Daily Archives

December 7, 2018

ଘରୁ କୋବି କିଣିବା ପାଇଁ ବାହାରିଲେ ମହିଳା, ଫେରିବା ପରେ ବନିଗଲେ ୧.୫କୋଟି ଟଙ୍କା ମାଲିକାଣୀ

ନୂଆଦିଲ୍ଲୀ : ଟିକେ ଭାବନ୍ତୁ, ଆପଣ କୌଣସି କାମରେ ଘରୁ ବାହାରକୁ ଯାଇଛନ୍ତି ଏବଂ ଘରକୁ ଫେରିବା ପରେ ଆପଣ ଜାଣୁଛନ୍ତି କି ଆପଣ କୋଟିପତି ହୋଇ ସାରିଛନ୍ତି । ତେବେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ? ପ୍ରଶ୍ନଟି ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲେ ମଧ୍ୟ ସତ । କାରଣ ଠିକ୍‌ ଏହି ଭଳି କିଛି ଘଟଣା…
ଅଧିକ ଖବର ଦେଖନ୍ତୁ...

ମିକାଙ୍କ ଗିରଫ ଖବର ଶୁଣି କାନ୍ଦିଲେ ରାକ୍ଷୀ; ଭିଡିଓ ପୋଷ୍ଟ କରି କହିଲେ, ମୁଁ ତୁମକୁ ନେବା ପାଇଁ ଆସୁଛି!

ମୁମ୍ବାଇ : ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ ପ୍ରସିଦ୍ଧ ବଲିଉଡ୍‌ ଗାୟକ ମିକା ସିଂହଙ୍କ ଉପରେ ଅଶ୍ଲୀଳ ଫଟୋ ପଠାଇବା ଏବଂ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଦୁବାଇ ପୁଲିସ ମିକାଙ୍କୁ ଗିରଫ କରିଛି । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ମିକାଙ୍କ ଗିରଫ ହେବା…
ଅଧିକ ଖବର ଦେଖନ୍ତୁ...

୫ ମାସ ହେଲା ସ୍ତ୍ରୀକୁ ହତ୍ୟା କରିବା ଅପରାଧରେ ଜେଲ ଦଣ୍ଡ ଭୋଗୁଥିଲା ସ୍ୱାମୀ,ହଠାତ୍‌ ଥାନାରେ ପହଞ୍ଚି ମୋ ସ୍ୱାମୀକୁ…

ପଟନା : ବିହାରର ସୁପୌଲ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସ୍ତ୍ରୀ ବଞ୍ଚି ଥାଉ ଥାଉ ସ୍ୱାମୀ ପତ୍ନୀହତ୍ୟା ଭିଯୋଗରେ ୫ ମାସ ଜେଲ ଦଣ୍ଡ ଭୋଗିବା କିପରି ସମ୍ଭବ ବୋଲି ଲୋକେ ଭାବିବା ଆରମ୍ଭ କରିଛନ୍ତି । ୫ମାସ ପରେ ସ୍ତ୍ରୀ ପୁଲିସ ଷ୍ଟେସନରେ ପହଞ୍ଚି ମୁଁ ତାଙ୍କ ସ୍ତ୍ରୀ ଏବଂ ମୁଁ…
ଅଧିକ ଖବର ଦେଖନ୍ତୁ...

ବ୍ରାଜିଲରେ ବ୍ୟାଙ୍କ ଡକାୟତ-ପୁଲିସ ଗୁଳିବିନିମୟ, ୬ ଡକାୟତଙ୍କ ସହ ମୋଟ ୧୧ ମୃତ

ରିଓ ଡି ଜେନିରୋ : ଉତ୍ତରପୂର୍ବ ବ୍ରାଜିଲରେ ଆଜି ଏକ ସଶସ୍ତ୍ର ବ୍ୟାଙ୍କ ଡକାୟତି ବେଳେ ପୁଲିସ ଓ ଡକାୟତଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୬ଜଣ ଡକାୟତ, ସେମାନେ ପଣବନ୍ଦୀ ରଖିଥିବା ଜଣେ ଶିଶୁ ସମେତ ୫ ଜଣ ସାଧାରଣ ଲୋକ ଅନ୍ତର୍ଭୁକ୍ତ । ଏହି ୫…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟୁଡେ ଏକ୍‌ଜିଟ୍‌ ପୋଲ : କଂଗ୍ରେସକୁ ଫାଇଦା, ବିଜେପି ହାତରୁ ଖସିବ ରାଜସ୍ତାନ, ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ଥିତି…

ନୂଆଦିଲ୍ଲୀ : ୫ଟି ରାଜ୍ୟର ବିମାନସଭା ନିର୍ବାଚନ ଶେଷ ହୋଇଛି। ଆଜି ସଂଧ୍ୟାରେ ମତଦାନ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା  ଓ ମାର୍କେଟିଂ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଫଳାଫଳ ପୂର୍ବାନୁମାନ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ ଯେଉଁ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭାଇରାଲ ହେଲା ହୀରା ଖଚିତ ବିମାନର ଫଟୋ, ଅସଲି କି ନକଲି ଫଟୋ ବୋଲି ଉପୁଜିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏବେ ଏମିରେଟ୍ସ ଏୟାରଲାଇନ୍ସର ଏକ ବିମାନର ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋରେ ବିମାନଟି ଚମକୁଥିବା ବେଳେ ବିମାନ ଉପରେ ହୀରା ଖଚିତ ହେବା ଭଳି ଦେଖାଯାଇଛି । ତେବେ ଏହି ଫଟୋରେ କେତେ ସତ୍ୟତା ରହିଛି ତାହାକୁ ନେଇ ଏବେ ସୋସିଆଲ ମଡିଆ ବ୍ୟବହାରକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଇଂଲଣ୍ଡ ୪-୨ରେ ଆୟରଲାଣ୍ଡ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଶୁକ୍ରବାର ଏକ ରୋମାଞ୍ଚକ ମ୍ୟାଚରେ ଇଂଲଣ୍ଡ ୪-୨ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମରେ ପୁଲ-ବି ମୁକାବିଲା ଉଭୟ ଦଳ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା। ଆୟରଲାଣ୍ଡ ଗୋଟିଏ ଗୋଲ ଦେବାର କିଛି ସମୟ ମଧ୍ୟରେ ଇଂଲଣ୍ଡ ଆଉ ଗୋଟିଏ ଗୋଲ…
ଅଧିକ ଖବର ଦେଖନ୍ତୁ...

ଭୋଟ ଦେବାକୁ ଭାରତ ଆସିଲେ ପାକିସ୍ତାନର ବୋହୂ …

ହାଇଦ୍ରାବାଦ: ଭାରତ ପାକିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଅବ୍ୟାହତ ରହିଥିବା ବେଳେ ଜଣେ ପାକିସ୍ତାନୀ ବୋହୂ ଆଜି ଖାସ୍‌ ଭୋଟ ଦେବାକୁ ଭାରତ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭୋଟ ଦେବାକୁ ଆସିଥିବା ଏହି ପାକିସ୍ତାନୀ ବୋହୂ ଜଣକ ହେଉଛନ୍ତି ଭାରତର ଦୁହିତା ତଥା ଖ୍ୟାତନାମା ଟେନିସ୍‌…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅଞ୍ଚଳରେ ଜଣେ ବିଦ୍ୟାଙ୍ଗ ଯୁବତୀକୁ ଗତବର୍ଷ ହୋଇଥିବା ଦୁଷ୍କର୍ମ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅରବିନ୍ଦ ପଟ୍ଟନାୟକ ଦୋଷୀ ସାବ୍ୟସ୍ତ ଟିକାବାଲି ଥାନା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କାଲକାଟା…

କୋଲକତା : କାଲକାଟା ହାଇକୋର୍ଟର ଡିଭିଜନ ବେଞ୍ଚ ଆଜି ଗତ କାଲି ଆସିଥିବା ସିଙ୍ଗଲ ବେଞ୍ଚ ରାୟକୁ ବଦଳାଇ ଦେଇଛନ୍ତି । ୩ ଜଣ ବିଜେପି ନେତାଙ୍କ ସହ ଆଲୋଚନା କରି ଡିସେମ୍ବର ୧୨ ସୁଦ୍ଧା ପ୍ରସ୍ତାବିତ ର‍୍ୟାଲି ସଂପର୍କରେ ନିଷ୍ପତ୍ତି ନେବାକୁ ଡିଭିଜନ ବେଞ୍ଚ ରାଜ୍ୟର ମୁଖ୍ୟ ସଚିବ, ଗୃହ ସଚିବ ଓ…
ଅଧିକ ଖବର ଦେଖନ୍ତୁ...