ଚଳିତ ବିଶ୍ୱକପର ୯ମ ଦିନରେ ସର୍ବାଧିକ ୧୨ ଗୋଲ, ଆସନ୍ତାକାଲି ଅଷ୍ଟ୍ରେଲିଆକୁ ଭେଟିବ ଚୀନ
ଭୁବନେଶ୍ୱର: ଚଳିତ ହକି ବିଶ୍ୱକପର ୯ମ ଦିନରେ ଗୁରୁବାର ସର୍ବାଧିକ ୧୨ଟି ଗୋଲ ଦେଖିବାକୁ ପାଇଛନ୍ତି। ବିଶ୍ୱକପ୍ର ଗୁରୁବାର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଫ୍ରାନ୍ସ ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ସେହିଭଳି ପୁଲ-ଏ ମ୍ୟାଚରେ ସ୍ପେନ୍ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...