Daily Archives

December 8, 2018

ଓୟୁଏଟି କୁଳପତିଙ୍କ ବିରୋଧରେ ଜାଲିଆତି ଅଭିଯୋଗ : ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଏବେ ଅଡୁଆରେ ଓୟୁଏଟି କୁଳପତି । ଓୟୁଏଟି ଭିସି ସୁରେନ୍ଦ୍ର ନାଥ ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ଲେଖାଯାଇଛି । ନିଜ ପଦବୀର ଅପବ୍ୟବହାର କରି ସୁରେନ୍ଦ୍ର ନାଥ ପଶୁପାଳକ ଦୁର୍ନୀତି କରିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଏକାଦଶ ଦିନରେ ୧୨ ଗୋଲ, ଆସନ୍ତାକାଲି ମାଲେସିଆକୁ ଭେଟିବ ଜର୍ମାନୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଏକାଦଶ ଦିନରେ ଶନିବାର ୧୨ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଭାରତ ୫-୧ ଗୋଲରେ କାନାଡା ବିପକ୍ଷରେ ମ୍ୟାଚ ଜିତିଛି। ଏଥି ସହିତ ଭାରତ ନିଜର ‘ପୁଲ-ସି’ର ପଏଣ୍ଟ ତାଲିକାରେ ଶ୍ରେଷ୍ଠ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍‌ଙ୍କ ବୟାନ ପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ନେଇ ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସ ଫାଇଦା ପାଉଥିବା ପୂର୍ବାନୁମାନ ହୋଇଛି। ଏହାକୁ ନେଇ କଂଗ୍ରେସ ଶିବିରରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍‌…
ଅଧିକ ଖବର ଦେଖନ୍ତୁ...

ସାରାଙ୍କ ଚଳଚ୍ଚିତ୍ର ‘କେଦାରନାଥ’ ସହ ଜେଜେ ନବାବ ପଟୌଦୀଙ୍କର ଏହି ସଂଯୋଗ ରହିଛି

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ ଏବଂ ଅମ୍ରିତା ସିଂହଙ୍କ ସୁପୁତ୍ରୀ ସାରା ଅଲ୍ଳୀ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ନବାଗତା ନାୟିକା ଜଣକ କୌଣସି ପୁରୁଖା ନାୟିକାଙ୍କଠାରୁ କମ୍‌ ଲାଗୁନାହାନ୍ତି ଅଭିନୟ କ୍ଷେତ୍ରରେ। ଚଳଚ୍ଚିତ୍ରରେ ସାରାଙ୍କ ଅଭିନୟକୁ…
ଅଧିକ ଖବର ଦେଖନ୍ତୁ...

ନଷେଧ ହୋଇଥିବା ପିରାମିଡ୍‌ ଉପରକୁ ଯାଇ ନଗ୍ନ ଫଟୋସୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ଗିଜାର ଗ୍ରେଟ୍‌ ଖୁପୁ ପିରାମିଡ୍‌ ଉପରକୁ ଏକ ଦମ୍ପତି ଚଢୁଥିବା ସମୟର ସେମାନଙ୍କର ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ ତାହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦମ୍ପତି ଦ୍ୱୟ କଟକଣା ରହିଥିବା ପିରାମିଡ୍‌ ଉପରକୁ ନଗ୍ନ ହୋଇ ଯାଉଥିବା ବେଳର ଫଟୋ ଓ ଭିଡିଓ ସଭିଙ୍କୁ ଚକିତ କରିଛି। ତିନି…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ରେ ଏପରି ଭିଡିଓ ପଠାଇଲେ ଫସିବେ, ବନ୍ଦ ହୋଇପାରେ ଆକାଉଣ୍ଟ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟ୍‌ସଆପ୍‌ ସଦା ବ୍ୟବହାରକାରୀଙ୍କ ବିଶ୍ୱସନୀୟତା ଏବଂ ନୈତିକତା ଉପରେ ଧ୍ୟାନ ଦେଇଥାଏ। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ମେସଜିଂ ଆପ୍‌ରେ ଶିଶୁ ପନୋଗ୍ରାଫିର କୌଣସି ସ୍ଥାନ ନାହିଁ। ଏହାକୁ ରୋକିବା ପାଇଁ କମ୍ପାନି ପକ୍ଷରୁ ଏକ ଅଭିନବ ଉପାୟ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ ଦାମୀ ଉପହାର ଦେବାର ନିଶା ଚୋର ସଜାଇଲା; ଟଙ୍କା ପାଇଁ ଯୁବକ ଚୋରାଉଥିଲେ ଲକ୍ଷ ଲକ୍ଷ ଟଙ୍କାର କ୍ୟାମେରା

ପୁଣେ: ପୁଣେର ୨୨ ବର୍ଷିଅ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାଙ୍କୁ ଦାମୀ ଉପହାର ଦେବା ପାଇଁ ୧୦ଟି କ୍ୟାମେରା ଚୋରି କରିଥିବା ଅଭିଯୋଗରେ ତାଙ୍କୁ ପୁଣେ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମାର୍କେଟ ୟାର୍ଡର ହମଲ୍‌ନଗର ଆକାଶ ଭିସେ। ଅକାଶଙ୍କୁ ଗିରଫ କରାଯିବା ପରେ କୋର୍ଟ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ରୁ ଅବସର ନେବା ପରେ ରାଜନୀତିରେ ଗୌତମ ଗମ୍ଭୀର?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ତାରକା ଗୌତମ ଗମ୍ଭୀର ରାଜନୀତିରେ ସାମିଲ୍‌ ହେବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି କି ଏହା ଏକ ଗୁଜବ ଛଡ଼ା ଆଉ କିଛି ନୁହେଁ। କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ଏହି ବ୍ୟାଟ୍‌ସମ୍ୟାନ୍‌ ଜଣକ କହିଛନ୍ତି କି ରାଜନୀତିରେ ପ୍ରବେଶ କରିବାର ଏବେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀକତାକୁ ‘ଅନୁବଂଶିକ ମାନସିକ ବିକାର’ର ନାମ ଦେଇ ବିଦ୍ୟୁତ୍‌ ସକ୍‌ ଚିକିତ୍ସା କରି ଅଡୁଆରେ ଦିଲ୍ଲୀ ଡାକ୍ତର

ନୂଆଦିଲ୍ଲୀ: ସମଲିଙ୍ଗୀକତାକୁ ‘ଅନୁବଂଶିକ ମାନସିକ ବିକାର’ର ନାମ ଦେଇ ଗେ ଏବଂ ଲେସ୍‌ବିଆନ୍‌ମାନଙ୍କୁ ବିଦ୍ୟୁତ୍‌ ସକ୍‌ ଦେଉଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି। ଯଦିଓ ଡକ୍ଟର ପି କେ ଗୁପ୍ତାଙ୍କୁ ଦିଲ୍ଲୀ ମେଡିକାଲ୍‌ କାଉନ୍‌ସିଲ୍‌(ଡିଏମ୍‌ସି)ରୁ ନିଲମ୍ବିତ…
ଅଧିକ ଖବର ଦେଖନ୍ତୁ...