Daily Archives

November 20, 2018

ଏହି ଗମ୍ଭୀର ରୋଗରେ ପୀଡ଼ିତ ସୈଫ୍‌-ଅମୃତାଙ୍କ ତନୟା ସାରା!୯୬ କିଲୋ ଥିଲା ଓଜନ

ମୁମ୍ବାଇ : ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅଭିନେତ୍ରୀ ଅମୃତା ସିଂହଙ୍କ ତନୟା ସାରା ଅଲ୍ଲୀ ଖାନ୍‌ । ଫିଲ୍ମର ଟ୍ରେଲର ସହ କିଛି ଗୀତ ରିଲିଜ ହୋଇ ସାରିଥିବା ବେଳେ ସେଥିରେ ସାରାଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୧୨ ଯାତ୍ରୀ ମୃତ ଘୋଷଣା ହେବା ପରେ ଏସସିବିରେ ପ୍ରବଳ ଭିଡ, ହେଲପ୍‌ଲାଇନ ନମ୍ବର…

କଟକ: ମହାଦନୀ ପୋଲ ଉପରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିବା ଫଳରେ  ୧୨ ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଉଦ୍ଧାର କାର୍ଯ୍ୟ ପରେ  ଅାହତଙ୍କୁ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ଅଣାଯିବା ପରେ ସେଠାରେ  ପ୍ରବଳ ଭିଡ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ: ବୁଲା କୁକୁର ସହ ଗଣଦୁଷ୍କର୍ମ କଲେ ୪ଜଣ ଯୁବକ! ଗୁରୁତର ଭାବେ ଆହତ ହେଲା କୁକୁର

ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ବୁଲା କୁକୁର ସହ ଗଣଦୁଷ୍କର୍ମ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅମାନୁଷିକ ଘଟଣା ବିଷୟରେ ଜଣାପଡ଼ିବା ପରେ କେହି ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ସୂଚନା ମୁତାବକ, ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶ କୃଷକଙ୍କ କରଜ ଶୁଝିଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ : ମହାରାଷ୍ଟ୍ରର ୩୫୦ କୃଷକଙ୍କ କରଜ ଶୁୁଝିଲା ପରେ ଏବେ ଉତ୍ତରପ୍ରଦେଶ କୃଷକଙ୍କ କରଜ ଶୁଝିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ଉତ୍ତରପ୍ରଦେଶର ପାଖାପାଖି ୧୩୯୮କୃଷକଙ୍କ ପାଇଁ ୪ କୋଟି ଟଙ୍କା ଦେଇ ବିଗ୍‌ ବି ସେମାନଙ୍କ କରଜ ଶୁଝିଥିବା ଜଣାପଡ଼ିଛି । ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହିତ…
ଅଧିକ ଖବର ଦେଖନ୍ତୁ...

ନିଜ ଆଖି ଆଗରେ ମା’ ସହ ଗଣଦୁଷ୍କର୍ମ ହେଉଥିବା ଦେଖି ବିରୋଧ କଲା ନାବାଳକ ପୁଅ,କିନ୍ତୁ…

ମୁଜାଫର୍‌ପୁର : ବିହାରର ମୁଜାଫରପୁରରେ ଘଟିଛି ଏକ ଦୁଃଖଦାୟକ ଘଟଣା । ଆଖି ଆଗରେ କିଛି ଲୋକଙ୍କୁ ନିଜ ମା’ ସହିତ ଦୁଷ୍କର୍ମ କରୁଥିବା ଦେଖି ଏହାର ବିରୋଧ କରିବାକୁ ଭାବିଥିଲା ୧୭ବର୍ଷୀୟ ପୁଅ । ନିଜ ଜୀବନକୁ ଖାତିର ନ କରି ନାବାଳକ ପୁଅ ମା’କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ସତ, କିନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ପିତାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ତ୍ବାକା˚କ୍ଷା ପୂରା ହେବ। ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। ବୃଷ: ବ୍ୟବସାୟ ଓ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଚାପା ଉତ୍ତେଜନା

ବାଲିଗୁଡ଼ା: ନବଜାତ ଶିଶୁପୁତ୍ରର ମୁତ୍ୟୁକୁ ନେଇ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି। ଜନ୍ମ ହେବାର ୨୪ ଘଣ୍ଟା ପରେ କୌଣସି ଡାକ୍ତର ମା ଓ ଶିଶୁକୁ ଦେଖିନଥିବା ଅଭିଯୋଗ  ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚିକିତ୍ସା ଅବହେଳାରୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ୨ ଆତଙ୍କବାଦୀ ଥିବା ସନ୍ଦେହ; ଫଟୋ ପ୍ରକାଶ କଲା ପୁଲିସ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଦୁଇ ଜଣ ଆତଙ୍କବାଦୀ ଥିବା ସନ୍ଦେହ କରି ଦିଲ୍ଲୀ ପୁଲିସ୍‌ ମଙ୍ଗଳବାର ଦିଲ୍ଳୀବାସୀମାନଙ୍କୁ ସତର୍କ କରାଇଥିବା ସୂଚନା ରହିଛି। ଦୁଇ ଆତଙ୍କବାଦିଙ୍କର ଏକ ଫଟୋ ପ୍ରକାଶ କରି ଏମାନଙ୍କୁ ଧରିବାରେ ସାହାଯ୍ୟ କରିବା ପାଇଁ ପୁଲିସ୍‌ ଲୋକମାନଙ୍କୁ କହିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଦୀପବୀର ସେୟାର କଲେ ନିଜର ମେହେନ୍ଦୀ-ହଳଦୀ ଓ ବିବାହ ଫଟୋ

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ ଏବେ ପତି-ପତ୍ନୀ। ଇଟାଲିର ଲେକ୍‌ କୋମୋ ସହରରେ ସେମାନଙ୍କର କୋଙ୍କଣ ରୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା। ଏହି ଦୁଇ ସୁପଷ୍ଟାର ଗତ ୬ ବର୍ଷ ହେଲା ପରସ୍ପରଙ୍କୁ ଡେଟିଂ କରୁଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ନିଜ ସଂପର୍କକୁ ନେଇ ଖୁଲାସା…
ଅଧିକ ଖବର ଦେଖନ୍ତୁ...

ପ୍ୟାନ କାର୍ଡ ଆବେଦନ ନିୟମରେ ସଂଶୋଧନ, କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପିତାଙ୍କ ନାଁ ଲେଖିବା ବାଧ୍ୟତାମୂଳକ ହେବ…

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ପ୍ୟାନ କାର୍ଡରେ କେତେକ ପରିବର୍ତ୍ତନ ଅଣାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର ମାତା ଜଣେ ଏକକ ମାତା, ସେ କ୍ଷେତ୍ରରେ ପ୍ୟାନକାର୍ଡରେ ପିତାଙ୍କ ନାମ ଲେଖିବା ବାଧ୍ୟତାମୂଳକ ହେବ ନାହିଁ । ଆଜି ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...