Daily Archives

December 1, 2018

ଜମ୍ମୁ କଶ୍ମୀର: ଅଖନୁରରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ

ଜମ୍ମୁ: ଜମ୍ମୁ କଶ୍ମୀରରେ ଶନିବାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଦୁର୍ଘଟଣାବଶତଃ ହୋଇଥିବା ବିସ୍ଫୋରଣରେ ଭାରତୀୟ ସେନାର ୨ ଜଣ ଯବାନ ସହିଦ ହୋଇଛନ୍ତି। ଅଖନୁରରେ ଘଟିଥିବା ଏହି ବିସ୍ଫୋରଣ ଘଟଣାରେ ଅନ୍ୟ ୨ ଜଣ ଯବାନ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସେନାର ଜଣେ…
ଅଧିକ ଖବର ଦେଖନ୍ତୁ...

ରେଳବାଇକୁ ମାଙ୍କଡ଼ ଡର: ମଙ୍କି ହିଲ୍‌ ଷ୍ଟେସନ୍‌ରେ ଲାଗିଲା ଆଲୁମିନିୟମ୍‌ ଟ୍ରାପ୍‌ 

ମୁମ୍ବାଇ: ମୁମ୍ବାଇର ଖଣ୍ଡାଲାସ୍ଥିତ ମଙ୍କି ହିଲ୍‌ ରେଲ୍‌େଓ୍ଵ ଷ୍ଟେସନ୍‌ରେ ମାଙ୍କଡ଼ମାନଙ୍କ ହେତୁ ଗତ ଏକ ମାସ ମଧ୍ୟରେ ୩ ଥର ରେଳ ସେବା ବାଧାପ୍ରାସ୍ତ ହୋଇଥିବା ନେଇ କେନ୍ଦ୍ରୀୟ ରେଳବାଇ ଏହି ସମସ୍ୟାର ସମାଧାନ ଖୋଜିବାକୁ ବାଧ୍ୟ ହୋଇପଡ଼ିଛି। ଲଗାତର ଭାବେ ରେଳ ବାଧାରୁ ମୁକ୍ତି ପାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ସେଲ୍‌ଟର ହୋମ୍‌ରେ ଚଢ଼ଉ

ପୁରୀ/ଢେଙ୍କାନାଳ/ଭୁବନେଶ୍ୱର: ଢେଙ୍କାନାଳରେ ସେଲ୍‌ଟର ହୋମ୍‌ରେ ଚଢ଼ଉ ହେବା ପରେ ଶନିବାର ପୁରୀରେ ମଧ୍ୟ ସେଲ୍‌ଟର ହୋମ୍‌ରେ ଚଢ଼ଉ ହୋଇଛି। ସୂଚନା ଅନୁସାରେ ପେଣ୍ଠକଟାସ୍ଥିତ ଗୁଡ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ବେଆଇନ୍‌ ଭାବରେ ପରିଚାଳିତ ସେଲଟର ହୋମ୍‌ରେ ଡିସିପିଓ ଓ ସିଡବ୍ଲୁସି ଚଢ଼ଉ କରିଛନ୍ତି। …
ଅଧିକ ଖବର ଦେଖନ୍ତୁ...

ଗୁଣି ପ୍ରଭାବରୁ ମୁକ୍ତ କରିବା ଆଳରେ ୨ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭଣ୍ଡ ତାନ୍ତ୍ରିକ; ସ୍ତ୍ରୀ ପ୍ରସ୍ତୁତ କରୁଥିଲା…

ମୁମ୍ବାଇ: ଆଜିର ସମୟରେ ବି ଲୋକେ ଗୁଣିଗାରେଡିରେ ବିଶ୍ୱାସ କରିବା ଆଶ୍ଚର୍ଯ୍ୟର ବିଷୟ। ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଜଣେ ମହିଳା ବର୍ଷ ବର୍ଷ ଧରି ଜଣେ ତାନ୍ତ୍ରିକ ବୋଲାଉ ଥିବା ଭଣ୍ଡର ଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ,ଭଣ୍ଡ ତାନ୍ତ୍ରିକ ମହିଳାଙ୍କଠାରୁ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବରରେ ଜିଏସଟି ଆଦାୟ ୯୭,୬୩୭ କୋଟିକୁ କମିଲା

ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ଆଦାୟ ସାମାନ୍ୟ ହ୍ରାସ ପାଇ ୯୭,୬୩୭ କୋଟି ଟଙ୍କାରେ ପହଞ୍ଚିଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୧୬,୮୧୨ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୩,୦୭୦ କୋଟି ଟଙ୍କା, ଆଇଜିଏସଟି ୪୯,୭୨୬ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଗତ ଅକ୍ଟୋବରମାସରେ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମକୁ ଆସୁଥିବା ବିଦେଶୀ ବି କରୁଥିଲେ ଯୌନ ଶୋଷଣ

ଢ଼େଙ୍କାନାଳ: ଢେଙ୍କାନାଳର ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଅାଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ପରେ ସରକାର ଏହା ଉପରେ ଲଗାମ ଲଗାଇଛନ୍ତି । ଏଥିସହ ସରକାର ରାଜ୍ୟର ସମସ୍ତ ବେଆଇନ୍‌ ସେଲଟର ହୋମକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିଜୟ ଓ ଦିଲ୍ଲୀପ୍‌ଙ୍କୁ ଏସଏମଏସ୍ ପଠାଇ ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଲେ ଦାମ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ମୌକା ଖୋଜୁଛନ୍ତି।  ବିଜେପିକୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଅଲବିଦା କରିବା ପରେ ଦାମ ସେମାନଙ୍କୁ ସାଥି ବନେଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପରିବର୍ତ୍ତନ ପାଇଁ ଦୁଇଜଣଙ୍କୁ ବିଜୁ ସମତା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଜର୍ମାନୀଠାରୁ ୧-୦ ଗୋଲରେ ହାରିଲା ପାକିସ୍ତାନ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୮ମ ମ୍ୟାଚ୍‌ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ…
ଅଧିକ ଖବର ଦେଖନ୍ତୁ...

‘ଗଜ’ ରିଲିଫ୍‌: ତାମିଲନାଡୁକୁ ୩୫୩ କୋଟି ଟଙ୍କାର ସହାୟତା ମଞ୍ଜୁର କଲା କେନ୍ଦ୍ର

ନୂଆଦିଲ୍ଲୀ: ଗତ ମାସ ବାତ୍ୟା ‘ଗଜ’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାମିଲ୍‌ନାଡୁକୁ ୩୫୩.୭୦ କୋଟି ସହାୟତା ରାଶି ପ୍ରଦାନ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ ତାମିଲନାଡୁ  ଷ୍ଟେଟ୍‌…
ଅଧିକ ଖବର ଦେଖନ୍ତୁ...

ସହାୟତା ରାଶି ନମିଳିବା ହେତୁ ଅଦାଲତ ଟ୍ରେନ୍‌ ଇଞ୍ଜିନ୍‌କୁ ଜବତ କରିବା ପାଇଁ ଦେଲେ ଆଦେଶ

ତାମିଲନାଡୁ: ରେଲେଓ୍ଵର ଏକ ପରିଯୋଜନା ପାଇଁ ୨୦ବର୍ଷ ପୂର୍ବରୁ ଏକ ଜମି ଅଧିଗ୍ରହଣ ହୋଇଥିଲା। ତେବେ ଏହି ଅଧିଗ୍ରହଣ ପାଇଁ ଏଯାଏଁ ଲୋକମାନଙ୍କୁ ସହାୟତା ରାଶି ଦେବାରେ ବିଫଳ ହେବା ହେତୁ ସ୍ଥାନୀୟ ଅଦାଲତ ଟ୍ରେନ୍‌ର ଇଞ୍ଜିନ୍‌ ଓ କଲେକ୍‌ଟ୍ରେଟ୍‌ର ଦୁଇଟି ଯାନ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...