Monthly Archives

December 2018

‘ରାମ୍‌-ଲୀଲା’ର ରିମେକ୍‌ରେ ନିଜେ ରାମ ହେଲେ ୟାଙ୍କୁ ଲୀଲା ଭାବେ ଦେଖିବାକୁ ଚାହାନ୍ତି ହର୍ଷବର୍ଦ୍ଧନ

ମୁମ୍ବାଇ : କିଛି ଦିନ ତଳେ ଟକ୍‌ ସୋ’ ‘କଫି ଉଇଥ୍‌ କରଣ’ରେ ପହଞ୍ଚି ଥିଲେ କପୁର ଭାଇ-ଭଉଣୀ । ପ୍ରଥମ ଥର ପାଇଁ ହର୍ଷବର୍ଦ୍ଦନ କପୁର, ରେହା କପୁର ଏବଂ ସୋନମ କପୁରଙ୍କୁ ସାଥୀରେ ଦେଖିବାକୁ ପାଇଥିଲେ ଦର୍ଶକେ । ଏହି ସୋ’ରେ ଯୋଗ ଦେଇ ୩ଜଣ ନିଜ ନିଜ ଜୀବନର ଅନେକ ରାଜ୍‌ ଖୋଲିଥିଲେ । ଏହି…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କ୍ଷେତ୍ରରେ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଲା ସମ୍ବାଦ-ଆମ ଓଡିଶା : ଏକ ବର୍ଷରେ ସଂଗ୍ରହ ହୋଇଛି ୬୮ ହଜାର…

ଭୁବନେଶ୍ୱର : ବିଦାୟୀ ବର୍ଷ ୨୦୧୮ ସମ୍ବାଦ-ଆମ ଓଡ଼ିଶାକୁ ଏକ ଚମତ୍କାର ଭେଟି ଦେଇଛି । ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ସମ୍ବାଦ-ଆମ ଓଡ଼ିଶା ଗତ ୧୨ ବର୍ଷର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଏକ ରେକର୍ଡ ପ୍ରତିଷ୍ଠା କରିଛି। ଏ ବର୍ଷ ସମ୍ବାଦ-ଆମ ଓଡ଼ିଶା ମୋଟ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍ ରକ୍ତ…
ଅଧିକ ଖବର ଦେଖନ୍ତୁ...

ଚୋରି ଯୋଜନା ହେଲା ପଣ୍ଡ, ଚୋରଙ୍କୁ ଧରି ନିସ୍ତୁକ ମାଡ଼ ମାରିଲେ ଘର ମାଲିକ

ନୂଆଦିଲ୍ଲୀ : ଦିଲ୍ଲୀର ବିଜୟ ବିହାରରେ ଚୋରମାନେ ଚୋରି କରିବାକୁ ଆସି ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଘର ବାହାରେ ତାଲା ଝୁଲୁଥିବା ଦେଖି ଚୋରମାନେ ଚୋରି କରିବା କଥା ଚିନ୍ତା କରିଥିଲେ । ଯେତେବେଳେ ସେମାନେ ତାଲା ଭାଙ୍ଗିବାର ଉଦ୍ୟମ କଲେ,ସେତେବେଳେ ଘରର ମାଲିକ ମହମ୍ମଦ ସଦ୍‌ରୁଲ ଅନସାରୀ…
ଅଧିକ ଖବର ଦେଖନ୍ତୁ...

ସାରାଙ୍କ ସଂପର୍କରେ ଏହି ରାଜ୍‌ ଖୋଲିଲେ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ, ଅନେକ ଅନୁରୋଧ ପରେ ମିଳିଲା ଚଳଚ୍ଚିତ୍ର

ମୁମ୍ବାଇ : ଫିଲ୍ମ ‘ସିମ୍ବା’ ଏବେ ରିଲିଜ୍‌ ହୋଇ ସାରିଥିବା ବେଳେ ପୂରା ଦେଶରେ ଏହା ଏବେ ଧମାଲ କରିବା ଆରମ୍ଭ କରିଛି । ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନେତା ରଣବୀର ସିଂହଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିଛି । ଫିଲ୍ମ ପୂର୍ବରୁ ପୂରା ଷ୍ଟାର୍‌କାଷ୍ଟ ଫିଲ୍ମକୁ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଆଖିରୁ ପାଣି ବଦଳରେ ବାହାରୁଛି ରକ୍ତ ! କାରଣ ଖୋଜିବାରେ ଲାଗିଛନ୍ତି ଡ଼ାକ୍ତର

ନୂଆଦିଲ୍ଲୀ : ସାଉଥ୍‌ ଆଣ୍ଡାମାନ୍‌ ଆଇଲ୍ୟାଣ୍ଡରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ଯୁବକଙ୍କ ଆଖିରୁ ପାଣି ବଦଳରେ ରକ୍ତ ବାହାରୁଥିବା ଖବର ସ୍ଥାନୀୟ ଲୋକଙ୍କ ସମେତ ଡ଼ାକ୍ତରଙ୍କୁ ମଧ୍ୟରେ ଚିନ୍ତାରେ ପକାଇଛି ।  ଦିନରେ ଦୁଇଥର ଏପରି ହେବା ପରେ ଯୁବକ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆରେ ନୂଆବର୍ଷ ଉତ୍ସବ ଫିକା ପଡ଼ିଲା

ସିଡନି : ନୂଆ ବର୍ଷକୁ ସ୍ୱାଗତ କରିବାକୁ ବିଶ୍ୱବାସୀ ପ୍ରସ୍ତୁତ ହୋଇଗଲେଣି । ପ୍ରଥମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ନୂଆ ବର୍ଷ ପ୍ରବେଶ କରିଛି । ଏଥିପାଉଁ ଏହି ଦୁଇ ଦେଶରେ ଉତ୍ସବ ଆରମ୍ଭ ହୋଇଗଲାଣି । କିନ୍ତୁ ପ୍ରବଳ ବର୍ଷା ଅଷ୍ଟ୍ରେଲିଆରେ ନୂଆବର୍ଷ ମଉଜକୁ ପାଣିଚିଆ କରିଦେଇଛି । ବିଶେଷକରି…
ଅଧିକ ଖବର ଦେଖନ୍ତୁ...

#ମି ଠୁ ଅଭିଯାନକୁ ନେଇ ବିବାଦୀୟ ମତ ରଖି ଫସିଲେ ରାଣୀ ମୁଖାର୍ଜୀ, ଟୁଇଟରରେ ହେଲେ ଟ୍ରୋଲ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ #ମି ଠୁ ଅଭିଯାନକୁ ନେଇ ଦେଇଥିବା ବୟାନ ପାଇଁ ବିବାଦରେ ଫସିଥିବା ଜଣାପଡ଼ିଛି । ସେ ଦେଇଥିବା ବୟାନ ପାଇଁ ସମାଲୋଚକମାନେ ତାଙ୍କୁ ଟ୍ରୋଲ କରିଛନ୍ତା ଟୁଇଟରରେ ରାଣୀ #ମି ଠୁ ଅଭିଯାନକୁ ନେଇ ଦେଇଥିବା ମନ୍ତବ୍ୟର ଭିଡିଓଟି ଭାଇରାଲ ହେଇଥିବା…
ଅଧିକ ଖବର ଦେଖନ୍ତୁ...

୭ବର୍ଷ ତଳେ ଆଇଫୋନ୍‌-୪ ପାଇଁ ନିଜର କିଡ୍‍ନି ବିକି ଦେଇଥିବା ଯୁବକ ଏବେ ଶଯ୍ୟାଶାୟୀ, ଚିକିତ୍ସା ପାଇଁ ସବୁ ସମ୍ପତ୍ତି…

ନୂଆଦିଲ୍ଲୀ : ଆଇଫୋନ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ କେତେ କ୍ରେଜ୍‌ ରହିଛି ତାହା ଅନେକ ସମୟରେ ଦେଖିବାକୁ ମିଳିଥାଏ । ପ୍ରତି ବର୍ଷ ଏହା ନୂଆ ନୂଆ ଫିଚର ଥିବା ଫୋନ କମ୍ପାନୀ ତରଫରୁ ମାର୍କେଟକୁ ଅଣା ଯାଉଥିବା ବେଳେ ଏହାକୁ କିଣିବା ପାଇଁ ଲୋକମାନେ ଢ଼େର୍‌ ଆଗ୍ରହ ଦେଖାଇ ଥାନ୍ତି । କିଛି ଲୋକ ନିଜକୁ…
ଅଧିକ ଖବର ଦେଖନ୍ତୁ...

ସାରା ଦେଶରେ ଧୁମ୍‌ ମଚାଉଥିବା ଚଳଚ୍ଚିତ୍ର ‘ସିମ୍ବା’ ବିହାରରେ ପଡ଼ିଗଲା ଫିକା, ସାମ୍ନାକୁ ଆସିଲା କାରଣ

ମୁମ୍ବାଇ : ଅଭିନେତା ରଣବୀର ସିଂହ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ସିମ୍ବା’କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମଟି ରିଲିଜ୍‌ ହେବା ପରେ ‘ଜିରୋ’ ଏବଂ ‘କେ.ଜି.ଏଫ୍‌’କୁ ପଛରେ ପକାଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳୁଥିବା ଦେଖାଯାଇଛି । କିନ୍ତୁ ଏବେ ବି…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଭୁବନେଶ୍ବର : ଆସନ୍ତାକାଲି ନୂଆବର୍ଷ ୨୦୧୯ର ପ୍ରଥମ ଦିନ । ଜଗନ୍ନାଥଙ୍କୁ ଦର୍ଶନ କରି ୨୦୧୯ ନୂଆବର୍ଷ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ରାଜନୈତିକ ଦିଗରୁ ୨୦୧୯ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ।…
ଅଧିକ ଖବର ଦେଖନ୍ତୁ...