Daily Archives

December 5, 2018

ଗର୍ଭବତୀ ଅଛନ୍ତି କି ଅନୁଷ୍କା ଶର୍ମା? ଏ ସଂପର୍କିତ ପ୍ରଶ୍ନର ଏଭଳି ଉତ୍ତର ଦେଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ଆଗାମୀ ଫିଲ୍ମ ‘ଜିରୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ଥିବା ତାଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମରେ ତାଙ୍କ ଚରିତ୍ରର ଅଧିକ ଗୁରୁତ୍ୱ ରହିଥିବା ଜଣାପଡ଼ିଛି । ତେବେ ଫିଲ୍ମ ଅପେକ୍ଷା ଏବେ ଅନୁଷ୍କା ନିଜ…
ଅଧିକ ଖବର ଦେଖନ୍ତୁ...

ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ୬୭ଥର କଟାହେଲା ଚାଲାଣ, ଏବେ ଗାଡିି ବିକି ମଧ୍ୟ ଟଙ୍କା ଦେବାକୁ ଅସମର୍ଥ ଯୁବକ

ସୁରଟ୍‌ : ସୁରଟ୍‌ରେ ରହୁଥିବା ଜଣେ ଯୁବକ ହେଲ୍‌ମେଟ ପିନ୍ଧି ନ ଥିବାରୁ ଦୁଇ ବର୍ଷ ମଧ୍ୟରେ ତାଙ୍କ ନାମରେ ୬୭ ଥର ଚାଲାଣ କଟା ଯାଇଥିବା ଜଣାପଡ଼ିଛି । ପ୍ରଥମରୁ ସେ ଚାଲାଣର ମୂଲ୍ୟ ଭରି ନ ଥିବାରୁ ଏବେ ତାଙ୍କୁ ଏକା ସାଙ୍ଗରେ ୨୫ହଜାର ଟଙ୍କା ଜମା ଦେବାକୁ ହେବ ବୋଲି ପୁଲିସ ତାଙ୍କୁ ମେମୋ ପଠାଇଛି…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା-ନିକ୍‌ଙ୍କ ବୈବାହିକ ସଂପର୍କକୁ ନେଇ ଏଭଳି ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ ଜ୍ୟୋତିଷ

ମୁମ୍ବାଇ : ନିକ୍‌ୟାଙ୍କା ଡିସେମ୍ବର ୨ରେ ଯୋଧପୁରରେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଦୁହିଁଙ୍କ ବିବାହ ସରିଥିବା ବେଳେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ କେତେ ଦିନ ତିଷ୍ଠିବ ସେ ନେଇ ତର୍କ ଆରମ୍ଭ ହୋଇଛି । କିଏ ବର୍ଷେ, କିଏ ଦୁଇ ବର୍ଷ ତ କିଏ ୩ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଖ୍ରୀଷ୍ଟିଆନ ମିସେଲଙ୍କ ପକ୍ଷରୁ ମାମଲା ଲଢୁଥିବା ଆଲଜୋ ଜୋଶେଫ ଯୁବ କଂଗ୍ରେସରୁ ବହିଷ୍କୃତ

ନୂଆଦିଲ୍ଲୀ : ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ମାମଲାରେ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିସେଲକୁ ଭାରତ ଅଣାଯିବା ପରେ କଂଗ୍ରେସ ହଡବଡେଇ ହେବାଭଳି ଲାଗୁଛି । ଆଜି ମିସେଲକୁ ସିବିଆଇ କୋର୍ଟରେ ହାଜିର କରିବା ବେଳେ ଯୁବ କଂଗ୍ରେସର ଆଇନ ସେଲର ମୁଖ୍ୟ ଆଲଜୋ ଜୋଶେଫ ମିସେଲଙ୍କ ପକ୍ଷରୁ ଓକିଲ ଭାବେ ଯୋଗ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଦେଶର ପ୍ରଥମ ଦିବ୍ୟାଙ୍ଗ ନିଉଜ୍‌ ଚ୍ୟାନେଲ, ଆଙ୍କରଠାରୁ ଆରମ୍ଭ କରି ଅତିଥିଙ୍କ ପର୍ଯ୍ୟନ୍ତ ସମସ୍ତେ…

ସୁରଟ୍‌ : ସୁରଟରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦେଶର ପ୍ରଥମ ଦିବ୍ୟାଙ୍ଗ ନିଉଜ୍‌ ଚ୍ୟାନେଲ ଆରମ୍ଭ କରାଯାଇଛି,  ଯେଉଁଠି ନିଉଜ୍‌ ଆଙ୍କରଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଏବଂ ଅତିଥି ଦିବ୍ୟାଙ୍ଗ ରହିବେ ବୋଲି ଜଣା ପଡ଼ିଛି । ଦକ୍ଷିଣ ଗୁଜୁରାଟରୁ ଏହା ପ୍ରସାରଣ ଆରମ୍ଭ କରାଯାଇ ସାରିଛି । ଏହାକୁ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଛାତ୍ରଙ୍କ ଅଭିଯୋଗ: ଅସ୍ତ୍ରୋପଚାର ପରେ କର୍କଟ ରୋଗୀଙ୍କ ପେଟରେ ଭର୍ତ୍ତି କରାଗଲା ଲୁଣ, ଚାଲିଗଲା ଜୀବନ

ଲୁଣ ଚିକିତ୍ସା ନେଇଗଲା ରୋଗୀର ଜୀବନ। ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପୋଚାର ବେଳେ ଲୁଣ ପ୍ରଯୋଗ ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ପୁଣିି ଅଭିଯୋଗ ଆଣିଛନ୍ତି ଜୁନିୟର ଡାକ୍ତର ସଂଘ। ଏଥର କିନ୍ତୁ ତଥ୍ୟପ୍ରମାଣ ଏବଂ ମୃତ ରୋଗୀଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ମାଲେସିଆ-ପାକିସ୍ତାନ ମ୍ୟାଚ ୧-୧ରେ ଡ୍ର

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ମାଲେସିଆ-ପାକିସ୍ତାନ ମ୍ୟାଚ ବୁଧବାର ୧-୧ରେ ଡ୍ର ହୋଇଛି। ଉଭୟ ମାଲେସିଆ ଏବଂ ପାକିସ୍ତାନର ଖେଳାଳିମାନେ ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମେ ପାକିସ୍ତାନ ଗୋଲ ଦେଇଥିବା ବେଳେ କିଛି ସମୟ ମଧ୍ୟରେ ମାଲେସିଆ ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ଖାଇ ୨୨ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକରେ ବୁଧବାର ମଧ୍ୟାହ୍ନ ଭୋଜନ ଖାଇ ୨୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ କମର୍ଦ୍ଦା ୟୁପି ସ୍କୁଲର ପିଲାମାନେ ଅସୁସ୍ଥ ହେବା ପରେ, ସେମାନଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ମଧ୍ୟାହ୍ନ ଭୋଜନ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଆସୁଛି ହେଲିକାପ୍ଟର ଉବେର, ମୋବାଇଲ ଫୋନରେ ହେଲିକାପ୍ଟର ସିଟ ବୁକିଂ କରିହେବ

ମୁମ୍ବାଇ : ଉବେର ପରି ଏଣିକି ହେଲିକାପ୍ଟର ସେବା ମଧ୍ୟ ବୁକିଂ କରିହେବ । ଏକ ଆମେରିକୀୟ କମ୍ପାନି ଭାରତରେ ଏହି ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏହି କମ୍ପାନିର ନାଁ ହେଉଛି ଦ ବ୍ଲେଡ । ଦ ବ୍ଲେଡ ଆମେରିକାରେ ଗତ ୨୦୧୪ରେ ହେଲିକାପ୍ଟର ସେୟାରିଂ ସେବା ଆରମ୍ଭ କରିଥିଲା । ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସୂରଜଙ୍କ ସହ ଜିଆଙ୍କ ବିବିଏମ୍‌ ଚାଟ କାଢ଼ିବାକୁ ମାଆ ରବିଆ କରିଥିବା ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନଙ୍କ ମୃତ୍ୟୁକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ବି ଏଯାଏ ତାଙ୍କ ମୃତ୍ୟୁ ଆତ୍ମହତ୍ୟା କିମ୍ବା ହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ। ଜିଆଙ୍କ ମାଆ ରବିଆ ଏ ନେଇ କୋର୍ଟରେ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ବ୍ଲାକ୍‌ବେରି…
ଅଧିକ ଖବର ଦେଖନ୍ତୁ...