Daily Archives

December 3, 2018

‘ସାର୍‌, ଜିଓ ଆଉ ଚାଲୁ ନାହିଁ’, ଦୀପବୀରଙ୍କ ପାର୍ଟିରେ ମୁକେଶ ଅମ୍ବାନୀଙ୍କୁ ଏପରି ଚିଲେଇ କହିଲେ ଫଟୋଗ୍ରାଫର୍‌

ମୁମ୍ବାଇ: ଡିସେମ୍ବର ୧ ତାରିଖରେ ମୁମ୍ବାଇରେ ଆୟୋଜିତ ହୋଇଥିବା ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ରିସେପ୍‌ସନ ପାର୍ଟିରେ ବଲିଉଡ୍‌ ତାରକାରୁ ନେଇ ଶିଳ୍ପପତି ପର୍ଯ୍ୟନ୍ତ ବହୁ ନାମୀଦାମୀ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ। ଦୀପବୀରଙ୍କ ଉତ୍ସବରେ ଅନେକ ଉଚ୍ଚ ସ୍ତରୀୟ ବ୍ୟକ୍ତିବିଶେଷଙ୍କ ଗହଣରେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସହ ବିବାଦ ପରେ ମାଆ ରାବ୍ରୀଙ୍କ ସହ ଏକାଠି ରହିବେ ନାହିଁ ତେଜ୍‌ ପ୍ରତାପ, ନୂଆ ବଙ୍ଗଳା ପାଇଁ ମନ୍ତ୍ରୀଙ୍କୁ…

ପାଟନା: ପୂର୍ବତନ ମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଆ ରାବ୍ରୀ ଦେବୀଙ୍କ ସହ ଗୋଟିଏ ଘରେ ନ ରହି ଘର ଛାଡ଼ି ଅନ୍ୟତ୍ର ରହୁଥିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଛି। ତେଜ୍‌ ପ୍ରତାପ ୧୦, ସର୍କୁଲାର ରୋଡରେ…
ଅଧିକ ଖବର ଦେଖନ୍ତୁ...

ପିଆଜ ବେପାରୀ ପରେ ଏବେ ବାଇଗଣ ବେପାରୀ: କିଏ ଆୟ ଟଙ୍କା ମୋଦିଙ୍କୁ ପଠାଇଲେଣି ତ କିଏ ନିଜ ଜମିର ଫସଲ ନିଜେ ଉଜାଡ଼ିଲେଣି

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ଚାଷୀ କ୍ରୋଧରେ ଆସି ନିଜ ଫସଲ ଜମିକୁ ନିଜ ହାତରେ ଉଜାଡ଼ି ଦେଇଛନ୍ତି। ଚାଷୀ ଜଣକ ଅମଳ କରିଥିବା ବାଇଗଣକୁ କିଲୋ ମାତ୍ର ୨୦ ପଇସା ଦରରେ ବିକିବା ପରେ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ଫଳରେ ସେ ତାଙ୍କ ଜମିରେ ଥିବା ବାକି ବାଇଗଣ ଗଛକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କୁ ନିଜ ‘କ୍ୟାପ୍‌ଟେନ୍‌’ ମାନି ତାଙ୍କ ନିର୍ଦ୍ଦେଶ ପାଳନ…

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କୁ ବିରୋଧ ସହ ତାଙ୍କୁ କଟାକ୍ଷ କରି ଗଣମାଧ୍ୟମରେ ମତମନ୍ତବ୍ୟ ରଖିବା କ୍ରିକେଟିଅରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ତଥା ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

୨୦୦୨ ଗୁଜରାଟ ଦଙ୍ଗା ମାମଲା : ଶୁଣାଣି ଜାନୁଆରି ତୃତୀୟ ସପ୍ତାହକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମ୍‌କୋର୍ଟ ଦ୍ୱାରା ନିଯୁକ୍ତ ସ୍ପେସାଲ୍‌ ଇନଭେଷ୍ଟିଗେସନ୍‌ ଟିମ୍‌ (ଏସଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିବା କ୍ଲିନ୍‌ ଚିଟ୍‌ର ପୁର୍ନବିଚାର ଲାଗି ହୋଇଥବବା ଆବେଦନର ଶୁଣାଣିକୁ ସର୍ବୋଚ୍ଚ ଅଦାଲତ ଜାନୁଆରି ମାସର ତୃତୀୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ ହକି : ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାସ୍ତ କଲା ଆର୍ଜେଣ୍ଟିନା

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ପୁରୁଷ ବିଶ୍ୱ କପ ହକିର  ଏକ ଲିଗ ମ୍ୟାଚରେ ଶକ୍ତିଶାଳୀ ଆର୍ଜେଣ୍ଟିନା ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି । ମ୍ୟାଚରେ ଆର୍ଜେଣ୍ଟିନାର ଆକ୍ରମଣକୁ ନ୍ୟୁଜିଲାଣ୍ଡର  ରକ୍ଷଣଭାଗ ସମ୍ଭାଳିପାରିନଥିଲା । ଆର୍ଜେଣ୍ଟିନା ତରଫରୁ …
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲିଠାରୁ ଭାରତୀୟ ବଜାରରେ ମିଳିବ ଇନଫିନିକ୍ସର ନୋଟ୍‌-୫ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ  : ଅନ୍‌ଲାଇନ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସ ପକ୍ଷରୁ ନୋଟ୍‌-୫ ଷ୍ଟାଇଲସ୍‌ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୧୫,୯୯୯ ଟଙ୍କା  ରହିଛି। ଏଥିରେ ଆଣ୍ଡ୍ରଏଡ୍‌…
ଅଧିକ ଖବର ଦେଖନ୍ତୁ...

୩୧,୭୦୦ କୋଟି ଟଙ୍କାରେ ‘ହରଲିକ୍ସ’କୁ କିଣିଲା ହିନ୍ଦୁସ୍ତାନ ୟୁନିଲିଭର

ମୁମ୍ବାଇ : ୧୦୦ ବର୍ଷ ଧରି ଦେଶର ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାନୀୟ ଗୁଣ୍ଡ  ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନିକୁ ଦେଶର ସବୁଠୁ ବଡ କଞ୍ଜ୍ୟୁମର ଉତ୍ପାଦ ପ୍ରସ୍ତୁୂତକାରୀ କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) କିଣି ନେଇଛି । ସୋମବାର ଏଚୟୁଏଲ ସହ  ହରଲିକ୍ସ…
ଅଧିକ ଖବର ଦେଖନ୍ତୁ...

୧୧ ମାସ ତଳ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଟଙ୍କା ପାଇଁ ସାଙ୍ଗର ମା’କୁ ହତ୍ୟା କରିବା ପରେ ପୁରୀ ସ୍ୱର୍ଗଦାରରେ କରିଥିଲେ…

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଚନ୍ଦ୍ରକୋଟ ଗାଁରେ ୧୧ ମାସ ତଳେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଟଙ୍କା ଲୋଭରେ ସାଙ୍ଗର ମାଆଙ୍କୁ ୪ ସାଙ୍ଗ ହତ୍ୟା କରିଥିଲେ । ଆଉ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ସାଂଘାତିକ ସତର ପୁଲିସ୍‌ ପର୍ଦ୍ଦାଫାଶ୍‌ କରିଛି । ଖୋଲିଲା ୨୦୧୭ ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱଜିତ୍‌ ବିଶ୍ୱାଳ ହେଲେ ଶ୍ରୀମନ୍ଦିରର ନୂତନ ନୀତି ପ୍ରଶାସକ

ପୁରୀ: ଶ୍ରୀମନ୍ଦିରର ନୀତି ପ୍ରଶାସକ ଭାବେ ନୂତନ ଭାବେ ନିଯୁକ୍ତି ହୋଇଛନ୍ତି ବରିଷ୍ଠ ଓଏଏସ୍‌ ଅଧିକାରୀ ବିଶ୍ୱଜିତ୍‌ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଏଥିପୂର୍ବରୁ କୃଷି ବିଭାଗରେ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀ ବିଶ୍ୱାଳ। ବିଦାୟୀ ନୀତି ପ୍ରଶାସକ…
ଅଧିକ ଖବର ଦେଖନ୍ତୁ...