Daily Archives

November 19, 2018

ରାଜ୍ୟରେ ବୃଦ୍ଧି ପାଉଛି ବିଦେଶୀ ମଦର ଚାହିଦା !

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ବିଦେଶୀ ମଦର ଚାହିଦା । ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁଥିରେ କେତେ ବୃଦ୍ଧି ପାଇଛି ସେନେଇ ବିଧାନସଭାରେ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। ବିଗତ ୧୦ ବର୍ଷ ଧରି ରାଜ୍ୟରେ କେଉଁ ମଦରେ ଚାହିଦା ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହୁଏ ତୈମୁରଙ୍କ ଫଟୋ, ଅବ୍ଦୁ ସୈଫ୍‌ ଅଲ୍ଲୀ ଖାନ୍‌ କଲେ ଖୁଲାସା

ମୁମ୍ବାଇ : ବଲିଉଡ୍‌ର ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଖୁବ୍‌ କମ ବୟସରୁ ସୁପରଷ୍ଟାର ପାଲଟି ଯାଇଛନ୍ତି । ତାଙ୍କର ଗୋଟେ ଝଲକ ପାଇବା ପାଇଁ ଲୋକେ ଅନାଇ ବସିଥିବା ବେଳେ ଏବେ ତାଙ୍କ ପୁଅର ଫଟୋର ମୂଲ୍ୟ ଜଣାଇଛନ୍ତି ଅବ୍ଦୁ ସୈଫ୍‌…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଇଏଚସିଏଲର ହୋଟେଲ ’ଭିଭାନ୍ତା’

ମୁମ୍ବାଇ : ଟାଟାଗ୍ରୁପର ହୋଟେଲ କଂପାନୀ ଦି ଇଣ୍ଡିଆନ ହୋଟେଲ କଂପାନୀ ଲିମିଟେଡ଼ ( ଆଇଏଚସିଏଲ) ଓଡ଼ିଶାରେ ଏହାର ଦ୍ୱିତୀୟ ହୋଟେଲ ପ୍ରତିଷ୍ଠା ବିଷୟ ଘୋଷଣା କରିଛି । ଭିଭାଣ୍ଟା ନାମରେ ଏହି ହୋଟେଲ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ଲାଇଫଲାଇନ ମଲଟି ଭେଞ୍ଚର ପ୍ରାଇଭେଟ ଲିମିଟେଡ଼ ସହ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୮ଟି ସ୍ଥାନରୁ ମିଳିଲା ସୁନାଖଣିର ସନ୍ଧାନ : ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ରହିଛି ଏହି ସୁନା ଖଣି

ଭୁବନେଶ୍ୱର : ଦିନକୁ ଦିନ ହୁ ହୁ ହୋଇ ବଢୁଛି ସୁନା ଦର। ଗୋଟିଏ ପଟେ ସୁନାର ଦର ବଢୁଥିବା ବେଳେ ଏବେ ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଓଡିଶାରେ ମଧ୍ୟ ରହିଛି ସୁନାଖଣି । ଗୋଟିଏ କି ଦୁଇଟି ନୁହେଁ ୮ଟି ସ୍ଥାନରେ ସୁନା ଥିବାର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ

ଛତିଶଗଡ : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଛତିଶଗଡ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ବିବାହର ୮ଦିନ ପରେ ବାପ ଘରେ ଛାଡ଼ି ଦେବ ବୋଲି ବର ସହ ସର୍ତ୍ତ ରଖିଲା କନ୍ୟା?

ନାଗଦା(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ନାଗଦାରେ ଜଣେ ମହିଳା ବିବାହ ପୂର୍ବରୁ ରଖିଥିବା ସର୍ତ୍ତ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ବାହାଘର ପରେ କ’ଣ ପାଇଁ ଜଣେ ମହିଳା ନିଜ ଭାବିସ୍ୱାମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଲେ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସହ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

୧୮ବର୍ଷ ହେଲାଣି ମନରେ ଚାପି ରଖିଥିବା ଦୁଃଖକୁ ସମସ୍ତଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ଜଣାଇଲେ ଶାହାରୁଖ୍‌, ଜାଣନ୍ତୁ…

ମୁମ୍ବାଇ : ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ୍‌ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ସାଥିରେ ଅନେକ ଫିଲ୍ମ କରିଛନ୍ତି । ସେଥି ମଧ୍ୟରେ ଫିଲ୍ମ ‘ଦେବଦାସ’ ଏବଂ ‘ମହବତେଁ’ ଏବେ ବି ଲୋକମାନଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମରେ ଦର୍ଶକମାନେ ଦୁହିଁଙ୍କ ଯୋଡ଼ିକୁ ପସନ୍ଦ କରିଥିବା ବେଳେ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାରେ ଆସିଥିବା ଏକ ଶବ୍ଦର ଅର୍ଥ ବୁଝି ନ ପାରିବାରୁ ଅଦାଲତରେ ପହଞ୍ଚିଲେ ୨୬୦୦ ଛାତ୍ରଛାତ୍ରୀ, ନମ୍ବର ନ କାଟିବା…

ଅକ୍‌ଲାଣ୍ଡ : ନ୍ୟୁଜ୍‌ଲାଣ୍ଡରେ କରାଯାଇଥିବା ଏକ ପରୀକ୍ଷାରେ ଆସିଥିବା ଶବ୍ଦର ଅର୍ଥ ନ ବୁଝି ପାରିବାରୁ ୨୬୦୦ ଛାତ୍ରଛାତ୍ରୀ ଅଦାଲତ ଯିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ହାଇସ୍କୁଲରେ କରାଯାଉଥିବା ବୋର୍ଡ଼ ପରୀକ୍ଷାରେ ଇତିହାସ ପ୍ରଶ୍ନ ପତ୍ରରେ ‘ଟ୍ରିବୁଆଲ’ ଶବ୍ଦ ଲେଖାଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଅର୍ନ୍ତଜାତୀୟ ଦେହବ୍ୟବସାୟ ର‍୍ୟାକେଟ୍‌ ଚଳାଇ ପୁଲିସ ହାତରେ ଧରା ପଡ଼ିଲେ ବଲିଉଡ୍‌ କୋରିଓଗ୍ରାଫ୍‌ର

ମୁମ୍ବାଇ : ଦେହ ବ୍ୟବସାୟ, ଡ୍ରଗ୍ସ ସେବନ ଏବଂ ମଦ୍ୟପାନରେ ଅଭ୍ୟସ୍ତ ଏମିତି ଅନେକ ବଲିଉଡ୍‌ ଷ୍ଟାର ଅଛନ୍ତି ଯେଉଁମାନଙ୍କ ବିଷୟରେ ଏବେ ବି ଲୋକମାନେ ଅଜ୍ଞାତ । ପରଦା ଉପରେ ବା ଲୋକମାନଙ୍କ ଆଗରେ ସେମାନେ ନିଜ ନିଜର ଏକ ଭିନ୍ନ ରୁପ ଦେଖାଉଥିବା ବେଳେ ପରଦା ପଛରେ ସେମାନଙ୍କୁ ଆଉ ଏକ ଭିନ୍ନ ରୁପରେ…
ଅଧିକ ଖବର ଦେଖନ୍ତୁ...

ଘର ପାଖରେ ଖେଳୁଥିବା ନାବାଳିକାକୁ  ଡାକି ନେଇ ପର୍ଣ୍ଣ ଭିଡିଓ ଦେଖାଇବା ସହ ଦୁଷ୍କର୍ମ କଲା ପଡ଼ୋଶୀ

ଗୁରୁଗ୍ରାମ୍‌ : ଗୁରୁଗ୍ରାମର ସୁଲ୍‌ତାନପୁରରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ଖେଳିବା ବାହାନାରେ ଡ଼ାକି ପଡ଼ୋଶୀ ଘରେ ରହୁଥିବା ୮ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ଅଭିଯୋଗ ହେବା ପରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...