Daily Archives

November 20, 2018

ଏୟାରସେବା ୨.୦ ପୋର୍ଟାଲର ଶୁଭାରମ୍ଭ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବେସାମରିକ ବିମାନ…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବାଠାରୁ ଆରମ୍ଭ କରି କେଶର ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରେ ଭୃସଙ୍ଗ ପତ୍ର

ଭୃସଙ୍ଗ ଏମିତି ଏକ ପତ୍ର ଯାହା ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ଅନେକ ଫାଇଦା ମଧ୍ୟ ଦେଇଥାଏ । ଭୃସଙ୍ଗ ପତ୍ରରେ ୟ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଫଙ୍ଗଲ,ଭିଟାମିନ୍‌ ଏ,ଫାଇବର,କ୍ୟାଲ୍‌ସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆଜି ଆମେ ଜାଣିବା…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ରେ ଚାଟିଂ କରିବା ପରେ ଦେଖା ହେବା ପାଇଁ ଡ଼ାକି ଦୁଷ୍କର୍ମ କଲା ଯୁବକ,ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ : ପୂର୍ବରୁ ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌ ମାଧ୍ୟମରେ ଅନେକ ଅପରାଧ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହାର ସମାଧାନ ହୋଇ ପାରିନାହିଁ । ଲୋକମାନଙ୍କୁ ଏ ନେଇ ସଚେତନ କରାଯାଇ ସାରିଥିଲେ ମଧ୍ୟ ବାରମ୍ବାର ସେଭଳି ଭୁଲ ହେଉଥିବାର ଦେଖିବାକୁ ମିଳୁଛି । ଏବେ ପୁଣି ଦିଲ୍ଲୀରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଘୁଷୁରୀ ପାଇଁ ଭାବିସ୍ୱାମୀଙ୍କ ସହ ସବୁ ସଂପର୍କ ଭାଙ୍ଗିଦେଲେ ଏହି ଅଭିନେତ୍ରୀ,ଫେରାଇଦେଲେ ୬୮ଲକ୍ଷର ମୁଦି

ନୂଆଦିଲ୍ଲୀ : ଆମେରିକାର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ କଣ୍ଠଶିଳ୍ପୀ ଘରେ ଥିବା ପୋଷା ଘୁଷୁରୀ ପାଇଁ ନିଜ ବାହାଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି । ସାମାନ୍ୟ ଘୁଷୁୁରୀ ପାଇଁ ବାହାଘର ଭାଙ୍ଗିବା ଏବଂ ୬୮ଲକ୍ଷଟଙ୍କାର ମୁଦି ଫେରାଇଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୧୨ ଯାତ୍ରୀ ମୃତ, ହେଲପ୍‌ଲାଇନ ନମ୍ବର ଜାରି, ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କଟକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକର ଜଗତପୁରଠାରେ ପୋଲ ବାଡ଼ ଡେଇଁ ମହାନଦୀକୁ ଖସିପଡ଼ିଛି। ସୂଚନା ଅନୁସାରେ  ପୋଲ ଉପରେ ବସ ଯାଉଥିବା ବେଳେ ଏକ ମଇଁଷିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା।  ଅଗ୍ନିଶମ ବିଭାଗ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଉଡ଼ାଣ ରଦ୍ଦ ହେବାରୁ ରାଗରେ ସାଥୀରେ ନେଇ ଯାଉଥିବା ଲଗେଜ୍‌କୁ ବିମାନବନ୍ଦରରେ ଜାଳି ଦେଲେ ପାକିସ୍ତାନୀ…

ଇସ୍‌ଲାମବାଦ : ଅନେକ ସମୟରେ ପାଗ ଖରାପ ବା ବିମାନର ଯାନ୍ତ୍ରିକ ତ୍ରୁଟି ହେତୁ ଉଡ଼ାଣ ରଦ୍ଦ କରାଯାଇଥାଏ । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ତରଫରୁ ଏଭଳି ପଦକ୍ଷେପ ନିଆଯାଉଥିଲେ ମଧ୍ୟ ରଦ୍ଦ ହେବାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅନେକ ସମୟରେ ବିଶୃଙ୍ଖଳା ଦେଖାଯାଇଥାଏ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ମନେପଡେ ୧୯୯୮ କାର୍ତ୍ତିକ ପୂର୍ଣ୍ଣିମାର ପରଦିନର ଘଟଣା

କଟକ: ଜଗତପୁର ନିକଟରେ ମହାନଦୀ ପୋଲ ଉପରୁ ମଙ୍ଗଳବାର ସନ୍ଧ୍ୟାରେ ବସ ଖସିପଡ଼ିବା ଘଟଣା ୧୯୯୮ ନଭେମ୍ବର ୫ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଘଟଣାକୁ ମନେ ପକାଇ ଦେଇଛି। ୨୦ ବର୍ଷ ତଳେ ଘଟିଥିବା ବସ୍‌ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଦିନର ଘଟଣାକୁ ନେଇ ସମଗ୍ର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ଜୀବନରୁ ମାରିବାର ଧମକ ଦେଇ ଗିରଫ ହେବା ପରେ ସଲମାନଙ୍କୁ ନେଇ ଅନେକ ରାଜ୍‌ର ଖୁଲାସା କଲେ ଶେରା,ଜାଣନ୍ତୁ ସେ…

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଇଥିଲେ ଜଣେ ଯୁବକ । ଫୋନ ଯୋଗେ ଧମକ ଦେବା ପରେ ଏ ନେଇ ଅଭିଯୋଗ ହେବାରୁ ସୋମବାର ମୁମ୍ବାଇ ପୁଲିସ ଅଭିଯୁକ୍ତ ଶେରା ଓରଫ ଶାହାରୁଖ୍‌ ଗୁଲାବନବୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: କଟକର ମହାନଦୀ ପୋଲ ଉପରୁ ମଙ୍ଗଳବାର ସନ୍ଧ୍ୟାରେ ବସ୍‌ ଖସିପଡ଼ିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସମସ୍ତ ଆହତଙ୍କୁ ମାଗଣାରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହ ସୁସଂପର୍କ ରଖି ୬ଲକ୍ଷ ଟଙ୍କା ଧାର୍‌ ନେଇଥିଲେ ଯୁବକ, ମାଗିବା ପରେ ଟଙ୍କା ଦେବା ପରିବର୍ତ୍ତେ…

ଗୁରୁଗ୍ରାମ୍‌ : ଗୁରୁଗ୍ରାମରେ ଜଣେ ମହିଳାଙ୍କୁ ଅଜଣା ଯୁବକଙ୍କ ସହ ପ୍ରେମ ସଂପର୍କ ରଖିବା ଏବଂ ୬ ଲକ୍ଷ ଟଙ୍କା ଧାର୍‌ ଦେବା ଭାରୀ ପଡ଼ିଛି । ଟଙ୍କା ମାଗିବା ପରେ ତାଙ୍କୁ ଟଙ୍କା ମିଳିବା ପରିବର୍ତ୍ତେ ମିଳିଥିଲା ମାନସିକ ନିର୍ଯାତନା । ଅଭିଯୁକ୍ତ ଯୁବକ ଟଙ୍କା ନ ଦେଇ ମହିଳାଙ୍କ ଆପତ୍ତିଜନକ ଫଟୋ…
ଅଧିକ ଖବର ଦେଖନ୍ତୁ...