Daily Archives

December 6, 2018

କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କୁ ଉତ୍ସାହିତ କଲେ କ୍ରିକେଟର ଅନିଲ ଓ ଆଥଲେଟ ଅଞ୍ଜୁ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୯ମ ଦିନରେ ଗୁରୁବାର ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟିନୀ ଅଞ୍ଜୁ ବିବି ଜର୍ଜ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି। Former Indian cricketer and spinner…
ଅଧିକ ଖବର ଦେଖନ୍ତୁ...

ସୂଚନା କମିସନର ପଦବି ପୂରଣ ନେଇ ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୮ଟି ରାଜ୍ୟରେ ଖାଲି ପଡ଼ିଥିବା ସୂଚନା କମିସନର ପଦବି ପୂରଣ ନେଇ ସୁପ୍ରିମକୋର୍ଟ ତଥ୍ୟ ମାଗିଛନ୍ତି। ସୁପ୍ରିମକୋର୍ଟ ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଦାୟର କରାଯାଇଥିବା ପିଟିସନର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ବିବାହ କରିବା ପାଇଁ ସମଲିଙ୍ଗୀ ସ୍ୱାମୀ କଲା ସ୍ତ୍ରୀର ହତ୍ୟା

ନୂଆଦିଲ୍ଲୀ : ଇଂଲଣ୍ଡରେ ରହୁଥିବା ସମଲିଙ୍ଗୀ ଫାର୍ମସିଷ୍ଟ ଅଷ୍ଟ୍ରେଲିଆରେ ରହୁଥିବା ପ୍ରେମିକଙ୍କୁ ବିବାହ କରିବା ପାଇଁ ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ମିତେଶ ପଟେଲ ନିଜ ପତ୍ନୀ ଜେସିକାଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ମିଛ ଥିଲା ଦୀପକଙ୍କ ସହ ରାକ୍ଷୀଙ୍କ ବିବାହ ଖବର! ପବ୍ଲିସିଟି ପାଇଁ ରକ୍ଷୀ କରିିଥିଲେ ନାଟକ

ମୁମ୍ବାଇ : ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ଭାବରେ ରାକ୍ଷୀ ସାଓ୍ଵନ୍ତଙ୍କୁ ସମସ୍ତେ ଜାଣନ୍ତି । ପ୍ରତିଥର ସେ କିଛି ନା କିଛି କଥାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବାକୁ ପଛାଉ ନ ଥିବା ବେଳେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ସେ କିଛି ବି କରି ପାରନ୍ତି । ଏହାର ଉଦାହରଣ ଲୋକମାନଙ୍କୁ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

୨ବର୍ଷ ପର୍ଯ୍ୟନ୍ତ ୨୦ଜଣ ମିଶି ନାବାଳିକାକୁ କରୁଥିଲେ ଦୁଷ୍କର୍ମ, ଏମାନଙ୍କ ମଧ୍ୟରେ ଥିଲେ ପରିବାରର ଜଣେ ସଦସ୍ୟ

ତିରୁବନନ୍ତପୁରମ୍‌ : ପ୍ରତିଦିନ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବଢ଼ିବାରେ ଲାଗିଛି । ଦେଶର କୌଣସି ନା କୌଣସି କୋଣରେ ମହିଳାମାନେ ଅତ୍ୟାଚାର, ଦୁଷ୍କର୍ମ ଏବଂ ଯୌନ ଅସଦାଚରଣର ଶିକାର ହେଉଛନ୍ତି । ଏ ନେଇ ଅନେକ ସତର୍କତା ଏବଂ ନିୟମ ତିଆରି କରାଯାଇ ସାରିଥିଲେ ମଧ୍ୟ ଏଭଳି ଅପରାଧ ଥମିବାର…
ଅଧିକ ଖବର ଦେଖନ୍ତୁ...

ଜେଲରୁ ମୁକୁଳିଲେ ଅଭିଜିତ ଆୟର

ଭୁବନେଶ୍ୱର:  ଓଡିଶା ଓ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ଆଜି ଜେଲରୁ ମୁକୁଳିଛନ୍ତି । ଗତକାଲି ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ ଲାଗି କହିବା ପରେ ଆଜି ଗୁରୁବାର କୋଣାର୍କ ‘ଜେଏମ୍‌ଏଫସି’ ଜାମିନ୍‌ ଦେଇଥିଲେ । ମୁକୁଳିବା ପରେ ସେ ସିଧା ଚେନ୍ନାଇ ଯାଇ ନିଜ ମାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଆଜି ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ସୀମା ସେପଟୁ ପାକିସ୍ତାନ ପକ୍ଷରୁ ଗୁଳି ମାଡରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେନା ସୁତ୍ରରୁ ପ୍ରକାଶ ଯେ ରାଜ୍ୟର କୁପଓ୍ଵାଡା ଜିଲ୍ଲାର ମଛିଲ ସେକ୍ଟରରେ ଏହି ଘଟଣା ଘଟିଛି । ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସ ୫-୩ରେ ଆର୍ଜେଣ୍ଟିନା ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୯ମ ଦିନରେ ଗୁରୁବାର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଫ୍ରାନ୍ସ ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୧୮ତମ ମ୍ୟାଚରେ ଫ୍ରାନ୍ସର ଖେଳାଳିମାନେ ପୂର୍ବରୁ ହିଁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ଗତ ନଭେମ୍ବର ୨୯ରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଦେବାଳିଆ, ମୋଟ ବୈଦେଶିକ ଋଣ ୧୦୦ ବିଲିୟନ ଡଲାର ଟପିଲା, ହାତରେ ଅଛି ମାତ୍ର ୭.୫ ବିଲିୟନ ଡଲାର

ଇସ୍ଲାମାବାଦ : ସାଉଦି ଆରବ ଠାରୁ ୧ ବିଲିୟନ ଡଲାର ସହାୟତା ପାଇବା ସତ୍ତ୍ୱେ ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଅଧିକ ଦୟନୀୟ ହେବାରେ ଲାଗିଛି । ଗତ ସେପ୍ଟେମ୍ବର ଶେଷସୁଦ୍ଧା ପାକିସ୍ତାନର ବୈଦେଶିକ ଋଣ ଏବେ ରେକର୍ଡ ୯୬.୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଷ୍ଟେଟ ବ୍ୟାଙ୍କ ଅଫ…
ଅଧିକ ଖବର ଦେଖନ୍ତୁ...

ପିଜିରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ

ଭୁବନେଶ୍ୱର: ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଗୋଟିଏ ପାଠ୍ୟ ଖସଡା ହେବ ଏବଂ ପିଜିରେ ନାମ ଲେଖାଇବା ପାଇଁ ଏକକ ପ୍ରବେଶିକା ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ପରିଷଦ ନିଷ୍ପତି ନେଇଛି । ଗୁରୁବାର ବସିଥିବା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଉଚ୍ଚଶିକ୍ଷା…
ଅଧିକ ଖବର ଦେଖନ୍ତୁ...