Daily Archives

December 10, 2018

ଇଶା-ଆନନ୍ଦଙ୍କ ସଙ୍ଗୀତ୍‌ରେ ଅନନ୍ତ ଅମ୍ବାନୀଙ୍କ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ହୋଇ ଟ୍ରୋଲ ହେଲେ ସଲମାନ ଖାନ୍‌ !…

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ଼୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଅଳିଅଳି ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଉଦୟପୁରରେ ଇଶାଙ୍କ ମେହେନ୍ଦି ଏବଂ ସଙ୍ଗୀତ୍‌ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୁଅ-ଝିଅକୁ ହତ୍ୟା ଉଦ୍ୟମ କରି ସ୍ତ୍ରୀ ଆତ୍ମହତ୍ୟା କରିଥିବା କଥା ପୁଲିସକୁ କହିଥିଲା ସ୍ୱାମୀ, ମାସକ ପରେ କୋମାରୁ…

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ପ୍ରାୟ ମାସେ ପର୍ଯ୍ୟନ୍ତ କୋମାରେ ରହିବା ପରେ ଏବେ ସୁସ୍ଥ ହୋଇଛନ୍ତି । ନିଜର ଏବଂ ନିଜ ପୁଅ-ଝିଅଙ୍କ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ସ୍ୱାମୀ ମାସେ ପୂର୍ବରୁ ପୁଲିସକୁ ଜଣାଇଥିବା ବେଳେ ଏବେ କୋମାରୁ ବାହାରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପରସ୍ପରଠାରୁ ଅଲଗା ହେଲେ ନେହା କକ୍କର-ହିମାନ୍ସ କୋହଲି! କିଛି ମାସ ତଳେ ନିଜ ପ୍ରେମ ସଂପର୍କ ଉପରେ ଲଗାଇଥିଲେ ମୋହର

ମୁମ୍ବାଇ : ବଲିଉଡ୍‌ରେ ଏବେ ରାଜ୍‌ କରୁଛନ୍ତି କଣ୍ଠଶିଳ୍ପୀ ନେହା କକ୍କର । ତାଙ୍କର ରିଲିଜ୍‌ ହେଉଥିବର ପ୍ରତିଟି ଗୀତ ବ୍ଲକ୍‌ବଷ୍ଟର ହେଉଥିବା ବେଳେ କିଛି ଦିନ ତଳେ ଫିଲ୍ମ ‘ସିମ୍ବା’ର ରିଲିଜ୍‌ ହୋଇଥିବା ଗୀତ ଆଁଖ୍‌ ମାରେ ବି ଶ୍ରୋତାମାନଙ୍କ ମନ ଜିଣିବାରେ ଲାଗିଛି । ତେବେ ନେହା ନିଜ…
ଅଧିକ ଖବର ଦେଖନ୍ତୁ...

ଲୋକାୟୁକ୍ତ ପାଇଁ ୭ ଜଣିଆ ସବ କମିଟି ଗଠିତ

ଭୁବନେଶ୍ୱର: ଲୋକାୟୁକ୍ତ ଗଠନ ପାଇଁ ସୋମବାର ୭ ଜଣିଆ ସବ କମିଟି ଗଠିତ ହୋଇଛି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସଂଜୀବ ହୋତା, ଗୋପାଳ ନନ୍ଦ, ଡ. ଆର.ଏନ୍‌ ବହିଦାର, ଡ. ବିଧିଭୂଷଣ ସାମଲ, ପ୍ରଫେସର ସ୍ନିଗ୍‌ଧା ପଟ୍ଟନାୟକ ଓ ଡ. ଭିଆର ରାମକେଳା…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ରୁ ୧୦୦ଟଙ୍କା କାଢ଼ିବାକୁ ଯାଇଥିବା ବେଳେ ବାହାରିଲା ୫୦୦ଟଙ୍କା, ଏହା ଥିଲା କାରଣ

ଭୋପାଲ : ଟିକେ ଭାବନ୍ତୁ ତ ! ଯଦି ଏଟିଏମ୍‌ରୁ ୧୦୦ଟଙ୍କା କାଢ଼ିବାକୁ ଯାଇଥିବା ବ୍ୟକ୍ତିକୁ ୧୦୦ ପରିବର୍ତ୍ତେ ୫୦୦ଟଙ୍କା ମିଳୁଛି । ତେବେ ସେ କେତେ ଖୁସି ହେବ? ପ୍ରଶ୍ନଟି ଶୁଣି ଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ମଧ୍ୟ ଏହା ସତ । କାରଣ ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଅଲ୍ଲୀରାଜପୁରରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସ ୧-୦ରେ ଚୀନ ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ଦିନର କ୍ରସ ଓଭର ୨ୟ ମ୍ୟାଚରେ ଫ୍ରାନ୍ସ ୧-୦ ଗୋଲ୍‌ରେ ଚୀନ ବିପକ୍ଷରେ ବିଜୟୀ ହୋଇଛି। ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିବା ବେଳେ ୩ୟ କ୍ୱାର୍ଟରେ ଫ୍ରାନ୍ସ ଏକ ଗୋଲ ଦେଇଥିଲା। ସୋମବାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ସାରାଙ୍କୁ ତାଙ୍କ ମାଆ ଏହି ସମୟରେ ସାମ୍ନାରେ ଦେଖି ମଧ୍ୟ ଚିହ୍ନିପାରି ନଥିଲେ

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନବାଗତାମାନଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଦାରନାଥ’ ମୁକ୍ତିଲାଭ କରିବା ପରେ ତାଙ୍କ ପ୍ରଶଂସକଙ୍କର ସଂଖ୍ୟା ଆକାଶଛୁଆଁ ପାଲଟିଛି। ସେ କେବେ ପିତା ସୈଫ୍‌ ଅଲ୍ଲୀ ଖାନଙ୍କ ସହ କଛି ଘଟଣାକୁ ନେଇ ତ ପୁଣି…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍‌କୁ ଯାଉଥିବା ମହିଳା ଓ କୁନି ଝିଅଙ୍କୁ ନିଜର ଫାଷ୍ଟ୍‍ କ୍ଲାସ୍‌ ବିମାନ ସିଟ୍‌ ପ୍ରଦାନ କଲେ ଅଜଣା ବ୍ୟକ୍ତି,…

ନୂଆଦିଲ୍ଲୀ: ବେଳେ ବେଳେ ଉଦାରତା ଜଣଙ୍କ ଭିତରୁ ବାହାରି ସାରା ଦୁନିଆର ପବନରେ ମିଶିଯାଏ। ଯାହାର ଫଳାଫଳକୁ ଦେଖି ହୁଏନି କି ଛୁଇଁ ହୁଏନି କେବଳ ଅନୁଭବ କରିହୁଏ। ସେପରି ଏକ ଉଦାର ବ୍ୟକ୍ତିଙ୍କ ବିଷୟରେ ଆଜି ଆଲୋଚନା କରିବା ଯାହାଙ୍କ ପରିଚୟ ଅସ୍ପଷ୍ଟ, ଉଦାରତା ସ୍ପଷ୍ଟ। ଏପରି ଜଣେ ବ୍ୟକ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ, ତାମିଲନାଡୁ, ଆନ୍ଧ୍ର, ଓଡ଼ିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ଗତ ଶନିବାରଦିନ ସୃଷ୍ଟି ହୋଇଥିଲା ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏକ ଅବପାତ ବା  ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଗୁଞ୍ଜିବାଡ଼ି ରେ ମାଓ ବ୍ୟାନର, ଲାଲ କପଡା ଛାଡି କଳା କପଡା ଆପଣାଇଲେ ମାଓ ସଂଗଠନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ପିଡବ୍ଲୁଡି ଠାରୁ ଜିଡୁଵାଡି ପ୍ରଧାନମନ୍ତ୍ରୀ ରାସ୍ତାରେ କଳା ରଙ୍ଗ କପଡାରେ ଧଳା ଅକ୍ଷରରେ ମାଓ ବ୍ୟାନର ଲେଖା ଯାଇ  ଲଗାଯାଇଛି। ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟିରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଗେରୁଆ ଆତଙ୍କବାଦୀ ସଙ୍ଘ…
ଅଧିକ ଖବର ଦେଖନ୍ତୁ...