Daily Archives

December 2, 2018

କଟକ: ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଗୁରିଆ ଆହତ

କଟକ: ଜଗତପୁର ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ କୁଖ୍ୟାତ ଅପରାଧୀ ଗୁରୁଚରଣ ପାତ୍ର ଓରଫ ଗୁରିଆ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତପୁର ଅଞ୍ଚଳରେ ଗୁରିଆ ଚଳ ପ୍ରଚଳ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇଥିଲା। ପୁଲିସ କାଳ ବିଳମ୍ବ ନକରି…
ଅଧିକ ଖବର ଦେଖନ୍ତୁ...

ବିଜେପି ଦେଶକୁ ୩ ମୋଦି ଦେଇଛି ବୋଲି ସିଦ୍ଧୁଙ୍କ କଟାକ୍ଷର ଜବାବ ଦେଲେ ସୁଷମା, ୩ କ୍ୟାପ୍‌ଟେନଙ୍କ ଭିତରେ ଚାଲିଛି ଲଢ଼େଇ

ନୂଆଦିଲ୍ଲୀ: ପଞ୍ଜାବର କେନ୍ଦ୍ରମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ବିଜେପି ୪ ଜଣ ମୋଦିଙ୍କୁ ଭାରତକୁ ଦେଇଛି ବୋଲି କହି କଟାକ୍ଷ କରିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହାର ପ୍ରତିଜବାବ ଦେଇଛନ୍ତି। ସିଦ୍ଧୁ ନୀରବ ମୋଦି, ଲଲିତ ମୋଦି ଓ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ଏପରି ବୟାନ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ଆଣିଲା ପରିବର୍ତ୍ତନ, ପୂର୍ବ ଅପେକ୍ଷା ମିଳିବ ତିନିଗୁଣା ଅଧିକ ଡାଟା

ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟରରେ ସରକାରୀ କମ୍ପାନି ବିଏସ୍‌ଏନ୍‌ଏଲ୍‌ ନିଜର ୨୪୯ର ବ୍ରୋଡବ୍ୟାଣ୍ଡ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି। ଏଣିକି ଗ୍ରାହକଙ୍କୁ ଏହି ପ୍ଲାନ୍‌ ଜରିଆରେ ତିନିଗୁଣା ଅଧିକ ଡାଟା ମିିଳିବା ସହିତ ଅତିରିକ୍ତ କଲିଂ ସୁବିଧା ବି ମିଳିବ। ତେବେ କମ୍ପାନି ଏହି ପ୍ଲାନ୍‌ର…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ୱକପ୍‌: କମ୍ପିଲା କଳିଙ୍ଗ ହକି ଗ୍ରାଉଣ୍ଡ, କରତାଳି ଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୧୦ମ ମ୍ୟାଚରେ ରବିବାର ଦର୍ଶକମାନେ ଭରପୁର ଆନନ୍ଦ ନେଇଛନ୍ତି। ହକି ବିଶ୍ୱକପ୍‌ ଆରମ୍ଭ ହେବା ପରେ ଏହା ପ୍ରଥମ ରବିବାରର ମ୍ୟାଚ ହୋଇଥିବାରୁ ୪ଟି ଯାକ ଗ୍ୟାଲେରୀରେ ପ୍ରବଳ ଦର୍ଶକ ଦେଖିବାକୁ ମିଳିଥିଲା। ଭାରତ-ବେଲଜିୟମ ମଧ୍ୟରେ ଖେଳାଯାଇଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଆସାମର କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ବୋମା ବିସ୍ଫୋରଣ ହୋଇଥିଲା: ତଦନ୍ତ ପରେ ସ୍ପଷ୍ଟ କଲା ପୁଲିସ୍‌

ଗୋହ୍ଵାଟୀ: ଆସାମର ଉଦଲଗୁରିଠାରେ ଶନିବାର ହୋଇଥିବା କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ତାହା କିପରି ହୋଇଥିଲା ସ୍ପଷ୍ଟ ହୋଇନଥିଲା। ଟ୍ରେନ୍‌ ମଧ୍ୟରେ କେହି ବୋମା ବିସ୍ପୋରଣ କରାଇଛି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତ କରି ସନ୍ଦେହ…
ଅଧିକ ଖବର ଦେଖନ୍ତୁ...

କାର ଓଲଟି ବାପ-ପୁଅ ମୃତ, ଶାଶୁ-ବୋହୂ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ବାଞ୍ଜିବାହାଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି। ବାଞ୍ଜିବାହାଲ ନିକଟରେ କାର ଓଲଟି ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛି। ମୃତ୍ୟୁ ହୋଇଥିବା ଦୁଇଜଣ ବାପା-ପୁଅ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୧୪୦୦ କିଲୋର ବିଶାଳ ଗାଈ ପରେ ଏବେ ସାମ୍ନାକୁ ଆସିଛି ଦୁନିଆର ସବୁଠୁ ବଡ଼ କୁକୁଡା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଦୁନିଆର ସବୁଠୁ ବଡ଼ ଗାଈକୁ ଦେଖବାକୁ ମିଳିଥିଲା । ଏବେ ସବୁଠୁ ବଡ଼ କୁକୁଡା ସୋସିଆଲ ମିଡିଆରେ ଚହଳ ପକାଉଛି, ଏହି କୁକୁଡାର ନାମ ହେଉଛି ମରକଲି। ଏହି କୁକୁଡାକୁ ୟୁରୋପର ଏକ ପୋଲ୍ଟ୍ରି ଫାର୍ମରେ ଠାବ କରାଯାଇଛି । ଏହାର ଲମ୍ବ ୩ ଫୁଟ୍ ହେଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଭାରତ-ବେଲଜିୟମ୍‌ ମ୍ୟାଚ ୨-୨ରେ ଡ୍ର

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ବେଲଜିୟମ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ ରୋମାଞ୍ଚକ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୧୦ମ ମ୍ୟାଚର ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ଭାରତ ୩ୟ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ନବ ଦାସଙ୍କ କର୍ମୀ ସମ୍ମିଳନୀରେ ଉଠିଲା ସବଡିଭିଜନ୍‌ ଦାବି

ଝାରସୁଗୁଡ଼ା: କଂଗ୍ରେସ ବିଧାୟକ ନବ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକ ଅନ୍ତର୍ଗତ ହାତୀଆନାଳ ଚେକଡ୍ୟାମ ନିକଟରେ ଆୟୋଜିତ କର୍ମୀ ସମ୍ମିଳନୀରେ ସବଡିଭିଜନ ଦାବି ପ୍ରସଙ୍ଗ ପୁଣି ଥରେ ଉଠାଇଛନ୍ତି। ନବ ଦାସ ଆଜି ଯେଉଁ ସ୍ଥାନରେ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ, କିଛି ଦିନ…
ଅଧିକ ଖବର ଦେଖନ୍ତୁ...

‘ଗୁଡ଼ମର୍ଣ୍ଣିଂ ବଦଳରେ ମୋତେ ସଲାମ୍‌ ଆଲେକମ କୁହ’ ବୋଲି ଛାତ୍ରଛାତ୍ରୀଙ୍କୁ ତାଗିଦ୍‌ କଲେ ଶିକ୍ଷକ

ଲକ୍ଷ୍ନୌ: ସ୍କୁଲ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ‘ଗୁଡ଼ମର୍ଣ୍ଣିଂ ବଦଳରେ ସଲାମ୍‌ ଆଲେକମ କୁହ’ ବୋଲି ତାଗିଦ୍‌ କରିଛନ୍ତି । ଉତ୍ତର ପ୍ରଦେଶ ହର୍ଦୋଇ ଜିଲ୍ଲା ସ୍ୟାଣ୍ଡିଲାସ୍ଥିତ ଏକ ସରକାରୀ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ସ୍କୁଲର ଜଣେ ଉର୍ଦ୍ଦୁ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...