Daily Archives

December 1, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୪ର୍ଥ ଦିନରେ ୮ ଗୋଲ୍‌, ଆସନ୍ତାକାଲି ଭାରତ-ବେଲଜିୟମ ମ୍ୟାଚ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୪ର୍ଥ ଦିନରେ ମୋଟ୍‌ ୮ ଗୋଲ ହୋଇଛି। ‘ପୁଲ-ଡି’ର ପ୍ରଥମ ମ୍ୟାଚରେ ମାଲେସିଆ ବିପକ୍ଷରେ ନେଦରଲାଣ୍ଡ ଏକତରଫା ଖେଳି ୭-୦ ଗୋଲରେ ବିଜୟୀ ହୋଇଛି। ସେହିପରି ଅନ୍ୟ ଏକ ମ୍ୟାଚରେ ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି। ଆସନ୍ତାକାଲି…
ଅଧିକ ଖବର ଦେଖନ୍ତୁ...

ମା’ ଓ ଭଉଣୀର ମୁଣ୍ଡବିନ୍ଧାର  ଚିକିତ୍ସାରେ ବିଫଳ ହୋଇ ବିଷ  ଇଂଜେକସନ୍‌ ଦେଲା ଡାକ୍ତର ପୁଅ

ବେଙ୍ଗାଲୁରୁ:  ଜଣେ ଡାକ୍ତର ଯେ ଏଭଳି କରିପାରେ ତାହା ବିଶ୍ୱାସ କରି ହେବ ନାହିଁ। ନିଜ ମା’ ଓ ଭଉଣୀଙ୍କ ରୋଗ ଭଲ କରି ନ ପାରି  ମାନସିକ ଭାରସାମ୍ୟ ହରାଇ ସେମାନଙ୍କୁ ବିଷ ଇଂଜେକସନ୍‌ ଦେଇଛନ୍ତି  ଡାକ୍ତର।  ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହାପରେ ସମାନ ଉପାୟରେ ନିଜେ ଆତ୍ମହତ୍ୟା କରିବାକୁ…
ଅଧିକ ଖବର ଦେଖନ୍ତୁ...

ମହିଳାମାନଙ୍କ ମାସିକଧର୍ମକୁ ନେଇ ରହିଥିବା ସମସ୍ୟାକୁ ଦୂର କରିବ ଏହି ଯୋଗ

ଅନେକ ମହିଳା ନିଜର ଜୀବନକାଳ ଭିତରେ କେବେ ନା କେବେ ମାସିକଧର୍ମ ସଂପର୍କିତ ସମସ୍ୟାର ସମ୍ମୁଖୀନ ନିଶ୍ଚୟ ହୋଇଥାନ୍ତି। ବିଳମ୍ବରେ ଋତୁସ୍ରାବ ହେବା ଆଜିକାଲି ଅଧିକାଂଶ ମହିଳାଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହାକୁ ଯୋଗ ମାଧ୍ୟମରେ ସମାଧାନ କରାଯାଇ ପାରେ। ନିଜକୁ ଶାରୀରିକ ଭାବେ ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ଜୁଲିଏଟ୍‌ ଭୂମିକାରେ ଅବତୀର୍ଣ୍ଣ ହେଲେ ଝିଅ ସୁହାନା; ଖୁସିରେ ଫଟୋ ସେୟାର୍‌ କରି ପକାଇଲେ କିଙ୍ଗ୍‌ଖାନ ଶାହାରୁଖ

ମୁମ୍ବାଇ: ଅନେକ ସମୟରେ କିଙ୍ଗ୍‌ଖାନ ଶାହାରୁଖ ଓ ଝିଅ ସୁହାନାଙ୍କ ଫଟୋ ପୂର୍ବରୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ସାରିଛି। ଜନ୍ମଦିନ ଉତ୍ସବ, ପୂଜାପର୍ବଣ କିମ୍ବା ସୁଟିଂ ସେଟ୍‌ରେ ହେଉ, ପୁଅ ଆର‍୍ୟାନ ଖାନଙ୍କ ଅପେକ୍ଷା ଝିଅ ସୁହାନାଙ୍କ ସହ ବିଶେଷ ନଜର ଆସିଥାନ୍ତି ସୁପର୍‌ଷ୍ଟାର୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ମିଶାଇ ଖାଇବେ ନାହିଁ; ଖାଇଲେ ଅସୁବିଧାରେ ପଡ଼ିବେ

ଆମ ଶରୀରକୁ ଯଦି କିଛି ସବୁଠାରୁ ବେଶି ପ୍ରଭାବିତ କରେ ତାହା ହେଉଛି ଖାଦ୍ୟ। ଖାଦ୍ୟ ଉପରେ ହିଁ ମଣିଷର ସ୍ୱାସ୍ଥ୍ୟ ନିର୍ଭର କରିଥାଏ। ତେବେ ଏହି ଖାଦ୍ୟ ଆମେ ଯଦି ଭୁଲ୍‌ ସମୟରେ ଖାଆନ୍ତି ତାହାର ଶରୀରରେ ବିଷର ପ୍ରଭାବ ଦେଖାଏ। ପ୍ରତ୍ୟେକ ଖାଦ୍ୟ ଭିତରେ ଭିନ୍ନ ଉପାଦାନ ରହିଥାଏ। ସବୁ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ପରଦାରେ ନିଆରା ଢଙ୍ଗର ସିଗାରେଟ୍‌ ଟାଣିବା ଶୈଳୀ ଏହି  ଅଭିନେତାଙ୍କଠାରୁ ଶିଖିଛନ୍ତି ରଜନୀକାନ୍ତ

ମୁମ୍ବାଇ: ତାମିଲ୍‌ନାଡୁରେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ନାଁ ପଡ଼ିଲେ ଲୋକଙ୍କ ଖିଆଲରେ ଆସେ ତାଙ୍କର ଭିନ୍ନ ଭିନ୍ନ ଅନ୍ଦାଜ। ଭିନ୍ନ ଢଙ୍ଗରେ ହାତ ଦେଖାଇବା ହେଉ କିମ୍ବା ସିଗାରେଟ ଟାଣି ଧୂଆଁ କାଢ଼ିବାର ଶୈଳୀ ହେଉ, ସେ ଯେ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିବା ଅଭିନେତା ତାହା କାହାକୁ ବା…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ନିଅାଁରେ ପୋଡି କିନ୍ନରଙ୍କ ମୃତ୍ୟୁ, ହସ୍ପିଟାଲର ଅବହେଳା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ରଖିଲେ ମୃତଦେହ

ଲକ୍ଷ୍ମୀପୁର: ବୁର୍ଜା ଗାଁରେ ଏକାକୀ ୭୦ ବର୍ଷ ଧରି ଜୀବନ ସହ ସଂଘର୍ଷ କରି ବଞ୍ଚି ରହିଆସୁଥିବା ସନ୍ୟାସୀ କନ୍ଦପାନ ନାମକ ଜଣେ କିନ୍ନର ରୋଷେଇ କରୁଥିବା ସମୟରେ ନିଆଁରେ ପୋଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛନ୍ତି। ନିଅାଁରେ ପୋଡ଼ିଯିବା ପରେ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ବୁର୍ଜା ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଘର ପୋଡି ଯାଇଥିବା ମହିଳାଙ୍କୁ ପୁଲିସର ସହାୟତା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରେଲିସାହିର ଧବେନ୍‌ ପିଲେଣ୍ଟିଙ୍କ ଘରେ ଦୀପରୁ ନିଆଁ ଲାଗି ଘରର ସମସ୍ତ ଜିନିଷ-ପତ୍ର ପୋଡି ଯାଇଥିବା ବେଳେ ଲକ୍ଷ୍ମୀପୁର ପୁଲିସ ତରଫରୁ ସାହାଯ୍ୟ ପ୍ରଦାନ କରାଯାଇଛିା ଆଇଆଇସି ଦେବ କୁମାର ଗମାଙ୍ଗ, ଏସଆଇ ହେମନ୍ତ କୁମାର ମାଝୀ, ଏଏସଆଇ ଛବିନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୫ଟି ଯାକ ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନ ହାରିବ: ସୁଷମା ସ୍ୱରାଜ

ଜୟପୁର: ରାଜସ୍ଥାନରେ ନିର୍ବାଚନ ପ୍ରଚାରରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହିନ୍ଦୁତ୍ୱ ନେଇ ପ୍ରଶ୍ନ ଉଠାଇଥିବାବେଳେ ଏହାର ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ରାଜସ୍ଥାନର ଜୟପୁରରେ ଏକ ନିର୍ବାଚନୀ ସଭାରେ ସୁଷମା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଲାଗି ଡ୍ରୋନ୍‌ ସେବା: ଆରମ୍ଭ ହେଲା ପଞ୍ଜିକରଣ; ଜାଣନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ: ଏଣିକି ହସ୍ପିଟାଲ୍‌ରୁ ହସ୍ପିଟାଲ୍‌କୁ ମାନବ ଅଙ୍ଗଗୁଡ଼ିକ ଡ୍ରୋନ୍‌ରେ ବୁହା ହେବ ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଏହି ଡ୍ରୋନ୍‌ଗୁଡ଼ିକର ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ତେବେ, ଏହି ଡ୍ରୋନ୍‌ ଉଡ଼ାଣ ନେଇ କେତେକ କଟକଣା ମଧ୍ୟ ରହଛି। ଯେପରିକି ଡ୍ରୋନ୍‌ଟି ୫୦ ଫୁଟରୁ…
ଅଧିକ ଖବର ଦେଖନ୍ତୁ...