Daily Archives

December 5, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୮ମ ଦିନରେ ୭ ଗୋଲ, ଆସନ୍ତାକାଲି ସ୍ପେନକୁ ଭେଟିବ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୮ମ ଦିନରେ ବୁଧବାର ୭ଟି ଗୋଲ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ‘ପୁଲ-ସି’ର ଆଜି ପ୍ରଥମ ମୁକାବିଲାରେ ଜର୍ମାନୀ ୪-୧ ଗୋଲରେ ନେଦରଲାଣ୍ଡସ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ରାତି ୭ଟାରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଓ ମାଲେସିଆ ମ୍ୟାଚ ୧-୧ରେ ଡ୍ର…
ଅଧିକ ଖବର ଦେଖନ୍ତୁ...

ବାଳାଶ୍ରମ ବିଦ୍ୟାଳୟଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବାଳାଶ୍ରମ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛନ୍ତି । ଏଥିରେ ପିଲାମାନଙ୍କର ଯତ୍ନ ଲାଗି ସର୍ବନିମ୍ନ ମାନକ ନିର୍ଦ୍ଧାରଣ କରାଯିବ । ଏପରି ଅନେକ ସଂସ୍ଥା ରହିଛନ୍ତି, ଯେଉଁମାନେ ବାଳ ନ୍ୟାୟ (ବାଳ…
ଅଧିକ ଖବର ଦେଖନ୍ତୁ...

ସମୟ ପୂର୍ବରୁ କେଶ ଧଳା ହୋଇଯିବା ଦେଇଥାଏ ଏହି ୮ଟି ରୋଗର ସଙ୍କେତ

ଧଳା କେଶ ବୃଦ୍ଧାବସ୍ଥାର ସଙ୍କେତ ବୋଲି ଧରା ଯାଇଥାଏ । କିନ୍ତୁ ଆଜିକାଲି ବଢ଼ୁଥିବା ପ୍ରଦୂଷଣ ପାଇଁ କିଛି ଲୋକଙ୍କ କେଶ ବୟସ ହେବା ପୂର୍ବରୁ ହିଁ ଧଳା ହୋଇଯାଉଛି । ତେବେ ସମୟ ପୂର୍ବରୁ କେଶ ଧଳା ହେବାର ଅନେକ କାରଣ ରହିଥିବା ବେଳେ ସେଥି ମଧ୍ୟରେ ରହିଛି, ଅବସାଦ, ଭୁଲ ସମୟରେ ଓ ଭୁଲ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସ୍ୱର୍ଗକୁ ଭାବବିହ୍ଵଳ ଚିଠି ଲେଖିଲା ୭ ବର୍ଷୀୟ ଶିଶୁ, ଭାଇରାଲ ହେବାରେ…

ନୂଆଦିଲ୍ଲୀ : କମ ବୟସରେ ନିଜ ମାତା-ପିତାଙ୍କୁ ହରାଇବାର ଦୁଃଖ କେବଳ ହରାଇଥିବା ଲୋକ ହିଁ ଜାଣି ପାରିବ । ସେଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଜଣେ ୭ ବର୍ଷୀୟ ଶିଶୁ ନିଜ ବାପାଙ୍କୁ ହରାଇଥିବା ବେଳେ ଏବେ ବି ତାଙ୍କ ବାପା ତାଙ୍କୁ କେଉଁଠି ନା କେଉଁଠି…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଚୋପ୍ରା ବିବାହ ସମୟରେ ପକାଇଥିବା ଓଢ଼ଣିରେ ଲେଖାଥିଲା ଏହି ୮ଟି ଗୁପ୍ତ ଶବ୍ଦ

ମୁମ୍ବାଇ : ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସ । ଯୋଧପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଡ଼ିସେମ୍ବର ୪ରେ ଦିଲ୍ଲୀରେ ଦୁହେଁ ବିବାହ ଭୋଜି ଦେଇଥିଲେ । ତେବେ ଦୀପ୍‌-ବୀରଙ୍କ ଭଳି…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠାରୁ ଓଜନିଆ ବ୍ୟକ୍ତି ୨୯୧ କିଲୋ ଓଜନ କମାଇ କଲେ କମାଲ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଓଜନିଆ ବ୍ୟକ୍ତି ୨୯୧କିଲୋ ଓଜନ କମାଇ ଇତିହାସ ସୃଷ୍ଟି କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମେକ୍ସିକୋରେ ରହୁଥିବା ୩୪ ବର୍ଷୀୟ ଜୁଆନ ପେଣ୍ଡ୍ରୋ ଦୁଇ ବର୍ଷ ମଧ୍ୟରେ ୨୯୧କିଲୋ ଓଜନ କମ କରି ଦେଖାଇଛନ୍ତି । ୫୯୫ ରୁ ଏବେ ତାଙ୍କ ଓଜନ ୩୦୪ କିଲୋ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: ପାଟକୁରା ଥାନା ଅନ୍ତର୍ଗତ ଜମପଡ଼ା ଗ୍ରାମରେ ପୁଲିସ ବୁଧବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ବିବାହିତ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁଲିସ ମାନସ ଜେନାଙ୍କ ସ୍ତ୍ରୀ ନମିତା ଜେନାଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ-ମଲ୍ଲାଇକାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଏଭଳି ମତ ରଖିଲେ ଦାଦା ଅନୀଲ କପୁର

ମୁମ୍ବାଇ : କିଛି ମାସ ହେଲାଣି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହିଁଙ୍କୁ ଅନେକ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ଦେଖାଯାଉଥିବା ବେଳେ ଆସନ୍ତା ବର୍ଷ ଦୁହେଁ ବିବାହ କରିବେ ବୋଲି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଗୁଡ୍ ନିଉଜ ଇଣ୍ଡିଆ ଡ୍ରିମସ ସେଣ୍ଟର୍ରୁ ୭୨ ଜଣ ଶିଶୁ ଉଦ୍ଧାର 

ନବରଙ୍ଗପୁର: ଗୁଡ୍ ନିଉଜ ଇଣ୍ଡିଆ ଡ୍ରିମସ ସେଣ୍ଟର୍ ନାମକ ସେଲଟର ହୋମରେ ଛାତ୍ରୀଙ୍କୁ ‌ଯୌନ ନିର୍ଯାତନା ଅଭିଯୋଗ ହେବା ପରେ ଏବେ ରାଜ୍ୟରେ କାର୍ଯ୍ୟ କରୁଥିବା ସେଲଟେର ହୋମ ଗୁଡିକ ରେ ଚଢ଼ାଉ ଚାଲିଛି। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ ସାନକୁମୁଲି ଠାରେ ଥିବା ଗୁଡ୍ ନିଉଜ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ବ୍ୟକ୍ତିଗତ ସମୟର ଭିଡିଓ ଉତ୍ତୋଳନ ହେଉ ନାହିଁ ତ?କୌଣସି ହୋଟେଲ ବା ହଷ୍ଟେଲରେ ରହିବାକୁ ଯାଉଥିଲେ ଏହି ସବୁ…

କୌଣସି ହୋଟେଲ ରୁମ୍‌ରେ କ୍ୟାମେରା ଲାଗିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି, ଯେଉଁ କାରଣ ପାଇଁ ଅନେକ ହୋଟେଲକୁ ବନ୍ଦ କରି ଦିଆଯାଇଛି । କିନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଏଭଳି ଘଟଣା ବାରମ୍ବାର ଘଟିବାରେ ଲାଗିଛି । କିଛି ଦିନ ତଳେ ଚେନ୍ନାଇରେ ଜଣେ ହୋଟେଲ…
ଅଧିକ ଖବର ଦେଖନ୍ତୁ...