Daily Archives

November 22, 2018

ଅଲିଭ୍ ରିଡଲେ କଇଁଛଙ୍କ  ଆସିଲା ପ୍ରଜନନ ଋତୁ, ମେ  ପର୍ଯ୍ୟନ୍ତ ମାଛଧରା ଉପରେ ରୋକ୍, ଜଳଦସ୍ୟୁ ଓ ମଛ ମାଫିଆଙ୍କ  ଉପରେ…

ଭଦ୍ରକ: ବିରଳ ଅଲିଭ୍ ରି‌ଡଲେ କଇଁଛଙ୍କ  ଏନ୍ତୁଡିଶାଳ ଭାବ‌େ  ବିଶ୍ବରେ ପ୍ରସିଦ୍ଧ  ଅର୍ଜନ  କରିଥିବା  ଧାମରା ଓ ଭିତରକନିକା ନକଟବର୍ତ୍ତୀ ସମୁଦ୍ର ଗର୍ଭର ଥିବା ଗହୀରମଥା ଅଞ୍ଚଳ ଏବେ କଟକଣା ଜୋନ୍ ଭାବେ ପରିଗଣିତ ହୋଇଛି। ସମୁଦ୍ରଗର୍ଭର ଏଇ ଅଞ୍ଚଳକୁ ଏବେ ନିଷିଦ୍ଧାଞ୍ଚଳ ଭାବେ ବିବେଚନାକ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠାରୁ ବହୁ ଆଶା ଥିଲା: ଫାରୁକ ଅବଦୁଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଗୁରୁବାର କହିଛନ୍ତି, ରାଜ୍ୟପାଳ ସତ୍ୟପାଳ ମଲିକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟପାଳଙ୍କ ଠାରୁ ବହୁ ଆଶା ରଖିଥିଲେ କିନ୍ତୁ ସେ କେନ୍ଦ୍ର ସରକାରଙ୍କ ଗୁଲାମୀ ସାଜିଲେ। ଫାରୁକ ଅବଦୁଲା ବିଜେପିକୁ ମଧ୍ୟ ଛାଡି…
ଅଧିକ ଖବର ଦେଖନ୍ତୁ...

ନିଜ ଲଭ୍‌ ସିକ୍ରେଟ୍‌ କେହି ନ ଜାଣି ପାରନ୍ତୁ ବୋଲି ଏହି ରିୟାଲିଟି ସୋ’କୁ ଆସିବାକୁ ମନା କଲେ ଶ୍ରଦ୍ଧା କପୁର

ମୁମ୍ବାଇ : ସବୁ କଳାକାରଙ୍କର ନିଜ ନିଜର ସିକ୍ରେଟ୍‌ ରହିଥାଏ । ଯାହା ଅତି ସହଜରେ ବାହାରକୁ ଆସି ପାରି ନ ଥାଏ । ବାହାରୁ ଭଲ ଦେଖାଯାଉଥିବା କଳାକାରମାନଙ୍କର ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ତାହା ଜାଣିବା କଷ୍ଟକର ହୋଇଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏ ନେଇ ଏକ ରିୟାଲିଟି ସୋ’କୁ…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଚୋର ମୁଣ୍ଡରେ ଭୁଷି ଦେଲା ଛୁରୀ, ଗୁରୁତର ଅବସ୍ଥାରେ ସାଇକେଲ ଚଳାଇ ଡାକ୍ତରଖାନାରେ ପହଞ୍ଚିଲେ ଯୁବକ,…

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଏଠାରେ ରହୁଥିବା ୨୪ବର୍ଷୀୟ ଶନ୍‌ େଓ୍ଵନ୍‌ଙ୍କ ସାଇକେଲ ଚୋରି କରିବା ପାଇଁ ଦୁଇ ଜଣ ଯୁବକ ତାଙ୍କ ଘରେ ପହଞ୍ଚିଥିଲେ । ଏ ବିଷୟରେ ଜାଣି ଶନ୍‌ ଦୁହିଁଙ୍କୁ ଏପରି କରିବାକୁ ବିରୋଧ କରିବା ପରେ ଦୁଇ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କାଙ୍କର ନୁହେଁ, ଏହି ଯୁବତୀଙ୍କ ଲୁକ୍‌କୁ ନିଜ ବିବାହ ଭୋଜିରେ କପି କରିଥିଲେ ଦୀପିକା ପାଦୁକୋନ୍‌, ଦେଖନ୍ତୁ ଫଟୋ

ମୁମ୍ବାଇ : ବଲିଉଡ୍‌ରେ ଏବେ ବାଜିରାଓ-ମସ୍ତାନିଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି । ଇଟାଲୀରେ ଦୁଇଟି ରୀତିରେ ବିବାହ ସାରି ଭାରତ ଫେରିଥିବା ବେଳେ ନଭେମ୍ବର ୨୧ରେ ବେଙ୍ଗାଲୁରୁଠାରେ ଦୁହେଁ ନିଜର ବିବାହ ଭୋଜି ଦେଇଥିଲେ । ବିବାହର ଫଟୋ ଭଳି ବିବାହ ଭୋଜିର ଫଟୋକୁ ମଧ୍ୟ ଦୁହିଁଙ୍କ ପ୍ରଶଂସକ…
ଅଧିକ ଖବର ଦେଖନ୍ତୁ...

ସୂଚନା ନ ଦେଇ ଟିକେଟ ରଦ୍ଦ କରିଥିବାରୁ ଯାତ୍ରୀଙ୍କୁ ୪୫ ହଜାର ଟଙ୍କା ଜରିମାନା ଦେବ ଆଇଆର୍‌ସିଟିସି

ନୂଆଦିଲ୍ଲୀ : ଦିଲ୍ଲୀର ଜିଲ୍ଲା ଉପଭୋକ୍ତା ନିବାରଣ ଫୋରମ ଆଇଆର୍‌ସିଟିସିକୁ ୪୫ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସୂଚନା ନ ଦେଇ ଯାତ୍ରୀଙ୍କ ୩ଟି ରିଜର୍ଭ ଟିକେଟକୁ ରଦ୍ଦ କରିଥିବାରୁ ଜିଲ୍ଲା ଉପଭୋକ୍ତା ନିବାରଣ ଫୋରମ  ଏଭଳି ନିଷ୍ପତ୍ତିି ନେଇଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଖୁଲାସା,୧୮ବର୍ଷ ପୂର୍ବେ କେବିସି ଚାଲୁଥିବା ସମୟରେ ହୋଇଥିଲେ ଏହି ଗମ୍ଭୀର ରୋଗର ଶିକାର

ମୁମ୍ବାଇ : ବୁଧବାର କୌନ ବନେଗା କରୋଡ଼ପତିରେ ହଟ୍‌ ସିଟ୍‌ରେ ବସିବାର ସୌଭାଗ୍ୟ ପାଇଥିଲେ କାଜଲ ପଟେଲ । ଖେଳ ଆରମ୍ଭ ହେବା ପରେ କାଜଲଙ୍କୁ ଏକ ଏମିତି ପ୍ରଶ୍ନ ଆସିଥିଲା, ଯାହା ବିଗ୍‌ ବିଙ୍କୁ ୧୮ବର୍ଷ ପଛକୁ ନେଇ ଯାଇଥିଲା । ଏହି ପ୍ରଶ୍ନକୁ ଦେଖି ବିଗ୍‌ ବି ୧୮ବର୍ଷ ପୂର୍ବେ ଯେଉଁ ରୋଗରେ…
ଅଧିକ ଖବର ଦେଖନ୍ତୁ...

ମେଲବର୍ଣ୍ଣ ଟି-୨୦ରେ ଦର୍ଶକ ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ!

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨ୟ ଟି-୨୦ ମ୍ୟାଚରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଦର୍ଶକ ହୋଇପାରନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୭୦ ହଜାର ଦର୍ଶକ କ୍ଷମତା ଥିବା ମେଲବର୍ଣ୍ଣ ଷ୍ଟାଡିୟମରେ ଭାରତୀୟ ରାଷ୍ଟ୍ରପତି ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ପେଟ ବିନ୍ଧା ସମସ୍ୟାରେ ପୀଡ଼ିତ ଥିବା ଯୁବକ ଟଏଲେଟ ଯାଇଥିବା ବେଳେ ମଳଦ୍ୱାରରୁ ବାହାରିଲା ସାଢ଼େ ପାଞ୍ଚ ଫୁଟ୍‌ ଲମ୍ବର ଜୀବ…

ନୂଆଦିଲ୍ଲୀ : ଆମେରିକାର କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତିଙ୍କର  କିଛି ଦିନ ପେଟବିନ୍ଧାର ସମସ୍ୟା ରହି ଆସୁଥିବା ବେଳେ ପରେ ଯେଉଁ କାରଣ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡ଼ାକ୍ତର ଏହାକୁ ସାମାନ୍ୟ କଥା ବୋଲି କହିଥିବା ବେଳେ ପରେ ଯୁବକଜଣଙ୍କ ନିଜ ପେଟବିନ୍ଧା ପଛର କାରଣ…
ଅଧିକ ଖବର ଦେଖନ୍ତୁ...

ଆଲୋକ ନାଥଙ୍କୁ କ୍ଷମା କରିବାକୁ ରାଜି ଥିବା ବିନ୍‌ତା ନନ୍ଦା କହିଲେ; ମୁଁ ପ୍ରତିଶୋଧ ଚାହେଁନି ମୁଁ ପରିବର୍ତ୍ତନ…

ମୁମ୍ବାଇ : ଖୋଲା ଚିଠି ଲେଖି ଅଭିନେତା ଆଲୋକ ନାଥଙ୍କ ଉପରେ ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନର ଆରୋପ ଲଗାଇଥିବା ଲେଖିକା ବିନ୍‌ତା ନନ୍ଦା ଏବେ ଆଲୋକ ନାଥଙ୍କୁ କ୍ଷମା କରିବାକୁ ରାଜି ହୋଇ ଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ଯଦି ଆଲୋକ ନାଥ ଟିକେ ବି ନିଜ କାମ ପାଇଁ ପଶ୍ଚାତାପ କରନ୍ତି,ତେବେ ମୁଁ…
ଅଧିକ ଖବର ଦେଖନ୍ତୁ...