Daily Archives

December 3, 2018

ବଜାଜ୍‌ ଆଲିଆଞ୍ଜ ଲାଇଫ୍‌ ଓ ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ଜୀବନ ବୀମା ପ୍ରଦାନକାରୀ ବଜାଜ ୍ଆଲିଆଞ୍ଜ ଲାଇଫ୍‌ ପକ୍ଷରୁ କେରଳର ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହିତ ରଣନୀତିପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରାଯାଇଛି । ଇଏସ୍‌ଏଏଫ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସହିତ ବଜାଜ ଆଲିଆଞ୍ଜ ପକ୍ଷରୁ କର୍ପୋରେଟ ଏଜେନ୍ସି…
ଅଧିକ ଖବର ଦେଖନ୍ତୁ...

କାଜଲଙ୍କର ମନ ଭରି ମଜାକ ଉଡାଇଲେ ଅଜୟ; ଜୋତାରେ ବାଡ଼େଇବାର ଧମକ ଦେଲେ କାଜଲ 

ମୁମ୍ବାଇ: ‘କଫି ଉଇଥ୍‌ କରଣ’ ସିଜିନ-୬ରେ ନିକଟରେ ଦେଖିବାକୁ ମିଳିଥିଲେ ବଲିଉଡ୍‌ ବହୁ ପରିଚିତ ଦମ୍ପତି ଅଜୟ ଦେବଗନ ଓ କାଜଲ। ନବେ ଦଶକର ଏହି ଦୁଇ ସୁପର୍‌ଷ୍ଟାର୍‌ ପରଦାରେ ଦିଶିବା ପରେ ମାହଲ ଏକଦମ ରୋମାଣ୍ଟିକ୍‌ ହୋଇ ଯାଇଥିଲା। ମାତ୍ର ପରେ ଯାହା ସବୁ ଘଟିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ି ମୁହାଁ ନବ, ବିଷାଦଗ୍ରସ୍ତ କିଶୋର ଶିବିର

ଝାରସୁଗୁଡା : ରାଜ୍ୟ ରାଜନୀତିର ଜଣେ ତୁଙ୍ଗ ନେତା ତଥା କଂଗ୍ରେସ ଦଳର ଜଣେ ବାହୁବଳୀ ନେତା କୁହାଯାଉଥିବା ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ବିଜେଡ଼ି ମୁହାଁ ହେବା କଥାକୁ ବିଜେଡିର କିଶୋର ଶିବିର ଆଦୌ ଗ୍ରହଣ କରିପାରୁ ନାହାନ୍ତି। ନବ ବିଜେଡିରେ ଯୋଗଦେଲେ କଂଗ୍ରେସ ଦଳ ଯେତିକି କ୍ଷତିଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

‘ଦଳିତ ମୁସ୍‌ଲମାନଙ୍କ ବିରୋଧରେ ମିଛ କେସ୍‌ କରି ସେମାନଙ୍କୁ ବାଡ଼ାଏ’, ଭାଇରାଲ୍‌ ହେଲା ମହିଳା ଡିଏସ୍‌ପିଙ୍କ ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାର ଏକ ଲଜ୍ଜାକର ଭିଡିଓ ନକଟରେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ କିପରି ଜଣେ ମହିଳା ପୁଲିସ୍‌ ଅଧିକାରୀ ଦଳିତ ଓ ମୁସ୍‌ଲମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ସେମାନଙ୍କୁ ମାରପିଟ କରୁଥିବା କଥା ନିଜ ମୁହଁରେ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଲା ବାଲ୍ୟ ବିବାହ : ବର ଓ ବଧୂକୁ ବେଦୀରୁ ଉଠାଇ ନେଲା ପୁଲିସ

ଝାରସୁଗୁଡା : ଆଜି ଝାରସୁଗୁଡା ଝାଡ଼େଶ୍ୱର ମନ୍ଦିରରେ ଚାଲିଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ସିଡବ୍ଲ୍ୟୁସି। ବିବାହ ବେଦୀରେ ବସିଥିବା ବଧୂ ଜଣକ ଜଣେ ନାବାଳିକା ହୋଇଥିବାରୁ ଏହି ବିବାହ ଉତ୍ସବରେ ଚାଇଲ୍ଡ ଲାଇନ୍‌ ସଦସ୍ୟ ଓ ପୁଲିସ ପହଞ୍ଚି ବିବାହ ବନ୍ଦ କରିବା ସହ ବର ଓ ବଧୂଙ୍କୁ ବେଦରୁ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କୁ ମହଙ୍ଗା ପଡ଼ିଲା ଆତ୍ମପ୍ରଶଂସା; ବଡ଼ିମା ଦେଖାଇ ହେଲେ ଟ୍ରୋଲ୍‌ର ଶିକାର

ନୂଆଦିଲ୍ଲୀ: ଏବେ ଟିମ୍‌ ଇଣ୍ଡିଆ ଟେଷ୍ଟ୍‍ ସିରିଜ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆରେ ଅଛି। ମ୍ୟାଚ୍‌ ଆରମ୍ଭ ହୋଇନଥିଲେି ଅଷ୍ଟ୍ରେଲିଆ ସହ ଅଭ୍ୟାସ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ତେବେ ମଜା କଥା ହେଉଛି, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆ ଭିତରେ ଯେତିକି ଚର୍ଚ୍ଚାରେ ରହିଥାନ୍ତି,…
ଅଧିକ ଖବର ଦେଖନ୍ତୁ...

ଝିଅମାନଙ୍କୁ କେଶରେ ଫୁଲ, ପାଦରେ ପାଉଁଜି ମନା! ଆନମନା ହେଉଛନ୍ତି ପୁଅ

ଚେନ୍ନାଇ: ତାମୁଲନାଡୁ ସରକାରଙ୍କର ସ୍କୁଲ୍‌ ଶିକ୍ଷା ବିଭାଗ ଆଜିକାଲି ନିଜ ନିଷ୍ପତ୍ତିକୁ ନେଇ ବେଶ୍‌ ଚର୍ଚ୍ଚରାରେ। ଶିକ୍ଷା ବିଭାଗ ପକ୍ଷରୁ ଝିଅମାନଙ୍କୁ କେଶରେ ଫୁଲ ଓ ପାଦରେ ପାଉଁଜି ପିନ୍ଧିବା ମନା ହୋଇଛି। ବିଭାଗର ମନ୍ତ୍ରୀ ଝିଅମାନଙ୍କ ପାଉଁଜିର ଶବ୍ଦ ଓ ଫୁଲର ବାସ୍ନାରେ ପୁଅମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲାଣି ଏ ବର୍ଷର ଶେଷ ମାସ; କେଉଁ ତାରିଖରେ ପଡୁଛିି କେଉଁ ପର୍ବ

ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି। ପ୍ରତି ମାସ ପରି ଏ ମାସରେ ବି କିଛି ବିଶେଷ ତିଥି ରହିଛି। ଆମେ ଭାରତୀୟମାନେ ବ୍ରତ-ଉପବାସରେ ବହୁ ବିଶ୍ୱାସ ରଖିଥିବା ହେତୁ ଏହି ତିଥିଗୁଡ଼କ ବିଷୟରେ ଜାଣିବା ଆମ ପାଇଁ ଜରୁରି ହୋଇଥାଏ। ବିଶ୍ୱାସ ରହିଛି ଯେ ଯେଉଁମାନେ ଭଗବାନଙ୍କ ଉଦେଶ୍ୟରେ ଆମେ…
ଅଧିକ ଖବର ଦେଖନ୍ତୁ...

ମହାବିବାହ: ଜାଣନ୍ତୁ ନିକ୍ୟାଙ୍କାଙ୍କ ଉତ୍ସବରେ କେତେ ପଣ୍ଡିତ, କେତ ମେକ୍‌ଅପ୍‌ ଆର୍ଟିଷ୍ଟ୍‍ ଓ କେତେ ଫୁଟ୍‌ ବିଶିଷ୍ଟ…

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରେ ଚର୍ଚ୍ଚା ଅଛନ୍ତି ନବ ବିବାହିତ ଦମ୍ପତି ନିକ୍‌ ଜୋନ୍‌ସ ଓ ପ୍ରିୟଙ୍କା ଚୋପ୍ରା। ଏହି ବଭ୍ୟ ବିବାହ ବଡ଼ ଧୁମ୍‌ଧାମରେ ପାଳନ ହୋଇ ଯାଇଛି। ବିବାହ ପରେ ରିୟଲ୍‌ ଦେଶୀଗର୍ଲ ଲୁକ୍‌ରେ ହାତରେ ଚୁଡ଼ି, ଗଳାରେ ମଙ୍ଗଳସୂତ୍ର ଓ ଶାଢ଼ି ପିନ୍ଧି ପ୍ରଶଂସକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖାକି ପୋଷାକରେ ଦାଗ: ବସ୍‌ ପଛ ପଟୁ କିନ୍ନର ସହ ଅସଂଯତ ଅବସ୍ଥାରେ ଧରାପଡ଼ିଲେ ପୁଲିସ୍‌ବାବୁ

ଚେନ୍ନାଇ: ତାମିଲନାଡୁର ଜଣେ ପୁଲିସ ନିଜ ଖାକି ପୋଷାକରେ ଦାଗ ଲଗାଇ ଏବେ ଚର୍ଚ୍ଚା ପାଲଟିଛନ୍ତି। ଅଭିଯୋଗ ହୋଇଛି କି ଚେନ୍ନାଇର ଥୋରଇପୋକ୍କମ ପୁଲିସ୍‌ ଷ୍ଟେସନ୍‌ସ୍ଥିତ ଅଞ୍ଚଳରେ ଶନିବାର ରାତିରେ ଜଣେ ପୁଲିସ୍‌ ଏକ ବସ୍‌ ପଛରେ ଜଣେ କିନ୍ନର ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ସେହି ବାଟ…
ଅଧିକ ଖବର ଦେଖନ୍ତୁ...