Daily Archives

December 10, 2018

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ତ୍ରୟୋଦଶ ଦିନରେ ସର୍ବନିମ୍ନ ୩ଟି ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ବେଲଜିୟମ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ଦିନରେ ସବୁଠାରୁ କମ୍‌ ଗୋଲ ଦେଖାଯାଇଛି। କ୍ରସ ଓଭରରେ ଖେଳାଯାଇଥିବା ୨ଟି ମ୍ୟାଚରେ ଚଳିତ ବିଶ୍ୱକପ୍‌ର ସର୍ବନିମ୍ନ ୩ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨-୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

ଶୀତ: ଫୁଲବାଣୀରେ ତାପମାତ୍ରା ୭.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ରେକର୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ସୋମବାର ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ି ଅଂଚଳରେ ଫୁଲବାଣୀ ତୁଳନାରେ ସାମାନ୍ୟ ଅଧିକ ତାପମାତ୍ରା ରହିଛି। ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। ଜିଲ୍ଲାର ଅନ୍ୟ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗ ହୋଇଥିବା ନେଇ ଏଭଳି ଟୁଇଟ୍‌ କଲେ ଶାହିଦ୍‌

ମୁମ୍ବାଇ : ବଲିଉଡ୍‌ର ବଡ଼ ବଡ଼ କଳାକାର ଜଣେ ପରେ ଜଣେ କର୍କଟର ଶିକାର ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହାକୁ ନେଇ ମିଥ୍ୟ ପ୍ରଚାର କରାଯାଉଥିବା ସାମ୍ନାକୁ ଆସିଛି । ଅଭିନେତା ଇର୍‌ଫାନ ଖାନ୍‌,ଋଷି କପୁର ଏବଂ ଅଭିନେତ୍ରୀ ସେନୋଲି ବେନ୍ଦ୍ରେଙ୍କ ପରେ ଦୁଇ ଦିନ ତଳେ ଅଭିନେତା…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଚୋରି କରିବାକୁ କାର୍‌ର କାଚ ଭାଙ୍ଗିଲେ ଦୁର୍ବୃତ୍ତ, କିଛି ନ ମିଳିବାରୁ କାର୍‌ ଭିତରେ ଥିବା କୁକୁରକୁ…

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମସ୍‌ଜିଦ୍‌ ମୋଠ ଅଞ୍ଚଳରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାର୍‌ ଭିତରେ ଟଙ୍କା ଥିବା ଭାବି କିଛି ଚୋର କାର୍‌ର କାଚ ଭାଙ୍ଗିଥିବା ବେଳେ କାର୍‌ ଭିତରେ ତାଙ୍କୁ କିଛି ଟଙ୍କା ମିଳି ନଥିଲା । ସେମାନେ କାର ଭିତରେ ଥିବା କୁକୁର ଲୁଇସ୍‌କୁ ଚୋରି…
ଅଧିକ ଖବର ଦେଖନ୍ତୁ...

ଲାଇଭ୍‌ ଦେଖି ପାରିବେ କପିଲ-ଗିନ୍ନୀଙ୍କ ବିବାହ, ଜାଣନ୍ତୁ କେମିତି?

ମୁମ୍ବାଇ : ଭାରତର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଡ଼ିସେମ୍ବର ୧୨ରେ ନିଜ ପ୍ରେମିକା ଗିନ୍ନୀ ଚତାର୍ଥଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଜଲନ୍ଧରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ବିବାହ ପରେ ଗିନ୍ନୀଙ୍କୁ ସମୟ ଦେବା ପାଇଁ କପିଲ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବିବାହର ୬ମାସ ମଧ୍ୟରେ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କଲା ସ୍ୱାମୀ, ମନା କରିବାରୁ…

ପଟନା : ବିହାରରେ ସ୍ୱାମୀର ସାଙ୍ଗମାନଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ ରଖିବା ପାଇଁ ମନା କରିବା ଜଣେ ମହିଳାଙ୍କୁ ଭାରୀ ପଡ଼ିଛି । ଏପରି ନ କରିବାରୁ ଅଭିଯୁକ୍ତ ସ୍ୱାମୀ ଏବଂ ତା’ର ସାଙ୍ଗମାନେ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ବାଇକ୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ । ପରେ ପୀଡ଼ିତା ବେହୋସ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ମାନବାଧିକାର ଦିବସରେ ମତ: ସାମାଜିକ ଜୀବନରେ ମୌଳିକ ଅଧିକାର ପାଇବା ସମସ୍ତଙ୍କ ଅଧିକାର

ଲକ୍ଷ୍ମୀପୁର: ମନୁଷ୍ୟ ବଞ୍ଚିରହୁଥିବା ସାମାଜିକ ଜୀବନରେ ମୌଳିକ ଅଧିକାର ପାଇବା ସମସ୍ତଙ୍କ ଅଧିକାର, ନିରିହ ତଥା ନିର୍ଯ୍ୟାତିତା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସରକାର ନୈତିକ କର୍ତ୍ତବ୍ୟ, କର୍ମମୟ ଜୀବନରେ ଶିକ୍ଷା ସ୍ୱାସ୍ଥ୍ୟ ଓ କର୍ମ ନିଯୁକ୍ତି ଦେବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ…
ଅଧିକ ଖବର ଦେଖନ୍ତୁ...

ବୁର୍ଜ ଖଲିଫାରେ ପୁଣି ଥରେ ବିବାହ କରିପାରନ୍ତି ନିକ୍‌ୟାଙ୍କା,ଜାଣନ୍ତୁ କ’ଣ ପାଇଁ ନିକ୍‌ୟାଙ୍କାଙ୍କୁ ଏଭଳି ପ୍ରସ୍ତାବ…

ନୂଆଦିଲ୍ଲୀ : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡ଼ିସେମ୍ବର ୨ରେ ନିଜ ପ୍ରେମିକ ନିକ୍‌ ଜୋନ୍‌ସଙ୍କୁ ଯୋଧପୁରରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିଲ୍ଲୀର ହୋଟେଲ ତାଜ୍‌ରେ ଦୁହେଁ ବିବାହର ଭୋଜି…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ୪ ଦୁର୍ବୃତ୍ତ ୨୪ଘଣ୍ଟା ଧରି ଦୁଷ୍କର୍ମ କରିବା ପରେ ଗାଧୋଇ ଦେବା ସହ ନୂଆ ପୋଷାକ ପିନ୍ଧାଇ ଥିଲେ !

ବେଗୁସରାଇ(ବିହାର) : ବିହାରର ବେଗୁସରାଇରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହ ୪ଜଣ ଦୁର୍ବୃତ୍ତ ମିଶି ଦୁଷ୍କର୍ମ କରିବା ଖବର ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତା ନିଜ ସାଙ୍ଗ ସହ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପୀଡ଼ିତାଙ୍କୁ ଉଠାଇ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ବାରିକିଆରେ ରେଣ୍ଡୋ ମାଝୀଙ୍କ ୧୬୩ତମ ସହିଦ ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ଆଦିବାସୀ ନେତା ରେଣ୍ଡୋ ମାଝୀଙ୍କ ଜନ୍ମ ସ୍ଥାନ ଘୋଷଣା କରିବା ସହ ଏଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବୀ ଜୋର ଧରିଛି। ରେଣ୍ଡୋ ମାଝୀଙ୍କ ୧୬୩ତମ ସହିଦ ଦିବସ ପାଳନ ଅବସରରେ ସୋମବାର ବାଲିଗୁଡା ବ୍ଲକର…
ଅଧିକ ଖବର ଦେଖନ୍ତୁ...