Daily Archives

December 2, 2018

୫ରୁ ବଜାରକୁ ଆସିବ ରିୟଲ ମି ୟୁ-୧ ସ୍ମାର୍ଟଫୋନ୍‌

ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ରିୟଲ ମି ପକ୍ଷରୁ ୟୁ-୧ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରାଯାଇଛି। ଏଥିରେ ଏଆଇ ମାଷ୍ଟର ମେଡିଆଟେକ୍‌ ହେଲିଓ ପି-୭୦ ପ୍ରୋସେସର୍‌ ରହିଛି। ଏହା ୩ ଜିବି ରାମ୍‌ ଏବଂ ୩୨ ଜିବି ରମ୍‌ ଏବଂ ୪ ଜିବି ରାମ୍‌ ଏବଂ ୬୪ ଜିବି ରମ୍‌ ଆଦି ଦୁଇଟି ଭ୍ୟାରିଆଣ୍ଟରେ ଉପଲବ୍ଧ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୫ମ ଦିନରେ ୬ ଗୋଲ, ପଏଣ୍ଟ ଭାଗ କଲେ ୪ ଟିମ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ରବିବାର ୨ଟି ମ୍ୟାଚରେ ୬ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ କାନାଡା-ଦକ୍ଷିଣ ଆଫ୍ରିକା ୧-୧ ଗୋଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ଓ ବେଲଜିୟମ୍‌ ଟିମ୍‌ ବିରୋଧରେ ୨-୨ ଗୋଲ ଦେଇଛନ୍ତି। ହକି ବିଶ୍ୱକପ୍‌ର ୬ଷ୍ଠ ଦିନରେ ‘ପୁଲ-ଏ’ର ପ୍ରଥମ ମ୍ୟାଚ ସ୍ପେନ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଫୋନ ଯୋଗୁଁ ବଢିଚାଲିଛି ରାତିରେ ଅନିଦ୍ରା ରହୁଥିବା ଲୋକଙ୍କ ସଂଖ୍ୟା

ଭୁବନେଶ୍ୱର: ଭାରତର ଅଗ୍ରଣୀ ମ୍ୟାଟ୍ରେସ୍‌ ବ୍ରାଣ୍ଡ୍‌, ସେଞ୍ଚୁରି ମ୍ୟାଟ୍ରେସେସ୍‌ ପକ୍ଷରୁ ଲୋକମାନଙ୍କ ଶୋଇବା ଶୈଳୀ ଉପରେ ଏକ ସର୍ଭେ କରାଯାଇଥିଲା । ଶୋଇବା ଶୈଳୀ, ନିଦ୍ରାରେ ବ୍ୟାଘାତ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜାଣିବା ପାଇଁ ବିଭିନ୍ନ ସହରରେ ଏହି ସର୍ଭେ କରାଯାଇଥିଲା। ଏହି ୧୦ ଟି…
ଅଧିକ ଖବର ଦେଖନ୍ତୁ...

ନିଜର ‘ଲିଲେସନ୍‌ସିପ୍‌ ଷ୍ଟାଟସ୍‌’ ଓ  ‘ସେକ୍ସୁଆଲିଟି’କୁ ନେଇ ବଡ଼ ଖୁଲାସା କଲେ କରଣ ଜୋହର

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ବିବାହକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ସେ କାହିଁକି ବିବାହ କରୁନାହାନ୍ତି ବୋଲି ବିଭିନ୍ନ ଆଡୁ ପ୍ରଶ୍ନ ହୋଇଛି। ନିଜେ କରଣ ଜୋହର ଅନେକ ସମୟରେ ତାଙ୍କ ପୁୁରୁଷତ୍ୱ ସଂପର୍କରେ ଭିନ୍ନ ସଂକେତ ମଧ୍ୟ ଦେଇଛନ୍ତି। ଧୀରେ ଧୀରେ ସମାଜ କାହାର…
ଅଧିକ ଖବର ଦେଖନ୍ତୁ...

ସମସ୍ତ ବ୍ୟବହାରକାରୀଙ୍କୁ ପେମେଣ୍ଟ ସେବା ଦେବାକୁ ଚାହୁଁଛି ହ୍ଵାଟସ୍‌ଆପ୍‌

ନୂଆଦିଲ୍ଲୀ: ଭାରତରେ ଥିବା ୨୦କୋଟି ହ୍ଵାଟସ୍‌ଆପ ବ୍ୟବହାରକାରୀଙ୍କୁ ପେମେଣ୍ଟ ସର୍ଭିସ୍‌ ଦେବାକୁ ଚାହୁଁଛୁ ହ୍ଵାଟସ୍‌ଆପ୍‌। ଏଥିପାଇଁ ହ୍ଵାଟସ୍‌ଆପ୍‌ ଚିଫ୍‌ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍‌ବିଆଇ)ଙ୍କୁ ଅନୁମତି ମାଗିଛନ୍ତି। ହ୍ଵାଟସ୍‌ଆପ୍‌ରେ ମିଥ୍ୟା ଖବର ପ୍ରଚାର ନେଇ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରି ଜିଏନ୍‌ଆଇ ହାଉସ୍‌ ଉପରେ ଚଢ଼ାଉ : ୧୪୧ ନାବାଳକ, ନାବାଳିକା ଉଦ୍ଧାର

ଘୁ.ଉଦୟଗିରି : ସ୍ଥାନୀୟ ଏନଏସି ଅନ୍ତର୍ଗତ ୧୩ନଂ ୱାର୍ଡର ବୁଲୁସୁଗାଠାରେ ଥିବା ଜିଏନ୍‌ଆଇ (ଗୁଡ୍‌ ନିଉଜ୍‌ ଇଣ୍ଡିଆ) ଡ୍ରିମ ହାଉସ ଉପରେ ଆଜି କନ୍ଧମାଳ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଅଶୋକ ବେହେରାଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ୧୪୨ ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର ୩ ମାସ ପରେ ପାକିସ୍ତାନରୁ ଘରକୁ ଫେରିଲା ଭାରତୀୟ ଧୀବରଙ୍କ ମୃତଦେହ

ଉନା: ଗୁଜୁରାଟର ଉନାସ୍ଥିତ ଏକ ପରିବାର ଲୋକଙ୍କ ସହ ଯେଉଁଭଳି ଭାବେ ଦୁଃଖଦ ଘଟଣା ଘଟିଯାଇଛି ତାହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାକିସ୍ତାନର କରାଚିଠାରେ ଥିବା ଜେଲ୍‌ରେ ଭାରତୀୟ ଧୀବର ନାନୁଭାଇ କାନଭାଇ ସୋଲାଙ୍କିଙ୍କର ଗତ ସେପ୍ଟେମ୍ବରରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଘଟିବାର…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇବା ସ୍କୁଲ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

ଲକ୍ଷ୍ମୌ: ମଧ୍ୟପ୍ରଦେଶର ସିହୋର ସହରରେ ଜଣେ ସ୍କୁଲ ଶିକ୍ଷକ ଫୋନ୍‌ରେ ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଏଏସ୍‌ପି ସମୀର ଯାଦବ କହିଛନ୍ତି କି, ସ୍କୁଲ ଶିକ୍ଷକଙ୍କ ଏଭଳି ସ୍ୱଭାବ ଜାଣିବା ପରେ ପିଲାଙ୍କ ଅଭିଭାବକ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ: ଚୋରା ମଦ ବିକ୍ରି ଅଭିଯୋଗରେ ଦୋକାନରେ ନିଅାଁ ଲଗାଇଲେ ମହିଳା

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ମହିଳାମାନେ ଏକ ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବାରୁ ନିଅାଁ ଲଗାଇ ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଟାଉନଥାନା ଅନ୍ତର୍ଗତ ଜଗନ୍ନାଥ ବଜାର ନିକଟରେ ଥିବା ଏକ ଦୋକାନକୁ ଉତ୍ତେଜିତ ମହିଳାମାନେ ରବିବାର ନିଅାଁ ଲଗାଇ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ମହିଳାଙ୍କ ମୃତଦେହ ଠାବ, ଆସନ୍ତାକାଲି ହେବ ଉଦ୍ଧାର

ଝାରସୁଗୁଡ଼ା: କୋଲାବିରା ଥାନା ଅନ୍ତର୍ଗତ କେଲଣ୍ଡାମାଲ ପଞ୍ଚାୟତର ପାଣୁମୁଣ୍ଡା ଜଙ୍ଗଲରେ ରବିବାର ଜଣେ ମହିଳାଙ୍କ ଗଳିତ ଶବ ପଡ଼ିଥିବା ଦେଖାଯାଇଛି। ସନ୍ଧ୍ୟା ହୋଇଯିବାରୁ ମହିଳାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଆଜି ସନ୍ଧ୍ୟାରେ କେହି ପୁଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ। ସନ୍ଧ୍ୟା ନଇଁ…
ଅଧିକ ଖବର ଦେଖନ୍ତୁ...