେ ବିବାହ ସାରିବା ପରେ ମୁମ୍ବାଇ ଫେରିଛନ୍ତି। ପ୍ରଥମେ ଦୀପିକାଙ୍କ ବଂଶ ରୀତି କୋଙ୍କଣୀ ପ୍ରଥା ଅନୁସାରେ ବିବାହ ଗତ ୧୪ ତାରିଖରେ ସଂପନ୍ନ ହେବା ବେଳେ…
ଅଧିକ ଖବର ଦେଖନ୍ତୁ...