Daily Archives

December 9, 2018

ମୟୂରଭଞ୍ଜ: ନିଅାଁରେ ପୋଡ଼ି ମହିଳା ମୃତ

ବାରିପଦା: ନିଅାଁରେ ପୋଡ଼ି ରବିବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଂଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଚୁଆପାଣି ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି, ସତ୍ୟଭାମା ଗିରି। ଦୀନକୃଷ୍ଣ ଗିରିଙ୍କ ବନ୍ଦ ଘରୁ ସନ୍ଧ୍ୟାରେ ଚିତ୍କାର ଶୁଣି ଗାଁଲୋକେ…
ଅଧିକ ଖବର ଦେଖନ୍ତୁ...

ରାତିରେ ସ୍ତ୍ରୀ ସହ ଚାଟିଂ କରୁଥିବା ସମୟରେ ଝଗଡ଼ା ହେବାରୁ ବେକରେ ବେଲ୍‌ଟ ବାନ୍ଧି ସ୍ତ୍ରୀକୁ ଫଟୋ ଛାଡ଼ିଲା ସ୍ୱାମୀ, ଫଟୋ…

ଇନ୍ଦୋର: ଇନ୍ଦୋରରେ ସ୍ତ୍ରୀ ପ୍ରତିକ୍ରିୟା ପାଇଁ ସ୍ୱାମୀ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀ-ସ୍ତ୍ରୀ ମେସେଜରେ କଥା ହେଉଥିବା ବେଳେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏ ନେଇ ନିଜ ସ୍ତ୍ରୀକୁ ଡ଼ରାଇାବା ପାଇଁ ମୃତ ସ୍ୱାମୀ ବେକରେ ବେଲ୍‌ଟ…
ଅଧିକ ଖବର ଦେଖନ୍ତୁ...

ଝିଅ ଈଶାଙ୍କ ପ୍ରି-ଓଏଡିଂ ଉତ୍ସବରେ ଅମ୍ବାନୀଙ୍କୁ କରଣ ଜୋହର ପଚାରିଲେ ଏହି ସବୁ ପ୍ରଶ୍ନ, ସେ ଦେଲେ ମଜାଦାର ଉତ୍ତର

ମୁମ୍ବାଇ: ମୁକେଶ ଓ ନୀତା ଅମ୍ବାନୀଙ୍କ ଏକମାତ୍ର ଝିଅ ଈଶା ଅମ୍ବାନୀଙ୍କ ପ୍ରି-ଓଏଡିଂ ଉତ୍ସବ ଉଦୟପୁରରେ ଆରମ୍ଭ ହୋଇଯାଇଛି। ଏହି ଉତ୍ସବରେ ମୁକେଶ-ନୀତା, ଶାହାରୁଖ୍‌-ଗୌରୀ ଓ ଐଶ୍ୱର୍ଯ୍ୟା-ଅଭିଷେକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ତେବେ, ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଆୟୋଜନ କରିବାର ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

ଝିଅର ସଂଗୀତ ଉତ୍ସବ ସହ ଶୋଭା ବଢ଼ାଇଲା ନୀତା ଅମ୍ବାନୀଙ୍କ ସ୍ୱଦେଶୀ ବଜାର

ଜୟପୁର: ଉଦୟପୁରରେ ଅନୁଷ୍ଠିତ ହେଉଥିବା ଇଶା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କ ବିବାହ ପୂର୍ବ ସମାରୋହରେ ଅନ୍ୟତମ ଆକର୍ଷଣ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ଭାରତର ୧୦୮ଟି ପ୍ରମୁଖ ହସ୍ତଶିଳ୍ପ ସମ୍ଭାରର ଅନନ୍ୟ ପ୍ରଦର୍ଶନ ସ୍ୱଦେଶ ବଜାର ଦେଶ ବିଦେଶରୁ ଆସିଥିବା ଅତିଥିଙ୍କୁ ଭାରତୀୟ ହସ୍ତଶିଳ୍ପ ଓ…
ଅଧିକ ଖବର ଦେଖନ୍ତୁ...

ବ୍ଲୁ-ଷ୍ଟାର କ୍ଲବର ଷଷ୍ଠବାର୍ଷିକ ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ , ୧୦୧ ୟୁନିଟ୍‌ ରକ୍ତ…

ବାଲେଶ୍ୱର: ସ୍ଥାନୀୟ ଆଜିମାବାଦ ୟୁପି ସ୍କୁଲ ପରିସରରେ ରବିବାର ବାଲେଶ୍ୱର ସହରର ଅଗ୍ରଣୀ ଅନୁଷ୍ଠାନ ବ୍ଲୁ-ଷ୍ଟାର କ୍ଲବ ପକ୍ଷରୁ ଷଷ୍ଠ ବାର୍ଷିକ ମେଗା ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଏସ୍‌ପି ବି. ଯୁଗଳକିଶୋର ଓ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ନେଦରଲାଣ୍ଡସ୍‌ ୫-୧ରେ ପାକିସ୍ତାନ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ରବିବାର ୨ୟ ମୁକାବିଲାରେ ନେଦରଲାଣ୍ଡସ୍‌ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ର ୨୪ତମ ମ୍ୟଚରେ ନେଦରଲାଣ୍ଡସ୍‌ ପ୍ରଥମ ଗୋଲ୍‌ ପାକିସ୍ତାନକୁ ଦେଇଥିଲା। ? | LIVE | @oranjehockey and @PHFOfficial are both…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର: ଘାଟିରେ ଯୁବକଙ୍କୁ ଆତଙ୍କବାଦୀ ବନିବା ପାଇଁ ଉସୁକାଉଥିବା ରିୟାଜ ଅହମ୍ମଦ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଯୁବକମାନଙ୍କୁ ଆତଙ୍କବାଦୀ ହେବା ପାଇଁ ଉସୁକାଉଥିବା ରିୟାଜ୍‌ ଅହମ୍ମଦକୁ ପୁଲିସ ରବିବାର ଗିରଫ କରିଛି।  କିଶ୍ୱତଓ୍ଵାଡ ପୁଲିସ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦିନ୍‌ର କୁଖ୍ୟାତ ଆତଙ୍କବାଦୀ ରିୟାଜ ଅହମ୍ମଦକୁ ଗିରଫ କରିଛି। ରିୟାଜ ସେହି ଲୋକମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପିତା ଓ ପତିଙ୍କ ହାତ ଧରି ସଂଗୀତ ଉତ୍ସବକୁ ପ୍ରବେଶ କଲେ ଈଶା ଅମ୍ବାନୀ

ମୁମ୍ବାଇ: ବର-କନ୍ୟାଙ୍କ ପ୍ରଥମ ଝଲ୍‌କ। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଆମ୍ବାନୀ ସର୍ବଦା ନିଜ ଭାବି ସ୍ୱାମୀ ଆନନ୍ଦ ପିରାମିଲଙ୍କ ସହ କୌତୁକିଆ ଦିଶନ୍ତି। କନ୍ୟା ସାଜିବାକୁ ଥିବା ୨୭ ବର୍ଷୀୟା ନୀତା ଏକ ସୁନ୍ଦର ଗୋଲାପୀ ରଂଗର ଲେହେଙ୍ଗା ପରିଧାନ କରିଥିବାର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ରଣଜୀ ଟ୍ରଫି: ଗୌତମ ଗମ୍ଭୀର ନିଜର ବିଦାୟୀ ମ୍ୟାଚରେ ମାରିଲେ ଶତକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିବା ଗୌତମ ଗମ୍ଭୀର ରଣଜୀ ଟ୍ରଫିରେ ପୁଣି ଥରେ ଚମକିଛନ୍ତି। ନିଜର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ଗମ୍ଭୀର ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି। ଏଥି ସହିତ ସେ ଦିଲ୍ଲୀକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଇଛନ୍ତି। ଫିରୋଜ…
ଅଧିକ ଖବର ଦେଖନ୍ତୁ...