Daily Archives

December 9, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଦ୍ୱାଦଶ ଦିନରେ ୧୪ ଗୋଲ, ଆଜି ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଦ୍ୱାଦଶ ଦିନରେ ୧୪ ଗୋଲ ଦର୍ଶକ ଦେଖିଛନ୍ତି। ନେଦରଲାଣ୍ଡସ୍‌, ପାକିସ୍ତାନ, ଜର୍ମାନୀ ଏବଂ ମାଲେସିଆର ଖେଳାଳିମାନେ ଏହି ଗୋଲ ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟର ୨୩ତମ ମ୍ୟାଚରେ ଜର୍ମାନୀ ୫-୩ ଗୋଲରେ ମାଲେସିଆ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ୨୪ତମ…
ଅଧିକ ଖବର ଦେଖନ୍ତୁ...

ନିକ୍‌ୟାଙ୍କାଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ନକଲି ବୋଲି କହିଥିବା ସାମ୍ବାଦିକା କ୍ଷମା ମାଗିଲେ, କହିଲେ; ମୁଁ ଭୁଲ…

ମୁମ୍ବାଇ: ଗତ ଡ଼ିସେମ୍ବର ୨ରେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଠାରୁ ୧୦ବର୍ଷ ସାନ ପ୍ରେମିକ ନିକ୍‌ ଜୋନସଙ୍କୁ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । ବିବାହ ଯୋଧପୁରରେ ଅନୁଷ୍ଠିତ ହୋଇଥିବା ବେଳେ ଦିଲ୍ଲୀ ଆସି ସେ ବିବାହ ଭୋଜିର ଆୟୋଜନ କରିଥିଲେ । କିନ୍ତୁ ବିବାହର ଦୁଇ ଦିନ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଖାଇବା ପରେ ଖାଆନ୍ତୁ ୨୦ଗ୍ରାମ ଗୁଡ଼,ଏହି ୮ଟି ଶାରୀରିକ ସମସ୍ୟାରୁ ମିଳିବ ମୁକ୍ତି…

ପ୍ରାଚୀନ କାଳରୁ ଗୁଡ଼କୁ ଶରୀର ପାଇଁ ଅମୃତ ବୋଲି ଧରା ପରିଗଣିତ କରା ଯାଇଥାଏ । ଯଦି ଆପଣଙ୍କୁ ମିଠା ପସନ୍ଦ, ତେବେ ଆପଣ ଗୁଡ଼କୁ ନିଜ ଡ଼ାଏଟ୍‌ରେ ସାମିଲ କରି ପାରିବେ । ସବୁଠାରୁ ଖାସ୍‌ କଥା ହେଲା ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇ ପାରିବେ । କାରଣ ଏଥିରେ ଅନ୍‌ଇଫାଇନ୍‌ଡ୍‌ ନ୍ୟାଚୁରାଲ ସୁଗାର…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ଗାଈ ଦୁଇଟି ଯମଜ ଅଣ୍ଡିରା ବାଛୁରୀକୁ ଜନ୍ମ ଦେବା ପରେ ନାମକରଣ କଲା ମାଲିକ, ଜଣଙ୍କ ନାଁ ବିଜେପି ରଖିବା…

ଭୋପାଲ: ଭୋପାଳର ଖଜୁରୀ କଲାନ ଗାଁରେ ଏକ ଗାଈ ଯମଜ ବାଛୁରୀକୁ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗୋପାଳକ ଦୁଇ ବାଛୁରୀଙ୍କ କରିଥିବା ନାମକରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟରେ ନିର୍ବାଚନର ପ୍ରଚାର ସରଗରମ ଚାଲୁଥିବା ଦେଖି ଗୋପାଳକ ଜଣଙ୍କ ଦୁଇ…
ଅଧିକ ଖବର ଦେଖନ୍ତୁ...

ରାକ୍ଷୀ ପୂର୍ଣ୍ଣିମାରେ ସାରାଙ୍କୁ ଏତିକି ଟଙ୍କା ଉପହାର ଦେଇଥିଲେ ତୈମୁର, ସାକ୍ଷାତକାରରେ ଜଣାଇ ହସିବାକୁ ଲାଗିଲେ ସାରା

ମୁମ୍ବାଇ: ଫିଲ୍ମ କେଦାରନାଥରୁ ବଲିଉଡ଼୍‍ରେ ଡ଼େବ୍ୟୁ କରିଛନ୍ତି ସୈଫ୍‌-ଅମୃତାଙ୍କ ତନୟା ସାରା ଅଲ୍ଲୀ ଖାନ୍‌ । ଫିଲ୍ମଟି ରିଲିଜ୍‌ ହୋଇ ସାରିଥିବା ବେଳେ ସାରାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଇଛି । ତେବେ ଫିଲ୍ମକୁ ନେଇ ସେ ଏକ ସାକ୍ଷାତକାରରେ ଯୋଗ ଦେଇଥିବା ବେଳେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୋକାନକୁ ଜୋତା କିଣିବାକୁ ଯାଇଥିବା ଯୁବକ ଜୋତା ପିନ୍ଧିବା ପରେ ଦୌଡ଼ିବାକୁ ଲାଗିଥିଲେ, ତା’ ପର ଘଟଣାର ଭିଡ଼ିଓ ଏବେ…

ନୂଆଦିଲ୍ଲୀ: କିଛି ଦିନ ହେଲାଣି ସୋସିଆଲ ମିଡ଼ିଆରେ ମାଲେସିଆର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଫେସ୍‌ବୁକ୍‌ରେ ଏହି ଭିଡିଓକୁ ୧.୫ମିଲିୟନ ଲୋକ ଦେଖି ସାରିଥିବା ବେଳେ ଭିଡିଓରେ ଯୁବକଜଣଙ୍କ କରିଥିବା କାରନାମାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

‘କସୌଟି ଜିନ୍ଦଗି କି’ ଧାରାବାହିକରେ ହୀନା ଖାନ୍‌ଙ୍କ ସ୍ଥାନରେ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଧାରାବାହିକ କସୌଟି ଜିନ୍ଦଗି କିରେ ଏବେ ଜବରଦସ୍ତ ଡ଼୍ରାମ ଆରମ୍ଭ ହୋଇ ସାରଛି । ଆରମ୍ଭରୁ ଧାରାବହିକକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ କୋମୋଲିକା ଚରିତ୍ରରେ ହୀନା ଖାନ୍‌ଙ୍କୁ ନିଆଯିବା ଖବର ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା । ହୀନାଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ଭାବରେ ଦୁଇ ଦୁଇଥର ମୃତ୍ୟୁକୁ ଚକ୍‌ମା ଦେଲା ଏହି ବାଳକ, ଭାଇରାଲ ହେବାରେ ଲାଗିଛି ସେ ସମୟର ଭୟାନକ…

ନୂଆଦିଲ୍ଲୀ: ଇଂଲଣ୍ଡରେ ଘଟିଥିବା ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଚହଳ ପକାଇଛି । ଜଣେ ବାଳକ କିପରି ଦୁଇ ଦୁଇଥର ମୃତ୍ୟୁକୁ ଚକ୍‌ମା ଦେଇଥିଲା, ତାହାର ଭିଡ଼ିଓ ଭାଇରାଲ ହେବା ପରେ ଏବେ ଭିଡିଓଟି ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଇଲଣ୍ଡର ନଟିଂହମ୍‌ରେ ଘଟିଥିବା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ମିର୍ଜା ନୁହେଁ ହ୍ୟାଣ୍ଡରିଚ ଥିଲା ଦିୟାଙ୍କ ଉପନାମ,ଏହି କାରଣ ପାଇଁ ବଦଳା ଯାଇଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ନାମ ପ୍ରଥମେ ଦିୟା ହ୍ୟାଣ୍ଡରିଚ୍‌ ଥିଲା । ଯାହା ପରେ ହ୍ୟାଣ୍ଡରିଚ୍‌ରୁ ମିର୍ଜା ହୋଇଥିଲା । ମିର୍ଜା ହେବା ପଛରେ ଏକ ବଡ଼ କାହାଣୀ ଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଦିୟା ସାଢ଼େ ୪ବର୍ଷର ଥିବା ବେଳେ ତାଙ୍କ ମାତା-ପିତା ପରସ୍ପରଠାରୁ…
ଅଧିକ ଖବର ଦେଖନ୍ତୁ...

ଆର୍‌ପିଏଫ୍‌ ଯବାନଙ୍କ ମହାନତା, ତଦନ୍ତ କରି ଶ୍ରମିକକୁ ଫେରାଇଲେ ଟ୍ରେନ୍‌ରେ ଛାଡ଼ି ଯାଇଥିବା ୨୨ହଜାର ଟଙ୍କା ଥିବା…

ଥିରୁବନନ୍ତପୁରମ୍‌: କେରଳରେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଯବାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଶାଗ୍ରସ୍ତ ହୋଇ ଜଣେ ଶ୍ରମିକ ଭୁଲବଶତଃ ନିଜ ବଗି ଛାଡ଼ି ଅନ୍ୟ ବଗିରେ ବସି ପଡ଼ିଥିଲେ । ଯାହାଦ୍ୱାରା ସାଥିରେ ଥିବା ୨୨ହଜାର ଟଙ୍କାର ବ୍ୟାଗ୍‌ ମଧ୍ୟ ସେ ଟ୍ରେନ୍‌ରେ…
ଅଧିକ ଖବର ଦେଖନ୍ତୁ...