Daily Archives

December 7, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଦଶମ ଦିନରେ ୧୭ ଗୋଲ, ଆସନ୍ତାକାଲି ବେଲଜିୟମ-ଦକ୍ଷିଣ ଆଫ୍ରିକା ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଶୁକ୍ରବାର ୨ଟି ମ୍ୟାଚରେ ୧୭ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚୀନକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଛି। ‘ପୁଲ-ସି’ରେ ଶନିବାର ସନ୍ଧ୍ୟା ୫ଟାରେ ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଭେଟଖୋଲ ଘାଟି ବୁଲାଣିରେ ପୁଣି ଦୁର୍ଘଟଣା, ୫ ଆହତ

ଫୁଲବାଣୀ: ଫୁଲବାଣୀ-ବୌଦ୍ଧ ରାସ୍ତା ଭେଟଖୋଲ ରାସ୍ତାରେ ଗତ କିଛି ମାସ ପୂର୍ବେ ଏକ ବସ ଦୁର୍ଘଟଣା ହୋଇଥିବା ବେଳେ ଶୁକ୍ରବାର ମାଲବୋଝେଇ ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଜୋରରେ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକ ଓ ୫ ଯାତ୍ରୀ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଯାତ୍ରୀର ଅବସ୍ଥା ଗୁରୁତର ରହିଛି।…
ଅଧିକ ଖବର ଦେଖନ୍ତୁ...

ଏହି ବ୍ଲଡ୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ

ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍‌ କରି ହୃଦ୍‌ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଖରାଦିନ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ପାଇଁ ବିବାହ ଉତ୍ସବ ପାଳନକୁ ଅଧାରୁ ଛାଡ଼ି ମୁମ୍ବାଇ ପହଞ୍ଚିଲେ କପିଲ, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡରେ ବିବାହ ଋତୁ ଚାଲିଥିବା ବେଳେ ଏବେ ଭାରତର ସବୁଠାରୁ ଚର୍ଚ୍ଚିତ ହାସ୍ୟ ଅଭିନେତା କପିଲ ଏବଂ ଗିନ୍ନୀଙ୍କ ବିବାହ ସେହି ସୂଚୀରେ ସାମିଲ ହୋଇଛି । ବିବାହର ପ୍ରସ୍ତୁତି ସହ ପୂର୍ବ ରୀତିନୀତି ଆରମ୍ଭ ହୋଇ ସାରିଥିବା ବେଳେ ସବୁ ଛାଡ଼ି ସଲମାନଙ୍କ ପାଇଁ କପିଲ ମୁମ୍ବାଇ ପହଞ୍ଚିଥିଲେ…
ଅଧିକ ଖବର ଦେଖନ୍ତୁ...

ମସାଜ ପାର୍ଲର ଉପରେ ଚଢ଼ଉ ସମୟରେ ପୁଲିସ ସାମ୍ନାକୁ ଆସିଲା ପୁଲିସ ! ତା’ ପରେ…

ସିରସା : ଅନେକ ସମୟରେ ଦେଶରେ ଥିବା ବିଭିନ୍ନ ମସାଜ ପାର୍ଲର ଉପରେ ଚଢ଼ଉ କରି ପୁଲିସ ହେଉଥିବା ଅପରାଧିକ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଥାଏ । ଦିନକୁ ଦିନ ମସାଜ ପାର୍ଲର ଦେହ ବ୍ୟବସାୟର ଅଡ଼୍ଡା ବନି ଯାଉଥିବା ବେଳେ ଅନେକ ମହିଳା ଏହାର ଶିକାର ହେଉଛନ୍ତି । କିଛି ମହିଳାଙ୍କୁ ଚାକିରି ଦେବା…
ଅଧିକ ଖବର ଦେଖନ୍ତୁ...

ବିବାହ ସରିବା ପରେ ପୁଅକୁ ବୋହୂ ପାଖକୁ ଯିବା ପାଇଁ ମନା କରିଦେଲେ ଶାଶୁ, ସଙ୍ଗେ ସଙ୍ଗେ ପୁଲିସକୁ ଦେଲେ ସୂଚନା, ଜାଣନ୍ତୁ…

ହିମତ୍‌ନଗର (ଗୁଜୁରାଟ) : କର୍କଟ ରୋଗରେ ପୀଡ଼ିତ ହେବା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଲମ୍ବା ସମୟ ପାଇଁ ଚିକିତ୍ସା ଚାଲୁଥିବାରୁ ସବୁ ଟଙ୍କା ସେଥିରେ ଖର୍ଚ୍ଚ ହୋଇ ଯାଇଥିଲା । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ମହିଳା ନିଜ ନାବାଳିକା ଝିଅର ବିବାହ କରିବା କଥା ଭାବିଥିଲେ । ସାମାଜିକ…
ଅଧିକ ଖବର ଦେଖନ୍ତୁ...

ମାଧୁରୀ ଦୀକ୍ଷିତଙ୍କ ସହ ଚୁମ୍ବନର ଦୃଶ୍ୟ କରୁଥିବା ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ବିନୋଦ ଖାନ୍ନା, କରିଥିଲେ…

ମୁମ୍ବାଇ : ବଲିଉଡ୍‌ରେ ଯେବେ ବି ବୋଲ୍ଡ ଦୃଶ୍ୟର କଥା ଉଠେ ସେତେବେଳେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ବିନୋଦ ଖନ୍ନାଙ୍କ ଫିଲ୍ମ ‘ଦୟାବାନ’ କଥା ମନକୁ ଆସେ । ଏହି ଫିଲ୍ମରେ ଥିବା ‘ଆଜ୍‌ ଫିର୍‌ ତୁମ୍‌ପେ ପ୍ୟାର୍‌ ଆୟା ହେ’ ଗୀତରେ ମାଧୁରୀ ଏବଂ ବିନୋଦ ଖାନ୍ନା ଦେଇଥିବା ଦୃଶ୍ୟ ଆଜି…
ଅଧିକ ଖବର ଦେଖନ୍ତୁ...

୧୨୫ ଟଙ୍କାର ଲସି ବୋତଲ ଖୋଜିବା ପାଇଁ ପୁଲିସ ଖର୍ଚ୍ଚ କଲା ୪୧ହଜାର ଟଙ୍କା, ଏଭଳି କାମକୁ ନେଇ ପରିହାସର ପାତ୍ର ହେଲା…

ନୂଆଦିଲ୍ଲୀ : ତାଇଓ୍ଵାନରେ ପୁଲିସ ଏକ ଏଭଳି ଅଜବ କାମ କରି ଦେଖାଇଛି, ଯାହାକୁ ନେଇ ଏବେ ଲୋକମାନେ ଥଟ୍ଟା କରିବା ଆରମ୍ଭ କରିଛନ୍ତି । ପୁଲିସ ଏକ ଲସି ବୋତଲକୁ ଖୋଜିବା ପାଇଁ ଡ଼ିଏନ୍‌ଏ ଟେଷ୍ଟର ସାହାରା ନେଇଥିଲା । ଚୋରି ହୋଇଥିବା ବୋତଲର ମୂଲ୍ୟ ୧୨୫ ଟଙ୍କା ଥିବା ବେଳେ ପୁଲିସ ଏହାକୁ ଖୋଜିବା…
ଅଧିକ ଖବର ଦେଖନ୍ତୁ...

ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ଟକ୍କର ଦେଲେ ତୈମୁର, ଆଶ୍ଚର୍ଯ୍ୟ ହେଲେ ସୈଫ୍‌-କରୀନା

ମୁମ୍ବାଇ : ସୈଫ୍‌-କରୀନାଙ୍କ ନଓ୍ଵାବଜାଦେ ତୈମୁର ଅଲ୍ଲୀ ଖାନ୍‌ ଖୁବ୍‌ ଶୀଘ୍ର ୨ ବର୍ଷରେ ପାଦ ଦେବା ପାଇଁ ଯାଉଛନ୍ତି । ଡିସେମ୍ବର ୨୦ରେ ତୈମୁରଙ୍କ ଜନ୍ମଦିନ ଥିବା ବେଳେ ଏହା ପୂର୍ବରୁ ତାଙ୍କୁ ତାଙ୍କ ଜନ୍ମଦିନର ଉପହାର ମିଳି ଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...