Daily Archives

December 4, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୭ମ ଦିନରେ ୫ ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ମାଲେସିଆ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୭ମ ଦିନରେ ୨ଟି ମ୍ୟାଚ ଖେଳାଯାଇଥିବା ବେଳେ ଆୟରଲାଣ୍ଡ, ଚୀନ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ୫ଟି ଗୋଲ ଦେଇଥିଲେ। ଆଜିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୩ଟି ଗୋଲ ଦେଇ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିଥିବା ବେଳେ ଆୟରଲାଣ୍ଡ ଓ ଚୀନ ମଧ୍ୟରେ ରାତି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ବିପଦରେ ଗଜରାଜ, ୪ ବର୍ଷ ହେବ ଶୁଣ୍ଢ ସଂକ୍ରମିତ, ବନ ବିଭାଗ ନିଦାବିଷ୍ଣୁ

କୁତ୍ରା (ରାଜେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର-ବଡ଼ଗାଁ ବନାଞ୍ଚଳରେ ଗତ କିଛି ବର୍ଷ ହେବ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଜାରି ରହିଛି। କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ ବେଳେ ବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ହରାଉଛି। ଏହି ଦ୍ୱନ୍ଦ ମଧ୍ୟରେ ଏକ ଚାଞ୍ଚଲ୍ୟ ତଥ୍ୟ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ । ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ମାରିବା ପାଇଁ ନିଜ ପେଟର ବ୍ୟବହାର କଲା ପ୍ରେମିକା, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ : ଆମେରିକାରେ ଜଣେ ମହିଳା ଯେଉଁଭଳି ଭାବରେ ନିଜ ପ୍ରେମିକର ହତ୍ୟା କରିଛନ୍ତି,ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହତ୍ୟା କରିବାର ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଜଣକ ନିଜର ଓଜନିଆ ପେଟର ବ୍ୟବହାର କରି ନିଜ ପ୍ରେମିକକୁ ହତ୍ୟା କରିବାର ଅଭିଯୋଗ ହେବା ପରେ ଏବେ ଅଦାଲତ…
ଅଧିକ ଖବର ଦେଖନ୍ତୁ...

‘କେଦାରନାଥ’ ରିଲିଜ୍‌ ପୂର୍ବରୁ ମିଡ଼ିଆକୁ ଚିଠି ଲେଖି କଫି ପିଇବାର ପ୍ରସ୍ତାବ ଦେଲେ ସାରା,ଜାଣନ୍ତୁ ଏହା ପଛର କାରଣ

ମୁମ୍ବାଇ : ଏବେ ଚର୍ଚ୍ଚାରେ ଅଭିନେତ୍ରୀ ତଥା ସୈଫ୍‌-ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ । ଡ଼େବ୍ୟୁ ଫିଲ୍ମ ରିଲିଜ୍‌ ନ ହେବା ପୂର୍ବରୁ ଦୁଇ ଦୁଇଟି ଫିଲ୍ମ ହାତକୁ ଆସିବା ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । କେଦାରନାଥ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ତାଙ୍କ ଦ୍ୱିତୀୟ ଫିଲ୍ମ ‘ସିମ୍ବା’ର…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ହାଇଟେକ୍‌ ଚୋର : ଧନୀ ଲୋକଙ୍କୁ ଠାବ କରିବା ପାଇଁ ଗୁଗଲ ମ୍ୟାପ୍‌ର ସାହାରା ନେବା ସହ ବିମାନ ଯୋଗେ ଯାଇ ଚୋରି…

ଚେନ୍ନାଇ : ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରତିଦିନ ନୂଆ ନୂଆ ଟେକ୍ନୋଲୋଜି ଜନ୍ମ ନେଉଛି । ଯାହାର ବ୍ୟବହାର କରି ଲୋକମାନେ ନିଜ କାମକୁ ଖୁବ୍‌ ସହଜରେ ଏବଂ କମ ସମୟରେ କରି ପାରୁଛନ୍ତି । କିନ୍ତୁ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଟେକ୍ନୋଲୋଜିକୁ ଭୁଲ ବାଟରେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ନିଆଁ ଲାଗି ପୋଡିଗଲା ଧାନ ମାଣ୍ଡିଆ ଖଳା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଗୌଡଗୁଡା ଗ୍ରାମପଞ୍ଚାୟତ ଖଜୁରିପୁଟ ଗାଁ ମୁଣ୍ଡରେ ଅମଳ ପାଇଁ ରଖାଯାଇଥିବା ଖଳାରେ ନିଆଁ ଲାଗି ଧାନ ଓ ମାଣ୍ଡିଆ ଚାଷ ନଷ୍ଟ ହୋଇଯାଇଛିା ଗାଁର ୧୩ ଜଣ ଚାଷୀ ନିଜ ନିଜ ଜମିରେ କରିଥିବା ମାଣ୍ଡିଆ, ଧାନ ଓ ସୁଆଁ କଳପ ଗୁଡିକ କାଟି ଖଳାରେ ଆଣି…
ଅଧିକ ଖବର ଦେଖନ୍ତୁ...

ରଣବୀର କପୁରଙ୍କଠାରୁ ଅଲଗା ହେବା ପରେ କିଭଳି ଅନୁଭବ ହେଉଛି ପ୍ରଶ୍ନ କରାଯିବା ପରେ ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଲେ…

ମୁମ୍ବାଇ : ଅଭିନୟକୁ ନେଇ ଅଭିନେତ୍ରୀ କ୍ୟାଟ୍ରିନାର କୈଫ୍‌ଙ୍କୁ ସମସ୍ତେ ଟ୍ରୋଲ କରିଥିଲେ ମଧ୍ୟ ଆଜି ସେ ନିଜର ନାଚିବା ଶୈଳୀ ଏବଂ ଭିନ୍ନ ଅନ୍ଦାଜ ପାଇଁ ସମସ୍ତଙ୍କ ମନରେ ଘର କରି ପାରିଛନ୍ତି । ବଲିଉଡ଼୍‍ର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ସେ ନିଜକୁ ସାମିଲ କରିଥିବା ବେଳେ ଏବେ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ବର ଖୋଜିବା ପାଇଁ ଖବରକାଗଜରେ ବିଜ୍ଞାପନ ଦେଲେ ୪୦ବର୍ଷୀୟା ଡ଼ାକ୍ତର,କିଛି ଦିନ ପରେ ମିଳିଲା ଭଲ ବର,ହେଲେ…

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ଜଣେ ୪୦ବର୍ଷୀୟ ମହିଳା ଡ଼ାକ୍ତର ବିବାହ ପାଇଁ ବିଜ୍ଞାପନ ଦେଇ ଠକାମୀର ଶିକାର ହୋଇଥିବା ସୂଚନା ମିଳିଛି । ବିଜ୍ଞାପନ ଦେଖି ଜଣେ ଯୁବକ ତାଙ୍କୁ ବିବାହ ପାଇଁ ଆଗକୁ ଆସିବା ସହ ମହିଳାଙ୍କ ଠାରୁ ୨୬ଲକ୍ଷ ଟଙ୍କା ଠକି ନେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା-ନିକ୍‌ଙ୍କ ବିବାହରେ ହୋଇଥିବା ଏହି କାମକୁ ନାପସନ୍ଦ କଲା ପେଟା, ଟୁଇଟ୍‌ କରି ଜଣାଇଲେ ଦୁଃଖ

ମୁମ୍ବାଇ : ପୂର୍ବରୁ ନିକ୍‌ୟାଙ୍କାଙ୍କ ବିବାହରେ ଆତସବାଜି କରାଯାଇଥିବାରୁ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲ କରା ଯାଇଥିବା ବେଳେ ଏବେ ଆଉ ଦୁହେଁ ନିଜ ବିବାହରେ କରିଥିବା ଆଉ ଏକ ଭୁଲ ପାଇଁ ପେଟାର ନଜରକୁ ଆସିଛନ୍ତି । ଯୋଧପୁରରେ ହୋଇଥିବା ବିବାହରେ ପଶୁମାନଙ୍କ ପ୍ରତି ନିଷ୍ଠୁର ଆଚରଣ ହୋଇଥିବା…
ଅଧିକ ଖବର ଦେଖନ୍ତୁ...